ଖେଳ

ଜୋକୋଭିଚ୍‌ଙ୍କ ସ୍ବପ୍ନ

ଓ୍ବିମ୍ବେଲଡନ୍‌ ଫାଇନାଲରେ କାର୍ଲୋସ୍‌ ଅଲକାରାଜ୍‌ଙ୍କଠାରୁ ହାରିଥିବାରୁ ନୋଭାକ୍‌ ଜୋକୋଭିଚ୍‌ ସର୍ବକାଳୀନ ଶ୍ରେଷ୍ଠ ୨୪ ଗ୍ରାଣ୍ଡସ୍ଲାମ୍‌ ରେକର୍ଡର ସମକକ୍ଷ ହୋଇପାରିନାହାନ୍ତି। ବର୍ଷର ଶେଷ ଗ୍ରାଣ୍ଡସ୍ଲାମ୍‌ ୟୁଏସ୍‌ ଓପନ ଆସନ୍ତା ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୧୦ ମଧ୍ୟରେ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟ ଉପରେ…

କରାଟେରେ କୃଷ୍ଣଙ୍କ କୀର୍ତ୍ତି

ପିଲାଦିନେ କ୍ରିକେଟ ପ୍ରତି ରୁଚି ରଖୁଥିବା କୃଷ୍ଣ କ୍ରମେ ଭାଇଙ୍କ ପ୍ରେରଣାରେ କରାଟେ ପ୍ରେମରେ ପଡ଼ନ୍ତି। ଉତ୍କଳ କରାଟେ ସ୍କୁଲ ହୁଏ ତାଙ୍କର ପଥ ପ୍ରଦର୍ଶକ। କରାଟେ ଦେଇଛି ତାଙ୍କୁ ନୂଆ ପରିଚୟ। ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ସଫଳତା ପରେ…

ମାତ୍ର ୨ଟି ଇନିଂସରେ ଦ୍ରାବିଡ, ରାଇନାଙ୍କ ଭଳି କିମ୍ବଦନ୍ତୀଙ୍କ ରେକର୍ଡ ଭାଙ୍ଗିଲେ ଜୟସ୍ବାଲ

ପୋର୍ଟ ଅଫ୍‌ ସ୍ପେନ୍‌,୨୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ତ୍ରିନିଦାଦରେ ଖେଳାଯାଉଛି। ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆ ୪ ଉଇକେଟ ହରାଇ ୨୮୮ ରନ ସଂଗ୍ରହ କରିଥିଲା।…

ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଛନ୍ତି ଗୋପାଳଗଞ୍ଜର ଏହି ଧୂରନ୍ଧର, ଜାଣନ୍ତୁ ମୁକେଶ କୁମାର କିଏ…  

ପୋର୍ଟ ଅଫ୍‌ ସ୍ପେନ୍‌,୨୧।୭: ଟିମ୍‌ ଇଣ୍ଡିଆ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଗୁରୁବାରଠାରୁ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି ଦ୍ରୁତ ବୋଲର ମୁକେଶ କୁମାର। ସିରିଜ ଆରମ୍ଭ ପୂର୍ବରୁ ବିସିସିଆଇ ୨…

ରାହୁଲ ଦ୍ରାବିଡଙ୍କ ପରେ କାହାକୁ ମିଳିବ ମୁଖ୍ୟ ପ୍ରଶିକ୍ଷକର ଦାୟିତ୍ୱ, ଜାଣନ୍ତୁ ଏହି ଦୌଡରେ କିଏ ସାମିଲ

ନୂଆଦିଲ୍ଲୀ,୨୧।୭: ଭାରତୀୟ କ୍ରିକେଟ ଦଳ ଖୁବ୍‌ଶୀଘ୍ର ଏକ ନୂତନ ମୁଖ୍ୟ ପ୍ରଶିକ୍ଷକ ପାଇପାରେ। ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ଚୁକ୍ତିନାମା ନଭେମ୍ବରରେ ଶେଷ ହେଉଛି ଏବଂ ୨୦୨୩ ବିଶ୍ୱକପ ପରେ ସେ ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିବେ କି…

ଏହି ଦେଶ ବିପକ୍ଷ ସିରିଜରେ ହାର୍ଦ୍ଦିକ କରିବେ ବିଶ୍ରାମ, ଅଧିନାୟକ ପଦ ସମ୍ଭାଳିବେ…

ନୂଆଦିଲ୍ଲୀ,୨୧।୭: ବର୍ତ୍ତମାନ ଭାରତୀୟ ଟିମ୍‌ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨ ଟେଷ୍ଟ, ୩ ଦିନିକିଆ ଏବଂ ୫ ଟି୨୦ ମ୍ୟାଚ୍‌ର ସିରିଜ୍‌ ଖେଳୁଛି। ଏହାପରେ ଭାରତ ୩ ଟି୨୦ ମ୍ୟାଚ୍‌ର ସିରିଜ ଖେଳିବାକୁ ଆୟରଲ୍ୟାଣ୍ଡ ଗସ୍ତ କରିବ। ଏହି ଗସ୍ତକୁ ନେଇ ଏକ…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ରୋହିତ ଶର୍ମା

ପୋର୍ଟ ଅଫ୍‌ ସ୍ପେନ୍‌,୨୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୋର୍ଟ ଅଫ ସ୍ପେନରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରାଥୱାଇଟ ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟସ ହାରିବା…

ଖାସ୍‌ ଉପଲବ୍ଧି ହାସଲ କଲେ କୋହଲି

ନୂଆଦିଲ୍ଲୀ,୨୧।୭: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏପର୍ଯ୍ୟନ୍ତ ବ୍ୟାଟ୍ସମ୍ୟାନଙ୍କ ସହ ତାଙ୍କର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚକୁ ଅତ୍ୟନ୍ତ ସ୍ବତନ୍ତ୍ର କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ତ୍ରିନିଦାଦ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷରେ କୋହଲି ୮୭ ରେ ଅପରାଜିତ ରହିଛନ୍ତି। ଏହି…

ଫିଫା ର଼୍ୟାଙ୍କିଙ୍ଗରେ ଭାରତ ୯୯

ନୂଆଦିଲ୍ଲୀ, ୨୧/୭(ପି.ଟି.): ସାଫ୍‌ ଚାମ୍ପିୟନଶିପ୍‌ ପରେ ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗରେ ଭାରତୀୟ ପୁରୁଷ ଫୁଟ୍‌ବଲ ଦଳ ୯୯ତମ ସ୍ଥାନ ଅଧିକାର କରିଛି। ୨୦୧୮ ପରେ ପ୍ରଥମ ଥର ଭାରତ ର଼୍ୟାଙ୍କିଙ୍ଗ ତାଲିକାରେ ୧୦୦ ଭିତରେ ସ୍ଥାନ ପାଇଛି । ଚଳିତ…

ଶତକ ନିକଟତର କୋହଲି

ପୋର୍ଟ ଅଫ୍‌ ସ୍ପେନ୍‌, ୨୧ା୭: ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିରେ ଘରୋଇ ଦଳ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନ ଖେଲ ଶେଷ ହେବା…

ଭାରତ-ୱେଷ୍ଟଇଣ୍ଡିଜ ୧୦୦ ତମ ଟେଷ୍ଟରେ ରୋହିତଙ୍କୁ ଖାସ୍‌ ଉପହାର ଦେଲେ ଲାରା

ଡୋମିନିକା,୨୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୨ ଟେଷ୍ଟ ମ୍ୟାଚ ସିରିଜର ଦ୍ୱିତୀୟ ମ୍ୟାଚ ପୋର୍ଟ ଅଫ ସ୍ପେନରେ ଖେଳାଯାଉଛି। କିନ୍ତୁ ଆପଣ ଜାଣନ୍ତି କି ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏହା ହେଉଛି ୧୦୦ ତମ ଟେଷ୍ଟ ମ୍ୟାଚ।…

ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌: ଟସ୍‌ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି

ତ୍ରିନିଦାଦ,୨୦।୭: ତ୍ରିନିଦାଦ ସ୍ଥିତ କୁଇନ୍‌ ପାର୍କ ଓଭାଲ ପୋର୍ଟ ଅଫ ସ୍ପେନ ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଟସ୍‌ ଜିତି ବୋଲିଂ ନିଷ୍ପତ୍ତିି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?