ରାହାନେଙ୍କୁ ଚେତାବନୀ ଦେଲେ ପୂର୍ବତନ ଓପନର୍ ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ,୨୨।୭: ଭାରତର ପୂର୍ବତନ ଓପନର୍ ବ୍ୟାଟ୍ସମ୍ୟାନ ୱାସିମ ଜାଫର୍ ବିଶ୍ୱାସ କରନ୍ତି ଯେ, ବର୍ତ୍ତମାନର ଉପ-ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ଟେଷ୍ଟ ଦଳରେ ରହିବାକୁ ରନ ସ୍କୋର ଜାରି ରଖିବାକୁ ପଡ଼ିବ। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ରାହାନେ ଏପର୍ଯ୍ୟନ୍ତ ଏକ ଫ୍ଲପ…
ସଚିନଙ୍କୁ ପଛରେ ପକାଇଲେ କିଙ୍ଗ କୋହଲି
ପୋର୍ଟ ଅଫ୍ ସ୍ପେନ୍,୨୨।୭: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ୫୦୦ତମ ଟେଷ୍ଟ ମ୍ୟାଚ୍ ସ୍ମରଣୀୟ ହୋଇଛି। ଦୀର୍ଘଦିନରୁ ଏହି ଫର୍ମାଟରେ ସେ ଶତକ ହାସଲ କରି ନ ଥିଲେ। ହେଲେ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ…
ଭାରତ ‘ଏ’-ପାକିସ୍ତାନ ‘ଏ’ ଫାଇନାଲ
କଲମ୍ବୋ, ୨୨ା୭: ଭାରତ ‘ଏ’ ଏଠାରେ ଚାଲିଥିବା ଏମର୍ଜିଂ ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟର ଏକ ସେମିଫାଇନାଲରେ ବାଂଲାଦେଶକୁ ୫୧ ରନରେ ପରାସ୍ତ କରିଛି। ଦଳ ଫାଇନାଲରେ ପାକିସ୍ତାନ ‘ଏ’ ସହ ମୁକାବିିଲା କରିବ। ଶୁକ୍ରବାର ସ୍ଥାନୀୟ ଆର୍. ପ୍ରେମାଦାସା ଷ୍ଟାଡିୟମରେ…
ସ୍ପେନ୍, ସୁଇଜରଲାଣ୍ଡ ବିଜୟୀ
ଡୁନେଡିନ/ ଓ୍ବେଲିଂଟନ/ ମେଲବୋର୍ନ, ୨୨ା୭: ଚଳିତ ମହିଳା ଫୁଟ୍ବଲ ବିଶ୍ୱକପ୍ରେ ଶୁକ୍ରବାର ସ୍ପେନ୍ ଓ ସୁଇଜରଲାଣ୍ଡ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ କାନାଡା-ନାଇଜେରିଆ ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ଡୁନେଡିନଠାରେ ସୁଇଜରଲାଣ୍ଡ ୨-୦ ଗୋଲ୍ରେ ଫିଲିପାଇନ୍ସକୁ ପରାସ୍ତ…
୧୮ବର୍ଷୀୟା ପାକିସ୍ତାନ କ୍ରିକେଟରଙ୍କ ଅବସର
କରାଚୀ, ୨୨ା୭ ପାକିସ୍ତାନର ୧୮ବର୍ଷୀୟା ମହିଳା କ୍ରିକେଟର ଆୟେଶା ନସିମ୍ଙ୍କ ଅବସର ଘୋଷଣା ନିଷ୍ପତ୍ତିକୁ ନେଇ ଅନେକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ମହାନ ଖେଳାଳି ଓ୍ବାସିମ ଆକ୍ରମଙ୍କ ନିକଟରେ ଯୋଉଁ ପ୍ରତିଭା ରହିଥିଲା, ତାହା ଆୟେଶାଙ୍କ ନିକଟରେ ରିହିଛ ବୋଲି କୁହାଯାଉଥିଲା।…
କୋହଲିଙ୍କ ସ୍ମରଣୀୟ ଶତକ
ପୋର୍ଟ ଅଫ୍ ସ୍ପେନ୍, ୨୨।୭: ବିରାଟ କୋହଲିଙ୍କ ଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବଡ଼ ସ୍କୋର ପଥରେ ଅଗ୍ରସର ହୋଇଛି। ଶୁକ୍ରବାର ଦ୍ୱିତୀୟ ଦିବସ ମଧ୍ୟାହ୍ନ…
ଆଇସିସି ବିଶ୍ୱକପ୍ ପ୍ରମୋରେ ଓଡ଼ିଶାର ପିଣ୍ଟୁ
ବ୍ରହ୍ମପୁର ୨୨ା୭ (ତନୁଶ୍ରୀ ନାହାକ): ଓଡ଼ିଶାର ଖେଳ ପ୍ରେମୀଙ୍କ ଲାଗି ଏକ ଭଲ ଖବର। ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଜଣେ ଅନ୍ୟତମ ଦୃଢ ପ୍ରଶଂସକ ରୂପେ ପରିଚିତ ରାଜ୍ୟର ପିଣ୍ଟୁ ବେହେରା ଭାରତରେ ଅକ୍ଟୋବର ୫ରୁ ହେବାକୁଥିବା ଆଇସିସି ଦିନିକିଆ…
ଅଗଷ୍ଟ ୧୨ରେ କୁସ୍ତି ମହାସଂଘ ନିର୍ବାଚନ
ନୂଆଦିଲ୍ଲୀ,୨୧।୭: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍)ର ନିର୍ବାଚନ ଅଗଷ୍ଟ ୧୨ରେ ହେବ ବୋଲି ଶୁକ୍ରବାର ଘୋଷଣା କରାଯାଇଛି। କିନ୍ତୁ ମହାରାଷ୍ଟ୍ର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇପାରିବ ନାହିଁ ବୋଲି ରିଟର୍ନିଂ ଅଫିସର ଜଷ୍ଟିସ ଏମ୍.ଏମ୍ କୁମାର ସ୍ପଷ୍ଟ କରିଛନ୍ତି। ଆଡହକ୍ ପ୍ୟାନେଲ…
ଭାରତ-ପାକିସ୍ତାନ ମ୍ୟାଚ୍ ଲାଗି ଡାକ୍ତରଖାନାରେ ଶଯ୍ୟା ବୁକ୍ କରୁଛନ୍ତି ପ୍ରଶଂସକ, ହୋଟେଲରେ ସ୍ଥାନ ମିଳୁନି
ଅହମ୍ମଦାବାଦ,୨୧।୭: ଭାରତରେ ଖେଳାଯିବ ବିଶ୍ୱକପ୍ ୨୦୨୩। ଅକ୍ଟୋବର ୧୫ରେ ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଲାଗି ଏବେଠାରୁ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଲାଣି। ମ୍ୟାଚ୍କୁ ନେଇ ଅହମ୍ମଦାବାଦ ହୋଟେଲରେ କୌଣସି…
ଏସିଆନ ଚାମ୍ପିଅନ୍ସ ଟ୍ରଫି ମ୍ୟାଚର ଟିକେଟ୍ ବିକ୍ରି ଆରମ୍ଭ, ଜାଣନ୍ତୁ କିପରି, କେତେ ଟଙ୍କାରେ କିଣିବେ ଟିକେଟ୍
ନୂଆଦିଲ୍ଲୀ,୨୧।୭: ଚେନ୍ନାଇର ଏଗମୋରର ମେୟର ରାଧାକ୍ରିଷ୍ଣନ ହକି ଷ୍ଟାଡିୟମରେ ଅଗଷ୍ଟ ୩ରୁ ୧୨ପର୍ଯ୍ୟନ୍ତ ହକି ଇଣ୍ଡିଆ ଦ୍ୱାରା ଏସିଆନ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ କିଛି ସମୟ ପୂର୍ବରୁ ଦିଲ୍ଲୀରେ…
ଏସିଆ କପ କାର୍ଯ୍ୟସୂଚୀରେ ବାଂଲାଦେଶ କ୍ରିକେଟ ବୋର୍ଡ ଅସନ୍ତୁଷ୍ଟ
ନୂଆଦିଲ୍ଲୀ,୨୧।୭: ଏସିଆ କପ ୨୦୨୩ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଟୁର୍ଣ୍ଣାମେଣ୍ଟର ୪ଟି ମ୍ୟାଚ ପାକିସ୍ତାନରେ ଏବଂ ବାକି ୯ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ। ପ୍ରଥମ ଥର ପାଇଁ ହାଇବ୍ରିଡ ମଡେଲରେ ଖେଳାଯାଉଥିବା ଏସିଆ କପ…
ବିରାଟ କୋହଲି ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା: ରାହୁଲ ଦ୍ରାବିଡ
ନୂଆଦିଲ୍ଲୀ,୨୧।୭: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଆଉ ଏକ ବିଶେଷ ମାଇଲଖୁଣ୍ଟ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କୋହଲି ତାଙ୍କର ୫୦୦ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟ ସମାପ୍ତ କରିଛନ୍ତି। କୋହଲି…

