ଖେଳ

ସେପ୍ଟେମ୍ବରରୁ ବୁକିଂ ହେବ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ୍‌

ନୂଆଦିଲ୍ଲୀ,୧୬।୮: ୨୦୨୩ ବିଶ୍ୱକପ ୫ଅକ୍ଟୋବରରୁ ଆରମ୍ଭ ହେବ । ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ ପାଇଁ ଆଇସିସି ଦ୍ୱାରା ଟିକେଟ୍‌ର ପ୍ଲାନ୍‌ ଜାରି କରାଯାଇଛି। ଅକ୍ଟୋବର ୧୪ରେ ବିଶ୍ୱକପରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ପାଇଁ ପ୍ରଶଂସକମାନେ ଅଧିକ ଉତ୍ସାହିତ ଅଛନ୍ତି।…

ବିଶ୍ୱକପ ପୂର୍ବରୁ ରୋହିତଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଲେ କପିଲ ଦେବ

ନୂଆଦିଲ୍ଲୀ,୧୬।୮: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଭାରତରେ ୫ ଅକ୍ଟୋବରରୁ ଆରମ୍ଭ ହେବ। କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଟାଇଟଲ ଜିତିବା ପାଇଁ ଏକାକୀ ଏହି ମେଗା ଇଭେଣ୍ଟ ଆୟୋଜନ କରୁଥିବା ଭାରତ ଉପରେ ଅନେକ ଚାପ ପଡ଼ିବ। ଯେତେବେଳେ…

ୱେଷ୍ଟଇଣ୍ଡିଜଠାରୁ ହାରିବା ନିରାଶାଜନକ ନୁହେଁ: ଗାଭାସ୍କର…

କୋଲକାତା,୧୬।୮ : ଭାରତୀୟ କ୍ରିକେଟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ଭଲ ଖରାପ ମିଶ୍ରିତ ରହିଛି। ଟେଷ୍ଟ ସିରିଜକୁ ୧-୦ ରେ ଜିତିବା ପରେ ଟିମ ଇଣ୍ଡିଆ ଆୟୋଜକ ଦଳଙ୍କୁ ୨-୧ରେ ପରାସ୍ତ କରିଥିଲା। ତେବେ ଭାରତ ଟି-୨୦ ସିରିଜ ଜିତି ପାରି…

ବିଶ୍ୱକପ ପୂର୍ବରୁ ଭାରତକୁ ପାକିସ୍ତାନ ଖେଳାଳିଙ୍କ ଚେତାବନୀ: ଆମେ ୩୦୦ ରନ ଟାର୍ଗେଟର ପିଛା କରିବାକୁ ସକ୍ଷମ…

କୋଲକାତା,୧୫।୮ : ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ୫ ଅକ୍ଟୋବରରେ ଖେଳାଯିବ। ଏଥି ସହିତ ଏହି ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ନଭେମ୍ବର ୧୯ ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ୧୪ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ।…

ବାରାଣସୀରେ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ…

ବାରାଣସୀ,୧୫।୮ : ଉତ୍ତରପ୍ରଦେଶରେ ଖୁବ ଶୀଘ୍ର ଅନ୍ୟ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଉପହାର ପାଇବାକୁ ଯାଉଛି। ବାରାଣାସୀରେ ନିର୍ମାଣ ହେବାକୁ ଥିବା ବାରାଣସୀ କ୍ରିକେଟ ଷ୍ଟାଡିୟମର କାର୍ଯ୍ୟ ଆରମ୍ଭ ହୋଇଛି। ନିର୍ମାଣ କାର୍ଯ୍ୟ ଲାରସେନ ଆଣ୍ଡ ଟୁବ୍ରୋ ଗ୍ରହଣ କରିଛି।…

ଏସିଆନ ଗେମ୍ସରୁ ବିନେଶ ଫୋଗାଟ ବାହାର, ଆଣ୍ଠୁରେ ଆଘାତ ଯୋଗୁ ନେଲେ ନିଷ୍ପତ୍ତି, ଅମିତ ପଙ୍ଘାଲ ସାମିଲ ହେବା ଆଶା…

ନୂଆଦିଲ୍ଲୀ,୧୫।୮ : ଏସିଆନ ଗେମ୍ସ ପୂର୍ବରୁ ଭାରତ ଏକ ବଡ଼ ଝଟକାର ସମ୍ମୁଖୀନ ହୋଇଛି। ହରିୟାଣା ରେସଲର ବିନେଶ ଫୋଗାଟ ଏସୀୟ ଖେଳରୁ ବାହାରି ଯାଇଛନ୍ତି। ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବିନେଶ କହିଛନ୍ତି ଅଗଷ୍ଟ ୧୩…

ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଏହି ଷ୍ଟାର କ୍ରିକେଟର

କଲମ୍ବୋ,୧୫।୮: ଶ୍ରୀଲଙ୍କାର ଷ୍ଟାର କ୍ରିକେଟର ଓ୍ବାନିନ୍ଦୁ ହସରଙ୍ଗା ମଙ୍ଗଳବାର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ନିଜର ସୀମିତ ଓଭର ଖେଳକୁ ଅଧିକ ଗୁରୁତ୍ୱ ଦେବା ଲାଗି ସେ ଟେଷ୍ଟ କ୍ରିକେଟରୁ ଅବସର ଦେଇଛନ୍ତି। ସେ ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ…

ଏସିଆ କପ୍‌ ଲାଗି ଆଜି ଦଳ ଘୋଷଣା କରିପାରେ ବିସିସିଆଇ ! ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ  

ନୂଆଦିଲ୍ଲୀ,୧୫।୮: ଆସନ୍ତା ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ୨୦୨୩କୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଟିମ୍‌। ହେଲେ ଏହା ପୂର୍ବରୁ ଦଳ ଏସିଆ କପ୍‌ ୨୦୨୩ ଖେଳିବ। ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଲାଗି…

ପ୍ରଶ୍ନ ଘେରରେ ଦ୍ରାବିଡ

ନୂଆଦିଲ୍ଲୀ,୧୫।୮: ନିକଟରେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମାପ୍ତ କରିଛି ଟିମ୍‌ ଇଣ୍ଡିଆ। ଏହି ଗସ୍ତରେ ଦଳର ପ୍ରଦର୍ଶନ ସାଧାରଣ ଥିଲା। ଯେଉଁ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଗତ ବର୍ଷ ଟି୨୦ ଏବଂ ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍‌ ଲାଗି ଯୋଗ୍ୟତା ହାସଲ କରିପାରିଲା ନାହିଁ,…

କଳିଙ୍ଗରେ ହକି ଷ୍ଟ୍ରାଇକର୍ସ କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର, ୧୫।୮ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ, ଓଡ଼ିଶା ହକି ଓ ନାଭାଲ ଟାଟା ଏଚ୍‌ପିସିର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ସୋମବାର ମହିଳା ହକି ଷ୍ଟ୍ରାଇକର୍ସ କ୍ୟାମ୍ପ ଆରମ୍ଭ ହୋଇଛି। ଭାରତୀୟ ମହିଳା ହକି ଦଳର ପୂର୍ବତନ…

ଏସିଆ କପ ପୂର୍ବରୁ ଶ୍ରୀଲଙ୍କାକୁ ଝଟକା: ସନ୍ୟାସ ନେବାକୁ ଇଚ୍ଛା କଲେ ଏହି ଷ୍ଟାର ସ୍ପିନର

କଲମ୍ବୋ,୧୫।୮: ଏସିଆ କପ ୨୦୨୨ରେ ଚାମ୍ପିୟନ ହୋଇଥିବା ଶ୍ରୀଲଙ୍କାର ସାମ୍ନାରେ ଏକ ବଡ ସମସ୍ୟା ରହିଛି। ଦଳର ଷ୍ଟାର ସ୍ପିନର ୱାନିନ୍ଦୁ ହସରଙ୍ଗା ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅଗଷ୍ଟ ୧୫ ମଙ୍ଗଳବାର ଶ୍ରୀଲଙ୍କା କ୍ରିକେଟ ବୋର୍ଡ…

ଦିନିକିଆ ଟିମରେ ହେବ ତିଳକ ବର୍ମାଙ୍କ ଏଣ୍ଟ୍ରି: ୨୦ ଅଗଷ୍ଟରେ ହେବାକୁ ଯାଉଛି ବଡ ଘୋଷଣା

ନୂଆଦିଲ୍ଲୀ,୧୫।୮: ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଯାତ୍ରା ଶେଷ ହେବା ପରେ ବର୍ତ୍ତମାନ ଟିମ ଇଣ୍ଡିଆକୁ ୧୮ଅଗଷ୍ଟରୁ ଆୟର୍ଲାଣ୍ଡ ବିପକ୍ଷରେ ୩ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବାକୁ ପଡିବ। ଏଥି ସହିତ ଏହା ପରେ ଆୟୋଜିତ ହେବାକୁ ଥିବା ଏସିଆ କପକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?