ଖେଳ

ଶ୍ରୀଲଙ୍କା କ୍ରିକେଟରଙ୍କ ବିଦେଶ ଯାତ୍ରାରେ କଟକଣା

କଲମ୍ବୋ, ୧୫ା୮: ଶ୍ରୀଲଙ୍କାର ଜଣେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସଚିତ୍ର ସେନାନାୟକେ ମ୍ୟାଚ ଫିକ୍ସିଂରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ଫଳତଃ ସ୍ଥାନୀୟ ଏକ କୋର୍ଟ ତାଙ୍କ ବିଦେଶ ଗସ୍ତ ଉପରେ କଟକଣା ଜାରି କରିଛି। ୩୮ ବର୍ଷୀୟ ସେନାନାୟକେ ୨୦୧୨…

ସଚିନ କି କୋହଲି ନୁହେଁ, ଏହି କ୍ରିକେଟର୍‌ଙ୍କୁ ପସନ୍ଦ କରନ୍ତି ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୫।୮: କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସ୍ମୃତି ଇରାନୀ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ତାଙ୍କ ପ୍ରିୟ କ୍ରିକେଟର ଭାବରେ ବାଛିଛନ୍ତି। ଇନଷ୍ଟାଗ୍ରାମରେ ଏକ ପ୍ରଶ୍ନ-ଉତ୍ତର ଅଧିବେଶନରେ ସେ ଏହା ପ୍ରକାଶ କରିଛନ୍ତି। ପୂର୍ବତନ ଟିଭି ଅଭିନେତ୍ରୀ ସ୍ମୃତି ଇରାନୀ…

ଆୟର୍ଲାଣ୍ଡ ବାହାରିଲେ ଜସପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୧୫।୮: ଭାରତୀୟ ଦଳର ପରବର୍ତ୍ତୀ ଯାତ୍ରା ଆୟର୍ଲାଣ୍ଡ ହେବ। ଏହି ଯାତ୍ରା ମାଧ୍ୟମରେ ଦଳର ଷ୍ଟାର ଦ୍ରୁତବୋଲର ଜସପ୍ରୀତ ବୁମ୍‌ରା ପ୍ରତ୍ୟାବର୍ତ୍ତନ କରିବେ। ଯେଉଁଠାରେ ସେ ଦଳର ଦାୟିତ୍ୱ ତୁଲାଇବେ। ସେପ୍ଟେମ୍ବର ୨୦୨୨ରେ ବୁମ୍‌ରା ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ବର୍ତ୍ତମାନ…

ଏସିଆ କପ ପୂର୍ବରୁ ଆଫଗାନିସ୍ତାନ ନେଲା ବଡ ନିଷ୍ପତ୍ତି, ଘରୋଇ କ୍ରିକେଟର ପୂର୍ବତନ ଖେଳାଳିଙ୍କୁ ଦେଲା ଏହି ଦାୟିତ୍ୱ

କାବୁଲ,୧୫।୮: ଆଗାମୀ ଏସିଆ କପ ଏବଂ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ତାଙ୍କ ଦଳର କୋଚିଂ ଷ୍ଟାଫରେ ଜଣେ ନୂତନ ସଦସ୍ୟଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଘରୋଇ କ୍ରିକେଟର ପୂର୍ବତନ ଖେଳାଳି ମିଳାପ…

ବିଶ୍ୱକପ୍‌ ପାଇଁ ଅବସର ନିଷ୍ପତ୍ତି ବଦଳାଇ ପାରନ୍ତି ଏହି କ୍ରିକେଟର୍‌

ଲଣ୍ଡନ,୧୫।୮: ଗତ ବର୍ଷ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଦିନିକିଆ ଫର୍ମାଟକୁ ବିଦାୟ ନେଇଥିଲେ। କିନ୍ତୁ ବର୍ତ୍ତମାନ ସେ ତାଙ୍କ ନିଷ୍ପତ୍ତି ସହିତ ୟୁଟର୍ନ ନେବେ ବୋଲି ଚର୍ଚ୍ଚା ହେଉଛି। ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଭାରତୀୟ ମାଟିରେ…

ପ୍ରଥମଥର ଏସିଆ କପ୍‌ ଖେଳିବ ନେପାଳ: ଘୋଷଣା କଲା ଦଳ

କାଠମାଣ୍ଡୁ,୧୫।୮: ପାକିସ୍ତାନ ଏବଂ ବାଂଲାଦେଶ ପରେ ନେପାଳ ମଧ୍ୟ ଏସିଆ କପ ୨୦୨୩ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି। ପ୍ରଥମ ଥର ପାଇଁ ନେପାଳ ଏସିଆ କପରେ ଖେଳୁଥିବା ଦେଖିବାକୁ ମିଳିବ। ରୋହିତ ପାଉଡେଲ ଦଳର ଅଧିନାୟକତ୍ୱ ପରିଚାଳନା…

ସୀମା ବିସ୍‌ଲା ୧ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୫ା୮: ଏସିଆନ୍‌ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜୟିନୀ ରେସ୍‌ଲର ସୀମା ବିସ୍‌ଲାଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି। ନାଡାର ଆଣ୍ଟି ଡୋପିଂ ଡିସିପ୍ଲିନାରୀ କମିଟି(ଏଡିଡିପି) ପକ୍ଷରୁ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି। କେଉଁ ସ୍ଥାନରେ ଅଛନ୍ତି ସେ ସମ୍ପର୍କରେ ସୂଚନା ଦେଇ…

ସବୁ କୁସ୍ତିଯୋଦ୍ଧା ଟ୍ରାଏଲ୍ସ ଦେବେ

ନୂଆଦିଲ୍ଲୀ, ୧୫ା୮: ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ କୁସ୍ତିଯୋଦ୍ଧାମାନଙ୍କ ଲାଗି ଟ୍ରାଏଲ୍ସ ଅଗଷ୍ଟ ୨୫-୨୬ରେ ହେବ ବୋଲି ଆଡହକ୍‌ ପ୍ୟାନେଲ ସୋମବାର ଘୋଷଣା କରିଛି। ଫଳରେ ଚୟନ ପ୍ରତିଯୋଗିତା ହେବା ନେଇ ଦେଖାଦେଇଥିବା ଅନିଶ୍ଚିତତା ଦୂର ହୋଇଛି। ଏସିଆନ ଗେମ୍ସ ଟ୍ରାଏଲ୍ସରୁ ବଜରଙ୍ଗ…

କ୍ୱାର୍ଟର ଫାଇନାଲରେ ଚେନ୍ନାଇନ

ଗୁଆହାଟୀ, ୧୫।୮: ଚେନ୍ନାଇନ୍‌ ଏଫ୍‌ସି ପ୍ରଥମ ଦଳଭାବେ ଚଳିତ ଡୁରାଣ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟର ନକ୍‌ଆଉଟରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ଗ୍ରୁପ୍‌ ‘ଏ’ର ଏକ ମ୍ୟାଚରେ ଏହି ଦଳ ୩-୦ ଗୋଲରେ ନେପାଳର ତ୍ରିଭୁବନ ଆର୍ମି ଏଫ୍‌ସିକୁ ହରାଇ କ୍ୱାର୍ଟର…

ବିଦେଶୀ ଫୁଟବଲରଙ୍କ ସର୍ବେକ୍ଷଣ ପାଇଁ ଗଠନ ହେଲା ଟାସ୍କଫୋର୍ସ

ନୂଆଦିଲ୍ଲୀ,୧୪ା୮: ବିଦେଶରେ ରହୁଥିବା ଭାରତୀୟ ଫୁଟବଲ ଖେଳାଳିଙ୍କ ବିଷୟରେ ସର୍ବେକ୍ଷଣ କରିବା ପାଇଁ ସର୍ବଭାରତୀୟ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ବିଦେଶରେ ଅବସ୍ଥାନ କରୁଥିବା ଭାରତୀୟ ଖେଳାଳି ଓ ବିଦେଶୀ ନାଗରିକତ୍ୱ ଗ୍ରହଣ କରିଥିବା ଖେଳାଳିଙ୍କୁ ନେଇ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଏହି ଷ୍ଟାର ଖେଳାଳି

ଲଣ୍ଡନ,୧୪।୮: ୨୦୨୩ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟିଭେନ ଫିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩ ଥର ଆସେସ ସିରିଜ ବିଜେତା ଷ୍ଟିଭେନ ଫିନ ୨୦୧୦ରୁ ୨୦୧୭…

ଏସିଆ କପ ପୂର୍ବରୁ ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ନମ୍ବର -୧ ଟିମ୍‌ ହୋଇପାରେ ପାକିସ୍ତାନ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୧୪।୮: ସମସ୍ତ କ୍ରିକେଟ ପ୍ରେମୀ ଏସିଆ କପ ଆରମ୍ଭକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହାପୂର୍ବରୁ ବାବଆଜାମଙ୍କ ଅଧିନାୟକତ୍ୱରେ ଖେଳିବାକୁ ଥିବା ପାକିସ୍ତାନ ଦଳ ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ନମ୍ବର -୧ ସ୍ଥାନ ହାସଲ କରିବା ପାଇଁ ଏକ ବଡ଼ ସୁଯୋଗ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?