ଅଗଷ୍ଟ ୧୮ରୁ ଖେଳାଯିବ ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜ
ନୂଆଦିଲ୍ଲୀ,୧୪।୮: ୱେଷ୍ଟଇଣ୍ଡିଜ ବିପକ୍ଷ ଟି -୨୦ ସିରିଜ ହାରିବା ପରେ ବର୍ତ୍ତମାନ ଟିମ ଇଣ୍ଡିଆ ଆୟର୍ଲାଣ୍ଡକୁ ଭେଟିବ। ୧୮ ଅଗଷ୍ଟରୁ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ। ତେବେ ଏହି ସିରିଜରେ…
ପରାଜୟର ମୁଖ୍ୟ କାରଣ କହିଲେ ରାହୁଲ ଦ୍ରାବିଡ
ଫ୍ଲୋରିଡା,୧୪।୮: ପରାଜୟ ସହ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତ ଶେଷ କରିଛି। ଦଳ ଟି-୨୦ ସିରିଜର ପଞ୍ଚମ ମ୍ୟାଚରେ ୮ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ଏବଂ ସିରିଜକୁ ୩-୨ରେ ମଧ୍ୟ ହରାଇଥିଲା। ଟି -୨୦ ସିରିଜରେ ପରାଜୟ ପରେ…
ବେଳେବେଳ ହାରିବା ଭଲ: ହାର୍ଦ୍ଦିକ ପାଣ୍ଡ୍ୟା
ଫ୍ଲୋରିଡା,୧୪।୮: ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତୀୟ ଦଳ ୩-୨ ପରାଜୟର ସମ୍ମୁଖୀନ ହୋଇଛି। ଏହି ସିରିଜର ଶେଷ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ଦଳ ବ୍ରେଣ୍ଡନ କିଙ୍ଗଙ୍କ ଅପରାଜିତ ଇନିଂସ ଆଧାରରେ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି।…
ଲଜ୍ଜାଜନକ ରେକର୍ଡ କଲା ଭାରତ
ଫ୍ଲୋରିଡା,୧୪।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ଟି-୨୦ ସିରିଜରେ ଭାରତକୁ ୨-୩ରେ ପରାଜୟର ସାମ୍ନା କରିବାକୁ ପଡିଛି। ଫ୍ଲୋରିଡାଠାରେ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚ ଖେଳାଯାଇଥିଲା। ଏଥିରେ ଭାରତ ୮ ଉଇକେଟରେ ପରାସ୍ତ ହୋଇଥିଲା। ଏହି…
ପୃଥ୍ବୀ ଶ’ଙ୍କ କମାଲ
ଲଣ୍ଡନ,୧୪।୮:ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ଆଜିକାଲି ରୟାଲ ଲଣ୍ଡନ ୱାନ ଡେ କପରେ କାଉଣ୍ଟି ଦଳ ନର୍ଥମ୍ପଟାୟଶାୟାର ପାଇଁ ଖେଳୁଛନ୍ତି। ଶ’ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଚମତ୍କାର ଖେଳିଛନ୍ତି। ଡେବ୍ୟୁ ପରେ ଦ୍ୱିତୀୟ ମ୍ୟାଚ୍ରେ ଦ୍ୱିଶତକ ହାସଲ…
ଇତିହାସ ରଚିଲେ ସୂର୍ଯ୍ୟକୁମାର
ଫ୍ଲୋରିଡା,୧୪।୮: ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ଟି-୨୦ ସିରିଜରେ ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଭଲ ଫର୍ମରେ ନଜର ଆସିଛନ୍ତି। ସେ ସିରିଜର ଅନ୍ତିମ ମ୍ୟାଚ୍ରେ ୬୧ ରନ ସଂଗ୍ରହ କରିଥିଲେ। ଯଦିଓ ତାଙ୍କ ଇନିଂସ…
ଖ୍ରୀଷ୍ଟ, କିସ୍ ସିନିୟର ଦଳଗତ ଚାମ୍ପିୟନ
ଭୁବନେଶ୍ୱର,୧୪ା୮(ସରୋଜ ଜେନା): ଆନ୍ତଃରାଜ୍ୟ ଆନ୍ତଃସ୍କୁଲ ଓ ୨୮ତମ ଓ୍ବାଇଜିଜିଟିଏ ର଼୍ୟାଙ୍କିଙ୍ଗ ଟେବୁଲ ଟେନିସ୍ ଚାମ୍ପିୟନଶିପ୍ ୨୦୨୩ର ଦ୍ୱିତୀୟ ଦିବସରେ ସିନିୟର ବର୍ଗରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ଖ୍ରୀଷ୍ଟ କଲେଜ ଓ କିସ୍। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ…
ଆର୍ଡୋର ଏକାଡେମୀ କ୍ୱାର୍ଟରରେ
ଭୁବନେଶ୍ୱର, ୧୪ା୮ (ବିଜୟ ରଣା): ଭୁବନେଶ୍ୱର ଆଥଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୧ସ୍ଥିତ ଭୁବନେଶ୍ୱର ଫୁଟ୍ବଲ ଏକାଡେମୀ ପଡ଼ିଆରେ ଚାଲିଥିବା ‘ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟ୍ବଲ ଲିଗ୍ରେ ରବିବାର ଦୁଇଟି ମ୍ୟାଚ ଖେଳାଯାଇଥିଲା। ପ୍ରଥମ ମ୍ୟାଚରେ ଆଡ୍ଡୋର ଏକାଡେମୀ (ସିନିୟର)…
ମାଉଣ୍ଟ ଏଲ୍ବ୍ରସ୍ରେ ସୌଭାଗ୍ୟ
ଭୁବନେଶ୍ୱର,୧୪ା୮ (ସରୋଜ ଜେନା): ୭୭ତମ ସ୍ବାଧୀନତା ଦିବସ ପୂର୍ବରୁ ୟୁରୋପ ଓ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ୫୬୪୨ ମିଟର ଉଚ୍ଚ ମାଉଣ୍ଟ ଏଲ୍ବ୍ରସ୍ରେ ଉଡିଛି ଜାତୀୟ ପତାକା। ନୟାଗଡର ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ ଏଲ୍ବ୍ରସ୍ ଚଢ଼ି ଇତିହାସ ସୃଷ୍ଟି…
ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ
ଫ୍ଲୋରିଡା,୧୪ା୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ର ନିର୍ଣ୍ଣାୟକ ମ୍ୟାଚରେ ଭାରତ ୧୬୫ ରନ୍ କରିଛି। ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୧ ରନ୍ କରିଥିବା ବେଳେ ଦଳ ୨୦ ଓଭରରେ ୯ ଉଇକେଟ ହରାଇ…
ଚିନ୍ମୟୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୧୪ା୮,(ବିଜୟ ରଣା): କାନାଡାରେ ଅନୁଷ୍ଠିତ ବିଶ୍ୱ ପୋଲିସ ଓ ଫାୟାର ଗେମ୍ସରେ ୨ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ଚିନ୍ମୟୀ ଭୂୟଁାଙ୍କୁ ଭୁବନେଶ୍ୱରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଚିନ୍ମୟୀ ଭୁବନେଶ୍ୱର ସହାରାଞ୍ଚଳ ପୋଲିସ ଜିଲାରେ କାର୍ଯ୍ୟରତ। ସେ…
ରାଜ୍ୟ ସ୍କୁଲ ଓପନ ଚେସ୍: ସାଇ ରଞ୍ଜନ ଚାମ୍ପିୟନ
ଭୁବନେଶ୍ୱର, ୧୪ା୮, (ବିଜୟ ରଣା): ଡିଏଭି ପବ୍ଲିକ ସ୍କୁଲ ୟୁନିଟ୍-୮ ଓ ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ (ଓଏସ୍ସିଏ)ର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍କୁଲ ଓପନ ଚେସ୍ ଚାମ୍ପିୟନଶିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାଜପୁର ଟାଉନ୍ର ସାଇ ରଞ୍ଜନ ମିଶ୍ର ୫.୫…

