ଖେଳ

କୋହଲି ନିଜକୁ ଜଣେ ଶ୍ରେଷ୍ଠ ବୋଲର ବୋଲି ଭାବନ୍ତି: ଭୁବନେଶ୍ୱର କୁମାର…

କୋଲକାତା,୨୩।୮ : ଗତ ଦଶନ୍ଧି ଧରି ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦିତ କରିଛନ୍ତି। ସେ ବ୍ୟାଟିଂ ଏତେ ବଡ ରେକର୍ଡ ସୃଷ୍ଟି କରିଛନ୍ତି ଯାହା ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ମଧ୍ୟ ତାଙ୍କର ନିକଟତର ହେବା…

ବିରାଟଙ୍କୁ ବଳିର ଛେଳି କରନାହିଁ, ଶାସ୍ତ୍ରୀଙ୍କ ମନ୍ତବ୍ୟ ନେଇ ମଞ୍ଜେରକର ଦେଲେ ଜବାବ…

କୋଲକାତା,୨୩।୮ : ଏସିଆ କପ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସେପ୍ଟେମ୍ବର ୨ରେ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। କିନ୍ତୁ ଏହାପୂର୍ବରୁ ଭାରତୀୟ ଦଳ ସମ୍ମୁଖରେ ଏକ ବଡ଼ ପ୍ରଶ୍ନ ଉଠିଛି ଏବଂ…

ବଜରଙ୍ଗ ପୁନିଆ, ଦୀପକଙ୍କ ବିଦେଶୀ ପ୍ରଶିକ୍ଷଣକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୩।୮: କ୍ରୀଡା ମନ୍ତ୍ରଣାଳୟର ମିଶନ ଅଲିମ୍ପିକ ସେଲ( ଏମ୍‌ଓସି) କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଏବଂ ଦୀପକ ପୁନିଆଙ୍କ ଫିଟନେସ ସାର୍ଟିଫିକେଟ ପ୍ରଦାନ କରିବା ଉପରେ ତାଙ୍କୁ ବିଶ୍ୱ ଚାମ୍ପିୟନଶିପର ଟ୍ରାଏଲରେ ଭାଗ ନ ନେବା ଏବଂ ଏସିଆନ ଗେମ୍ସ ପର୍ଯ୍ୟନ୍ତ…

ଆଜି ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ ୩ୟ ଟି -୨୦ ମ୍ୟାଚ

ଡବ୍‌ଲିନ୍‌,୨୩।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ବୁଧବାର ଖେଳାଯିବ। ଭାରତ ୨-୧ରେ ଆଗୁଆ ରହିଛି। ବର୍ତ୍ତମାନ ସେ ଏକ କ୍ଲିନ୍‌ ସ୍ବିପ ଉଦ୍ଦେଶ୍ୟରେ ମଇଦାନରେ ପ୍ରବେଶ କରିବ। ସିରିଜର ପ୍ରଥମ ମ୍ୟାଚ…

ପରଲୋକରେ ଭେଟେରାନ ଅଲରାଉଣ୍ଡର ହିଥ ଷ୍ଟ୍ରିକ

ଜିମ୍ବାୱେ,୨୩।୮: ଜିମ୍ବାୱେ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ଅଲରାଉଣ୍ଡର ହିଥ ଷ୍ଟ୍ରିକଙ୍କର ୪୯ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଜିମ୍ବାୱେ ପାଇଁ ଷ୍ଟ୍ରିକ ଅନ୍ତର୍ଜାତୀୟ କ୍ରିକେଟରେ ୬୫ ଟି ଟେଷ୍ଟ…

ସ୍ପେନ୍‌କୁ ହରାଇଲା ଭାରତ

ଡସେଲଡର୍ଫ, ୨୩ା୮(ପି.ଟି.): ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ସ୍ପେନ୍‌କୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଅନୁ (୨୧ତମ ମିନିଟ) ଓ ସାକ୍ଷୀ ରାଣା (୪୭ତମ) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିବା ବେଳେ…

ଖେଳାଳିଙ୍କୁ ଚୁମ୍ବନ ପରେ କ୍ଷମା ମାଗିଲେ ଲୁଇସ୍‌

ମାଡ୍ରିଡ୍‌୍‌,୨୩ା୮(ପି.ଟି.): ସ୍ପେନ୍‌ ଫୁଟବଲ ମହାସଂଘର ସଭାପତି ଲୁଇସ୍‌ ରୁବେଲ୍ସ ମହିଳା ଖେଳାଳିଙ୍କୁ ଚୁମ୍ବନ ଦେଇ ବିବାଦ ଘେରରେ ରହିଛନ୍ତି। ସ୍ପେନ୍‌ ଦଳ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ରୁବେଲ୍ସ ଦଳର ଷ୍ଟ୍ରାଇକର ଜେନ୍ନି ହର୍ମୋସୋଙ୍କୁ ଓଠରେ ଚୁମ୍ବନ…

ପ୍ରଜ୍ଞାନନ୍ଦ-କାର୍ଲସେନ୍‌ ପ୍ରଥମ ଗେମ୍‌ ଡ୍ର

ବାକୁ (ଆଜରବୈଜାନ),୨୩ା୮ (ପି.ଟି.): ବିଶ୍ୱର ନମ୍ବର ଓ୍ବାନ ମାଗ୍ନସ କାର୍ଲସେନଙ୍କ ବିପକ୍ଷ ଫିଡେ ବିଶ୍ୱକପ୍‌ ଚେସ୍‌ ଟୁର୍ନାମେଣ୍ଟ ଫାଇନାଲର ପ୍ରଥମ କ୍ଲାସିକାଲ ଗେମ୍‌କୁ ଡ୍ର ରଖିବାରେ ସମର୍ଥ ହୋଇଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦ। ୧୮ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର ଧଳା…

ଚେସ୍‌ ଚ୍ୟାଲେଞ୍ଜର, ରେକର୍ଡ ବ୍ରେକର

ସମ୍ପ୍ରତି ଚର୍ଚ୍ଚାରେ ରହିଥିବା ଚେସ୍‌ ତାରକା ଆର୍‌. ପ୍ରଜ୍ଞାନନ୍ଦ ହେଉଛନ୍ତି ପ୍ରଚଣ୍ଡ ପ୍ରତିଭାବାନ। ୨୦୦୫ ଅଗଷ୍ଟ ୧୦ରେ ସେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ରମେଶବାବୁ ଟିଏନ୍‌ଏସ୍‌ସି ବ୍ୟାଙ୍କରେ ବ୍ରାଞ୍ଚ୍‌ ମ୍ୟାନେଜର ଭାବେ କାର୍ଯ୍ୟରତ। ମା’ ନାଗାଲକ୍ଷ୍ମୀ ଜଣେ ଗୃହିଣୀ।…

ଇସିଙ୍କ ଜାତୀୟ ଆଇକନ୍‌ ହେବେ ତେନ୍ଦୁଲକର

ନୂଆଦିଲ୍ଲୀ,୨୩ା୮(ପି.ଟି.): କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନିର୍ବାଚନ କମିଶନ(ଇସି)ଙ୍କ ଜାତୀୟ ଆଇକନ୍‌ ହେବାକୁ ଯାଉଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ଭୋଟର ସାମିଲ ହେବା ଲାଗି ସେ ପ୍ରୋତ୍ସାହିତ କରିବେ। ବୁଧବାର ତେନ୍ଦୁଲକର ଏବଂ ନିର୍ବାଚନ କମିଶନଙ୍କ ମଧ୍ୟରେ ବୁଝାମଣା ପତ୍ର…

ଏସିଆ କପ୍‌ ପୂର୍ବରୁ ବାଲାଂଦେଶକୁ ବଡ଼ ଝଟ୍‌କା

ଢ଼ାକା,୨୨।୮: ଏସିଆ କପ୍‌ ପୂର୍ବରୁ ବାଲାଂଦେଶକୁ ଲାଗିଛି ବଡ଼ ଝଟ୍‌କା। ଦଳର ଦ୍ରୁତ ବୋଲର ଇବାଦତ ହୁସେନ ଆଣ୍ଠୁରେ ଆଘାତ ଲାଗିବା କାରଣରୁ ଟୁର୍ନାମେଣ୍ଟରୁ ବାଦ ପଡ଼ିଛନ୍ତି। ଗତ ମାସରେ ଆଫଗାନିସ୍ତାନ ବିପକ୍ଷରେ ଖେଳା ଯାଇଥିବା ଦିନିକିଆ ସିରିଜ ସମୟରେ ତାଙ୍କୁ…

ମୁଁ ଏସିଆ କପ୍‌ରୁ ଦିନିକିଆ ଡେବ୍ୟୁ କରିବି ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି: ତିଳକ

ନୂଆଦିଲ୍ଲୀ,୨୨।୮: ଏସିଆ କପ୍‌ ଲାଗି ଭାରତୀୟ ଦିନିକିଆ ଟିମ୍‌ରେ ସ୍ଥାନ ପାଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍‌ ତିଳକ ବର୍ମା। ଚଳିତ ମାସ ଆରମ୍ଭରେ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ରେ ଡେବ୍ୟୁ କରିିଥିଲେ ସେ। ଏବେ ତାଙ୍କ ପ୍ରଦର୍ଶନକୁ ନେଇ ଏସିଆ କପ୍‌ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?