ରେକର୍ଡ ଭାଙ୍ଗିଲେ ବାବର ଆଜମ
ନୂଆଦିଲ୍ଲୀ,୨୫।୮: ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ର ପାକିସ୍ତାନ ଆଫଗାନିସ୍ତାନକୁ ଗୋଟିଏ ଉଇକେଟ୍ର ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୩୦୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ୯ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଛି। ବାବର ଆଜାମ…
ବିଶ୍ୱକପ୍ ଚେସ୍ ଫାଇନାଲ: ନରଓ୍ବେର ମାଗ୍ନସ୍ କାର୍ଲସେନ୍ ଚାମ୍ପିୟନ
ବାକୁ,୨୪ା୮: ଚେସ୍ ବିଶ୍ୱକପ୍ ଫାଇନାଲର ଟାଇବ୍ରେକର ରାଉଣ୍ଡରେ ଭାରତର ଆର୍. ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି ନରଓ୍ବେର ମାଗ୍ନସ୍ କାର୍ଲସେନ୍। ମାତ୍ର ୧୮ ବର୍ଷ ବୟସରେ ବିଶ୍ୱକପ୍ ଫାଇନାଲରେ କାର୍ଲସେନ୍ଙ୍କୁ କଡା ଚ୍ୟାଲେଞ୍ଜ ଦେଇ ଚେସ୍ ପ୍ରେମୀଙ୍କ ହୃଦୟ…
ଇନଫୋସିସ୍ର ବ୍ରାଣ୍ଡ ଆମ୍ବାସାଡର ହେଲେ ଟେନିସ ଷ୍ଟାର୍ ରାଫେଲ ନାଡାଲ
ନୂଆଦିଲ୍ଲୀ,୨୪।୮: ବିଶ୍ୱର କିମ୍ବଦନ୍ତୀ ଟେନିସ ତାରକା ରାଫେଲ ନାଡାଲଙ୍କୁ ଆଇଟି କମ୍ପାନୀ ଇନଫୋସିସ୍ର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଷ୍ଟକ ଏକ୍ସଚେଞ୍ଜ ସହିତ ଜଡିତ ଏକ ନିୟାମକପତ୍ରରେ ଇନଫୋସିସ ଏହା ପ୍ରକାଶ କରିଛି। ନାଡାଲଙ୍କ ସହ ଇନଫୋସିସ ୩ ବର୍ଷର ଚୁକ୍ତି କରିବ।…
୨୦୧୧ ବିଶ୍ୱକପ୍କୁ ମନେପକାଇ ରାଗିଗଲେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୨୪।୮: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ। ବିଶ୍ୱକପ ପୂର୍ବରୁ ୨୦୧୧ ବିଶ୍ୱକପ୍ରେ ଅଂଶଗ୍ରହଣ କରିଥିବା ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀର କହିଛନ୍ତି ଯେ, ସମସ୍ତ ଖେଳାଳି ୨୦୧୧ ପାଇଁ ଶ୍ରେୟ ପାଇନାହାଁନ୍ତି, କେବଳ ଧୋନୀଙ୍କ ଛକା ବିଷୟରେ…
ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ
ନୂଆଦିଲ୍ଲୀ,୨୪।୮: ବିଶ୍ୱ କୁସ୍ତି ସଂଘ (ୟୁନାଇଟେଡ ୱାଲର୍ଡ ରେସଲିଂ) ଭାରତୀୟ କୁସ୍ତି ସଂଘର ସଦସ୍ୟତାକୁ ରଦ୍ଦ କରିଦେଇଛି। ଭାରତୀୟ କୁସ୍ତି ସଂଘରେ ନିବର୍ରଚନ ନ ହେବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୁସ୍ତି ସଂଘର ସଦସ୍ୟତା ରଦ୍ଦ ହେତୁ ଆଗାମୀ…
ଏସିଆ କପ ବାହାନାରେ ବିଶ୍ୱକପର ପ୍ରସ୍ତୁତି, ଟିମ ଇଣ୍ଡିଆର ଖେଳାଳିଙ୍କ ପାଇଁ ‘ଅଗ୍ନି ପରୀକ୍ଷା’
ନୂଆଦିଲ୍ଲୀ,୨୪।୮: ଟିମ ଇଣ୍ଡିଆ ଏସିଆ କପ ୨୦୨୩ ପାଇଁ ପ୍ରସ୍ତୁତ ହେଉଛି। ଏଥିପାଇଁ ଭାରତରେ ବିସିସିଆଇ ଖୁବ୍ଶୀଘ୍ର ଏକ କ୍ୟାମ୍ପ୍ ଆୟୋଜନ କରିବ। ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବହୁତ ଝାଳ ବୁହାଇବାକୁ ପଡିବ। ଭାରତ ଏସିଆ କପ ପରେ…
ଏସିଆ କପ ପୂର୍ବରୁ ୟୋ-ୟୋ ଟେଷ୍ଟ ପାସ କଲେ ବିରାଟ, କଲେ ୧୭.୨ ସ୍କୋର …
କୋଲକାତା,୨୪।୮ : ବିରାଟ କୋହଲି ଅନେକ ଥର ପ୍ରମାଣ କରିଛନ୍ତି ତାଙ୍କୁ ବିଶ୍ୱର ସବୁଠାରୁ ଭଲ କ୍ରିକେଟ ଖେଳାଳିଙ୍କ ମଧ୍ୟରେ କାହିଁକି ଗଣାଯାଏ? ଭାରତୀୟ ଦଳର ଅଧିନାୟକ ଥିବାବେଳେ କୋହଲି ଫିଟନେସ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିଲେ ଏବଂ ଦଳରେ ମନୋନୀତ…
ବିଶ୍ୱକପ ପାଇଁ ଅଭ୍ୟାସ ମ୍ୟାଚ ସୂଚୀ ଜାରି
ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ଅଭ୍ୟାସ ମ୍ୟାଚ ସୂଚୀ ପ୍ରସ୍ତୁତ କରିଛି। ଆଇସିସି କହିଛି ଯେ, ବିଶ୍ୱକପ୍ ମୁଖ୍ୟ ମ୍ୟାଚ ପୂର୍ବରୁ ୧୦ଟି ଅଭ୍ୟାସ ଅପ ମ୍ୟାଚ ଖେଳାଯିବ। ଭାରତୀୟ ଦଳ ଇଂଲଣ୍ଡ ଏବଂ…
ଯେବେ ବି ସୁଯୋଗ ମିଳିବ ଅଧିନାୟକ ହେବାକୁ ପ୍ରସ୍ତୁତ: ବୁମ୍ରା
ନୂଆଦିଲ୍ଲୀ,୨୪।୮: ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ପ୍ରଥମ ଥର ଲାଗି ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ଜସପ୍ରିତ ବୁମ୍ରା। ବୁଧବାର ଏହାର ୩ୟ ମୁକାବିଲା ରଦ୍ଦ ହେବା ପରେ ଭାରତ ୨-୦ରେ ସିରିଜ ଉପରେ କବ୍ଜା କରିଥିଲା।…
ପାଓ୍ବାର ପ୍ଲେ ସମୟରେ ଖେଳିବାକୁ ସ୍ବାଧୀନତା ଦେଇଥାନ୍ତି ରୋହିତ: ଶୁଭମନ
ନୂଆଦିଲ୍ଲୀ,୨୪।୮: ଏସିଆ କପ୍ ଲାଗି ଭାରତୀୟ ଟିମ୍ରେ ଓପନର୍ ଶୁଭମନ ଗିଲଙ୍କୁ ସୁଯୋଗ ମିଳିଛି। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ କିଛି ଦିନ ଥିବା ବେଳେ ଶୁଭମନ ରୋହିତଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି।…
ଏସିଆ କପ୍ ପୂର୍ବରୁ ହେବ ଫିଟ୍ନେସ୍ ଟେଷ୍ଟ
ନୂଆଦିଲ୍ଲୀ,୨୪।୮:ଭାରତୀୟ ଦଳ ଏସିଆ କପ ୨୦୨୩ ମାଧ୍ୟମରେ ଗ୍ରାଉଣ୍ଡକୁ ଫେରିବାକୁ ପ୍ରସ୍ତୁତ। ଟୁର୍ନାମେଣ୍ଟ ପୂର୍ବରୁ ବେଙ୍ଗାଲୁରୁ ନିକଟ ଆଲୁରରେ ଟିମ ଇଣ୍ଡିଆ ୬ ଦିନିଆ କ୍ୟାମ୍ପ ଆରମ୍ଭ କରିବ। ଭାରତୀୟ ଦଳ ଏସିଆ କପ ୨୦୨୩ ମାଧ୍ୟମରେ ଗ୍ରାଉଣ୍ଡକୁ ଫେରିବାକୁ ପ୍ରସ୍ତୁତ।…
ସ୍ବର୍ଣ୍ଣିମ ଯାତ୍ରା ସଂଘର୍ଷପୂର୍ଣ୍ଣ ଥିଲା: ଚିନ୍ମୟୀ
ଭୁବନେଶ୍ୱର, ୨୪।୮ (ତପନ ସ୍ବାଇଁ): କାନାଡ଼ାରେ ଅନୁଷ୍ଠିତ ବିଶ୍ୱ ପୋଲିସ ଆଣ୍ଡ ଫାୟାର ଗେମ୍ରେ ୨ଟି ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିବା ଚିନ୍ମୟୀ ଭୂୟାଁଙ୍କୁ ବୁଧବାର ରାଜ୍ୟ କରାଟେ ଆସୋସିଏଶନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଚିନ୍ମୟୀ ୬୦ କେଜି…

