ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା
ବୁଦାପେଷ୍ଟ,୨୮ା୮: ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ ରବିବାର ଉଦ୍ଯାପିତ ହୋଇଛି। ୮ ଦିନ ଧରି ଚାଲିଥିବା ଏହି ଇଭେଣ୍ଟରେ ଏକାଧିକ ରେକର୍ଡ ଭାଙ୍ଗିଥିବା ବେଳେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ ଚୋପ୍ରା।…
ଅକ୍ଟୋବର ୪ରେ ବିଶ୍ୱକପ୍ ଉଦ୍ଘାଟନୀ ସମାରୋହ: ଯୋଗଦେବେ ସବୁ ଦଳର ଅଧିନାୟକ
ନୂଆଦିଲ୍ଲୀ,୨୭।୮: ଅକ୍ଟୋବର ୫ରେ ଭାରତରେ କ୍ରିକେଟ ବିଶ୍ୱକପ ଆରମ୍ଭ ହେବ। ଏହାପୂର୍ବରୁ ଅକ୍ଟୋବର ୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦ୍ଘାଟନୀ ସମାରୋହ ଆୟୋଜନ କରାଯିବ। ଏହି ରଙ୍ଗୀନ କାର୍ଯ୍ୟକ୍ରମରେ ବଲିଉଡ ତାରକାମାନେ ଅଂଶଗ୍ରହଣ କରିବେ। ସେହି ଦିନ ସମସ୍ତ ୧୦ଟି…
ଏସିଆନ୍ ଗେମ୍ସ ଲାଗି ଟିମ୍ ଇଣ୍ଡିଆର ହେଡ୍ କୋଚ୍ ହେବେ ଭିିଭିଏସ୍ ଲକ୍ଷ୍ମଣ
ନୂଆଦିଲ୍ଲୀ,୨୭।୮: ଏସିଆ କପ୍ ଏବଂ ଦିନିକିଆ ବିଶ୍ୱକପ୍ ମଧ୍ୟରେ ଏସିଆନ୍ ଗେମ୍ସ ଖେଳାଯିବ। ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଇନାର ହାଙ୍ଗଜୋରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ପୁରୁଷ ଏବଂ ମହିଳା କ୍ରିକେଟ ଦଳ ପ୍ରଥମ ଥର…
ଧୋନୀଙ୍କ ପାଦ ଛୁଇଁଲେ ପ୍ରଶଂସକ: ଏମିତି ପ୍ରତିକ୍ରିୟା ଦେଲେ ମାହି
ରାଞ୍ଚି,୨୭।୮:ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ପରଠାରୁ ବିରତିରେ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଅଧିକାଂଶ ସମୟ ଘରେ ବିତାଇଥାନ୍ତି। ବେଳେବେଳେ ସେ ମଧ୍ୟ ବୁଲିବାକୁ ବାହାରକୁ ଯାଆନ୍ତି।…
ବାବର ଆଜମ ୪ କୋଟି ଟଙ୍କାର ବଡ ଚୁକ୍ତି କଲେ ପ୍ରତ୍ୟାଖ୍ୟାନ…
ଇସଲାମାବାଦ,୨୭।୮ : ବାବର ଆଜମ ବର୍ତ୍ତମାନ ଏକଦିବସୀୟ କ୍ରିକେଟରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ। ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନର ଦଳ ମଧ୍ୟ ଏକ ନମ୍ବର ଏକଦିବସୀୟ ଦଳ ହୋଇପାରିଛି। ସମ୍ପ୍ରତି ବାବର ୪ କୋଟି ଟଙ୍କାର ବଡ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରି…
ମନର ଯନ୍ତ୍ରଣା ବଖାଣିଲେ ଏହି ଅନ୍ତର୍ଜାତୀୟ କ୍ରିକେଟର୍
ନୂଆଦିଲ୍ଲୀ,୨୭।୮: ୨୦୨୦ ମସିହାରେ ପାକିସ୍ତାନ କ୍ରିକେଟ ବୋର୍ଡ ଉଇକେଟ କିପର ବ୍ୟାଟ୍ସମ୍ୟାନ ଉମର ଅକମଲଙ୍କୁ ବାସନ୍ଦ କରିଥିଲା। ଉମର ଅକମଲଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡର ଦୁର୍ନୀତି ନିବାରଣ ୟୁନିଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଥିଲା। ବର୍ତ୍ତମାନ ଉମର ଅକମଲ ସେହି ସମୟକୁ…
କୋହଲିଙ୍କ ପ୍ରଶଂସାରେ ଶତମୁଖ ପାକିସ୍ତାନ କ୍ରିକେଟର୍
ପାଲିକେଲ୍,୨୭।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ସେପ୍ଟେମ୍ବର ୨ରେ ପାଲିକେଲ୍ରେ ଖେଳାଯିବ। ଏସିଆ କପ ୨୦୨୩ର ତୃତୀୟ ମ୍ୟାଚରେ ଏହି ଦୁଇ ଦଳ ପରସ୍ପର ବିପକ୍ଷରେ ପଡ଼ିଆରେ ରହିବେ। ଏହି ମ୍ୟାଚରେ ବିରାଟ କୋହଲି ଏକ ବଡ଼ ଇନିଂସ ଖେଳିପାରିବେ।…
ଇତିହାସ ରଚିଲା ଭାରତୀୟ ରିଲେ ଟିମ୍
ବୁଦାପେଷ୍ଟ,୨୭।୮: ଭାରତର ପୁରୁଷ ୪x୪୦୦ ରିଲେ ଦଳ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ର ଫାଇନାଲରେ ଯୋଗ୍ୟତା ଅର୍ଜନ କରି ଇତିହାସ ସୃଷ୍ଟି କରିଛି। ଭାରତୀୟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିଲା। ଭାରତୀୟ ଦଳ ଏହି ଦୌଡ଼କୁ…
ନଂ-୪ ଲାଗି କୋହଲି ପରଫେକ୍ଟ
ନୂଆଦିଲ୍ଲୀ,୨୬।୮: ଏସିଆ କପ୍ ପରେ ବିଶ୍ୱକପ୍ ଖେଳିବ ଟିମ୍ ଇଣ୍ଡିଆ। ଏହାପୂର୍ବରୁ ନଂ-୪ ରେ କେଉଁ ଖେଳାଳିଙ୍କୁ ବ୍ୟାଟିଂ କରିବାକୁ ଦିଆଯିବ ତାହା ଦଳର ବଡ଼ ସମସ୍ୟା ପାଲଟିଛି। ଏସିଆ କପ୍ ସ୍କ୍ବାର୍ଡରେ ଶ୍ରେୟାସ ଆୟର ଅଛନ୍ତି। ହେଲେ ସେ ଆହତ…
କାଳେ ଖେଳ ସମୟରେ ହୋଇଯିବ ହାର୍ଟ ଆଟାକ: ପାକିସ୍ତାନୀ ଖେଳାଳିଙ୍କୁ ମୃତ୍ୟୁ ଭୟ !…
ଇସଲାମାବାଦ,୨୬।୮ : ପାକିସ୍ତାନ କ୍ରିକେଟ ଦଳର ଜଣେ ଯୁବ ଖେଳାଳିଙ୍କୁ ନେଇ ଏବେ ସବୁଆଡେ ଆଲୋଚନା କରାଯାଉଛି। ଭାରତ ବିପକ୍ଷ ଏସିଆ କପରେ ତାଙ୍କ ଡେବ୍ୟୁକୁ କ୍ରିକେଟ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ନିକଟରେ ଆଫଗାନିସ୍ତାନ ବିପକ୍ଷ କଡ଼ାମୁକାବିଲା ରୋମାଞ୍ଜକର ମ୍ୟାଚରେ, ଶେଷ…
୬ ବର୍ଷ ପରେ ଶୀର୍ଷ ସ୍ଥାନ ହରାଇଲା ଆମେରିକା
ଜୁରିଚ୍,୨୬ା୮: ଫିଫା (ଫେଡେରେଶନ ଅପ୍ ଇଣ୍ଟରନ୍ୟାଶନାଲ ଫୁଟ୍ବଲ ଆସୋସିଏଶନ୍ସ) ମହିଳା ର଼୍ୟାଙ୍କିଙ୍ଗରେ ବିଶ୍ୱକପ୍ ବିଜେତା ସ୍ପେନ୍ ୨ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷେ ୬ ବର୍ଷ ପରେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍ଏ) ପ୍ରଥମ ଥର ଶୀର୍ଷ ସ୍ଥାନ ହରାଇଛି। ସେମିଫାଇନାଲରେ ସ୍ପେନ୍ଠାରୁ…
ପାକିସ୍ତାନ ବିପକ୍ଷ ମହାମୁକାବିଲା ପୂର୍ବରୁ ଭାରତୀୟ ଟିମ୍କୁ ଚେତାବନୀ ଦେଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ବର ୨ରେ ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଏକ ବଡ଼ ମ୍ୟାଚ ଦେଖିବାକୁ ମିଳିବ। ଏହି ମ୍ୟାଚ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ମ୍ୟାଚ ଉପରେ ମନ୍ତବ୍ୟ ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ,…

