ଖେଳ

ଷ୍ଟାର ବ୍ରେ ଓ୍ବାଟ୍‌ଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଲା ଡବ୍ଲ୍ୟୁଡବ୍ଲ୍ୟୁଇ

ଓ୍ବାଶିଂଟନ, ୨୫ା୮(ଏପି)- ଓ୍ବାଲର୍‌ଡ ରେସ୍‌ଲିଂ ଏଣ୍ଟରଟେନ୍‌ମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ) ଷ୍ଟାର ବ୍ରେ ଓ୍ବାଟ୍‌ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ଓ୍ବାଟଙ୍କ ପ୍ରକୃତ ନାମ ଓ୍ବିନଧାମ୍‌ ରୋଟୁଣ୍ଡା। ତାଙ୍କ ମୃତ୍ୟୁ ଖବର ଡବ୍ଲୁଡବ୍ଲ୍ୟୁଇ ଓ୍ବେବ୍‌ସାଇଟରେ ପ୍ରକାଶ ପାଇଛି।…

ଦ୍ୱିତୀୟ ଥର ପାଇଁ ବାପା ହେଲେ ଯୁବରାଜ, ଘରକୁ ଆସିଲା ରାଜକୁମାରୀ

ନୂଆଦିଲ୍ଲୀ,୨୫।୮: ଦ୍ୱିତୀୟ ଥର ଲାଗି ପିତା ହୋଇଛନ୍ତି ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂହ। ୟୁଭି ଏବଂ ପତ୍ନୀ ହେଜଲ କିଚ୍‌ଙ୍କ ଘରକୁ କନ୍ୟା ସନ୍ତାନ ଆସିଛି। ଏନେଇ କ୍ରିକେଟର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ପୁଅ-ଝିଅଙ୍କ ସହ ଫଟୋ ଶେୟାର…

ଚମତ୍କାରୀ ଚିନ୍ମୟୀ

ଆକ୍ସନ ଫିଲ୍ମ ପ୍ରତି ଆଗ୍ରହରୁ ଫାଇଟିଂ ଶିଖିବାର ସଉକ। ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ସେ ଏବେ ବନିଯାଇଛନ୍ତି ସଫଳ କ୍ରୀଡ଼ାବିତ୍‌। କେବଳ ସେତିକି ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଓ୍ବାଲର୍‌ଡ ପୋଲିସ ଆଣ୍ଡ ଫାୟାର ଗେମ୍ସରେ ୨ଟି ସ୍ବର୍ଣ୍ଣ ପଦକ…

ଏସିଆନ୍‌ ଗେମ୍ସରେ ଓଡ଼ିଶା କ୍ରୀଡ଼ାବିତ୍‌

ସେପ୍ଟେମ୍ବର ୧୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଇନାର ହାଙ୍ଗଝୋରେ ହେବାକୁ ଯାଉଛି ଏସିଆନ ଗେମ୍ସର ୧୯ତମ ସଂସ୍କରଣ। ପ୍ରତିଯୋଗିତାର ଅବ୍ୟବହିତ ପୂର୍ବରୁ ଏଥିରେ ଏପର୍ଯ୍ୟନ୍ତ ଭାଗ ନେଇଥିବା ଏବଂ ଭାଗ ନେବାକୁ ଯାଉଥିବା ଓଡ଼ିଶା କ୍ରୀଡ଼ାବିତ୍‌ଙ୍କୁ ନେଇ ସ୍ବତନ୍ତ୍ର ଉପସ୍ଥାପନା… ଆସନ୍ତା…

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍‌ ଫାଇନାଲ୍‌ରେ ନୀରଜ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ ୨୦୨୩ରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହାସହ ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ନୀରଜ…

ୟୋ-ୟୋ ଟେଷ୍ଟରେ କୋହଲି ହାସଲ କଲେ ରେକର୍ଡ ଅଙ୍କ, ଫଟୋ ପୋଷ୍ଟ କରି…

ନୂଆଦିଲ୍ଲୀ,୨୫।୮: ଏସିଆ କପ୍‌ ୨୦୨୩ ପୂର୍ବରୁ ଭାରତୀୟ କ୍ରିକେଟର ଗୁରୁବାର ଫିଟନେସ୍‌ ‘ଡ୍ରିଲ୍ସ’ର ଅଭ୍ୟାସ କରିଥିଲେ। ଏଥିରେ ୟୋ-ୟୋ ଟେଷ୍ଟ ସାମିଲ ଥିଲା। ଏହି ଟେଷ୍ଟରେ ବିରାଟ କୋହଲି ସର୍ବାଧିକ ୧୭.୨ ଅଙ୍କ ହାସଲ କରିଛନ୍ତି। ବିସିସିଆଇ ଫିଟନେସ ପାରାମିଟର ୧୬.୫…

ଚହଲଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ ହରଭଜନ

ନୂଆଦିଲ୍ଲୀ,୨୫।୮: ଅଗଷ୍ଟ ୩୦ରେ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍‌ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂହ।…

କ୍ୟାପ୍‌ଟେନ୍‌ କୁଲଙ୍କ ସେଲିବ୍ରେଶନ୍‌, ଦେଖନ୍ତୁ ଭାଇରାଲ ଭିଡିଓ 

ନୂଆଦିଲ୍ଲୀ,୨୫।୮: ୨୩ ଅଗଷ୍ଟ ୨୦୨୩ ଭାରତ ଲାଗି ଐତିହାସିକ ଦିନ ଥିଲା। ପ୍ରତ୍ୟେକ ଦେଶବାସୀଙ୍କ ନଜର ‘ଚନ୍ଦ୍ରୟାନ-୩’ ମିଶନ ଉପରେ ଥିଲା। ଅପରାହ୍ନ ୬.୦୪ରେ ସଫଳତାର ସହ ଏହା ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବା ପରେ ସମସ୍ତେ ଖୁସିରେ ନାଚିଉଠିଥିଲେ। ଏହି କ୍ରମରେ…

ପରଲୋକରେ ପୂର୍ବତନ ଡବ୍ଲୁଡବ୍ଲୁଇ ଚମ୍ପିୟନ ବ୍ରେ ୱାୟଟ

ନୂଆଦିଲ୍ଲୀ,୨୫।୮: ଖୁବ୍‌କମ ସମୟ ମଧ୍ୟରେ ଡବ୍ଲୁଡବ୍ଲୁଇ ରେସଲିଂ ୱାଲର୍‌ଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ରେ ୱାୟଟଙ୍କ ୩୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗୁରୁତର ରୋଗ ସହ ସଂଗ୍ରାମ କରୁଥିଲେ। ସେ…

ଟିମ ଇଣ୍ଡିଆର ସବୁ ଖେଳାଳି ପାସ୍‌ କଲେ ୟୋ-ୟୋ ଟେଷ୍ଟ

ନୂଆଦିଲ୍ଲୀ,୨୫।୮: ଏସିଆ କପ ୨୦୨୩ ପୂର୍ବରୁ ବେଙ୍ଗାଲୁରୁର ଅଲୁର କ୍ରିକେଟ ଗ୍ରାଉଣ୍ଡରେ ଅଗଷ୍ଟ ୨୪ରୁ ଭାରତୀୟ ଖେଳାଳି ୬ ଦିନିଆ ଅଭ୍ୟାସ କ୍ୟାମ୍ପ ଆରମ୍ଭ ହୋଇଛ। ଏହି କ୍ୟାମ୍ପର ପ୍ରଥମ ଦିନରେ, ଆଗାମୀ ଟୁର୍ନାମେଣ୍ଟ ପାଇଁ ମନୋନୀତ ୧୭ ଜଣିଆ ଦଳରେ…

ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କଲେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୫।୮: ଏସିଆ କପ ୨୦୨୩ ପାଇଁ କେବଳ ଅଳ୍ପ ଦିନ ବାକି ଅଛି। ଭାରତୀୟ ଦଳ ବାଙ୍ଗାଲୋରରେ ଚାଲିଥିବା ଫିଟନେସ ପରୀକ୍ଷା କ୍ୟାମ୍ପରେ ଭାଗ ନେଇଛନ୍ତି। ସେପ୍ଟେମ୍ବର ୨ରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ମୁକାବିଲା କରିବ। ଏହା ପରେ ଭାରତ…

କ୍ୱାର୍ଟରରେ ଚିରାଗ-ସାତ୍ତ୍ୱିକ

କୋପେନ୍‌ହାଗେନ୍‌, ୨୫ା୮(ପି.ଟି.):କୋପେନହାଗେନରେ ଅନୁଷ୍ଠିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଗୁରୁବାର ଭାରତୀୟ ଖେଳାଳିଙ୍କୁ ମିଶ୍ର ଫଳ ମିଳିଛି। ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀଙ୍କ ଯୋଡି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ମହିଳା ଡବଲ୍ସର କ୍ୱାର୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?