ଟସ୍ ଜିତିଲା ଭାରତ, ବ୍ୟାଟିଂ ନିଷ୍ପତ୍ତି
କଲମ୍ବୋ,୧୨।୯: ଚଳିତ ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟର ସୁପର ୪ ପର୍ଯ୍ୟାୟରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଉଛି। ଏଥିରେ ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ତେବେ ଦଳରେ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଅକ୍ଷର…
ଏସିଆ କପ୍ ସୁପର ୪ ମ୍ୟାଚ୍: ଆଜି ଶ୍ରୀଲଙ୍କା- ଭାରତ ଲଢ଼େଇ
କଲମ୍ବୋ,୧୨।୯: ଏସିଆ କପ୍ ୨୦୨୩ରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ସୁପର-୪ ପର୍ଯ୍ୟାୟର ପ୍ରମୁଖ ମୁକାବିଲା ଖେଳାଯିବ। ଭାରତୀୟ ଟିମ୍ ରିଜର୍ଭ ଡେ’ରେ ଖେଳାଯାଇଥିବା ବିପକ୍ଷ ମୁକାବିଲାରେ ପାକିସ୍ତାନକୁ ୨୨୮ ରନ୍ରେ ପରାଜିତ କରିଥିଲା। ଏବେ ଦଳ ଲଗାତାର ତୃତୀୟ…
ପିତା ହୋଇଥିବା ବୁମ୍ରାଙ୍କୁ ଶାହିନ ଦେଲେ ଖାସ୍ ଉପହାର, ହୃଦୟ ଜିଣୁଛି…
କଲମ୍ବୋ,୧୨।୯: ଚଳିତ ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟ ମଝିରେ ପିତା ହୋଇଛନ୍ତି ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା। ଏହାକୁ ନେଇ ତାଙ୍କୁ ସାଥୀ କ୍ରିକେଟରମାନେ ଅଭିନନ୍ଦନ ଜଣାଉଛନ୍ତି। ରବିବାର ଖେଳାଯାଇଥିବା ଟୁର୍ନାମେଣ୍ଟର ସୁପର-୪ ମୁକାବିଲା ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଫଳରେ…
ପ୍ରତ୍ୟାବର୍ତ୍ତନ ମ୍ୟାଚ୍ରେ ଶତକ: ଖୁସିରେ ଝୁମିଲେ କେ ଏଲ୍ଙ୍କ ପତ୍ନୀ, ଲେଖିଲେ ପ୍ରେମପୂର୍ଣ୍ଣ ବାର୍ତ୍ତା
ନୂଆଦିଲ୍ଲୀ,୧୨।୯: ଚଳିତ ଏସିଆ କପ୍ରେ ଚମକିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ କେ ଏଲ୍ ରାହୁଲ। ଦୀର୍ଘ ସମୟ ଧରି ସେ ଆହତ ସମସ୍ୟା ଦେଇ ଗତି କରିଥିଲେ। ହେଲେ ସୁସ୍ଥ ହୋଇ ଫେରିବା ପରେ ଏସିଆ କପ୍ରେ ପାକିସ୍ତାନ ବିପକ୍ଷ ମୁକାବିଲା ତାଙ୍କ…
ସ୍ବତନ୍ତ୍ର ରେକର୍ଡ ହାସଲ କଲେ ବିରାଟ କୋହଲି
କଲମ୍ବୋ,୧୨।୯: ଏସିଆ କପର ସୁପର-୪ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ତାଙ୍କର ଦିନିକିଆ କ୍ୟାରିୟରର ୪୭ତମ ଶତକ। ଏହି ଫର୍ମାଟରେ ସର୍ବାଧିକ ଶତକ…
ଭାରତର ବୃହତ୍ ବିଜୟ ପରେ ଏମିତି କହିଲେ ରୋହିତ ଶର୍ମା
କଲମ୍ବୋ,୧୨।୯: ଏସିଆ କପ ୨୦୨୩ର ସୁପର-୪ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଏହି ମ୍ୟାଚ୍ରେ ଟିମ ଇଣ୍ଡିଆ ୨୨୮ ରନ୍ରେ ଜିତିଛି। ପାକିସ୍ତାନ ବିପକ୍ଷ ଦିନିକିଆରେ ଭାରତର ସବୁଠାରୁ ବଡ ବିଜୟ। ଏହି ବିଜୟ ପରେ…
୩ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି-ରାହୁଲ
କଲମ୍ବୋ,୧୨।୯: ଏସିଆ କପ୍ ସୁପର-୪ ଏକ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୨୮ ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ତେବେ ଏହାପୂର୍ବରୁ ବିରାଟ କୋହଲି ଏବଂ କେ.ଏଲ ରାହୁଲ…
ପାକିସ୍ତାନୀ କ୍ରିକେଟରଙ୍କୁ ୧୨ ବର୍ଷ ଜେଲ୍
କଲମ୍ବୋ,୧୨ା୯: ଜଣେ ନେତାଙ୍କ ହତ୍ୟାର ସୁପାରି ଦେବା ଅଭିଯୋଗରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଖଲିଦ୍ ଲତିଫଙ୍କୁ ୧୨ ବର୍ଷ ଜେଲ ଦଣ୍ଡ। ଇସଲାମ ବିରୋଧରେ ଆଇ ପ୍ରଣୟନକୁ ବିରୋଧ କରି ଲତିଫ୍ ୨୧ ହଜାର ୟୁରୋର ସୁପାରି ଦେଇଥିଲେ। ନିଜର ଇସଲାମ…
କୋହଲିଙ୍କ ଦ୍ରୁତ ୧୩ ହଜାର ରନ୍
କଲମ୍ବୋ,୧୨।୯: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପୂରଣ କରିଛନ୍ତି ୧୩ ହଜାର ରନ୍। ପାକିସ୍ତାନ ବିପକ୍ଷ ଏସିଆ କପ୍ର ସୁପର-୪ ମ୍ୟାଚରେ କୋହଲି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ କୋହଲିଙ୍କୁ ୧୩…
ଭାରତର ବୃହତ୍ ବିଜୟ
କଲମ୍ବୋ,୧୨।୯: ଚଳିତ ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟର ବର୍ଷା ବାଧାପ୍ରାପ୍ତ ସୁପର-୪ ମ୍ୟାଚରେ ଭାରତ ୨୨୮ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଦୁଇ ଦିନରେ ଶେଷ ହୋଇଥିବା ଏହି ମ୍ୟାଚରେ ଭାରତ ୫୦ ଓଭରରେ ୨ ଉଇକେଟ ହରାଇ ୩୫୬ ରନ…
୩୯ ବର୍ଷର ରେକର୍ଡ ଭାଙ୍ଗିବାରେ ବଞ୍ଚିତ ହେଲେ ବିଦ୍ୟା ରାମରାଜ୍
ଚଣ୍ଡିଗଡ଼,୧୧ା୯: ୪୦୦ ମିଟର ହର୍ଡଲ୍ସରେ କିମ୍ବଦନ୍ତୀ ପି.ଟି ଉଷାଙ୍କ ୩୯ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିବାରେ ଅଳ୍ପକେ ବଞ୍ଚିତ ହୋଇଛନ୍ତି ଏସିଆନ ଗେମ୍ସ ପାଇଁ ମନୋନୀତ ହୋଇଥିବା ତାମିଲନାଡୁର ଆର. ବିଦ୍ୟା ରାମରାଜ। ଚଳିତ ଇଣ୍ଡିଆନ ଗ୍ରାଁ ପ୍ରି-୫ରେ ବିଦ୍ୟା ୫୫.୪୩ ସେକେଣ୍ଡ…
ଜୋକୋଭିଚ୍ ଚାମ୍ପିୟନ
ନ୍ୟୁୟର୍କ,୧୧ା୯: ଗ୍ରାଣ୍ଡସ୍ଲାମ ଟେନିସ୍ ଟୁର୍ନାମେଣ୍ଟ ୟୁଏସ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରଛନ୍ତି ସର୍ବିୟାର ନୋଭାକ୍ ଜୋକୋଭିଚ୍। ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ରୁଷିଆର ଡାନିଲ ମେଡଭେଡେଭଙ୍କୁ ୬-୩, ୭-୬(୫) ଓ ୬-୩ ସେଟ୍ରେ ପରାସ୍ତ କରିଥିଲେ ଜୋକୋଭିଚ୍। ମ୍ୟାଚ୍ଟି ୧…

