ଶ୍ରୀଲଙ୍କା ଆଗରେ ୨୫୩ ରନ୍ର ବିଜୟ ଟାର୍ଗେଟ୍
କଲମ୍ବୋ,୧୪।୯: କଲମ୍ବୋ ସ୍ଥିତ ଆର୍.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ ଏସିଆ କପ୍ର ସୁପର-୪ର ପଞ୍ଚମ ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ମହମ୍ମଦ ରିଜଓ୍ବାନ ଏବଂ ଅବଦୁଲ୍ଲା ଶଫିକଙ୍କ…
ବର୍ଷା ଯୋଗୁ ଅଧାରୁ ଅଟକିଲା ମ୍ୟାଚ, ଖେଳାଯିବ ୪୨ ଓଭର
କଲମ୍ବୋ,୧୪।୯: ଗୁରୁବାର କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଥିବା ପାକିସ୍ତାନ ଏବଂ ଶ୍ରୀଲଙ୍କା ମ୍ୟାଚ ସମୟରେ ବର୍ଷା ଯୋଗୁ ମ୍ୟାଚକୁ ଅଧାରୁ ବନ୍ଦ କରାଯାଇଛି। ୨୭.୪ ଓଭରରେ ପାକିସ୍ତାନ ସ୍କୋର ୧୩୦/୫ରେ ରହିଛି। ମହମ୍ମଦ ରିଜୱାନ କ୍ରିଜରେ ଅଛନ୍ତି। ଇଫତିଖାର ଅହମ୍ମଦଙ୍କୁ…
ଓଡ଼ିଶା ଦିବ୍ୟାଙ୍ଗ ଟିମ୍ରେ ପ୍ରଫୁଲ୍ଲଙ୍କ ସ୍ଥାନ ପକ୍କା
ଗଞ୍ଜାମ,୧୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ରମ୍ଭା ସହରରେ ରହୁଥିବା ଗ୍ରାମାଞ୍ଚଳ କ୍ରିକେଟ କ୍ଳବର ଦିବ୍ୟାଙ୍ଗ ଖେଳାଳି ପ୍ରଫୁଲ କୁମାର ତରାଇ ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସି ଲହରି ଖେଳିଯାଇଛି…
ଟସ୍ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି…
କଲମ୍ବୋ,୧୪।୯: ୨୦୨୩ ଏସିଆ କପ ଗୁରୁବାର ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ସୁପର ଫୋର୍ ମ୍ୟାଚ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜମ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସା କଲେ ଭାରତୀୟ କୋଚ୍
ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଏସିଆ କପ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳ ସୁପର ଫୋର୍ ରାଉଣ୍ଡରେ ୨୨୮ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ସେହିପରି ଏହା ପରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ଦଳକୁ ମଧ୍ୟ ପରାସ୍ତ କରିଛି।…
ବିଶ୍ୱକପ୍ ଲାଗି ଆଫଗାନିସ୍ତାନର ଦଳ ଘୋଷଣା: ୨ ବର୍ଷ ପରେ ଦିନିକିଆ ଟିମ୍କୁ ଫେରିଲେ ‘କୋହଲିଙ୍କ ଶତ୍ରୁ’
ନୂଆଦିଲ୍ଲୀ,୧୪।୯: ଅକ୍ଟୋବର ୫ରୁ ଭାରତରେ ଆଇସିସି କ୍ରିକେଟ ବିଶ୍ୱକପ୍ ୨୦୨୩ ଆରମ୍ଭ ହେବ। ଏହା ନଭେମ୍ବର ୧୯ ଯାଏ ଚାଲିବ। ଏହି ଟୁର୍ନାମେଣ୍ଟ ଲାଗି ଆଫଗାନିସ୍ତାନ ୧୫ ଜଣିଆ ଦଳ ଘୋଷଣା କରିଛି। ଏହି ଟିମ୍ରେ ନବୀନ-ଉଲ୍-ହକ ପ୍ରତ୍ୟାବର୍ତ୍ତନ କରିଥିବା ଦେଖାଯାଇଛି।…
ବର୍ଷା ଯୋଗୁ ପ୍ରଭାବିତ ହୋଇପାରେ ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚ୍; ବାତିଲ ହେଲେ ଭାରତ ସହ କିଏ ଖେଳିବ ଫାଇନାଲ…?
କଲମ୍ବୋ,୧୪।୯: ଶ୍ରୀଲଙ୍କା ବିପକ୍ଷ ଏସିଆ କପ୍ ୨୦୨୩ ସୁପର ୪ର ମ୍ୟାଚ୍କୁ ଟିମ ଇଣ୍ଡିଆ ଜିତି ଫାଇନାଲ ପାଇଁ ଟିକେଟ ହାସଲ କରି ନେଇଛି। ଏହାପୂର୍ବରୁ ଭାରତୀୟ ଟିମ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ବିଶାଳ ୨୨୮ ରନରେ ପରାସ୍ତ କରିଥିଲା। ସୁପର…
ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ଅଭ୍ୟାସ ଆରମ୍ଭ କଲେ ଶ୍ରେୟସ
ନୂଆଦିଲ୍ଲୀ,୧୪।୯: ଏସିଆ କପ ୨୦୨୩ର ଶେଷ ସୁପର ଫୋର୍ ମ୍ୟାଚ ଶୁକ୍ରବାର ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହା ପୂର୍ବରୁ ଟିମ ଇଣ୍ଡିଆର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ରିପୋର୍ଟ ଅନୁଯାୟୀ, ଶ୍ରେୟସ ଆୟର ମଇଦାନକୁ ପ୍ରତ୍ୟାବର୍ତ୍ତନ…
ମ୍ୟାଚ୍ ମଝିରେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତରେ ନାଚିଲେ କୋହଲି: ଦେଖନ୍ତୁ ଭିଡିଓ
କଲମ୍ବୋ,୧୪।୯: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି କ୍ରିକେଟ ପଡ଼ିଆରେ କେବଳ ଦୁଇଟି ଅନ୍ଦାଜ୍ରେ ଦେଖିବାକୁ ମିଳେ। ଗୋଟିଏ ହେଉଛି ଆକ୍ରମଣାତ୍ମକ ଅନ୍ୟଟି ହେଉଛି ମଜା। ତେବେ ତାଙ୍କୁ ପ୍ରାୟତଃ ମ୍ୟାଚ ମଧ୍ୟରେ ପଡ଼ିଆରେ ନାଚୁଥିବା ଦେଖାଯାଏ। ପ୍ରଶଂସକମାନେ କୋହଲିଙ୍କ ଡ୍ୟନ୍ସକୁ ବହୁତ…
ଅବସର ନିଷ୍ପତ୍ତିରୁ ଓହରି ଇତିହାସ ରଚିଲେ ଏହି କ୍ରିକେଟର୍
ଲଣ୍ଡନ,୧୪।୯: ଇଂଲଣ୍ଡର ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଦିନିକିଆରେ ଇଂଲଣ୍ଡ ପାଇଁ ସବୁଠୁ ବଡ଼ ଇନିଂସ ଖେଳିଥିଲେ ଷ୍ଟୋକ୍ସ। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସେ ୧୨୪ ବଲରେ ୧୮୨ ରନ ସ୍କୋର କରିଥିଲେ। ଏଥିରେ…
ପାକିସ୍ତାନ-ଶ୍ରୀଲଙ୍କା ଲଢ଼େଇ: ଫାଇନାଲ ଖେଳିବାକୁ ମିଳିବ ଟିକଟ…
କଳମ୍ବୋ,୧୪।୯ : ଗୁରୁବାର (୧୪ସେପ୍ଟେମ୍ବର) ଏସିଆ କପର ସୁପର -୪ ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ। ଏହି ଟୁର୍ନାମେଣ୍ଟରେ କୌଣସି ଅଫିସିଆଲ ସେମିଫାଇନାଲ ମ୍ୟାଚ ନାହିଁ, କିନ୍ତୁ ଫାଇନାଲରେ ପହଞ୍ଚିବା ପାଇଁ ଏହି ମ୍ୟାଚ…
ଅଲ୍ ଓଡ଼ିଶା ସ୍ନୁକର ଆରମ୍ଭ
ଭୁବନେଶ୍ୱର,୧୪ା୯(ସରୋଜ ଜେନା): ଆଶିଷ ପଣ୍ଡା ମେମୋରିଆଲ ଅଲ ଓଡ଼ିଶା ସ୍ନୁକରର ଦ୍ୱିତୀୟ ସଂସ୍କରଣ ବୁଧବାର ଆରମ୍ଭ ହୋଇଛି। ଭୁବନେଶ୍ୱର ସ୍ଥିତ ଭିଣ୍ଟେଜ୍ କ୍ଲବରେ ପ୍ରଥମ ଦିନରେ ୯ ମ୍ୟାଚ୍ ଖେଳା ଯାଇଛି। ପ୍ଲେୟର ଅଫ୍ ଦ ଡେ ବିବେଚିତ ହୋଇଥିବା ଜଗଦୀଶ…

