ପାକିସ୍ତାନ ଆଗରେ ୩୫୭ ରନ୍ ଟାର୍ଗେଟ୍
କଲମ୍ବୋ,୧୧ା୯: କଲମ୍ବୋ ସ୍ଥିତ ଆର୍.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସୋମବାର ରିଜର୍ଭ ଡେରେ ଖେଳାଯାଇଥିବା ଏସିଆ କପ୍ ସୁପର-୪ ମ୍ୟାଚ୍ରେ ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ଦମ୍ଦାର ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ଉଇକେଟ ହରାଇ ୩୫୬…
ପୁଣି ଭାରତ-ପାକିସ୍ତାନ ମ୍ୟାଚ୍ ଆରମ୍ଭ
କଲମ୍ବୋ,୧୧।୯: ଏସିଆ କପ୍ ସୁପର୍-୪ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ରିଜର୍ଭ ଡେ’ରେ ପୁଣି ଆରମ୍ଭ ହୋଇଛି। ବର୍ଷା ଯୋଗୁ ରବିବାର ହେବା ସମୟରେ ଭାରତୀୟ ଦଳ ୨୪.୧ ଓଭରରେ ଦୁଇଟି ଉଇକେଟ୍ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ଏହି…
ପାକିସ୍ତାନକୁ ବଡ଼ ଝଟ୍କା
କଲମ୍ବୋ,୧୧।୯: ୨୦୨୩ ଏସିଆ କପର ସୁପର-୪ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଛି। ତେବେ ବର୍ଷା ହେତୁ ରବିବାର ଦିନ ଭାରତ-ପାକିସ୍ତାନ ମ୍ୟାଚ ଶେଷ ହୋଇପାରି ନ ଥିଲା। ଏହି ମ୍ୟାଚ ରିଜର୍ଭ ଡେ’ରେ ଖେଳାଯାଉଛି। ଆଜି ଦୁଇ…
ରିଜର୍ଭ ଡେ’ରେ ମ୍ୟାଚ୍ ରଦ୍ଦ ହେଲେ ଏମିତି ହେବ ଭାରତର ସ୍ଥିତି
ନୂଆଦିଲ୍ଲୀ,୧୧।୯: ଏସିଆ କପ୍ର ସୁପର-୪ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଥିଲା। କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ବର୍ଷା ହେତୁ ମ୍ୟାଚ ଶେଷ ହୋଇପାରି ନାହିଁ ଏବଂ ବର୍ତ୍ତମାନ ମ୍ୟାଚ ଆଜି ରିଜର୍ଭ ଡେ’ରେ ଖେଳାଯିବ। ରିଜର୍ଭ…
ରିଜର୍ଭ ଡେ ମ୍ୟାଚକୁ ବର୍ଷା ଧୋଇ ନେବା ଆଶଙ୍କା, ଅପରାହ୍ନ କଲେମ୍ବୋରେ ବର୍ଷା ସମ୍ଭାବନା ଅଧିକ…
କଲମ୍ବୋ,୧୧।୯ : ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ଏପର୍ଯ୍ୟନ୍ତ ସ୍ଥିର ରହିଆସିଥିବା ଗୋଟିଏ ଜିନିଷ ହେଉଛି ବର୍ଷା। ବର୍ଷା କାରଣରୁ ଭାରତ ବନାମ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଧୋଇଯିବା ପରେ ଏହା ରବିବାର ସୁପର…
ୟୁଏସ ଓପନ ଜିତିଲେ ନୋଭାକ ଜୋକୋଭିକ
ନ୍ୟୁୟର୍କ,୧୧।୯: ୟୁଏସ ଓପନ ୨୦୨୩ ବ୍ୟାଡମିଣ୍ଟନ ଚାମ୍ପିଅନଶିପର ଫାଇନାଲରେ ଡୋନାଏଲ ମେଡଭେଡେଭଙ୍କୁ ପରାସ୍ତ କରି ନୋଭାକ ଜୋକୋଭିକ ଟାଇଟଲ ଜିତିଛନ୍ତି। ଏହା ଜୋକୋଭିକଙ୍କ ୨୪ତମ ପୁରୁଷ ଏକକ ଗ୍ରାଣ୍ଡ ସ୍ଲାମ ଟାଇଟଲ ଥିଲା। ଜୋକୋଭିକ ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ ୬-୩, ୭-୬,…
ବୁମ୍ରାଙ୍କୁ ଉପହାର ଦେଲେ ପାକିସ୍ତାନ ଦ୍ରୁତ ବୋଲର୍
କଲମ୍ବୋ,୧୧।୯: ଲଗାତାର ବର୍ଷା ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ ମ୍ୟାଚ ବ୍ୟାହତ କରିଛି। ବର୍ଷା ହେତୁ ଏଠାରେ ରବିବାର ଅନୁଷ୍ଠିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏସିଆ କପ କ୍ରିକେଟ ଟୁର୍ନାମେଣ୍ଟର ସୁପର-୪ ମ୍ୟାଚ ରିଜର୍ଭ ଡେ’କୁ ସ୍ଥଗିତ ରଖିବାକୁ…
ଆଜି ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେତେବେଳେ ଆରମ୍ଭ ହେବ
କଲମ୍ବୋ,୧୧।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର-୪ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ରବିବାର ଦିନ ଖେଳ ଶେଷ ହୋଇପାରି ନାହିଁ। ଭାରତୀୟ ଇନିଂସରେ ୨୪.୧ ଓଭର ଖେଳ ପରେ ବର୍ଷା ବାଧା ସୃଷ୍ଟି କରିଥିଲା। ଏହା ପରେ ଗୋଟିଏ…
ବିଶ୍ୱକପ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା
ଖ୍ରୀଷ୍ଟଚର୍ଚ୍ଚ,୧୧।୯: ବିଶ୍ୱକପ ୨୦୨୩ ଆରମ୍ଭ ପାଇଁ ବହୁତ କମ ସମୟ ବାକି ଅଛି। ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ବିଶ୍ୱକପ ୨୦୨୩ ପାଇଁ ଖେଳାଳିମାନଙ୍କୁ ଘୋଷଣା କରିଛି। କେନ ୱିଲିୟମସନଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ନ୍ୟୁଜିଲାଣ୍ଡ ଦଳରେ ଅଭିଜ୍ଞ ଖେଳାଳି…
କିଶୋର, ଶ୍ରାବଣୀଙ୍କୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୧୧।୯ (ତପନ ସ୍ବାଇଁ): ଚଣ୍ଡିଗଡ଼ର ସେକ୍ଟର-୭ ସ୍ପୋଟର୍ସ କମ୍ପ୍ଲେକ୍ସରେ ରବିବାର ଆରମ୍ଭ ହୋଇଥିବା ଇଣ୍ଡିଆନ ଗ୍ରାଁ ପ୍ରି-୫ର ପ୍ରଥମ ଦିବସରେ ଓଡ଼ିଶା ଜାଭେଲିନ ତାରକା କିଶୋର କୁମାର ଜେନା ଓ ମହିଳା ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ ସ୍ବର୍ଣ୍ଣ ପଦକ ହାସଲ…
ସେମିଫାଇନାଲରେ କିଟ୍
ଭୁବନେଶ୍ୱର, ୧୧।୯ (ତପନ ସ୍ବାଇଁ): ଭୁବନେଶ୍ୱର ଆଥ୍ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୟୁନିଟ-୧ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଲିଗ୍ର ରବିବାର ଅନୁଷ୍ଠିତ ମ୍ୟାଚରେ ବିଜୟୀ ହୋଇ କିଟ୍ ସେମିଫାଇନାଲରେ ପ୍ରବେଶ କରିଛି। ତୃତୀୟ କ୍ୱାର୍ଟର ଫାଇନାଲରେ…
ଗଫ୍ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ
ନ୍ୟୁୟର୍କ,୧୧ା୯(ପି.ଟି.): ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ୍ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଟ୍ରଫି ହାସଲ କରିଛନ୍ତି ଆମେରିକୀୟ କୋକୋ ଗଫ୍। ଦ୍ୱିତୀୟ ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ଗଫ୍ ୨-୬, ୬-୩ ଓ ୬-୨ ସେଟ୍ରେ ବେଲାରୁଷର ଆରିନା…

