ଖେଳ

ବିଶ୍ୱକପ୍‌ରେ ଭାରତ ପାଇଁ ଏହି ୩ ଖେଳାଳି ହୋଇପାରନ୍ତି ଗେମ୍‌ଚେଞ୍ଜର

ନୂଆଦିଲ୍ଲୀ,୨।୧୦:ଟିମ ଇଣ୍ଡିଆ ବିଶ୍ୱକପ ୨୦୨୩ ପାଇଁ ପ୍ରାୟ ପ୍ରସ୍ତୁତି ଶେଷ କରିସାରିଛି। ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହା ପୂର୍ବରୁ ଏସୀୟ କପ ଟାଇଟଲ ଜିତିଥିଲା। ଏସିଆ କପ୍‌ରେ ଭାରତ ପାଇଁ ମହମ୍ମଦ ସିରାଜ ଚମତ୍କାର…

ରୋଲର ସ୍କେଟିଂରେ ଭାରତକୁ ୨ ପଦକ…

ହାଙ୍ଗଝୋ,୨।୧୦ : ଭାରତ ଏସୀୟ ଗେମ୍ସର ନବମ ଦିନ ୨ ଅକ୍ଟୋବରରେ ରୋଲର ସ୍କେଟିଂରେ ପଦକ ଜିତିଛି। ମହିଳା ସ୍ପିଡ ସ୍କେଟିଂ ୩୦୦୦ମିଟର ରିଲେ ଦୌଡ଼ରେ ଭାରତୀୟ ଦଳ ଏହି ପଦକ ପାଇଛି। ଭାରତୀୟ ପୁରୁଷ ଦଳ ମଧ୍ୟ ସ୍ପିଡ ସ୍କେଟିଂ…

ବିଶ୍ୱକପ୍‌ରେ ଦୁଇ ଦ୍ୱିଶତକ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ତ୍ରୟୋଦଶ ସଂସ୍କରଣକୁ ଆଉ ମାତ୍ର ୩ ଦିନ ବାକି ରହିଛି। ବିଶ୍ୱକପରେ ସ୍କୋର କରିବାର ଅତିରିକ୍ତ ଚାପ ସର୍ବଦା ଖେଳାଳିଙ୍କ ଉପରେ ରହିଥାଏ। ଏହି ଚାପ ସତ୍ତ୍ୱେ ଅନେକ ଖେଳାଳି ସଫଳତାର ସହ ରନ୍‌ ସ୍କୋର…

ଓଡ଼ିଶା ବାଳିକା ଦଳକୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨।୧୦ (ତପନ ସ୍ବାଇଁ): ଜାତୀୟ ରୋଲବଲ୍‌ରେ ଓଡ଼ିଶା ପ୍ରତିଯୋଗୀମାନେ ପୁଣି ଚମକ ଦେଖାଇଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ୧୩ଶ ଜାତୀୟ ୧୧ ବର୍ଷରୁ କମ୍‌ ରୋଲବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ବାଳିକା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ବାଳିକା ଦଳ…

ଭାରତୀୟ ମହିଳା ଦଳ ରନରଅପ୍‌

ଭୁବନେଶ୍ୱର, ୨।୧୦(ତପନ ସ୍ବାଇଁ): ଚାଇନିଜ୍‌ ତାଇପେରେ ରବିବାର ଶେଷ ହୋଇଥିବା ୧୮ ବର୍ଷରୁ କମ ଏସିଆ ରଗ୍‌ବୀ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି। ଭାରତ ଓ ଚାଇନିଜ୍‌ ତାଇପେ ମଧ୍ୟରେ ଫାଇନାଲ ହୋଇଥିଲା। ଏଥିରେ ଭାରତୀୟ…

ଫ୍ରେଣ୍ଡଶିପ୍‌ ଫୁଟ୍‌ବଲ: ଟାଟା ଷ୍ଟିଲ ଚାମ୍ପିୟନ

ଭୁବନେଶ୍ୱର, ୨ା୧୦ (ବିଜୟ ରଣା): ସ୍ଥାନୀୟ ଓଡ଼ିଶା ଫୁଟ୍‌ବଲ ଏକାଡେମୀଠାରେ ରବିବାର ଅନୁଷ୍ଠିତ ଟାଟା ଷ୍ଟିଲ ଫ୍ରେଣ୍ଡଶିପ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଅଫିସର୍ସ ଏକାଦଶକୁ ୨-୧ ଗୋଲ୍‌ରେ ପରାସ୍ତ କରି ଟାଟା ଷ୍ଟିଲ ଏକାଦଶ ଚାମ୍ପିୟନ ହୋଇଛି। ଟୁର୍ନାମେଣ୍ଟରେ ୪ଟି ଦଳ…

ପରବିନ୍‌ଙ୍କୁ ଅଲିମ୍ପିକ୍ସ କୋଟା, ନିଖତଙ୍କୁ ବ୍ରୋଞ୍ଜ

ହାଙ୍ଗଝୋ,୨ା୧୦(ପି.ଟି.): ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ବକ୍ସରଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ରବିବାର ନିଖତ ଜରିନ୍‌ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ପରବିନ୍‌ ହୁଦା ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୫୦ କିଗ୍ରା ଓଜନ ବର୍ଗରେ…

ଭାରତ ପଦକ ସଂଖ୍ୟା ୫୦ ଟପିଲା

ହାଙ୍ଗଝୋ,୨ା୧୦(ପି.ଟି.): ରବିବାର ଏସିଆନ୍‌ ଗେମ୍ସରେ ଭାରତୀୟ ଆଥଲେଟ ମାନେ ୩ ସ୍ବର୍ଣ୍ଣ ସହିତ ୧୫ ପଦକ ବିଜୟୀ ହୋଇଥିବା ବେଳେ ଓଡ଼ିଶା ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଣ୍ଟରରେ ଅଭ୍ୟାସ କରୁଥିବା ଜ୍ୟୋତି ୟାରାଜୀ ୧୦୦ ମିଟର ବାଧାଦୌଡରେ ଏକ ରୌପ୍ୟ ପଦକ…

ଖେଳାଳି ଭାବେ ଗଢ଼ିବାରେ ମା’ ବାପାଙ୍କ ବଡ଼ ଭୂମିକା ରହିଛି: ସୁଖଜିତ

ନୂଆଦିଲ୍ଲୀ,୧ା୧୦: ଏସିଆନ ଗେମ୍ସରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ରେକର୍ଡ ବିଜୟ ପରେ ଭାରତୀୟ ହକି ଖେଳାଳି ସୁଖଜିତ ସିଂ ମା’ବାପାଙ୍କ ପ୍ରଶଂସା କରିଛନ୍ତି। ‘ହକି ତେ ଚର୍ଚ୍ଚା’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ସୁଖଜିତ ତାଙ୍କୁ ଜଣେ ହକି ଖେଳାଳି…

ଇତିହାସ ରଚିଲେ ଅବିନାଶ

ହାଙ୍ଗଝୋ,୧।୧୦: ଭାରତର ତାରକା ଆଥଲେଟ ଅବିନାଶ ସାବ୍‌ଲେ ଇତିହାସ ସୃଷ୍ଟି କରିଛନ୍ତି। ସେ ହାଙ୍ଗଜୋ ଏସିଆନ ଗେମ୍ସରେ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଏହା ହେଉଛି ପ୍ରଥମ ସ୍ବର୍ଣ୍ଣ। ୧୯୫୧ ମସିହାରେ ଏସୀୟ…

ଟେନିସ କୋର୍ଟରେ ଧୋନୀ

ନୂଆଦିଲ୍ଲୀ,୧।୧୦: ଭାରତର ମହାନ ଅଧିନାୟକ ତଥା ଉଇକେଟ କିପର-ବ୍ୟାଟ୍ସମ୍ୟାନ ଏମଏସ ଧୋନୀ ଟେନିସ କୋର୍ଟରେ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଧୋନି ଟେନିସ ଖେଳୁଥିବା ଦେଖିବାକୁ ମିଳିଛି। ତାଙ୍କର ପ୍ରଶଂସକମାନେ ଏହି ଭିଡିଓକୁ…

ଅଦିତି ଅଶୋକ ଏସୀୟ ଗେମ୍ସରେ ଇତିହାସ ସୃଷ୍ଟି କଲେ ଇତିହାସ: ପାଲଟିଲେ ଗଲ୍ଫରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା…

ହାଙ୍ଗଝୋ,୧।୧୦ : ଭାରତର ତାରକା ମହିଳା ଗଲ୍ଫର୍‌ ଅଦିତି ଅଶୋକ ଏସୀୟ ଗେମ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ରବିବାର ସେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଅଦିତି ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳି ଯିଏକି ଏସୀୟ ଖେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?