ଖେଳ

ହିଜାବରେ ପ୍ରଥମ ଖେଳାଳି ବେନ୍‌ଜିନା

ଆଡିଲେଡ୍‌, ୩୧ା୭ (ଏପି): ସିନିୟର ମହିଳା ଫୁଟ୍‌ବଲ ବିଶ୍ୱକପ୍‌ରେ ହିଜାବ ପରିଧାନ କରି ଖେଳିବାରେ ମରକ୍କୋ ଡିଫେଣ୍ଡର ନୌହେଲା ବେନ୍‌ଜିନା ପ୍ରଥମ ଖେଳାଳି। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଖେଳି ସେ ଇତିହାସ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ଓ…

ଭାରତକୁ ମିଳିଲା ଚତୁର୍ଥ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୩୦ା୭:ଚାଇନାର ଚେଙ୍ଗ୍‌ଡୁଠାରେ ଚାଲିଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଅମନ ସଇନି ଓ ପ୍ରଗତିଙ୍କୁ ନେଇ ଭାରତର ମିକ୍ସଡ କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେମାନେ ଫାଇନାଲରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୫୬-୧୫୬ରେ ହରାଇ ଦେଇଛନ୍ତି। ଭାରତ ବର୍ତ୍ତମାନ ପଦକ…

ବିଶେଷ ସଫଳତା ହାସଲ କଲେ ବ୍ରଡ-ଆଣ୍ଡରସନ

ଲଣ୍ଡନ,୩୦।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଲଣ୍ଡନରେ ଖେଳାଯାଉଛି। ଇଂଲଣ୍ଡର କିମ୍ବଦନ୍ତୀ ବୋଲର ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳୁଛନ୍ତି। ଏହି ମ୍ୟାଚ୍‌ରେ…

ଟଙ୍କା, ଅହଂକାର ଯୋଗୁ ଖେଳ ବିଗିଡ଼ି ଯାଉଛି: ଟିମ ଇଣ୍ଡିଆ ଉପରେ ବର୍ଷିଲେ କପିଲ ଦେବ…

କୋଲକାତା,୩୦।୭ : ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଇଣ୍ଡିଆନ ପ୍ରିମିୟର ଲିଗ, ବିଶ୍ୱର ସବୁଠୁ ଦାମୀ କ୍ରିକେଟ ଟୁର୍ନାମେଣ୍ଟକୁ ଆର୍ଥିକ ଶକ୍ତି ସହିତ ବଡ କରିଛି।…

ଶୋଇଥିବା ଅବସ୍ଥାରେ ଧୋନୀଙ୍କ ଭିଡିଓ କଲେ ଏୟାର ହୋଷ୍ଟେସ

ନୂଆଦିଲ୍ଲୀ,୩୦।୭: ପ୍ରଶଂସକମାନେ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଝଲକ ପାଇବାକୁ ସର୍ବଦା ଆଗ୍ରହୀ ଆଆନ୍ତି। ଧୋନି ସୋସିଆଲ ମିଡିଆଠାରୁ ବହୁତ ଦୂରରେ ରୁହନ୍ତି। ସେ ଲାଇମଲାଇଟ ଠାରୁ ଦୂରରେ ରହି ସାଦାସିଧା ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି।ଏହି କାରଣରୁ, ଯେତେବେଳେ ବି…

ଶୁଭମାନ ଗିଲ କଲେ ନୂଆ ରେକର୍ଡ, ବାବର ଆଜମ୍‌ଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୩୦।୭ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆକୁ ୬ ୱିକେଟ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମ ୱିକେଟ ପାଇଁ ଶୁଭମାନ ଗିଲ ଏବଂ ଇଶାନ କିଶାନଙ୍କ ଓପନିଂ ଯୋଡି ଭାରତ…

ଷ୍ଟୁଆର୍ଟ ବ୍ରଡ ହଠାତ କ୍ରିକେଟରୁ ଅବସର ଘୋଷଣା କଲେ…

ଲଣ୍ଡନ,୩୦।୭ : ଟିମ୍‌ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ହଠାତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ନେଇ ପ୍ରଶଂସକମାନେ ଦୁଃଖିତ ହୋଇଛନ୍ତି। ୨୦୦୭ ଟି-୨୦ରେ ସେ ଯୁବରାଜ ସିଂଙ୍କ ୬ ଟି ବଲରେ ୬ ଟି…

ସୂର୍ଯ୍ୟକୁମାରଙ୍କୁ ଚେତାବନୀ ଦେଲେ ଦ୍ରାବିଡ

ବାର୍ବାଡୋସ୍‌,୩୦।୭: ଦିନିକିଆ ଫର୍ମାଟରେ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ଫର୍ମ ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜର ୩ ମ୍ୟାଚ୍‌ରେ ଖାତା ଖୋଲି ନ ଥିବା ସୂର୍ଯ୍ୟକୁମାର ୱେଷ୍ଟଇଣ୍ଡିଜ ଗସ୍ତରେ ପ୍ରଥମ ୨ ଦିନିକିଆରେ ମଧ୍ୟ…

ଆଶେସ୍‌ରେ ବଡ଼ ରେକର୍ଡ କଲେ ଷ୍ଟୋକ୍ସ

ଲଣ୍ଡନ,୩୦।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଆଶେସ୍‌ ସିରିଜ ୨୦୨୩ରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଭଲ ବ୍ୟାଟିଂ କରିଥିଲେ। ସିରିଜର ଶେଷ ଟେଷ୍ଟରେ ଷ୍ଟୋକ୍ସ ଏକ ବଡ଼ ରେକର୍ଡ କରିଥିଲେ। ଷ୍ଟୋକ୍ସ ଏହି ଟେଷ୍ଟ ସିରିଜରେ ହାରାହାରି ୪୫ରେ…

ଅଜିଙ୍କ୍ୟ ରାହାଣେ ହଠାତ କ୍ରିକେଟରୁ ନେଲେ ବ୍ରେକ୍‌, ଟୁର୍ନାମେଣ୍ଟ ଖେଳିବାକୁ କଲେ ମନା…

କୋଲକାତା,୩୦।୭ : ଟିମ ଇଣ୍ଡିଆର ଅଭିଜ୍ଞ ଖେଳାଳି ଅଜିଙ୍କ୍ୟ ରାହାଣେଙ୍କ ସହ ଜଡିତ ଏକ ବଡ ଖବର ବାହାରକୁ ଆସୁଛି। ରାହାଣେ ହଠାତ କ୍ରିକେଟରୁ ବ୍ରେକ୍‌ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଫଳସ୍ବରୂପ, ସେ ଆଉ କାଉଣ୍ଟି କ୍ରିକେଟ ଖେଳିବାକୁ ଇଂଲଣ୍ଡ ଯିବେ…

ମୁଁ ଏବେ କଇଁଛ, ଠେକୁଆ ନୁହେଁ: ଭାରତର ପରାଜୟ ପରେ କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ବାର୍ବାଡୋସ୍‌,୩୦।୭: ୱେଷ୍ଟଇଣ୍ଡିଜରେ ୬ ବର୍ଷ ପରେ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ପରାଜୟ ବରଣ କରିଛି। ବାର୍ବାଡୋସ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ଆୟୋଜକ ଦଳଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ପରେ ଏହି ସିରିଜ ୧-୧ ସ୍ତରକୁ ଆସିଛି। ବର୍ତ୍ତମାନ…

ନୂଆ ଭୂମିକାରେ ପ୍ରଶଂସକଙ୍କ ହୃଦୟ ଜିତିଲେ କୋହଲି

ବାର୍ବାଡୋସ୍‌,୩୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ବର୍ତ୍ତମାନ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ୱେଷ୍ଟଇଣ୍ଡିଜ ଦଳ ଦ୍ୱିତୀୟ ଦିନିକିଆରେ ୬ ଉଇକେଟରେ ଜିତିବା ସହ ସିରିଜ ୧-୧ରେ ସମାନ ହୋଇଛି। ଦ୍ୱିତୀୟ ଦିନିକିଆରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri