ଖେଳ

ଇତିହାସ ରଚିବାକୁ ଆଉ ମାତ୍ର ୧୧ ଉଇକେଟ ଦୂରରେ ଅଶ୍ୱିନ୍‌

ସେଞ୍ଚୁରିଅନ୍‌,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ସିରିଜ ଟିମ ଇଣ୍ଡିଆର କିମ୍ବଦନ୍ତୀ ସ୍ପିନର ଆର ଅଶ୍ୱିନଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି।…

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର: ଦଳରେ ଯୋଗ ଦେଲେ ଏହି ଖେଳାଳି

ସେଞ୍ଚୁରିଅନ୍‌,୨୫।୧୨: ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ଖେଳିବ। ପ୍ରଥମ ଟେଷ୍ଟ ମ୍ୟାଚ ୨୬ ଡିସେମ୍ବରରେ ଖେଳାଯିବ। ଭାରତୀୟ ଦଳ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ଜିତି ନାହିଁ।…

କରୋନା ପାଇଁ ପୁଣି ବନ୍ଦ ହେବ କି ଇଣ୍ଟରନ୍ୟାଶନାଲ କ୍ରିକେଟ, ଆଇପିଏଲ ୨୦୨୪ର କ’ଣ ହେବ?

ନୂଆଦିଲ୍ଲୀ,୨୫।୧୨: କରୋନା ପୁଣି ଥରେ ଭୟଭୀତ କରାଇଲାଣି। ଗତ କିଛି ସପ୍ତାହ ମଧ୍ୟରେ ଦେଶ ତଥା ବିଶ୍ୱରେ ଏହାର ବିପର୍ଯ୍ୟୟ ବୃଦ୍ଧି ପାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର ଏକ ରିପୋର୍ଟରୁ ଜଣାପଡିଛି ଯେ, ଗତ ଏକ ମାସ ମଧ୍ୟରେ…

ମହାରେକର୍ଡ ଲକ୍ଷ୍ୟରେ ବିରାଟ କୋହଲି

ସେଞ୍ଚୁରିଅନ,୨୫।୧୨: ୨୦୨୩ ବର୍ଷର ଶେଷ ମ୍ୟାଚ ଖେଳିବାକୁ ଟିମ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଟିମ…

ଏକାମ୍ର କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ

ପୁରୁଣା ଭୁବନେଶ୍ୱର, ୨୫।୧୨ (ସୁବାସ ଚନ୍ଦ୍ର ପ୍ରଧାନ): ଫ୍ରେଣ୍ଡ୍ସ କ୍ରିକେଟ କ୍ଲବ କେଶୁରା ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ଏକାମ୍ର କପ୍‌ ଟେନିସ ବଲ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ଶହୀଦ ନଗର ଦଳ ୪ ଉଇକେଟରେ ସମରସେଟ୍‌…

ସନ୍ତୋଷ ମେମୋରିଆଲ କ୍ରିକେଟ ଉଦ୍‌ଘାଟିତ

ଭୁବନେଶ୍ୱର, ୨୫।୧୨(ତପନ ସ୍ବାଇଁ): ରସୁଲଗଡ଼ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ୨୪ତମ ସନ୍ତୋଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ସ୍ଥାନୀୟ ଗଡ଼ ଗୋପୀନାଥ ପ୍ରସାଦ (ଜିଜିପି) ସ୍କୁଲ ପଡ଼ିଆରେ ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ବିଧାୟକ ଅନନ୍ତ…

ଅଲ୍‌ଟିମେଟ ଖୋ ଖୋ ଉଦଘାଟିତ

କଟକ,୨୫।୧୨ (ସୁପ୍ରିୟା ପ୍ରିୟଦର୍ଶିନୀ): ଅଲ୍‌ଟିମେଟ ଖୋଖୋର ଦ୍ୱିତୀୟ ସିଜିନର ଉଦ୍ଘାଟନୀ ମ୍ୟାଚରେ ବିଜୟୀ ହୋଇଛି ଡିଫେଣ୍ଡିଂ ଚାମ୍ପିୟନଓଡ଼ିଶା ଜଗରନଟ୍ସ। ପ୍ରଥମ ସିଜିନର ଟାଇଟଲ ବିଜେତା ଓଡିଶା ୩୫-୨୭ ବ୍ୟବଧାନରେ ରାଜସ୍ଥାନକୁ ପରାସ୍ତ କରିଛି। ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ରବିବାର ଆଲ୍ଟିମେଟ…

କିରଣ ପୋଲାର୍ଡଙ୍କୁ ମିଳିଲା ଗୁରୁଦାୟିତ୍ୱ

ଲଣ୍ଡନ,୨୪ା୧୨: ୨୦୨୪ରେ ଖେଳାଯିବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ଲାଗି ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କିରନ ପୋଲାର୍ଡ ଇଂଲଣ୍ଡ ଦଳ ସହ କୋଚିଂ ଷ୍ଟାଫ୍‌ ଭାବେ ଯୋଗଦେବେ। ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ରବିବାର ଏହି ସୂଚନା ପ୍ରଦାନ କରିଛି। ଯୁକ୍ତରାଷ୍ଟ୍ର ଆମେରିକା…

ପୁନିଆଙ୍କ କ୍ଷୋଭ, କହିଲେ ଫେରାଇ ନେବିନାହିଁ ପଦ୍ମଶ୍ରୀ, ଯେ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୪।୧୨: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ ବା ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ) ର ମାନ୍ୟତା ରଦ୍ଦ ହେବା ପରେ ରବିବାର (୨୪ ଡିସେମ୍ବର), ଭେଟେରାନ ରେସଲର ବଜରଙ୍ଗ ପୁନିଆ କହିଛନ୍ତି ଯେ ନ୍ୟାୟ ପାଇବା ପର୍ଯ୍ୟନ୍ତ ସେ ପଦ୍ମଶ୍ରୀ ପୁରସ୍କାର ଫେରସ୍ତ…

ଟଙ୍କା ସର୍ବଦା ଭଲ କିନ୍ତୁ…ଚଳିତବର୍ଷ ଆଇପିଏଲର ସବୁଠୁ ଦାମୀ ଖେଳାଳି ଷ୍ଟାର୍କ କହିଲେ ମନର କଥା

ସିଡନୀ,୨୪।୧୨: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଚଳିତବର୍ଷ ଆଇପିଏଲର ସବୁଠୁ ଦାମୀ ଖେଳାଳି ହୋଇଛନ୍ତି। ଗତ ସପ୍ତାହରେ ଅନୁଷ୍ଠିତ ନିଲାମରେ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ମିଚେଲ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କିଣିଥିଲା। ଫ୍ରାଞ୍ଚାଇଜ…

ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ପଡ଼ିଆରେ ନିଆରା ଦୃଶ୍ୟ: ପଟୋ ଉଠାଇଲେ ଅଷ୍ଟ୍ରେଲିଆ ଅଧିନାୟିକା

ମୁମ୍ବାଇ,୨୪।୧୨: ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଚତୁର୍ଥ ଦିନରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ଭାରତ ଇତିହାସ ରଚିବା ପରେ ପଡ଼ିରେ…

ନିବେଶ ପିଚ୍‌ରେ ବି ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି ସଚିନ ତେନ୍ଦୁଲକର: ୫ କୋଟି କରିଥିଲେ ନିବେଶ, ଏବେ ହେଲାଣି…

ମୁମ୍ବାଇ,୨୪।୧୨: ଗଡ ଅଫ କ୍ରିକେଟ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ସ୍ମରଣୀୟ ଇନିଂସ ଏବଂ ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ଜଣାଶୁଣା। କ୍ରିକେଟ୍‌ରେ ପରେ ଏବେ ସେ ନିବେଶ ପିଚ୍‌ରେ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଛନ୍ତି। ସେ ୯ ମାସ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?