ଖେଳରତ୍ନ, ଅର୍ଜୁନ ପୁରସ୍କାର ଫେରାଇଲେ ଭିନେଶ
ନୂଆଦିଲ୍ଲୀ, ୨୭ା୧୨(ପି.ଟି.): ବିବାଦ ଘେରରେ ରହିଥିବା ଏମ୍ପି ତଥା ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ପୂର୍ବତନ ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ମହାସଂଘର ସଭାପତି ଭାବେ ନିର୍ବାଚିତ ହେବାପରେ ବିବାଦ କ୍ରମେ ଘନେଇବାରେ ଲାଗିଛି। ଏହାକୁ…
ଦକ୍ଷିଣ ଆଫ୍ରିକାକୁ ଝଟ୍କା: ଅଧିନାୟକ ବଭୁମାଙ୍କ ଖେଳିବା ନେଇ ବଢ଼ିଲା ଆଶଙ୍କା
ସେଞ୍ଚୁରିଅନ, ୨୬ା୧୨: ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍କୁ ବଡ଼ ଝଟ୍କା ଲାଗିଛି। ଦଳର ଅଧିନାୟକ ଟେମ୍ବା ବଭୁମା ଆଘାତପ୍ରାପ୍ତ ହୋଇଛନ୍ତି। ଫିଲ୍ଡିଂ କରୁଥିବା ସମୟରେ ବାମ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ ଯୋଗୁ ସେ ମ୍ୟାଚ୍ରେ ଆଗକୁ ଖେଳିବା…
ଭାରତ କୁସ୍ତି ମହାସଂଘ ବିବାଦ ମଧ୍ୟରେ ଖେଳରତ୍ନ, ଅର୍ଜୁନ ପୁରସ୍କାର ଫେରାଇଲେ ଭିନେଶ ଫୋଗଟ
ନୂଆଦିଲ୍ଲୀ, ୨୬ା୧୨: ବିବାଦ ଘେରରେ ରହିଥିବା ଏମ୍ପି ତଥା ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ପୂର୍ବତନ ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ମହାସଂଘର ସଭାପତି ଭାବେ ନିର୍ବାଚିତ ହେବାପରେ ବିବାଦ କ୍ରମେ ଘନେଇବାରେ ଲାଗିଛି। ଏହାକୁ…
IPL 2024 ପୂର୍ବରୁ ଦଳଗୁଡ଼ିକୁ ଲାଗିଲା ବଡ଼ ଝଟ୍କା, ଟୁର୍ନାମେଣ୍ଟ ଖେଳିପାରିବେନି ଏହି ୩ ଖେଳାଳି
କାବୁଲ,୨୬ା୧୨: ଆଇପିଏଲ୍ ୨୦୨୪ ପୂର୍ବରୁ ଦଳଗୁଡ଼ିକ ଲାଗି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆଫଗାନିସ୍ତାନର ୩ ଖେଳାଳି ମୁଜିବ୍ ଉର ରେହମାନ, ନବୀନ ଉଲ୍ ହକ୍ ଓ ଫଜଲ୍ହକ୍ ଫାରୁକିଙ୍କୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ଏସିବି) ପକ୍ଷରୁ ନୋ ଅବ୍ଜେକ୍ସନ ସାର୍ଟିଫିକେଟ…
ସନ୍ନ୍ୟାସ ନେବେ ଓ୍ବାର୍ନର; ଏବେ ନିଜେ କହିଲେ ଦଳରେ କିଏ ନେବ ତାଙ୍କ ସ୍ଥାନ
ମେଲବର୍ନ,୨୬।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ମେଲବର୍ନରେ ଖେଳାଯାଉଛି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍। ଏହି ସିରିଜ ଭେଟେରାନ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନରଙ୍କ ଲାଗି ସ୍ବତନ୍ତ୍ର। କାରଣ ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଅନ୍ତିମ ସିରିଜ। ଓ୍ବାର୍ନର ଅଷ୍ଟ୍ରେଲିଆ ଟିମ୍ର ଅଭିନ୍ନ…
ଆଇପିଏଲ ୨୦୨୪ ପୂର୍ବରୁ ଚାଇନାକୁ ବିସିସିଆଇର ଝଟକା: ଚାଇନିଜ ବ୍ରାଣ୍ଡ ଉପରେ ବ୍ୟାନ ଲାଗିବା ଆଶଙ୍କା…
କୋଲକାତା୨୬।୧୨ : ଆଇପିଏଲ ୨୦୨୪ ପୂର୍ବରୁ ବିସିସିଆଇ ଆକ୍ସନ ମୋଡରେ ଅଛି। ପୂର୍ବରୁ ଭାରତ ସରକାର ଚାଇନାର ବ୍ରାଣ୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବର୍ତ୍ତମାନ ବିସିସିଆଇ ମଧ୍ୟ ଚାଇନାର ବ୍ରାଣ୍ଡ ବିରୋଧରେ ବଡ ପଦକ୍ଷେପ ନେବାକୁ ଯୋଜନା କରୁଛି। ଆଇପିଏଲ…
ପୁଅଙ୍କ ଜନ୍ମଦିନରେ ଭାବୁକ ହେଲେ ଧାଓ୍ବନ: କହିଲେ-ସବୁଠୁ ମୋତେ ବ୍ଲକ୍ କରାଯାଇଛି, ବର୍ଷେ ହେଲାଣି ତୁମକୁ…
ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଓପନର୍ ଶିଖର ଧାଓ୍ବନ ମଙ୍ଗଳବାର ପୁଅ ଜୋରାବରଙ୍କ ଜନ୍ମଦିନରେ ଭାବୁକ ହୋଇଛନ୍ତି। ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କଠାରୁ ଅଲଗା ହୋଇଥିବା ବେଳେ ତାଙ୍କୁ ସବୁଆଡୁ ବ୍ଲକ୍ କରିଦିଆଯାଇଛି। ଏଣୁ ସେ ପିଲାମାନଙ୍କ ସହ କଥା ହୋଇପାରୁ ନ ଥିବା ଏକ…
ଭାରତକୁ ଝଟକା, ମାତ୍ର ୨୪ ରନ୍ରେ ଗଲାଣି ୩ ଗୁରୁତ୍ୱପୂର୍ଣ୍ଣ ଉଇକେଟ୍
ସେଞ୍ଚୁରିଅନ୍,୨୬।୧୨: ଆଜିଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ ଆରମ୍ଭ ହୋଇଛି। ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ…
ଟସ ଜିତିଲା ଦକ୍ଷିଣ ଆଫ୍ରିକା: ଡେବ୍ୟୁ କରୁଛନ୍ତି ପ୍ରସିଦ୍ଧ କ୍ରିଷ୍ଣା
ସେଞ୍ଚୁରିଅନ୍,୨୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚର ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକାର ଅଧିନାୟକ…
ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ, କେଉଁଠି କେମିତି ଦେଖିବେ ଏହି ମ୍ୟାଚ
ନୂଆଦିଲ୍ଲୀ,୨୬।୧୨: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ସେଣ୍ଟୁରିଅନର ସୁପରସ୍ପୋର୍ଟ ପାର୍କ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଦିନ ଆୟୋଜକ ଦକ୍ଷିଣ ଆଫ୍ରିକା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ କରିବ। ଦକ୍ଷିଣ ଆଫ୍ରିକାରେ ଭାରତ କେବେ ବି ମେନ୍ସ ଟେଷ୍ଟ ସିରିଜ…
ବଡ଼ ରେକର୍ଡ ହାସଲ କଲେ ଓ୍ବାର୍ନର: ବକ୍ସିଂ ଡେ’ ଟେଷ୍ଟରେ ରଚିଲେ ଇତିହାସ
ମେଲବୋର୍ନ,୨୬।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଏହି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଜିଠାରୁ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…
ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ସେଞ୍ଚୁରିଅନ,୨୬।୧୨: ଆଜିଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ ଇଣ୍ଡିଆ ପ୍ରଥମେ ଟି-୨୦ ସିରିଜ ଏବଂ ପରେ ଦିନିକି ସିରିଜ ଜିତିଥିଲା। ବର୍ତ୍ତମାନ ଟେଷ୍ଟ ସିରିଜରେ ଇତିହାସ…

