ଖେଳ

ଟି-୨୦ ବିଶ୍ୱକପ୍‌ ଖେଳିବେ କି ରୋହିତ ଶର୍ମା: ଜାଣନ୍ତୁ ଏନେଇ କ’ଣ କହିଲେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦ ବିଶ୍ୱକପ ୨୦୨୪ ଖେଳିବା ବିଷୟରେ ନିଜ ମତ ରଖିଛନ୍ତି। ରୋହିତ କହିଛନ୍ତି, କ୍ରିକେଟ ଖେଳିବାକୁ ଏକ ଇଚ୍ଛା ଅଛି। ସମସ୍ତେ ଭଲ କରିବାକୁ ଏବଂ ସମସ୍ତ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି। ମୁଁ ଟି-୨୦…

ବ୍ରାଜିଲକୁ ବାସନ୍ଦ ଧମକ ଦେଲା ଫିଫା, ଜାଣନ୍ତୁ କାରଣ…

ରିଓ ଡି ଜେନେରୋ, ୨୫ା୧୨: ବ୍ରାଜିଲକୁ ବାସନ୍ଦ କରିବାକୁ ଧମକ ଦେଇଛି ଫିଫା। ବ୍ରାଜିଲ ଫୁଟବଲ ସଂଘର ସଭାପତି ନ ଥିବାରୁ ଜାନୁୟାରୀ ସୁଦ୍ଧା ନୂତନ ନିଯୁକ୍ତି ପାଇଁ ଫିଫା ପକ୍ଷରୁ ଚିଠି କରାଯାଇଛି। ଡିସେମ୍ବର ୭ ତାରିଖରେ ସିବିଏଫ୍‌ର ସଭାପତି…

ଆଖି ସମସ୍ୟା ଯୋଗୁ ବିଶ୍ୱକପ୍‌ରେ ଭଲ ବ୍ୟାଟିଂ କରିପାରି ନ ଥିଲେ ଏହି କ୍ରିକେଟର୍‌

ଢାକା,୨୬।୧୨: ଭାରତରେ ଖେଳାଯାଇଥିବା ଏକଦିବସୀୟ ବିଶ୍ୱକପ୍‌ରେ ଶାକିବ ଅଲ ହାସନ ବାଂଲାଦେଶର ଦାୟିତ୍ୱ ନେଇଥିଲେ। ଟୁର୍ନାମେଣ୍ଟରେ ବ୍ୟାଟ ସହିତ ଶାକିବ ବହୁତ ଖରାପ ଫର୍ମରେ ନଜର ଆସିଥିଲେ। ଶାକିବଙ୍କ ଖରାପ ପ୍ରଦର୍ଶନ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ବର୍ତ୍ତମାନ ବାଂଲାଦେଶୀ ଅଲରାଉଣ୍ଡର…

ଆଜି ପଞ୍ଜାବ ଏଫ୍‌ସିକୁ ଭେଟିବ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୨୫ା୧୨(ସରୋଜ ଜେନା): ପ୍ରଥମ ଥର ଇଣ୍ଡିଆନ୍‌ ସୁପର ଲିଗ୍‌ ଖେଳୁଥିବା ପଞ୍ଜାବ ଏଫ୍‌ସିକୁ ମଙ୍ଗଳବାର ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଭେଟିବ ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ପଞ୍ଜାବ ନିଜର ଅନ୍ତିମ ମ୍ୟାଚ୍‌ରେ ଚେନ୍ନାଇନ୍‌ ଏଫ୍‌ସିକୁ ପରାସ୍ତ କରିଥିବା ବେଳେ ଏହା ବେଶ୍‌ ଆତ୍ମବିଶ୍ୱାସରେ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ସେଞ୍ଚୁରିଅନ୍‌,୨୬ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ମଙ୍ଗଳବାର ଆରମ୍ଭ ହେବ। ଭାରତୀୟ ଦଳ ୩୧ ବର୍ଷ ହେବ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ଟେଷ୍ଟ ସିରିଜ୍‌ ଜିତି ନ ଥିବା ବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ…

ପଏଣ୍ଟ ଖାତା ଖୋଲିଲା ଗୁଜରାଟ

ଭୁବନେଶ୍ୱର,୨୬ା୧୨(ସରୋଜ ଜେନା) କଟକ ସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ପ୍ରଥମ ବିଜୟ ହାସଲ କରିଛି ଗୁଜରାଟ ଜାଏଣ୍ଟ୍ସ। ସୋମବାର ସନ୍ଧ୍ୟାରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ଓ୍ବାରିୟର୍ସକୁ ଦଳ ୪୧-୩୦ ପଏଣ୍ଟରେ…

ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବା ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଛି ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ,୨୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟାନ୍ସକୁ ପ୍ରାୟ ୧୦୦ କୋଟି ଟଙ୍କା ଦେଇଥିବା ଏକ ରିପୋର୍ଟରୁ ଜଣା ପଡିଛି। ପାଣ୍ଡ୍ୟା ୨୦୧୫ରୁ ୨୦୨୧…

ବିଶ୍ୱକପ୍‌ ପରାଜୟକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ରୋହିତ ଶର୍ମା

ସେଞ୍ଚୁରିଅନ୍‌,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟ୍ଷେଟ ସିରିଜ୍‌ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରେସ୍‌ କନଫରେନ୍ସ କରିଛନ୍ତି। ଏହି ଅବସରରେ ସେ ଗତ ବିଶ୍ୱକପ୍‌…

ରୋହିତଙ୍କୁ ଖେଳିବାର ତରିକା ବଦଳାଇବାକୁ ପଡ଼ିବ: ଟେଷ୍ଟ ସିରିଜ୍‌ ପାଇଁ ଟିମ ଇଣ୍ଡିଆ ଅଧିନାୟକଙ୍କୁ ପରାମର୍ଶ ଦେଲେ ଗାଭାସ୍କର

ନୂଆଦିଲ୍ଲୀ,୨୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ ଇଣ୍ଡିଆ ୨୬ ଡିସେମ୍ବରଠାରୁ ଟେଷ୍ଟ ସିରିଜ୍‌ର ଆରମ୍ଭ କରିବାକୁ ଯାଉଛି। ସିରିଜ୍‌ର ପ୍ରଥମ ମ୍ୟାଚ ମଙ୍ଗଳବାର ଖେଳାଯିବ। ତେଣୁ ଏହାକୁ ବକ୍ସିଂ-ଡେ ଟେଷ୍ଟ ମ୍ୟାଚ ମଧ୍ୟ କୁହାଯାଏ । ଏହି ଟେଷ୍ଟ ସିରିଜରେ…

ଅମ୍ପାୟରଙ୍କୁ କରିଥିଲେ ଭୟଭୀତ: କୁରାନଙ୍କ ୪ ମ୍ୟାଚ୍‌ ବାସନ୍ଦ ଆବେଦନ ଖାରଜ

ସିଡ୍‌ନୀ,୨୫।୧୨: ଇଂଲଣ୍ଡ ଖେଳାଳି ଟମ୍‌ କୁରାନଙ୍କ ଉପରୁ ୪ଟି ମ୍ୟାଚ୍‌ ବାସନ୍ଦ ଦଣ୍ଡ ପ୍ରତ୍ୟାହାର କରିବା ଲାଗି କରିଥିବା ଆବେଦନ ନାକଚ ହୋଇଯାଇଛି। ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ର ଜଣେ ଅମ୍ପାୟରକୁ ଭୟଭୀତ କରିବା ଅଭିଯୋଗରେ ସେ ଦଣ୍ଡିତ ହୋଇଛନ୍ତି। ଡିସେମ୍ବର…

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ଭୟଭୀତ

ସେଞ୍ଚୁରିଅନ୍‌,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜି ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନ ସୁପରସ୍ପୋର୍ଟ ପାର୍କରେ ଖେଳାଯିବ। ଏହି ମ୍ୟାଚ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି…

IND Vs SA: ସେଞ୍ଚୁରିଅନ ଟେଷ୍ଟ ପାଇଁ ବିରାଟ କୋହଲିଙ୍କ ମାଷ୍ଟରପ୍ଲାନ..

ସେଞ୍ଚୁରିଅନ,୨୫।୧୨ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଉଭୟ ଦଳ ପ୍ରସ୍ତୁତି ଶେଷ କରିଛନ୍ତି। ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୨୬ ଡିସେମ୍ବରରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?