ଭାରତ ଆଗରେ ୧୭୩ ରନ୍ର ବିଜୟ ଟାର୍ଗେଟ୍
ଇନ୍ଦୋର,୧୪।୧: ଇନ୍ଦୋର ହୋଲ୍କର ଷ୍ଟାଡ଼ିୟମରେ ରବିବାର ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ…
ନମ୍ବର ଓ୍ବାନ ଟେନିସ ଖେଳାଳିଙ୍କ ମେସେଜ ଦେଖି ଡରିଯାଇଥିଲେ କୋହଲି
ନୂଆଦିଲ୍ଲୀ,୧୪।୧: ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ୧୪ ମାସ ପରେ ଟି -୨୦ ଇଣ୍ଟରନ୍ୟାସନାଲକୁ ଫେରିଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ଦଳରେ ସ୍ଥାନ ପାଇବା ପରେ ସେ ଆଗାମୀ ଟି -୨୦ ବିଶ୍ୱକପରେ ଖେଳିବେ ବୋଲି ନିଶ୍ଚିତ ହୋଇଛି। ସେ…
ଟସ ଜିତିଲା ଭାରତ: ଖେଳୁଛନ୍ତି କୋହଲି
ଇନ୍ଦୋର,୧୪।୧:ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ ଇଣ୍ଡିଆ ମୋହାଲିରେ ପ୍ରଥମ ଟି…
ଚମକିଲା କେ.ଏସ ଭରତଙ୍କ ଭାଗ୍ୟ
ନୂଆଦିଲ୍ଲୀ,୧୪।୧: ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏସ ଭରତଙ୍କ ଭାଗ୍ୟ ଉଜ୍ଜ୍ୱଳ ଦେଖାଯାଉଛି। ଭାରତର ପ୍ଲେଇଙ୍ଗ-୧୧ରେ ସାମିଲ ପାଇଁ କେ.ଏସ ଭରତଙ୍କ ପାଇଁ ରାସ୍ତା ଖୋଲାଯାଇଛି। ବାସ୍ତବରେ ଦଳ ପରିଚାଳନା ସ୍ପଷ୍ଟ କରିଛି…
ଟିମ ଇଣ୍ଡିଆକୁ ଫେରିବାକୁ ଚାହୁଁଛନ୍ତି ଯୁବରାଜ
ନୂଆଦିଲ୍ଲୀ,୧୪।୧: ଆଜି ବି ଯେତେବେଳେ ଯୁବରାଜ ସିଂଙ୍କ ନାମ ଉଲ୍ଲେଖ କରାଯାଏ, ଗୋଟିଏ ଓଭରରେ ୬ଟି ଛକା ମାରିଥିବାର ଚିତ୍ର ସମସ୍ତଙ୍କ ମନକୁ ଆସେ। ତେବେ ଏହା ବ୍ୟତୀତ ସେ ନିଜ ଦମରେ ଭାରତକୁ ଅନେକ ବଡ଼ ମ୍ୟାଚ ଜତାଇଛନ୍ତି। ଟି…
ସନ୍ନ୍ୟାସ ଘୋଷଣା କଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର, ମଦ-ପାର୍ଟିକୁ ନେଇ ଲଗାତାର ଭାବେ ହେଉଥିଲେ ବ୍ୟାନ୍
ନୂଆଦିଲ୍ଲୀ,୧୪।୧: ସମସ୍ତ ବୃତ୍ତିଗତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିୟ କ୍ରିକେଟର ଶନ୍ ମାର୍ଶ। ୨୦୦୮ରେ ସେ ଦଳ ପକ୍ଷରୁ ଡେବ୍ୟୁ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ରେ ସେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଆଇପିଏଲ୍ରେ ଭଲ ପ୍ରଦର୍ଶନ ଆଧାରରେ…
ଏମିତି ଛକା ମାରିଲେ ବ୍ୟାଟ୍ସମ୍ୟାନ୍, ଭାଙ୍ଗିଗଲା କ୍ୟାମେରା: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୪।୧: ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଡାରିଲ ମିଚେଲ ଏମିତି ଛକା ମାରିଥିଲେ, ବଲ ସିଧା ଯାଇ କ୍ୟାମେରାକୁ ବାଜିଥିଲା। ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ହାମିଲଟନ୍ର ସେଡନ ପାର୍କରେ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ପାକିସ୍ତାନକୁ ୨୧ ରନରେ…
କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର ଆଜମ
ନୂଆଦିଲ୍ଲୀ,୧୪।୧: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମଙ୍କ ଉତ୍କୃଷ୍ଟ ଫର୍ମ ଟି-୨୦ କ୍ରିକେଟରେ ଜାରି ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ବାବର ଆଜମ କ୍ରମାଗତ ଦ୍ୱିତୀୟ ପଚାଶ ସ୍କୋର କରିଥିଲେ। ଏହି ପଚାଶଟି ସହିତ ବାବର ଆଜମ ବିରାଟ କୋହଲିଙ୍କୁ ମଧ୍ୟ ପରାସ୍ତ…
ଟି୨୦ ଟିମ୍କୁ କାହିଁକି ଫେରିଲେ ବିରାଟ? ରାଇନା କହିଲେ…
ଇନ୍ଦୋର,୧୪।୧: ଭାରତୀୟ କ୍ରିକେଟ ଟିମ୍ ଟି୨୦ ବିଶ୍ୱକପ୍ ୨୦୨୪ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଅନ୍ତିମ ଟି୨୦ ସିରିଜ ଖେଳିବ। ସିରିଜ ଲାଗି ଦୀର୍ଘ ୧୪ ମାସର ବ୍ୟବଧାନ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିଛନ୍ତି। ଉଭୟ ଖେଳାଳି…
କିଏ ସେ ଧ୍ରୁବ୍ ଜୁରେଲ? ସୁନା ଚେନ୍ ବିକ୍ରି କରି ମା’ ଦେଇଥିଲେ କ୍ରିକେଟ କିଟ୍, ଏବେ ଦେଶ ପାଇଁ ଖେଳିବେ…
ନୂଆଦିଲ୍ଲୀ,୧୩।୧: ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ଲାଗି ଭାରତୀୟ ଟିମ୍ ପ୍ରସ୍ତୁତ। ପ୍ରାରମ୍ଭିକ ଦୁଇ ମ୍ୟାଚ୍ ଲାଗି ଦଳ ଘୋଷଣା ମଧ୍ୟ ହୋଇସାରିଛି। ଏଥିରେ ୨୨ ବର୍ଷୀୟ ଧ୍ରୁବ୍ ଜୁରେଲଙ୍କୁ ଡେବ୍ୟୁର ସୁଯୋଗ ମିଳିଛି। ରଣଜୀ ଟ୍ରଫିରେ ଉତ୍ତରପ୍ରଦେଶରୁ…
ବାଂଲାଦେଶ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ପଦ ଛାଡିବେ ନଜମୁଲ ହସନ
ଢାକା,୧୩।୧: ନଜମୁଲ ହସନ ବାଂଲାଦେଶ କ୍ରିକେଟ ବୋର୍ଡର ସଭାପତି ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ବାଂଲାଦେଶ ସରକାରରେ କ୍ରୀଡ଼ା ମନ୍ତ୍ରୀ ପଦ ପାଇବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ଏହି ପଦବୀରେ ୧୨ବର୍ଷ ଧରି ରହିଥିଲେ। ଚଳିତ…
କର୍ନାଟକକୁ ଝଟକା, ଆହତ ହେଲେ ପ୍ରସିଦ୍ଧ କ୍ରିଷ୍ଣା
ନୂଆଦିଲ୍ଲୀ,୧୩।୧: ଏବେ ରଣଜୀ ଟ୍ରଫିରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ପ୍ରସାଦ କ୍ରିଷ୍ଣ ଖେଳୁଛନ୍ତି। ସେ କର୍ନାଟକ ଦଳର ଏକ ଅଂଶ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସେ ଟିମ ଇଣ୍ଡିଆରେ ସ୍ଥାନ ପାଇନାହାଁନ୍ତି। ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ…

