ଖେଳ

ସଞ୍ଜୁ ସାମସନଙ୍କ ପ୍ରଥମ ଦିନିକିଆ ଶତକ: ସିରିଜ୍‌ ହାତେଇଲା ଭାରତ

ପର୍ଲ, ୨୨।୧୨- ବୋଲାଣ୍ଡ ପାର୍କରେ ଗୁରୁବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଭାରତ ଘରୋଇ ଦଳକୁ ୭୮ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ ସହ ଭାରତ ୩ ମ୍ୟାଚ୍‌…

ପ୍ରଥମ ଦିନରେ ଭାରତର ପ୍ରଭାବୀ ପ୍ରଦର୍ଶନ

ମୁମ୍ବାଇ, ୨୧।୧୨: ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟେଷ୍ଟ ଗୁରୁବାର ଆରମ୍ଭ ହୋଇଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟକୁ ସହଜରେ ଜିତିଥିବା ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟର ପ୍ରଥମ ଦିବସରେ ପ୍ରଭାବୀ ପ୍ରଦର୍ଶନ କରିଛି। ପୂଜା ବସ୍ତ୍ରକାର, ସ୍ନେହ…

ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୨୧ା୧୨: ବହୁ ଚର୍ଚ୍ଚିତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ବିଦାୟୀ ସଭାପତି ବ୍ରିଜଭୂଷଣ ଶରଣଙ୍କ ଘନିଷ୍ଠ ଅନୁଗତ ବୋଲି କୁହାଯାଉଥିବା ସଞ୍ଜୟ ସିଂ ସଭାପତି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଫଳାଫଳର…

ସଞ୍ଜୁ ସାମସନ୍‌ଙ୍କ ଶତକ: ଦକ୍ଷିଣ ଆଫ୍ରିକାର ଆଗରେ ୨୯୭ ରନ୍‌ର ଟାର୍ଗେଟ୍‌

ପାର୍ଲ,୨୧।୧୨: ସ୍ଥାନୀୟ ବୋଲାଣ୍ଡ ପାର୍କରେ ଗୁରୁବାର ଖେଳାଯାଉଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ୍‌ ମାର୍କ୍ରାମ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ସଞ୍ଜୁ ସାମସନ୍‌ଙ୍କ ଦମ୍‌ଦାର ଶତକ ଏବଂ…

ପାକିସ୍ତାନକୁ ଝଟ୍‌କା

ନୂଆଦିଲ୍ଲୀ,୨୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପକ୍ଷରୁ ପାକିସ୍ତାନକୁ ବଡ଼ ଝଟ୍‌କା ଲାଗିଛି। ଦ୍ରୁତ ବୋଲର ଖୁରମ୍‌ ଶେହଜାଦ ସିରିଜରୁ ବାଦ୍‌ ପଡ଼ିଛନ୍ତି। ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ଡେବ୍ୟୁ କରି ୫ ଉଇକେଟ ନେଇଥିଲେ। ବିଶେଷକରି ଷ୍ଟିଭ୍‌ ସ୍ମିଥ୍‌ଙ୍କୁ…

‘ମୁଁ କୁସ୍ତିରୁ ଅବସର ନେଉଛି’, ସଞ୍ଜୟ ସିଂ ଡବ୍ଲୁଏଫଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ପରେ କହିଲେ ସାକ୍ଷୀ ମଲିକ

ନୂଆଦିଲ୍ଲୀ,୨୧।୧୨: ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ସିଂଙ୍କ ନିକଟତମ ସଞ୍ଜୟ ସିଂଙ୍କୁ ରେସଲିଂ ଫେଡେରେଶନ (ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯିବା ପରେ ଏକ ବଡ଼ ବିବାଦ ଉପୁଜିଛି। ସାକ୍ଷୀ ମଲିକ କୁସ୍ତିରୁ ଅବସର ଘୋଷଣା କରିଛନ୍ତି। ଖବରଦାତା ସମ୍ମିଳନୀରେ ଭାବପ୍ରବଣ ଦେଖାଯାଉଥିବା…

ଭାରତ- ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ: ରଜତ ପାଟିଦାରଙ୍କୁ ମିଳିଲା ଡେବ୍ୟୁ ସୁଯୋଗ, ଭାରତର ବ୍ୟାଟିଂ ଜାରି

ପାର୍ଲ,୨୧।୧୨: ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରାମ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି। ଏଥି ସହିତ ଭାରତୀୟ ଦଳ ପ୍ଲେ-୧୧ରେ ୧ଟି ପରିବର୍ତ୍ତନ ସହିତ ପଡିଆରେ…

‘ଚିନ୍ତା କର ନାହିଁ, ସେ ବ୍ୟାଟିଂ କରିବେ’; ରୋହିତଙ୍କ ପ୍ରଶଂସକଙ୍କୁ ଏଭଳି ଜବାବ ଦେଲେ ଆକାଶ ଅମ୍ବାନୀ

ଦୁବାଇ,୨୧।୧୨: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇ ଦିଆଯାଇଛି। ଏନେଇ ଘୋଷଣା ହେବା ପରେ ପ୍ରଶଂସକମାନେ ନିରାଶ ହୋଇଛନ୍ତି। ଆଇପିଏଲ୍‌ର ଅକ୍ସନ ସମୟରେ ମଧ୍ୟ ଜଣେ ପ୍ରଶଂସକ ‘ରୋହିତଙ୍କୁ ଫେରାଇ ଆଣ’ ବୋଲି ଚିତ୍କାର କରିଥିଲେ। ଏହାର ଜବାବ…

ବାପାଙ୍କୁ ଧୋନୀ ଦେଇଥିଲେ ପ୍ରତିଶ୍ରୁତି, ଅକ୍ସନରେ ଆଦିବାସୀ ପରିବାରରୁ ଆସିଥିବା ରବିନଙ୍କୁ କିଣିବା ଲାଗି ଲଢ଼ିଲେ ଆଇପିଏଲ୍‌ର ଦୁଇ ଚାମ୍ପିୟନ୍‌ ଟିମ୍‌, ଶେଷରେ…

ରାଞ୍ଚି,୨୧।୧୨: ‘ରାଞ୍ଚିର ଗେଲ୍‌ ’ ନାମରେ ଖ୍ୟାତ ରବିନ୍‌ ମିଞ୍ଜଙ୍କ ବାପା ଫ୍ରାନ୍ସିସ୍‌ ଜାଭିୟର ମିଞ୍ଜ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ। ୪୮ ବର୍ଷ ବୟସରେ ସେ ଏବେ ରାଞ୍ଚି ବିମାବନ୍ଦରରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଅଛନ୍ତି। ଡିସେମ୍ବର ୧୯ରେ…

ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୧।୧୨: ଭାଜପା ଏମ୍‌ପି ବ୍ରିଜ୍‌ ଭୂଷଣ ସିଂଙ୍କ ନିକଟତମ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ ସିଂ ୨୦୦୮ରେ ବାରାଣସୀ ରେସଲିଂ ଆସୋସିଏଶନର ଜିଲା ସଭାପତି ହୋଇଥିଲେ। ୨୦୦୯ରେ ଯେତେବେଳେ ଉତ୍ତରପ୍ରଦେଶ ରେସଲିଂ…

ସୁପର-୮କୁ ଓଡ଼ିଶା ଉନ୍ନୀତ

ଭୁବନେଶ୍ୱର, ୨୧।୧୨ (ତପନ ସ୍ବାଇଁ): କେରଳର କୋଚିନଠାରେ ଚାଲିଥିବା ଦୃଷ୍ଟିବାଧିତ ଜାତୀୟ ନଗେଶ ଟ୍ରଫି ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଏଥିସହ ଓଡ଼ିଶା ସୁପର-୮ରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୪…

କିଟ୍‌ ଓଭରଅଲ୍‌ ଚାମ୍ପିୟନ

ଭୁବନେଶ୍ୱର, ୨୧।୧୨ (ତପନ ସ୍ବାଇଁ): ପୁରୀଠାରେ ୪୦ତମ ରାଜ୍ୟ ରୋଡ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ ବୁଧବାର ଉଦ୍‌ଯାପିତ ହୋଇଛି। ଏହାର ଜୁନିୟର ବର୍ଗ ସମେତ ସବ୍‌ଜୁନିୟର ଓ ସିନିୟର ବର୍ଗରେ ମିଳିତଭାବେ ଗ୍ରୁପ୍‌ ଚାମ୍ପିୟନ ହୋଇଥିବାରୁ କିଟ୍‌କୁ ଓଭରଅଲ୍‌ ଚାମ୍ପିୟନ ଘୋଷଣା କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?