ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଶାମି
ନୂଆଦିଲ୍ଲୀ,୯।୧: ଅର୍ଜୁନ ପୁରସ୍କାର ପାଇବାରେ ଭାରତୀୟ କ୍ରିକେଟର ମହମ୍ମଦ ଶାମି ୫୮ ତମ କ୍ରିକେଟର ହୋଇଛନ୍ତି। ଆଜି ତାଙ୍କୁ ଏହି ବଡ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି। କ୍ରିକେଟ ଜଗତରେ…
ବିଜୟ ସହ ଓଡ଼ିଶାର ଅଭିଯାନ ଆରମ୍ଭ
ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ହୁବାଲିର ରେଲଓ୍ବେ କ୍ରିକେଟ ଗ୍ରାଉଣ୍ଡରେ ୪ର୍ଥ ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଓଡ଼ିଶା ପ୍ରଥମ ମ୍ୟାଚରେ ତେଲେଙ୍ଗାନାକୁ ହରାଇ ଅଭିଯାନ ଆରମ୍ଭ କରିଛି। ଟସ୍ ଜିତି ବ୍ୟାଟିଂ କରିଥିବା ତେଲେଙ୍ଗାନା ୧୩.୨…
କଳିଙ୍ଗରେ କ୍ଲବ ଫୁଟ୍ବଲ ମହାମୁକାବିଲା: ଘରୋଇ ମାଟିରେ ଶକ୍ତି ଦେଖାଇବ ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଏଫ୍ସି
ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହେବ ଆଉ ଏକ ମେଗା ଫୁଟବଲ ପ୍ରତିଯୋଗିତା କଳିଙ୍ଗ ସୁପର କପ୍। ସୁପର କପ୍ର ଏହା ୪ର୍ଥ ସଂସ୍କରଣ। ଏଥର ଓଡ଼ିଶାରେ ପ୍ରତିଯୋଗିତା ହେଉଥିବାରୁ ପ୍ରାୟୋଜକ ଦୃଷ୍ଟିରୁ ଏହାର ନାମ…
ବ୍ୟାଟିଂ ବିଫଳତା ଯୋଗୁ ପରାଜୟ ସ୍ବାଦ ଚାଖିଲା ଓଡ଼ିଶା
ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ବ୍ୟାଟିଂ ବିଫଳତା ଯୋଗୁ ଓଡ଼ିଶା ଚଳିତ ରଣ୍ଜୀ ସିଜନରେ ନିଜର ପ୍ରଥମ ମ୍ୟାଚ୍ରେ ପରାଜୟ ସ୍ବାଦ ଚାଖିଛି। ଭଦୋଦରାର ମୋତିବାଗ ଷ୍ଟାଡିୟମରେ ଶେଷ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ୧୪୭ ରନରେ ବରୋଦାଠାରୁ…
ଆଉ ନାହାନ୍ତି ଜର୍ମାନୀର ଜଣାଶୁଣା ଫୁଟ୍ବଲ ଫ୍ରାଞ୍ଜ ବେକେନବର
ମ୍ୟୁନିକ୍, ୯ା୧: ଜର୍ମାନୀର ଜଣାଶୁଣା ଫୁଟ୍ବଲ ଫ୍ରାଞ୍ଜ ବେକେନବରଙ୍କ ପରଲୋକ ହୋଇଛି। ଜଣେ ଖେଳାଳି ଓ କୋଚ୍ ଭାବେ ସେ ଫୁଟ୍ବଲ ବିଶ୍ୱକପ୍ ଜିତିବାର ବିରଳ ଗୌରବ ଅର୍ଜନ କରିଥିଲେ। ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଷ୍ଟାର୍ ଡିଫେଣ୍ଡର…
୪୦ ବର୍ଷ ବୟସରେ ପୁଣି ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିବେ ଏହି କ୍ରିକେଟର୍! ଟି-୨୦ ବିଶ୍ୱକପ୍ରେ ଦେଖାଇବେ ଜଲଓ୍ବା
ନୂଆଦିଲ୍ଲୀ,୯।୧: SA ଟି-୨୦ ଲିଗରେ ଚେନ୍ନାଇ ଫ୍ରାଞ୍ଚାଇଜ ଅଧିନାୟକ ଥିବା ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିପାରିବେ। ଟି-୨୦ ବିଶ୍ୱକପ ଖେଳିବା ନେଇ ସେ ଏକ ବଡ ବିବୃତ୍ତି ଦେଇଛନ୍ତି। ଡୁ ପ୍ଲେସିସ କହିଛନ୍ତି ଯେ,…
ଭାରତୀ, ଅମୂଲ୍ୟଙ୍କୁ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର
ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ଷାଠିଏ ଓ ସତୁରି ଦଶକରେ ଦେଶର ଶ୍ରେଷ୍ଠ ଫୁଟବଲ ଗୋଲକିପର ଭାବେ ପରିଚିତ ଥିବା ଭାରତୀକୃଷ୍ଣ ମିଶ୍ର ଏବଂ ସଫଳ ହକି କୋଚ ଅମୂଲ୍ୟ ବେହେରାଙ୍କୁ ୨୦୨୩ ବର୍ଷର ସମ୍ମାନଜନକ କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା…
ପାକିସ୍ତାନ ହାତ ଛାଡିଲେ ଏହି ପୂର୍ବତନ କ୍ରିକେଟର୍
ନୂଆଦିଲ୍ଲୀ,୯।୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଗ୍ରାଣ୍ଟ ବ୍ରାଡବର୍ନ ପାକିସ୍ତାନ କ୍ରିକେଟ ବୋର୍ଡ ଛାଡିଛନ୍ତି। ସେ ପାକିସ୍ତାନର ଉଚ୍ଚ ପ୍ରଦର୍ଶନକାରୀ(High-performance coach) କୋଚ ଥିଲେ। ଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ସେ ମିକି ଆର୍ଥରଙ୍କ ଅନୁପସ୍ଥିତିରେ ପାକିସ୍ତାନ…
ଗୁଜରାଟ, ଚେନ୍ନାଇର ବୃହତ୍ ବିଜୟ
ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ର ଅନୁଷ୍ଠିତ ୨ଟି ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସ ଓ ଚେନ୍ନାଇ କୁଇକ୍ ଗନ୍ସ ବୃହତ୍ ବିଜୟ ହାସଲ କରିଛନ୍ତି। ଗୁଜରାଟ ୪୨-୨୨ ପଏଣ୍ଟରେ…
ଅର୍ଜୁନ ପୁରସ୍କାରକୁ ନେଇ ଭାବପ୍ରବଣ ହେଲେ ଶାମି, କହିଲେ ଏହା ଏକ ସ୍ବପ୍ନ ସାକାର ହେବା ଭଳି…
ନୂଆଦିଲ୍ଲୀ,୮।୧: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଅର୍ଜୁନ ପୁରସ୍କାର ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଦ୍ରୁତ ବୋଲର କହିଛନ୍ତି ଯେ, ଏହା ଏକ ସ୍ବପ୍ନ ସାକାର ହେବା ଭଳି। ମୁଁ ଖୁସି ଯେ ମୋର ନାମ ଅର୍ଜୁନ ପୁରସ୍କାର…
ଚମକିଲା ମହମ୍ମଦ ରିଜଓ୍ବାନଙ୍କ ଭାଗ୍ୟ, ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୮।୧: ଉଇକେଟ୍ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଟି -୨୦ ଫର୍ମାଟରେ ପାକିସ୍ତାନର ଉପ-ଅଧିନାୟକ ହେବେ। ଏଥିସହିତ ଏହି ଦଳର କମାଣ୍ଡ ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ହାତରେ ରହିବ। ବାସ୍ତବରେ, ନିକଟରେ ବାବର ଆଜମ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ,…
ଯୁବ ଶୁଟର ବରୁଣ, ଇଶାଙ୍କୁ ମିଳିଲା ଅଲିମ୍ପିକ କୋଟା
ଜାକର୍ତ୍ତା,୮ା୧: ଜକର୍ତ୍ତାଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସ ୧୦ ମିଟର ମହିଳା ଏବଂ ପୁରୁଷ ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ଯୁବ ଶୁଟର ବରୁଣ ତୋମାର ଓ ଇଶା ସିଂ ସ୍ବର୍ଣ୍ଣ ପଦକ ସହ ଅଲିମ୍ପିକ କୋଟା ହାସଲ କରିଛନ୍ତି। ଏହି ଦୁଇଜଣଙ୍କ…

