ଖେଳ

ସ୍ତ୍ରୀଙ୍କ ଗୁମର ଖୋଲିଦେଲେ କେଏଲ୍‌ ରାହୁଲ

ନୂଆଦିଲ୍ଲୀ,୩୧।୧୨: ନିକଟରେ ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ସ୍ତ୍ରୀ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କୁ ସେ ଅନ୍ଧବିଶ୍ୱାସୀ ବୋଲି କହିଛନ୍ତି। କେଏଲ ରାହୁଲ ପ୍ରକାଶ କରିଛନ୍ତ, ବିଶ୍ୱକପ…

ଦୁବାଇରେ ନୂଆ ବର୍ଷ ପାଳିବେ ଧୋନି

ନୂଆଦିଲ୍ଲୀ,୩୧।୧୨: ଆଜି ହେଉଛି ୨୦୨୩ର ଶେଷ ଦିନ ଅର୍ଥାତ୍‌ ୩୧ ଡିସେମ୍ବର। ନୂତନ ବର୍ଷ ଅର୍ଥାତ୍‌ ୨୦୨୪ ବର୍ତ୍ତମାନଠାରୁ ଆରମ୍ଭ ହେବ। ଏଭଳି ସମୟରେ କ୍ରିକେଟର ଏବଂ ବଲିଉଡ ତାରକାମାନେ ମଧ୍ୟ କିଛି ଭିନ୍ନ ଢଙ୍ଗରେ ନୂଆ ବର୍ଷ ପାଳନ କରିବାକୁ…

କେପଟାଉନରେ ଆଜି ପର୍ଯ୍ୟନ୍ତ ଜିତି ନାହିଁ ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୨ ମ୍ୟାଚ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁଜିଲ୍ୟାଣ୍ଡ, କେପଟାଉନରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚ ଜାନୁଆରୀ ୩ରୁ ଆରମ୍ଭ ହେବ। ଭାରତୀୟ ଦଳ ଏହି ମ୍ୟାଚ ଜିତି ୨ମ୍ୟାଚ ଟେଷ୍ଟ…

ଦ୍ୱିତୀୟ ଦିନିକିଆ: ରିଚାଙ୍କ ୯୬ ସତ୍ତ୍ୱେ ହାରିଲା ଭାରତ

ମୁମ୍ବାଇ,୩୦ା୧୨:ଉଇକେଟ କିପର ବ୍ୟାଟର ରିଚା ଘୋଷଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୩ ରନରେ ହାରିଛି ଭାରତ। ଏହା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ…

ପିଏମଓ ଯାଉଥିବା ଭିନେଶ ଫୋଗଟଙ୍କୁ ଅଟକାଇଲା ପୋଲିସ, କର୍ତ୍ତବ୍ୟ ପଥରେ ଛାଡିଲେ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୩୦।୧୨: ଭାରତୀୟ କୁସ୍ତି ଜଗତରେ ଚାଲିଥିବା ‘ଦଙ୍ଗଲ’ ବନ୍ଦ ହେଉନାହିଁ। ରେସଲର ବଜରଙ୍ଗ ପୁନିଆଙ୍କ ପରେ ଶନିବାର ମହିଳା ରେସଲର ଭିନେଶ ଫୋଗାଟ ମଧ୍ୟ ତାଙ୍କ ଆୱାର୍ଡ ଫେରାଇ ଦେଇଛନ୍ତି।ଭିନେଶ ତାଙ୍କର ଆୱାର୍ଡ ଫେରାଇବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ) ଯାଉଥିଲେ ସେତେବେଳେ ପୋଲିସ…

ଏଏଫ୍‌ସି ଏସିଆନ୍‌ କପ୍‌ ଫୁଟ୍‌ବଲ୍‌: ୨୬ ଜଣିଆ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ,୩୦।୧୨: କାତାରରେ ଖେଳାଯିବାକୁ ଥିବା ବେଳେ ଏଏଫ୍‌ସି ଏସିଆନ୍‌ କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଶନିବାର ୨୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ଦଳର ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ୍‌ ଏହି ଦଳ ଘୋଷଣା କରିଛନ୍ତି। ଏଏଫ୍‌ସି ଏସିଆନ୍‌…

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, ଦଳରୁ ବାଦ୍‌ ପଡ଼ିଲେ ଏହି ଦ୍ରୁତ ବୋଲର

ସେଞ୍ଚୁରିଅନ୍‌,୩୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କେପଟାଉନରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ଜେରାଲ୍ଡ କୋଏଟଜୀ ଦଳରୁ ବାଦ୍‌ ପଡିଛନ୍ତି। ଜାନୁୟାରୀ ୨ରୁ ଭାରତ…

ରିଜୱାନଙ୍କ ଆଉଟ୍‌ ନିଷ୍ପତ୍ତି ଉପରେ ପାକିସ୍ଥାନ ନେବ କାର୍ଯ୍ୟାନୁଷ୍ଠାନ, ଆଇସିସିରେ କରିବ ଅଭିଯୋଗ

ନୂଆଦିଲ୍ଲୀ,୩୦।୧୦: ମେଲବନର୍ର୍ରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ମହମ୍ମଦ ରିଜୱାନଙ୍କୁ ଆଉଟ୍‌ ଦେବା ନିଷ୍ପତ୍ତି ଉପରେ ବିବାଦ ଥମି ନଥିବା ଜଣାପଡିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସହିତ ଆଲୋଚନା…

୨୦୨୩ରେ ସବୁଠାରୁ ଲୋକପ୍ରିୟ ଖେଳାଳିଙ୍କ ତାଲିକାରେ ରହିଛି କୋହଲିଙ୍କ ନାଁ, ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି ରୋନାଲ୍ଡୋ

ନୂଆଦିଲ୍ଲୀ,୩୦।୧୦: ୨୦୨୩ ବର୍ଷ ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲିଙ୍କ ପାଇଁ ବହୁତ ଭଲ ରହିଛି। ଚଳିତ ବର୍ଷ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ରନ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କୋହଲି ବିଶ୍ୱକପ୍‌ ୨୦୨୩ରେ ମଧ୍ୟ…

କ୍ରିଷ୍ଣାଙ୍କ ଡବଲରେ ଓଏଫ୍‌ସି ବିଜୟୀ

ଭୁବନେଶ୍ୱର, ୩୦।୧୨ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସିଜନରେ ଓଡ଼ିଶାର ଏଫ୍‌ସିର ଚମତ୍କାର ପ୍ରଦର୍ଶନ ବଜାୟ ରହିଛି। ରୟ କ୍ରିଷ୍ଣାଙ୍କ ଡବଲ ଗୋଲ ବଳରେ ଏହି ଦଳ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଏଫ୍‌ସିକୁ…

ଟିମ ଇଣ୍ଡିଆ କିଛି ଜିତିପାରେ ନାହିଁ: ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ ଏଭଳି ବୟାନ ଦେଲେ ଇଂଲଣ୍ଡର ପୂର୍ବ ଅଧିନାୟକ

ନୂଆଦିଲ୍ଲୀ,୩୦।୧୨: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ଟିମ ଇଣ୍ଡିଆ ସମାଲୋଚନାର ଶିକାର ହୋଇଛି। ଭାରତ ତଥା ବିଦେଶର କ୍ରିକେଟ ବିଶେଷଜ୍ଞମାନେ ଟିମ ଇଣ୍ଡିଆର ପରାଜୟ ସମ୍ପର୍କରେ ନିଜର ମତ ଦେଉଛନ୍ତି।…

ଏହି ପୂର୍ବତନ କ୍ରିକେଟ ଅଧିନାୟକ ହେଲେ ଦୋଷୀ ସାବ୍ୟସ୍ତ

କାଠମାଣ୍ଡୁ, ୩୦ା୧୨ ଜଣେ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗରେ ନେପାଳର ପୂର୍ବତନ କ୍ରିକେଟ ଅଧିନାୟକ ସନ୍ଦୀପ ଲାମିଚାନେଙ୍କୁ ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗତବର୍ଷ ଅଗଷ୍ଟରେ କାଠମାଣ୍ଡୁସ୍ଥିତ ଏକ ହୋଟେଲ ରୁମ୍‌ରେ ଜଣେ ୧୭ ବର୍ଷୀୟା ବାଳିକାଙ୍କୁ ବଳାତ୍କାର କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?