ଖେଳ

ଡିପଫେକ୍‌ ଭିଡିଓର ଶିକାର ହେଲେ ତେନ୍ଦୁଲକର, ସରକାରଙ୍କୁ କଲେ ଏହି ନିବେଦନ

ନୂଆଦିଲ୍ଲୀ,୧୫।୧: ନିକଟରେ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ଭାଇରାଲ ପରେ ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଡିପଫେକ୍‌ ଭିଡିଓର ଶିକାର ହୋଇଛନ୍ତି। ମାଷ୍ଟର ବ୍ଲାଷ୍ଟର ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସମଗ୍ର ପ୍ରସଙ୍ଗକୁ ବ୍ୟାଖ୍ୟା…

ବଡ଼ ଭାଇଙ୍କ ପରେ କ୍ରିକେଟ୍‌ରେ ରାଜ୍‌ କରିବାକୁ ଯାଉଛନ୍ତି ସାନ ଭାଇ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି କ୍ରିକେଟ ଦୁନିଆରେ ନିଜର ପାରଦର୍ଶିତା ପ୍ରମାଣ କରିଛନ୍ତି। ତାଙ୍କର ଉତ୍କୃଷ୍ଟ ବୋଲିଂ କୌଶଳ ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ସାନଭାଇ ମହମ୍ମଦ କୈଫ ମଧ୍ୟ ଚମତ୍କାର ବୋଲିଂ କରୁଛନ୍ତି। ସେ…

କୋହଲିଙ୍କ ସହ ଖେଳିବାକୁ ଅପେକ୍ଷା କରିଛନ୍ତି ଟେନିସ ଲିଜେଣ୍ଡ ନୋଭାକ ଜୋକୋଭିକ

ନୂଆଦିଲ୍ଲୀ,୧୫।୧: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ‘ଅଷ୍ଟ୍ରେଲିୟ ଓପନ’ର ଠିକ ପୂର୍ବରୁ ଟେନିସ କିମ୍ବଦନ୍ତୀ ନୋଭାକ ଜୋକୋଭିକ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ସହ କ୍ରିକେଟ ଖେଳିଥିଲେ। ଟେନିସ କୋର୍ଟରେ ଦୁହେଁ ମଧ୍ୟ ମୁହାଁମୁହିଁ ହୋଇଥିଲେ। ଏହା ପରେ ଜୋକୋଭିକ କ୍ରିକେଟ ସମ୍ବନ୍ଧୀୟ…

ବିଜେଇଏମ୍‌କୁ ଆନ୍ତଃ ସ୍କୁଲ କ୍ରିକେଟ ଟାଇଟଲ

ଭୁବନେଶ୍ୱର, ୧୫।୧, (ତପନ ସ୍ବାଇଁ): ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟରେ ବିଜେଇଏମ୍‌ ସ୍କୁଲ ଚାମ୍ପିୟନ ହୋଇଛି। ରବିବାର ଫାଇନାଲରେ ଏହି ଦଳ ଖଣ୍ଡଗିରୀର ସେଣ୍ଟ ଜାଭିଅର ସ୍କୁଲକୁ ପରାସ୍ତ କରିଛି। ବିଜେଇଏମ୍‌…

ମୋହନ ବାଗାନ ଏସ୍‌ଜିର ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୫।୧,(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ମୋହନ ବାଗାନ ସୁପର ଜାଏଣ୍ଟ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ରବିବାର ଅନୁଷ୍ଠିତ ଦିବସର ପ୍ରଥମ ମ୍ୟାଚ୍‌ରେ ଏହି ଦଳ ହାଇଦ୍ରାବାଦ ଏଫ୍‌ସିକୁ ୨-୧…

ରାଜ୍ୟ ସ୍କୁଲ୍ସ ଓପନ ଚେସ୍‌: ସାଇ ରଞ୍ଜନ ଚାମ୍ପିୟନ

ଭୁବନେଶ୍ୱର, ୧୫।୧ (ତପନ ସ୍ବାଇଁ): କେଶୁରାସ୍ଥିତ ରୟାଲ ପବ୍ଲିକ୍‌ ସ୍କୁଲରେ ରବିବାର ଆୟୋଜିତ ୭ମ ଆର.ଏନ. ଦାସ ସ୍ମାରକୀ ରାଜ୍ୟ ସ୍କୁଲ୍ସ ଓପନ ଚେସ୍‌ ଚାମ୍ପିୟନଶିପ୍‌ରେ ଯାଜପୁର ଟାଉନ୍‌ ଡିଏଭିର ସାଇ ରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ଆର.ଏନ. ଦାଶ ଫାଉଣ୍ଡେଶନ…

ଇନିଂସ ଅଗ୍ରଣୀ ପଥରେ ଓଡ଼ିଶା

ଭୁବନେଶ୍ୱର, ୧୫।୧,(ତପନ ସ୍ବାଇଁ): ଇନ୍ଦୋରସ୍ଥିତ ଇମରଲାଣ୍ଡ ହାଇଟ୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ଗ୍ରାଉଣ୍ଡରେ ଚାଲିଥିବା ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଓଡ଼ିଶାର ୪୯୮ ରନ୍‌ ଜବାବରେ ମଧ୍ୟ ପ୍ରଦେଶ ରବିବାର ତୃତୀୟ ଦିବସ ଷ୍ଟମ୍ପ୍ସ…

ରାଜ୍ୟସ୍ତରୀୟ ମିନିଗଲ୍ଫ: ଭୁବନେଶ୍ବର ଚାମ୍ପିୟନ

ଭୁବନେଶ୍ବର,୧୫ା୧ (ତପନ ସ୍ବାଇଁ): ଓଡିଶା ମିନିଗଲ୍ଫ ଆସୋସିଏଶନ ଆନୁକୂଲ୍ୟରେ ୨ ଦିନିଆ ରାଜ୍ୟସ୍ତରୀୟ ମିନିଗଲ୍ଫ ପ୍ରତିଯୋଗିତ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ଭୁବନେଶ୍ବର ଦଳ ଚାମ୍ପିୟନ ହୋଇଛି। ଖୋର୍ଦ୍ଧା ଜିଲା ରନରଅପ୍‌ ହୋଇଥିଲା ବେଳେ ପୁରୀ ତୃତୀୟ ସ୍ଥାନ ହାସଲ କରିଛି।…

ଲଜ୍ଜାଜନକ ରେକର୍ଡର ନିକଟତର ହିଟ୍‌ମ୍ୟାନ୍‌

ଇନ୍ଦୋର,୧୫।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ଆକାଉଣ୍ଟ ଖୋଲିପାରି ନ ଥିଲେ। ପ୍ରଥମ ମ୍ୟାଚ୍‌ରେ ଶୂନ ସ୍କୋରରେ ଆଉଟ ହୋଇଥିବା ରୋହିତ ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ…

ରାମମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଏହି ପାକିସ୍ତାନୀ କ୍ରିକେଟର୍‌: ଲେଖିଲେ ଜୟ ଶ୍ରୀରାମ

ନୂଆଦିଲ୍ଲୀ,୧୫।୧: ରାମମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ରହିଛି। ଦେଶର କୋଣ ଅନୁକୋଣରୁ ରାମ ଭକ୍ତମାନେ ଅଯୋଧ୍ୟା ଆସୁଛନ୍ତି। ଭକ୍ତଙ୍କ ଭିଡ ଦେଖି ପ୍ରଶାସନ ଜାନୁୟାରୀ ୨୨ ପରେ ରାମଲାଲାଙ୍କ ଦର୍ଶନ କରିବାକୁ ଅପିଲ୍‌ କରିଛି। ଏହା ସତ୍ତ୍ୱେ…

ଜୟସ୍ବାଲ-ଶିବମଙ୍କ ଅର୍ଦ୍ଧଶତକ: ଭାରତର ଜବରଦସ୍ତ ବିଜୟ

ଇନ୍ଦୋର,୧୪।୧: ଦ୍ୱିତୀୟ ଟି-୨୦ରେ ଭାରତ ଆଫଗାନିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।…

ଇତିହାସ ରଚିଲେ ରୋହିତ ଶର୍ମା

ଇନ୍ଦୋର,୧୪।୧: ଇନ୍ଦୋରରେ ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ପୁରୁଷ କ୍ରିକେଟର ଭାବରେ ୧୫୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ୧୯ ସେପ୍ଟେମ୍ବର ୨୦୦୭ରେ ଇଂଲଣ୍ଡ ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?