ଡିସେମ୍ବର ୧୦ରୁ ଖେଲୋ ଇଣ୍ଡିଆ: ଟପ୍ସରେ ସ୍ଥାନ ପାଇବେ ପାରା ଆଥଲେଟ୍
ନୂଆଦିଲ୍ଲୀ,୨୭ା୧୧: ପାରା ଆଥଲେଟମାନେ ସରକାରଙ୍କ ଟାର୍ଗେଟ୍ ଅଲିମ୍ପିକ ପୋଡିୟମ(ଟପ୍ସ)ର ଅଂଶବିଶେଷ ହୋଇପାରିବେ। ଏଥିଲାଗି ଆଗାମୀ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ସେମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଇଭେଣ୍ଟର ମାସ୍କଟ ଓ ଲୋଗୋ ଉନ୍ମୋଚନ…
ଆଇପିଏଲ ଅକ୍ସନ ଦିନ ସବୁଠାରୁ ଅଧିକ ବିଜି ରହିବ କେକେଆର
ନୂଆଦିଲ୍ଲୀ,୨୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଇପିଏଲ ୨୦୨୪ପାଇଁ ସମସ୍ତ ୧୦ଟି ରିଟେଂଶନ ଏବଂ ରିଲିଜ ଲିଷ୍ଟ ପ୍ରକାଶ ପାଇଛି। ଏହା ପରେ, ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ପରବର୍ତ୍ତୀ ନିଲାମ ପାଇଁ କେତେ ଫ୍ରାଞ୍ଚାଇଜ…
ହାଦ୍ଦିକ ପାଣ୍ଡ୍ୟାଙ୍କ ଖୁସି କହିଲେ ନ ସରେ
ମୁମ୍ବାଇ,୨୭।୧୧: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି। ମୁମ୍ବାଇ ପାଣ୍ଡ୍ୟାଙ୍କୁ ଆଇପିଏଲ ୨୦୨୪ ପାଇଁ ଦଳରେ ସାମିଲ କରିଛି। ହାର୍ଦ୍ଦିକ ପୂର୍ବରୁ ଗୁଜରାଟ ଟାଇଟନ୍ସ ସହିତ ଥିଲେ। ଅଧିନାୟକ ଭାବେ ସେ ଦଳକୁ ଚାମ୍ପିୟନ…
ଗୁଜରାଟ ଟାଇଟନ୍ସର ନୂଆ କ୍ୟାପଟେନ ଶୁବମନ ଗିଲ, ମୁମ୍ବାଇ ହାତ ଧରିଲେ ହାର୍ଦ୍ଦିକ
ନୂଆଦିଲ୍ଲୀ,୨୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦଳଗୁଡିକ ମଧ୍ୟ ସେମାନଙ୍କ ଖେଳାଳିଙ୍କ ରିଲିଜ ଓ ରିଟେନ ଲିଷ୍ଟ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସ ଛାଡିଛନ୍ତି। ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରେଡ କରିଛି।…
ଗମ୍ଭୀର-କୈଫ ହେଲେ ମୁହାଁମୁହିଁ, କାହିଁକି ବିବାଦ ?…
ମୁମ୍ବାଇ,୨୭।୧୧ : ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ଭାରତୀୟ ଜନତା ଦଳର ନେତା ଗୌତମ ଗମ୍ଭୀର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅଷ୍ଟ୍ରେଲିଆ ଷଷ୍ଠ ଥର ଚାମ୍ପିୟନ ହେବା ପରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ତାଙ୍କ ସାଥୀ…
ଆହତ ହୋଇଛନ୍ତି କି ବିରାଟ ? ନାକ ସହିତ କପାଳରେ କ୍ଷତ…
ନୂଆଦିଲ୍ଲୀ,୨୭।୧୧ : ବିରାଟ କୋହଲି ଭାରତର ସର୍ବଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ। ଅନ୍ୟ ଖେଳାଳିଙ୍କ ପାଇଁ ଆଜି କୋହଲିଙ୍କ କ୍ରିକେଟ ସ୍ଥିତିରେ ପହଞ୍ଚିବାର ସ୍ବପ୍ନ ଦେଖିବା ମଧ୍ୟ କଷ୍ଟକର ହୋଇଛି। ଆଇସିସି ବିଶ୍ୱକପ ୨୦୨୩ ରେ କୋହଲିଙ୍କ ବ୍ୟାଟିଂ ମଧ୍ୟ ଭଲଥିଲା।…
ଗାଏକ୍ୱାଡଙ୍କୁ ଏମିତି ଚ୍ୟାଲେଞ୍ଜ ଦେଲେ ଅକ୍ଷର ପଟେଲ: ୬୦ ସେକେଣ୍ଡରେ କରିବାକୁ ହେବ ପୂରଣ: ଦେଖନ୍ତୁ ଭିଡିଓ
ଥିରୁଭାନନ୍ତପୁରମ୍,୨୭।୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଦ୍ୱିତୀୟ ମ୍ୟାଚରେ ଭାରତ ୪୪ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଭାରତୀୟ ଦଳର ବିଜୟ ପରେ ଅକ୍ଷର ପଟେଲ ଋତୁରାଜ ଗାଏକ୍ୱାଡଙ୍କୁ ଏକ ରୋଚକ ଚ୍ୟାଲେଞ୍ଜ ଦେଇଥିଲେ। ଭାରତରେ…
ଧୋନୀଙ୍କ ରେକର୍ଡ ଭାଙ୍ଗିଦେଲେ ଇଶାନ କିଶନ
ଥିରୁଭାନନ୍ତପୁରମ୍,୨୭।୧୧: ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୪୪ ରନ୍ରେ ପରାସ୍ତ କରିଛି। ଭାରତର ବିଜୟରେ ଇଶାନ କିଶନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଶାନ କିଶନ ୩୨ ବଲରେ ୫୨ ରନ…
ହୃଦୟ ଜିତିଲେ ଶୁବମନ
ମୁମ୍ବାଇ,୨୭।୧୧: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୫ ବର୍ଷ ପୂରଣ ହୋଇଛି। ୨୦୦୮ରେ ୨୬/୧୧ ଅର୍ଥାତ୍ ନଭେମ୍ବର ୨୬ରେ ସେଠାରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା ଯେଉଁଥିରେ ଅନେକ ସୁରକ୍ଷା କର୍ମୀ ଏବଂ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ତେବେ ସୋସିଆଲ ମିଡିଆରେ ଏକ…
କ୍ରିକେଟ୍ରେ କମାଲ୍ କଲା ଉଗାଣ୍ଡା: ୨୦୨୪ ବିଶ୍ୱକପ୍ରେ ହୋଇପାରେ ସାମିଲ୍
ନୂଆଦିଲ୍ଲୀ,୨୭।୧୧: ଉଗାଣ୍ଡା କ୍ରିକେଟ ଦଳ ଏକ ସ୍ମରଣୀୟ ବିଜୟ ହାସଲ କରିଛି। ଏହି ଦଳ ଟି-୨୦ କ୍ରିକେଟରେ ଜିମ୍ବାୱେକୁ ୫ ଉଇକେଟରେ ପରାସ୍ତ କରିଛି। ପ୍ରଥମ ଥର ପାଇଁ ଉଗାଣ୍ଡା କ୍ରିକେଟରେ ଏକ ବଡ ଦଳକୁ ପରାସ୍ତ କରିଛି। ବିଶେଷ କଥା…
ନାଟକୀୟ ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା: ୨ ଘଣ୍ଟାରେ ବଦଳି ଗଲା ସବୁ ଖେଳ
ନୂଆଦିଲ୍ଲୀ,୨୭।୧୧: ଆଇପିଏଲସ୍ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଦଳ ସେମାନଙ୍କ ଖେଳାଳିଙ୍କ ରିଲିଜ ଓ ରିଟେନଶନ ତାଲିକା ପ୍ରକାଶ କରିଛନ୍ତି। ଏହି ସଂପର୍କରେ ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ଅଲ୍ରାଉଣ୍ଡର…
ମହାରେକର୍ଡ ହାସଲ କଲେ ଜୟସ୍ବାଲ
ଥିରୁଭାନନ୍ତପୁରମ୍,୨୭।୧୧: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଯଶସ୍ବୀ ଜୟସ୍ବାଲ ସ୍ଅର୍ଦ୍ଧଶତକ ହାସଲ କରିଥିଲେ। ଜୟସ୍ବାଲ ୯ ଚୌକା ଓ ୨ ଛକା ସହାୟତାରେ ୨୫ ବଲରେ ୫୩ ରନ ସ୍କୋର କରିଥିଲେ। ଅନ୍ତର୍ଜାତୀୟ ଟି-୨୦ରେ ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଥିବା…
Archives


