ଖେଳ

ସାନିଆଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଶୋଏବ

ମୁମ୍ବାଇ,୨୦ା୧: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ବିବାହରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଗତ କିଛି ମାସ ଧରି ସେମାନଙ୍କ ସମ୍ପର୍କରେ ଫାଟ ଥିବା ନେଇ ନାନା ଖବର ସାମ୍ନାକୁ ଆସୁଥିଲା କିନ୍ତୁ ବର୍ତ୍ତମାନ…

ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବାର ଗୁଜବ ଭିତରେ ପୁଣି ବିବାହ କଲେ ଶୋଏବ ମଲିକ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଭାରତର ଲୋକପ୍ରିୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ମଲିକ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶନିବାର ସକାଳେ ସେ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର…

Zaka Ashraf resigns: ପୁଣି ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ, ପିସିବି ସର୍ବେସର୍ବା ଜାକା ଅଶରଫ ଦେଲେ ଇସ୍ତଫା

ଇସଲାମାବାଦ,୨୦।୧: ପାକିସ୍ତାନ କ୍ରିକେଟ ସହ ଜଡ଼ିତ ବଡ଼ ଖବର ସାମ୍ନାକୁ ଆସିଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ମ୍ୟାନେଜମେଣ୍ଟ କମିଟିର ମୁଖ୍ୟ ଜାକା ଅଶରଫ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ବୋର୍ଡ ପକ୍ଷରୁ ବୟାନ ଜାରି କରାଯାଇଛି। ତେବେ ନଜମ ସେଠୀଙ୍କ…

ମୁଁ ଅଯୋଧ୍ୟା ନିଶ୍ଚୟ ଯିବି, ଯଦି କୌଣସି ଦଳକୁ ଆପତ୍ତି ଥାଏ ତେବେ ଫରକ ପଡେନା: ହରଭଜନ ସିଂହ

ନୂଆଦିଲ୍ଲୀ,୨୦।୧: ମହେନ୍ଦ୍ର ସିଂହ ଧୋନୀ, ସଚିନ ତେନ୍ଦୁଲକର, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱିନଙ୍କ ସମେତ ଅନେକ ଭାରତୀୟ କ୍ରିକେଟରଙ୍କୁ ଜାନୁଆରୀ ୨୨ରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଲାଗି ନିମନ୍ତ୍ରଣ ମିଳିଛି। ଏହାକୁ ନେଇ କ୍ରିକେଟର ତଥା…

ଜର୍ମାନୀ, ଆମେରିକା, ଜାପାନ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ

ରାଞ୍ଚି, ୨୦।୧: ଏଫ୍‌ଆଇଏଚ୍‌ ମହିଳା ହକି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ଜର୍ମାନୀ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଏହି ଦଳ ଆମେରିକାକୁ ୨-୦ ଗୋଲରେ ପରାସ୍ତ କରିଛି। ପୂରା ଟୁର୍ନାମେଣ୍ଟରେ ଉତ୍ସାହୀ ପ୍ରଦର୍ଶନ କରି ଆସିଥିବା ଆମେରିକା ଟାଇଟଲ…

ଚତୁର୍ଥ ରାଉଣ୍ଡରେ ପ୍ରବେଶ କଲେ ଜୋକୋଭିଚ୍‌

ମେଲବୋର୍ନ, ୨୦ା୧: ସର୍ବୀୟ ଟେନିସ ଷ୍ଟାର ନୋଭାକ୍‌ ଜୋକୋଭିଚ୍‌ ସିଜନର ପ୍ରଥମ ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଅଷ୍ଟ୍ରେଲିଆନ ଓପନ ଟେନିସ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଏହା ତାଙ୍କ ୧୦୦ତମ ମ୍ୟାଚ ଥିଲା । ଟପ୍‌ ସିଡ୍‌ ଜୋକୋଭିଚ୍‌ ତାଙ୍କ…

୩ ଦିନରେ ମ୍ୟାଚ୍‌ ଶେଷ: ୧୦ ଉଇକେଟରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଆଡିଲେଡ, ୨୦ା୧: ଅଷ୍ଟ୍ରେଲିଆ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ୩ ଦିନରେ ଶେଷ ହୋଇଛି। ଏଥିରେ ଜୋସ୍‌ ହାଜେଲଉଡ୍‌ଙ୍କ ୫ଉଇକେଟ ସଫଳତା ଯୋଗୁ ଘରୋଇ ଦଳ ୧୦ ଉଇକେଟରେ ବିଜୟ ଲାଭ କରିଛି । ପୂର୍ବଦିନର ଅସମାପ୍ତ…

ସେମିଫାଇନାଲରେ ପହଞ୍ଚିଲା ଇଷ୍ଟ ବେଙ୍ଗଲ

ଭୁବନେଶ୍ୱର, ୨୦।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି ଇଷ୍ଟ ବେଙ୍ଗଲ। ଅନୁଷ୍ଠିତ ଗ୍ରୁପ୍‌ ‘ଏ’ର ଡର୍ବି ମ୍ୟାଚରେ ଇଷ୍ଟ ବେଙ୍ଗଲ ୩-୧ ଗୋଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୋହନ ବାଗାନ ସୁପର ଜାଏଣ୍ଟକୁ…

ଆଗାମୀ ପାଞ୍ଚ ସିଜିନ୍ ପାଇଁ ଆଇପିଏଲ୍ ଟାଇଟଲ୍ ପ୍ରାୟୋଜକ ପାଇଲା ଟାଟା

ନୂଆଦିଲ୍ଲୀ ,୧୯ା୧: ଟାଟା ଗ୍ରୁପ୍ ସଫଳତାର ସହିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଟାଇଟଲ୍ ପ୍ରୟୋଜକ ଅଧିକାର ବଜାୟ ରଖିଛି ଏବଂ ୨୦୨୮ ପର୍ଯ୍ୟନ୍ତ ଚୁକ୍ତିନାମାକୁ ବଢ଼ାଇ ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହି ଅଧିକାର ସୁରକ୍ଷିତ କରିଛି। ଚୁକ୍ତି ଅନୁଯାୟୀ…

ଆଗାମୀ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ଛୁଇଁବ ଭାରତୀୟ କ୍ରୀଡ଼ା ଶିଳ୍ପର ଆକାର: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୯ା୧: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁରେ ‘ଖେଲୋ ଇଣ୍ଡିଆ ୟୁଥ ଗେମ୍ ୨୦୨୩ ତାମିଲନାଡୁରେ ଉଦଘାଟନ କରିଛନ୍ତି। ‘ଆଗାମୀ ବର୍ଷରେ ଭାରତୀୟ କ୍ରୀଡା ଶିଳ୍ପର ଆକାର ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ଏକ ସକରାତ୍ମକ…

ପ୍ୟାରିସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଫେଲ୍ ମାରିଲା ଭାରତୀୟ ମହିଳା ହକି ଦଳ

ରାଞ୍ଚି,୧୯ା୧: ପ୍ୟାରିସ ଅଲିମ୍ପିକ ୨୦୨୪କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି ଭାରତୀୟ ମହିଳା ହକି ଦଳ। ଶୁକ୍ରବାର ରାଞ୍ଚିରେ ଏଫଆଇଏଚ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟରେ ଜାପାନ ଠାରୁ ୦-୧ ଗୋଲରେ ପରାସ୍ତ ହେବା ପରେ ଆଗାମୀ ପ୍ୟାରିସ ଅଲମ୍ପିକରୁ ବାଦ…

‘ବିରାଜମାନ ହେଲେ ମୋ ରାମଲାଲା’, ଫଟୋ ଶେୟାର କରି ହୃଦୟ ଜିତିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୯।୧: ସାରା ବିଶ୍ୱରେ ରାମ ମନ୍ଦିର ବିଷୟରେ ଚର୍ଚ୍ଚା ହେଉଛି। ଭଗବାନ ରାମ ରାମନଗରୀକୁ ଆସୁଥିବାରୁ ସମସ୍ତେ ଖୁସି ଅଛନ୍ତି। ଏହି ସମୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କନେରିଆ ରାମ ମନ୍ଦିର ଉପରେ ଏକ ବିବୃତ୍ତି ଦେଇଛନ୍ତି। ସେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?