ଟି-୨୦ ବିଶ୍ୱକପରୁ କାହାର ବି କଟିପାରେ ଟିକେଟ୍: କୋଚ ଦେଲେ ସଙ୍କେତ
ନୂଆଦିଲ୍ଲୀ,୧୮।୧: ଚଳିତ ବର୍ଷ ଜୁନ୍ରେ ଟି-୨୦ ବିଶ୍ୱକପ ୨୦୨୪ ଖେଳାଯିବ। ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ସମସ୍ତ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛି। ବର୍ତ୍ତମାନ ଭାରତୀୟ ଖେଳାଳିଙ୍କ ପାଇଁ କେବଳ ଆଇପିଏଲ ୨୦୨୪ ବାକି ଅଛି। ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ…
ଭାରତ ବିପକ୍ଷ ଟି -୨୦ ସିରିଜରେ ହାରି ମଧ୍ୟ ଖୁସି ଅଛନ୍ତି ଆଫଗାନିସ୍ତାନ ଅଧିନାୟକ, କହିଲେ କାରଣ…
ନୂଆଦିଲ୍ଲୀ,୧୮।୧: ଭାରତ ବିପକ୍ଷ ଟି -୨୦ ସିରିଜରେ ଆଫଗାନିସ୍ତାନକୁ ୩-୦ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଆଫଗାନିସ୍ତାନ ହାରିଥିଲେ ମଧ୍ୟ ସେମାନେ ପୂରା ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି। ଦଳର ଅଧିନାୟକ ଇବ୍ରାହିମ ଜାଦ୍ରାନ ମଧ୍ୟ ଏଥିରେ ଖୁସି ଅଛନ୍ତି। ତୃତୀୟ…
ଟି-୨୦ ର଼୍ୟାଙ୍କିଙ୍ଗ୍ର ଶ୍ରେଷ୍ଠ ୧୦ରେ ଯଶସ୍ବୀଙ୍କୁ ମିଳିଲା ସ୍ଥାନ
ଭାରତୀୟ ଦଳର ଯୁବ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲଙ୍କୁ ବହୁତ ଫାଇଦା ହୋଇଛି। ସେ ଟି-୨୦ ର଼୍ୟାଙ୍କିଙ୍ଗ୍ର ଟପ୍ ୧୦ରେ ପହଞ୍ଚିଛନ୍ତି। ଇନ୍ଦୋରରେ ଖେଳାଯାଇଥିବା ମୁକାବିଲାରେ ଯଶସ୍ବୀ ଦମ୍ଦାର ଅର୍ଦ୍ଧଶତକ କରିଥିଲେ। ତାଙ୍କୁ ୭ଟି ସ୍ଥାନର ଫାଇଦା ହୋଇଛି। ଟିମ ଇଣ୍ଡିଆ ନିକଟରେ…
ବଡ଼ ଉପଲବ୍ଧି ହାସଲ କଲେ ରୋହିତ ଶର୍ମା
ବେଙ୍ଗାଲୁରୁ,୧୮।୧: ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୩-୦ରେ ଜିତିଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୁପର ଓଭରରେ ଟିମ ଇଣ୍ଡିଆ ଆଫଗାନିସ୍ତାନ ଦଳକୁ ପରାସ୍ତ କରିଛି। ରୋହିତ ଶର୍ମା ଏହି ମ୍ୟାଚରେ ଚମତ୍କାର ଶତକ ହାସଲ…
ଲଜ୍ଜାଜନକ ରେକର୍ଡ ହାସଲ କଲେ ବିରାଟ କୋହଲି
ବେଙ୍ଗାଲୁରୁ,୧୮।୧: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବିରାଟ କୋହଲିଙ୍କ ବ୍ୟାଟ ଚାଲି ନ ଥିଲା। ସେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖାତା ନ ଖୋଲି ପାଭିଲିୟନ ଫେରିଥିଲେ। କୋହଲି ସିରିଜର ପ୍ରଥମ ମ୍ୟାଚରେ ଖେଳିପାରି ନ ଥିଲେ। ଇନ୍ଦୋରରେ…
‘ପ୍ଲେୟର ଅଫ ଦ ମ୍ୟାଚ’ ହେଲେ ରୋହିତ
ନୂଆଦିଲ୍ଲୀ,୧୮।୧: ଭାରତ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ହରାଇ ବିଜୟୀ ହୋଇଛି। ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୧୨ ରନ୍ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ମଧ୍ୟ ରନ୍ର ବରାବରି କରିଥିଲା। ଯାହା ଫଳରେ ମ୍ୟାଚ ଟାଏ ହୋଇଯାଇଥିଲା।…
ଟିମ ଇଣ୍ଡିଆକୁ ଟି-୨୦ ବିଶ୍ୱକପ୍ ପାଇଁ ମିଳିଗଲା ଘାତକ ଅସ୍ତ୍ର
ନୂଆଦିଲ୍ଲୀ,୧୮।୧: ଭାରତୀୟ କ୍ରିକେଟର ଶିବମ ଦୁବେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରେ ଦମ୍ଦାର ରେକର୍ଡ କରିଛନ୍ତି। ତାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ଭାବେ ଚୟନ କରାଯାଇଛି। ଦୁବେ ୩ ମ୍ୟାଚରେ ୧୨୪ ରନ୍ ଏବଂ ୨ ଉଇକେଟ୍ ମଧ୍ୟ ନେଇଛନ୍ତି।…
ପ୍ରଥମଥର ପଦକ ନିଶ୍ଚିତ କଲା ଓଡ଼ିଶା
ଭୁବନେଶ୍ୱର, ୧୮।୧(ତପନ ସ୍ବାଇଁ): ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ୟୁଟିଟି ୮୫ତମ ଆନ୍ତଃ ରାଜ୍ୟ ସବ୍ଜୁନିୟର ଓ ଜାତୀୟ କ୍ୟାଡେଟ ଟେବୁଲ ଟେନିସ ଚାମ୍ପିୟନଶିପ୍ରେ ଓଡ଼ିଶା ଦଳ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ପ୍ରଭାବୀ ପ୍ରଦର୍ଶନ ଯୋଗୁ ଓଡ଼ିଶା…
ଦ୍ୱିତୀୟ ବିଜୟ ସହ ଶୀର୍ଷରେ ଓଏଫ୍ସି
ଭୁବନେଶ୍ୱର, ୧୮।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ଏଫ୍ସି ୩-୦ ଗୋଲରେ ଇଣ୍ଟର କାଶିକୁ ପରାସ୍ତ କରିଛି। ଫଳରେ ୨ ମ୍ୟାଚରୁ ୨ ବିଜୟ ସହ…
ସି.କେ. ନାଇଡୁ ଟ୍ରଫି: ଝାଡ଼ଖଣ୍ଡ ୯ ଉଇକେଟରେ ବିଜୟୀ
ସମ୍ବଲପୁର,୧୮ା୧(ବି.ଶଙ୍କର): ଓଡ଼ିଶା ଓ ଝାଡ଼ଖଣ୍ଡ ଦଳ ମଧ୍ୟରେ ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍ ସର୍ବଭାରତୀୟ କର୍ନେଲ ସି.କେ. ନାଇଡୁ ଟ୍ରଫି କିକେଟ ମ୍ୟାଚ୍ରେ ଓଡ଼ିଶାକୁ ୯ ଉଇକେଟରେ ହରାଇଛି ଝାଡ଼ଖଣ୍ଡ। ଚତୁର୍ଥ ତଥା ଅନ୍ତିମ…
ଆଇସିସି ନିଯୁକ୍ତ ପ୍ରଥମ ମହିଳା ଅମ୍ପାୟର
ଦୁବାଇ,୧୮ା୧(ପି.ଟି.): ଆଇସିସି ଦ୍ୱାରା ନିଯୁକ୍ତ ପ୍ରଥମ ମହିଳା ଅମ୍ପାୟର ହୋଇଛନ୍ତି ଇଂଲଣ୍ଡର ସୁ ରେଡ୍ଫର୍ନ। ପୂର୍ବରୁ ଏକାଧିକ ମହିଳା ଅମ୍ପାୟର କାମ କରିଥିଲେ ମଧ୍ୟ ସେମାନେ ବିଭିନ୍ନ ଦେଶର କ୍ରିକେଟ ବୋର୍ଡ ସହ ଅନୁବନ୍ଧିତ ହୋଇ କାମ କରିଥାନ୍ତି। ତେବେ ରେଡ୍ଫର୍ନ…
ରେକର୍ଡ ଛକା ସହ ସିରିଜ ଜିତାଇଲେ ଆଲେନ୍
ଡୁନେଡିନ୍,୧୮ା୧(ପି.ଟି.): ଓପନର ଫିନ୍ ଆଲେନ୍ ଗୋଟିଏ ଇନିଂସରେ ରେକର୍ଡ ୧୬ ଛକା ମାରିବା ସହ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡକୁ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଜିତାଇଛନ୍ତି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଆଲେନ୍ଙ୍କ ୬୨ ବଲ୍ ୧୩୭ ରନ୍ ବଳରେ…

