ଖେଳ

ଭାରତୀୟଙ୍କ ହୃଦୟ ଜିତିଲେ ଡେଭିଡ ୱାର୍ନର

ସିଡନୀ,୨୨।୧: ଆଜି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରର ପ୍ରସିଦ୍ଧ ଚେହେରାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସଚିନ ତେନ୍ଦୁଲକରଙ୍କ ବ୍ୟତୀତ…

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ପହଞ୍ଚିଲେ ଅଲକାରାଜ, ଜେଭରେଭ୍‌

ମେଲବୋର୍ନ,୨୨ା୧: ଅଷ୍ଟ୍ରେଲିଆନ୍‌ ଓପନ କ୍ୱାର୍ଟର ଫାଇନାଲ ଲାଇନ୍‌ଅପ୍‌ ସୋମବାର ଚୂଡାନ୍ତ ହୋଇଛି। ସୋମବାର ପୁରୁଷ ସିଙ୍ଗଲ୍ସ ପ୍ରି କ୍ୱାର୍ଟର ମ୍ୟାଚ୍‌ରେ ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ ଗାର୍ଫିଆ ଓ ଜର୍ମାନୀର ଆଲେକଜାଣ୍ଡାର ଜେଭରେଭ୍‌ ବିଜୟୀ ହୋଇଛନ୍ତି। ଓ୍ବିମ୍ବେଲଡନ୍‌ ବିଜେତା ତଥା ବିଶ୍ୱମାନ୍ୟତାର ୨…

ପାର୍ଟିରେ ଏଭଳି କ’ଣ ହେଲା, ଯାହା ପରେ ମ୍ୟାକ୍ସୱେଲଙ୍କୁ ନିଆଗଲା ହସ୍ପିଟାଲ

ସିଡନୀ,୨୨।୧: ଗ୍ଲେନ ମ୍ୟାକ୍ସୱେଲଙ୍କ ପାଇଁ ପାର୍ଟି କରିବା ଭାରି ପଡିଲା, ଯାହା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଗଲା। ବିଳମ୍ବିତ ରାତିରେ ଆଡିଲେଡରେ ପାର୍ଟି କରୁଥିବା ବେଳେ ମ୍ୟାକ୍ସୱେଲ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଲା।…

୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ ଘୋଷଣା କଲା ଆଇସିସି, ସୂର୍ଯ୍ୟକୁମାରଙ୍କୁ ମିଳିଲା ଅଧିନାୟକତ୍ୱ

ନୂଆଦିଲ୍ଲୀ,୨୨।୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ ଘୋଷଣା କରିଛି। ଆଇସିସି ଭାରତର ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଦଳର ଅଧିନାୟକ କରିଛି। ସୂର୍ଯ୍ୟଙ୍କ ବ୍ୟତୀତ ଭାରତର ଯଶସ୍ବୀ ଜୟସ୍ବାଲ, ରବି ବିଷ୍ଣୋଇ ଏବଂ ଅର୍ଶଦୀପ…

ଏହି କାରଣରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍‌ ପଡିଲେ କୋହଲି

ନୂଆଦିଲ୍ଲୀ,୨୨।୧: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବିରାଟ କୋହଲି ଖେଳିବେନି। ବ୍ୟକ୍ତିଗତ କାରଣରୁ ସେ ଖେଳିପାରିବେନି ବୋଲି ଜଣାପଡିଛି। ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି। ବିରାଟ କୋହଲିଙ୍କ ସମ୍ପର୍କରେ ବିସିସିଆଇ…

ଇତିହାସ ରଚିପାରନ୍ତି ଅଶ୍ୱିନ

ହାଇଦ୍ରାବାଦ୍‌,୨୨।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜ ଜାନୁୟାରୀ ୨୫ରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ। ଏହି କ୍ରମରେ ଭାରତର କିମ୍ବଦନ୍ତୀ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇତିହାସ ସୃଷ୍ଟି କରିବାର…

ଅଯୋଧ୍ୟାରେ ପହଞ୍ଚିଲେ ସଚିନ ତେନ୍ଦୁଲକର

ଅଯୋଧ୍ୟା,୨୨ା୧: ରାମନଗରୀ ଅଯୋଧ୍ୟା ଆଜି ପ୍ରକମ୍ପିତ ହେଉଛି। ଆଜି ଭାରତବର୍ଷ ରାମଙ୍କ ଆନନ୍ଦରେ ପରିପୂର୍ଣ୍ଣ ହୋଇଛି। ରାମମନ୍ଦିରର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସହିତ ରାମ ଭକ୍ତଙ୍କ ପ୍ରାୟ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତଃ ଘଟିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି…

ମାର୍ଚ୍ଚ ୨୨ ରୁ ମେ ୨୬ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ ଆୟୋଜନ କରିବାକୁ ବିସିସିଆଇର ଯୋଜନା

ନୂଆଦିଲ୍ଲୀ,୨୨।୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସଂସ୍କରଣ ମାର୍ଚ୍ଚ ୨୨ ରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ର ନିର୍ଦ୍ଧାରିତ ସମାପ୍ତ ହେବାର ଠିକ୍ ପାଞ୍ଚ ଦିନ ପରେ ଆଇପିଏଲ…

ଜୟ ଶ୍ରୀରାମ ଲେଖିଲେ ପାକିସ୍ତାନ କ୍ରିକେଟର, ପୋଷ୍ଟ କଲେ ଭିଡ଼ିଓ, ଦକ୍ଷିଣ ଆଫ୍ରିକାର କ୍ରିକେଟର ଲେଖିଲେ ସମସ୍ତଙ୍କୁ ନମସ୍ତେ …

ଇସଲାମାବାଦ,୨୨।୧ : ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାରେ ପହଞ୍ଚିଛନ୍ତି। ବଲିଉଡ ଏବଂ କ୍ରୀଡା ତାରକାମାନେ ମଧ୍ୟ ପଛରେ ନାହାନ୍ତି। ଭାରତୀୟ ତାରକା ବିରାଟ…

ବଡ଼ ଉପଲବ୍ଧି ହାସଲ କଲେ ପୂଜାରା

ନୂଆଦିଲ୍ଲୀ,୨୧।୧: ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ପୂଜାରା ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୦ ହଜାର ରନ ସଂଗ୍ରହ କରିଛନ୍ତି। ଏହାପୂର୍ବରୁ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଏବଂ ରାହୁଲ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଶୁଭେଚ୍ଛା ଜଣାଇଲେ ଦକ୍ଷିଣ ଆଫ୍ରିକା କ୍ରିକେଟର

ନୂଆଦିଲ୍ଲୀ,୨୧।୧: ଭାରତ ସମେତ ସମଗ୍ର ବିଶ୍ୱର ଆଖି ୨୨ ଜାନୁଆରୀରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ଉପରେ ରହିବ। ଜାନୁୟାରୀ ୨୨, ୨୦୨୪ରେ, ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଇତିହାସ ସୃଷ୍ଟି ହେବାକୁ ଯାଉଛି। ସୋମବାର…

ହ୍ୟାରି ବ୍ରୁକ୍‌ଙ୍କ ରିପ୍ଲେସ୍‌ମେଣ୍ଟ ଘୋଷଣା କଲା ଇଂଲଣ୍ଡ

ନୂଆଦିଲ୍ଲୀ,୨୧।୧: ଜାନୁଆରୀ ୩୫ରୁ ଭାରତ ବିପକ୍ଷ ୫ ଟେଷ୍ଟ ସିରିଜ ପାଇଁ ହ୍ୟାରି ବ୍ରୁକ୍‌ଙ୍କ ରିପ୍ଲେସ୍‌ମେଣ୍ଟ ଘୋଷଣା କରିଛି। ଭାରତ ବିପକ୍ଷ ସିରିଜରେ ହ୍ୟାରି ବ୍ରୁକଙ୍କ ସ୍ଥାନରେ ଡାନିଏଲ ଉଇଲିୟମ ଲରେନ୍ସ ବର୍ତ୍ତମାନ ଦଳର ଏକ ଅଂଶ ହେବେ। ବ୍ୟକ୍ତିଗତ କାରଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?