ଶୁବମନ ଗିଲଙ୍କୁ ପ୍ରଶଂସା କଲେ ତେନ୍ଦୁଲକର, ୟୁଜର୍ସ କହିଲେ ଜ୍ୱାଇଁଙ୍କ ପାଇଁ ଆସିଗଲା ଶୁଭେଚ୍ଛା
ନୂଆଦିଲ୍ଲୀ,୫।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ଏକ ଚମତ୍କାର ଶତକ ହାସଲ କରିଥିଲେ। କିଛି ସମୟ ପାଇଁ ଗିଲ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ…
ବିଜୟଠାରୁ ମାତ୍ର ୪ ଉଇକେଟ୍ ଦୂରରେ ଭାରତ
ବିଶାଖାପାଟନମ୍,୫।୨: ବିଶାଖାପାଟନମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ଠାରୁ ମାତ୍ର ୪ ଉଇକେଟ୍ ଦୂରରେ ଅଛି। ୩୯୯ ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନର ଲଞ୍ଚ ପର୍ଯ୍ୟନ୍ତ ଭାରତ…
ଶୁବମନ ଗିଲଙ୍କୁ ଖୁବ ପ୍ରଶଂସା କଲେ ଯୁବରାଜ-ଧଓ୍ବନ, ପୋଷ୍ଟ ଭାଇରାଲ
ନୂଆଦିଲ୍ଲୀ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି, ଯାହାର ଦ୍ୱିତୀୟ ଟେଷ୍ଟ ବିଶାଖାପାଟନମର ଡକ୍ଟରଓ୍ବାଇ, ଏସ ରାଜଶେଖର ରେଡ୍ଡୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ଟେଷ୍ଟର ତୃତୀୟ ଦିନରେ ଭାରତର ଦ୍ୱିତୀୟ ଇନିଂସରେ…
ବିଜୟ ଆଡକୁ ମୁହାଁଉଛି ଭାରତ: ଇଂଲଣ୍ଡକୁ ଚତୁର୍ଥ ଝଟ୍କା
ବିଶାଖାପାଟନମ୍,୫।୨: ବିଶାଖାପାଟନମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ଆଡକୁ ମୁହାଁଉଛି। ୩୯୯ ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଇଂଲଣ୍ଡ ୧୫୪ ସ୍କୋରରେ ଚତୁର୍ଥ ଝଟକା ପାଇଛି। ଆର୍ ଅଶ୍ୱିନ ଜୋ ରୁଙ୍କେ…
ଶୁବମନ ଗିଲଙ୍କ ହାତରେ ଲାଗିଲା ଆଘାତ, ଭାରତ ପାଇଁ ବଢ଼ିଲା ସମସ୍ୟ
ନୂଆଦିଲ୍ଲୀ,୫।୨: ସୋମବାର ଖେଳ ଆରମ୍ଭ ପୂର୍ବରୁ ଯୁବ ଓପନର୍ ଶୁବମନ ଗିଲଙ୍କୁ ନେଇ ବଡ଼ ସୂଚନା ଦେଇଛି ବିସିସିଆଇ। ଦ୍ୱିତୀୟ ଦିନର ଖେଳରେ ଫିଲ୍ଡିଂ ସମୟରେ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଯେଉଁ କାରଣରୁ ତୃତୀୟ ଦିନର ଖେଳ ସମୟରେ ସେ ଫିଲ୍ଡିଂ…
ନ୍ୟୁ ଜର୍ସିରେ ଆୟୋଜିତ ହେବ ଫିଫା ବିଶ୍ୱକପ୍ ଫାଇନାଲ୍, ମେକ୍ସିକୋ ସିଟିରେ ହେବ ଆରମ୍ଭ
ନୂଆଦିଲ୍ଲୀ,୫।୨: ନ୍ୟୁ ଜର୍ସିର ମେଟଲାଇଫ୍ ଷ୍ଟାଡିୟମରେ ୨୦୨୬ ବିଶ୍ୱକପ୍ ଫାଇନାଲ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ ଫିଫା ରବିବାର ଘୋଷଣା କରିଛି। ଏହି ମୁକାବିଲା ଆୟୋଜନ କରିବା ପାଇଁ ଡଲାସ୍ ଠାରୁ ଦୃଢ଼ ଦାବିଦାର ରୂପେ ଉଭା ହୋଇଥିଲା ନ୍ୟୁ ଜର୍ସି।…
ରଣ୍ଜୀ ଟ୍ରଫି: ଓଡ଼ିଶା ୧୬୦ ରନ୍ରେ ଅଗ୍ରଣୀ
ଭୁବନେଶ୍ୱର,୫।୨(ତପନ ସ୍ବାଇଁ): କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ପୁଡୁଚେରୀ ରଣ୍ଜୀ ଟ୍ରଫି କ୍ରିକେଟ ମ୍ୟାଚ ଡ୍ର ଅଭିମୁଖେ ଗତି କରିଛି। ପ୍ରଥମ ଇନିଂସରେ ଓଡ଼ିଶା ୩୨୨ ରନ କରିଥିବାବେଳେ ପୁଡୁଚେରୀ ୨୮୪ ରନରେ ଅଲ୍ଆଉଟ ହୋଇଛି। ରବିବାର ତୃତୀୟ ଦିବସ ଖେଳ…
ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍: ଭାରତର ଦ୍ୱିତୀୟ ପରାଜୟ
ଭୁବନେଶ୍ୱର,୫।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ରେ ଭାରତ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ। ଫଳରେ ଘରୋଇ ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଶନିବାର ଚାଇନାଠାରୁ ୧-୨ରେ ହାରିଥିବା ଭାରତ ରବିବାର ବିଶ୍ୱର…
ଭିନେଶ ଜିତିଲେ ସ୍ବର୍ଣ୍ଣ ପଦକ
ଜୟପୁର,୪ା୨: ଏସିଆନ୍ ଗେମ୍ସ ସ୍ବର୍ଣ୍ଣ ବିଜୟିନୀ ଭିନେଶ ଫୋଗଟ ଜାତୀୟ ରେସ୍ଲିଂ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ୍(ଆଇଓଏ) ଦ୍ୱାରା ଗଠିତ ଆଡହକ୍ କମିଟି ପକ୍ଷରୁ ଆୟୋଜିତ ଜାତୀୟ ସିନିୟର ରେସ୍ଲିଂ ଚାମ୍ପିୟନଶିପର ୫୫ କିଗ୍ରା ଓଜନ ବର୍ଗରେ…
ଜାତୀୟ ପାରାଲିମ୍ପିକ୍ କମିଟି ବାସନ୍ଦ ପରେ ବିଶ୍ୱକପ ଆୟୋଜନକୁ ନେଇ ସଙ୍କଟ
ବିଶାଖାପାଟଣା,୪ା୨: ଭାରତୀୟ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପାରାଲିମ୍ପିକ୍ କମିଟିକୁ ବାସନ୍ଦ କରାଯିବା ପରେ ଭାରତରେ ହେବାକୁ ଥିବା ପାରା ଶୁଟିଂ ବିଶ୍ୱକପର ଆୟୋଜନକୁ ନେଇ ଏବେ ସଙ୍କଟ ଦେଖାଦେଇଛି। ଠିକ୍ ସମୟରେ ନିର୍ବାଚନ ନ ହେବା କାରଣରୁ ଶନିବାର କ୍ରୀଡ଼ା ମନ୍ତ୍ରଣାଳୟ…
୬ ବର୍ଷ ଅପେକ୍ଷାର ହେଲା ଅନ୍ତ, ଯୁବରାଜ, ଶେହଓ୍ବାଗ,ରବି ଶାସ୍ତ୍ରୀ ସମସ୍ତଙ୍କୁ ପକାଇଲେ ପଛରେ
ନୂଆଦିଲ୍ଲୀ,୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଓ୍ବାଇଜାକ ଟେଷ୍ଟରେ ଶୁବମନ ଗିଲ ଫର୍ମକୁ ଫେରି ଏକ ଶତକ ହାସଲ କରିଥିଲେ। ଏହା ହେଉଛି ତାଙ୍କର ତୃତୀୟ ଟେଷ୍ଟ କ୍ୟାରିୟର ଏବଂ କ୍ୟାରିୟରର ଦଶମ ଆନ୍ତର୍ଜାତୀୟ ଶତକ। ଏହା ସହ ଶୁବମନ…
ରୋମାଞ୍ଚକ ସ୍ଥିତିରେ ଦ୍ୱିତୀୟ ଟେଷ୍ଟ: ଇଂଲଣ୍ଡ ବ୍ୟାଟର୍ ବନାମ ଭାରତୀୟ ସ୍ପିନର୍, କିଏ ଜିତିବ ବାଜି
ବିଶାଖାପାଟନମ୍,୪।୨: ବିଶାଖାପାଟନମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ତୃତୀୟ ଦିନରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୩୯୯ ରନ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଇଂଲଣ୍ଡ ତୃତୀୟ ଦିନର ଖେଳ ଶେଷ…

