ଖେଳ

ଟେବୁଲ ଶୀର୍ଷରେ ଓଏଫ୍‌ସି

ଭୁବନେଶ୍ୱର, ୬ା୨., (ସରୋଜ ଜେନା): ଡିଏଗୋ ମରିସିଓଙ୍କ ଡବଲ୍‌ରେ ହାଇଦ୍ରାବାଦ ଏଫ୍‌ସିକୁ ୩-୦ ଗୋଲରେ ପରାସ୍ତ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଗଚିବାଓଲି ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ଓଏଫ୍‌ସି ପକ୍ଷରୁ ଡିଏଗୋ ମରିସିଓ(୨୭, ୭୫) ଦୁଇଟି ଓ ରୟ କ୍ରିଷ୍ଣା(୪୫+୧) ମିନିଟରେ…

ମ୍ୟାଚ୍‌ ଡ୍ର, ଓଡ଼ିଶାକୁ ୩ ପଏଣ୍ଟ

ଭୁବନେଶ୍ୱର, ୬। ୨, (ତପନ ସ୍ବାଇଁ): କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଓଡ଼ିଶା-ପୁଡୁଚେରୀ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଅମୀମାଂସିତଭାବେ ଶେଷ ହୋଇଛି। ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ୩ ପଏଣ୍ଟ ପାଇଛି। ପୁଡୁଚେରୀ ୧ ପଏଣ୍ଟରେ ସନ୍ତୁଷ୍ଟ…

ରୋହିତ ଶର୍ମାଙ୍କୁ କାହିଁକି ଅଧିନାୟକ ପଦରୁ ହଟାଇଲା ମୁମ୍ବାଇ ଇଣ୍ଡିଆନ୍ସ: ରାଜ୍‌ ଖୋଲିଲେ କୋଚ

ମୁମ୍ବାଇ,୬।୨: ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟ ଏବଂ ମିନି ନିଲାମ ପୂର୍ବରୁ ୫ଥର ଚାମ୍ପିୟନ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇବା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂତନ ଅଧିନାୟକ ଭାବରେ ନିଯୁକ୍ତି ଘୋଷଣା…

ବନ୍ଧୁକ ମୁନରେ ଓ୍ବେଷ୍ଟ ଇଣ୍ଡିଜ ଖେଳାଳିଙ୍କଠାରୁ ଲୁଟ

ଜୋହାନ୍ସବର୍ଗ,୬।୨: ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଏସଏଟି୨୦ କ୍ରିକେଟ ଲିଗ ପାଇଁ କ୍ରେଜ ଶିଖରରେ ଅଛି। ଏହି ଲିଗରେ ପ୍ରଶଂସକମାନେ ପ୍ରତିଦିନ ଅଧିକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ଯାଉଛନ୍ତି। ତେବେ ଏହି ଲିଗର ଉତ୍ସାହ ମଧ୍ୟରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଘଟିଛି ଯାହା…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ବିଜୟ ପରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଭାରତ

ଦୁବାଇ,୫ା୨: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌କୁ ୧୦୬ ରନ୍‌ରେ ଜିତିବା ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ଭାରତ। ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିବା ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ସୋମବାର ବିଜୟୀ ହୋଇଥିଲା।…

୧୦ ଉଇକେଟରେ ଶ୍ରୀଲଙ୍କାର ବିଜୟ

କଲମ୍ବୋ, ୫ା୨ : ବାମହାତୀ ବୋଲର ପ୍ରବାଥ ଜୟସୁରିୟାଙ୍କ ୫ଉଇକେଟ ସଳଫତା ଯୋଗୁ ଏଠାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ଏକ ମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କା ୧୦ଉଇକେଟରେ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୧୯୮…

IND vs ENG: ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟରେ ଖେଳିବେନି ଟିମ ଇଣ୍ଡିଆର ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୫।୨: ଟିମ ଇଣ୍ଡିଆ ବିଶାଖାପାଟନମ ଟେଷ୍ଟରେ ୧୦୬ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହାପୂର୍ବରୁ ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ଦଳକୁ ୨୮ ରନରେ ପରାସ୍ତ କରିଥିଲା। ଏହିପର ୫ ଟେଷ୍ଟ ମ୍ୟାଚର ସିରିଜ ୧-୧ରେ ପହଞ୍ଚିଛି। ଭାରତ ଏବଂ ଇଂଲଣ୍ଡ…

ଇଂଲଣ୍ଡର ଅନେକ ଖେଳାଳି ଅସୁସ୍ଥ, ତୃତୀୟ ଟେଷ୍ଟ ପୂର୍ବରୁ ଭାରତରୁ ପଳାଇବେ ପୂରା ଟିମ୍‌, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମାତ୍ର ଚାରି ଦିନରେ ଶେଷ ହୋଇଯାଇଛି। ଟିମ ଇଣ୍ଡିଆ ଏହି ଟେଷ୍ଟ ମ୍ୟାଚରେ ୧୦୬ ରନରେ ଜିତି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍‌ ୧-୧ରେ ବରାବର ରହିଛି। ଦ୍ୱିତୀୟ ଟେଷ୍ଟରେ…

ଏସିଆ କପ: ଟଙ୍କା ପାଇଁ ଏବେ ସାମ୍ନାସାମ୍ନି ପାକିସ୍ତାନ-ଶ୍ରୀଲଙ୍କା କ୍ରିକେଟ ବୋର୍ଡ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ,୫।୨: ଗତ ବର୍ଷ ଏସିଆ କପ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ଭାରତର ଆପତ୍ତି ପରେ ଶ୍ରୀଲଙ୍କା ଏହି ଟୁର୍ନାମେଣ୍ଟ ଆୟୋଜନ କରିଥିଲା। କିନ୍ତୁ ବର୍ତ୍ତମାନ ଟଙ୍କାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମଧ୍ୟରେ…

୪୫ ବର୍ଷର ରେକର୍ଡ ଭାଙ୍ଗିଲେ ଅଶ୍ୱିନ

ବିଶାଖାପାଟନମ୍‌,୫।୨:ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ଜିତିଛି। ବିଶାଖାପାଟନମରେ ଖେଳାଯାଇଥିବା ମ୍ୟାଚକୁ ଭାରତ ୧୦୬ ରନରେ ଜିତିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜକୁ ୧-୧କୁ ଆଣିଛି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଇଂଲଣ୍ଡ ଜିତିଥିଲା।…

ଦ୍ୱିଶତକ ପରେ ବି ମିଳିଲାନି ପ୍ଲେୟାର ଅଫ ଦ ମ୍ୟାଚ: ଜୟସ୍ବାଲ ହତାଶ, ବୁମରା ମାରିନେଲେ ବାଜି…

ବିଶାଖାପଟ୍ଟନମ,୫।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ତ୍ତମାନ ୧-୧ ରେ ବରାବର ହୋଇଛି । ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଇଥିଲା ଯାହା ଭ୍ରମଣକାରୀ ଦଳ ଜିତିଥିଲା। ବିଶାଖାପଟ୍ଟନମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚକୁ…

ଭାରତର ଚିତ୍ତାକର୍ଷକ ବିଜୟ

ବିଶାଖାପାଟନମ,୫।୨: ବିଶାଖାପାଟନମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଏହି ମ୍ୟାଚରେ ଚତୁର୍ଥ ଦିନରେ ଭାରତ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି। ଭାରତ ପ୍ରଥମ ଇନିଂସରେ ୩୯୬ ରନ ଏବଂ ଦ୍ୱିତୀୟ ଇନିଂସରେ ୨୫୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?