ଖେଳ

Video: ଦ୍ୱିତୀୟ ସନ୍ତାନର ବାପା ମା’ ହେବାକୁ ଯାଉଛନ୍ତି ବିରାଟ-ଅନୁଷ୍କା, ଖୁଲାସା କଲେ ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୩।୨: ବହୁଦିନ ଧରି ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଆଲୋଚନା ମଧ୍ୟରେ ଏହି ଖବରକୁ ସୁନିଶ୍ଚିତ କରିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତ୍ତନ ଅଧିନାୟକ ଏବି ଡି ଭିଲିୟର୍ସ। ଆଫ୍ରିକୀୟ କ୍ରିକେଟର ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶ କରିଛନ୍ତି ଯେ ଅନୁଷ୍କା ଏବଂ…

ଟେଷ୍ଟରେ ଇତିହାସ ରଚିଲେ ବୁମ୍ରା, କପିଲ ଦେବ-ଅଶ୍ୱିନଙ୍କ ରେକର୍ଡ ଭାଙ୍ଗିଲେ…

ବିଶାଖାପଟ୍ଟନମ,୩।୨ : ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ବିଶାଖାପଟ୍ଟନମ ଟେଷ୍ଟରେ ବ୍ରିଟିଶ ବ୍ୟାଟ୍ସମ୍ୟାନଙ୍କୁ ପରାସ୍ତ କରିଛନ୍ତି। ସେ ନିଜ ଟେଷ୍ଟ କ୍ୟାରିୟରର ଦଶମ ଥର ପାଇଁ ପାଞ୍ଚ ୱିକେଟ ନେଇଛନ୍ତି। ସେ ଚତୁର୍ଥ ୱିକେଟ ନେବା ମାତ୍ରେ ୧୫୦ ତମ…

ଚିନ୍ତାରେ ସାନିଆ: ଛାଡ଼ପତ୍ର ପରେ ସ୍କୁଲରେ ପୁଅ ଇଜହାନଙ୍କୁ କରାଯାଉଛି ର଼୍ୟାଗିଂ

ନୂଆଦିଲ୍ଲୀ,୩।୨: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ସ୍ବାମୀ ତଥା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କଠାରୁ ଅଲଗା ହୋଇଛନ୍ତି। ନିକଟରେ ଶୋଏବ ତୃତୀୟ ବିବାହ କରିବା ପରେ ଏନେଇ ସ୍ପଷ୍ଟ ହୋଇଛି। ଏସବୁ ମଧ୍ୟରେ ସାନିଆଙ୍କ ପୁଅ ଇଜହାନ୍‌ଙ୍କୁ ନେଇ ବଡ଼…

ମ୍ୟାଚ୍‌ ସମୟରେ ଅମ୍ପାୟାରଙ୍କ ସହ ଅଶ୍ୱିନଙ୍କ କଥା କଟାକଟି

ବିଶାଖାପାଟଣା,୩।୨: ଭାରତର ଅନୁଭବୀ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଅମ୍ପାୟାରଙ୍କ ସହ କଥା କଟାକଟି ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ପ୍ରଥମ ଦିନ ଶେଷ ଓଭର ମଧ୍ୟରେ ଅଶ୍ୱିନ ଶତକ ମାରିଥିବା ଜଶସ୍ବୀ ଜୟସ୍ବାଲଙ୍କ ସହ କଥାବାର୍ତ୍ତା…

ଯଶସ୍ବୀଙ୍କ ଡବଲ ଶତକ, ପ୍ରଥମ ଇନିଂସରେ ଭାରତ ୩୯୬ ରନ କରି ଅଲଆଉଟ୍‌

ବିଶାଖାପାଟନମ୍‌,୩।୨: ଭାରତୀୟ ଦଳର ତାରକା ଯୁବ ବ୍ୟାଟର୍‌ ଯଶସ୍ବୀ ଜସୱାଲ ବିଶାଖାପାଟନମ୍‌ ଟେଷ୍ଟରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚରେ ସେ ଇଂରାଜୀ ବୋଲରମାନଙ୍କୁ ପରାସ୍ତ କରି ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଡବଲ ଶତକ ସ୍କୋର କରିବାରେ ସଫଳ…

ଡେଭିସ୍‌ କପ୍‌ : ଆଜି ଭାରତ-ପାକିସ୍ତାନ ମହାମୁକାବିଲା

ଇସ୍‌ଲାମାବାଦ,୩ା୨: ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍‌ କପ୍‌ ଓ୍ବାଲର୍‌ଡ ଗ୍ରୁପ୍‌-୧ ପ୍ଲେ ଅଫ୍‌ ମୁକାବିଲା ଶନିବାରଠାରୁ ଖେଳାଯିବ। ଭାରତୀୟ ଟେନିସ ଦଳ ଦୀର୍ଘ ୬୦ ବର୍ଷ ପରେ ପାକିସ୍ତାନରେ ଖେଳିବ। ନିରାପତ୍ତା କାରଣରୁ ଭାରତ ବହୁ ବର୍ଷ ପରେ ପାକିସ୍ତାନରେ…

ଆଜିଠୁ ମହିଳା ହକି ପ୍ରୋ-ଲିଗ୍‌: ଆମେରିକା- ନେଦରଲାଣ୍ଡ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର, ୩।୨ (ତପନ ସ୍ବାଇଁ): ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ-ଲିଗ୍‌ ଶନିବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏଥିରେ ଭାରତ ସମେତ ଚାଇନା, ଆମେରିକା, ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ଆଦି ୫ଟି ଦଳ ଅଂଶଗ୍ରହଣ କରିବେ। ଲିଗ୍‌ର ପ୍ରଥମ ମ୍ୟାଚ ଆମେରିକା…

ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌: ଅଧିନାୟକ ପଦ ବଜାୟ ରଖିଲେ ହରମନପ୍ରୀତ

ଭୁବନେଶ୍ୱର, ୩।୨(ତପନ ସ୍ବାଇଁ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ପାଇଁ ୨୪ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି। ହରମନପ୍ରୀତ ସିଂ ଅଧିନାୟକ ପଦ ବଜାୟ ରଖିଥିବା ବେଳେ…

ମଦର ସୌକୀନ ଏହି ୩ ଭାରତୀୟ କ୍ରିକେଟର, ଅହରହ ପିଅନ୍ତି ଆଲକହଲ

ନୂଆଦିଲ୍ଲୀ,୨।୨: ଟିମ୍‌ ଇଣ୍ଡିଆର ଖେଳାଳୀମାନେ ସେମାନଙ୍କ ବିଳାସମୟ ଜୀବନଯାପନ ପାଇଁ ବେଶ୍‌ ପରିଚିତ। କେବଳ ଖେଳ ନୁହେଁ ସେମାନଙ୍କ ବିନ୍ଦାସ ବ୍ୟବହାର ଓ ମେଳାପୀ ସ୍ବଭାବ ପାଇଁ ସାରା ବିଶ୍ୱରେ ସେମାନେ ବେଶ୍‌ ପରିଚିତ। ଏଥିପାଇଁ ଯୁବପିଢି ସେମାନଙ୍କ ଉପରେ ବେଶୀ…

ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ: ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩୩୬/୬

ବିଖାଖାପାଟଣା,୨।୨: ବିଶାଖାପାଟଣା ଡ. ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ଉଇକେଟ ହରାଇ ୩୩୬ ରନ୍‌ କରିଛି । ଯଶସ୍ବୀ ଜୟସ୍ବାଲ ପୂରାଦିନ ବ୍ୟାଟିଂକରି ୧୭୯…

ଧୋନିଙ୍କ ପାଇଁ ଅଶନିଶ୍ୱାସି ହୋଇପଡିଥିଲେ ପନ୍ତ, ହୋଟେଲ ରୁମରେ ଭୋଭୋ ହୋଇ କାନ୍ଦିଥିଲେ

ନୂଆଦିଲ୍ଲୀ,୨।୨: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଫିନିସର୍‌ ମହେନ୍ଦ୍ର ସିଂ ଧୋନିଙ୍କୁ ଅନେକ ଯୁବକ ସେମାନଙ୍କ ଆଦର୍ଶ ବୋଲି ଭାବନ୍ତି। ଟିମ ଇଣ୍ଡିଆରୁ ବାହାରିଥିବା ଋଷଭ ପନ୍ତ ଭାରତୀୟ ଦଳରେ ତାଙ୍କ ସ୍ଥାନ ନେଇଥିଲେ ଏବଂ ଏହା…

ଯଶସ୍ବୀ ଜୟସ୍ବାଲଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ସଚିନ ତେନ୍ଦୁଲକର: ଲୋକେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨।୨: ଯଶସ୍ବୀ ଜୟସ୍ବାଲ ଭାରତୀୟ କ୍ରିକେଟର ପରବର୍ତ୍ତୀ ବଡ ଷ୍ଟାର ବୋଲି କୁହାଯାଏ। ସୁଯୋଗ ମିଳିଲେ ସେ ଏହା ପ୍ରମାଣ କରି ମଧ୍ୟ ଦେଖାନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ଭଲ ଷ୍ଟ୍ରୋକ ଖେଳି ଶତକ ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?