ବିରେନ୍ଦ୍ର ସେହ୍ବାଗ ହେଲେ ମୁମ୍ବାଇ ଅଧିନାୟକ
ନୂଆଦିଲ୍ଲୀ,୬।୨: ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହ୍ବାଗଙ୍କ ପ୍ରଶଂସକଙ୍କ ଲାଗି ଖୁସି ଖବର। ସେମାନେ କ୍ରିକେଟରଙ୍କୁ ପୁଣିଥରେ ମଇଦାନରେ ଖେଳୁଥିବାର ଦେଖିପାରିବେ, ସେ ବି ଅଧିନାୟକ ଭାବେ। ଇଣ୍ଡିଆନ ଭେଟେରାନ ପ୍ରିମିୟର ଲିଗ୍(ଆଇବିପିଏଲ୍)ରେ ମୁମ୍ବାଇ ଚାମ୍ପିଅନ୍ସ ପକ୍ଷରୁ ଖେଳିବେ ସେ। ଆଇବିପିଏଲ୍ର ପ୍ରଥମ…
ବନ୍ଧୁକ ମୂନରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟରଙ୍କଠାରୁ ଛଡ଼ାଇ ନେଲେ ମୋବାଇଲ-ବ୍ୟାଗ…
ଜୋହାନ୍ସବର୍ଗ,୬।୨ : ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ଲିଗରେ ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଫାବିଆନ ଆଲେନଙ୍କ ମୋବାଇଲ ଫୋନ ଏବଂ ବ୍ୟାଗରେ ଥିବା ଅନ୍ୟାନ୍ୟ ବହୁମୂଲ୍ୟ ସାମଗ୍ରୀ ବନ୍ଧୁକ ମୁନରେ ଚୋରମାନେ…
ମିଳିଲାନି ଅଧିନାୟକତ୍ୱ: ମୁମ୍ବାଇ ଇଣ୍ଡିଆନ୍ସ କୋଚଙ୍କ ଉପରେ ରାଗିଲେ ରୋହିତଙ୍କ ସ୍ତ୍ରୀ…
କୋଲକାତା,୬।୨ : ଆଇପିଏଲ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂତନ ଅଧିନାୟକ କରିଛି। ଯାହା ପରେ ବର୍ତ୍ତମାନ ରୋହିତ ଶର୍ମାଙ୍କ ସ୍ତ୍ରୀ ରିତିକା ସାଜଦେହ ମୁମ୍ବାଇ ଇଣ୍ଡିଆନ୍ସ କୋଚ ମାର୍କ ବାଉଚରଙ୍କ…
ନାବାଳିକା ବଳାତ୍କାର ମାମଲାରେ ଫସିଲେ ଭାରତୀୟ ହକି ଟିମ୍ର ଏହି ଖେଳାଳି, ବିବାହର ପ୍ରତିଶ୍ରୁତି ଦେଇ…
ନୂଆଦିଲ୍ଲୀ,୬।୨: ଭାରତୀୟ ହକି ଦଳର ଡିଫେଣ୍ଡର ବରୁଣ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ବାଙ୍ଗାଲୋରର ଜ୍ଞାନଭାରତୀ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ୍ ବଳାତ୍କାର ଏବଂ ପୋକ୍ସୋ ଧାରାରେ ମାମଲା…
ICC Champions Trophy 2025 : ପାକିସ୍ତାନକୁ ଝଟକା, ହୋଷ୍ଟିଂ ଛଡ଼ାଇ ନିଆଯିବା ଆଶଙ୍କା…
ଇସଲାମାବାଦ,୬।୨ : ମିନି ବିଶ୍ୱକପ କୁହାଯାଉଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୮ ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖିବାକୁ ମିଳିବ। ଏଥର ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି। କଳ୍ପନାଜଳ୍ପନା ରହିଛି ଆଇସିସି ପାକିସ୍ତାନରୁ ଚାମ୍ପିଅନ୍ସ ଟ୍ରଫିର ହୋଷ୍ଟିଂ…
ଏତେ ଛୋଟ ବୟସରୁ ଅତି ଚମତ୍କାର ଢଙ୍ଗରେ ଖେଳୁଛନ୍ତି ଟେବୁଲ ଟେନିସ, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୬।୨: ଛୋଟ ପିଲାଙ୍କ ହରକତ୍କୁ ଦେଖିଲେ ବହୁତ ଭଲ ଲାଗେ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଛୋଟ ଝିଅକୁ ଅତି ଚମତ୍କାର ଢଙ୍ଗରେ ଟେବୁଲ ଟେନିସ ଖେଳୁଥିବା ଦେଖିବାକୁ ମିଳୁଛି । ଭାଇରାଲ…
ପ୍ଲେୟର ଅଫ ଦ ମନ୍ଥ ପାଇଁ ଏହି ୩ ଖେଳାଳିଙ୍କୁ ମନୋନୀତ କଲା ଆଇସିସି
ନୂଆଦିଲ୍ଲୀ,୬।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଫେବୃଆରୀ ୬ ମଙ୍ଗଳବାର ପୁରୁଷ େଖେଳାଳିଙ୍କ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡ ପାଇଁ ମନୋନୀତ ଖେଳାଳିଙ୍କ ନାମ ପ୍ରକାଶ କରିଛି। ଜାନୁଆରୀ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପୁରସ୍କାର ପାଇଁ ମନୋନୀତ ହୋଇଥିବା…
ଇତିହାସ ରଚିଲେ ବୁମ୍ରା: ପ୍ରଥମ ଭାରତୀୟ ଭାବେ…
ବିଶାଖାପାଟନମ୍,୬।୨: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ଦୃଢ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚକୁ ୧୦୬ ରନ୍ରେ ଜିତିଥିଲା। ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଜସପ୍ରୀତ ବୁମରାଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା। ପ୍ରଥମ ଇନିଂସରେ ଇଂରାଜୀ ବ୍ୟାଟ୍ସମ୍ୟାନ୍ମାନେ…
୧୯ ବର୍ଷରୁ କମ୍ ବିଶ୍ୱକପ୍: ଫାଇନାଲ ଟିକେଟ ପାଇଁ ଆଜି ମୁହଁାମୁହିଁ ହେବେ ଟିମ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ,୬।୨: ୧୯ ବର୍ଷରୁ କମ୍ ବିଶ୍ୱକପ୍୨୦୨୪ ବର୍ତ୍ତମାନ ଏହାର ଶେଷ ଏବଂ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଫେବୃଆରୀ ୬ ମଙ୍ଗଳବାର ଏହି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ…
୨୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୬।୨: ନିକଟରେ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ରାଚିନ ରବିନ୍ଦ୍ର ଦିନିକିଆ ବିଶ୍ୱକପ୍ରେ ଭଲ ଫର୍ମରେ ଥିଲେ। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି। ରାଚିନ ରବିନ୍ଦ୍ର ୩୬୬ ବଲରେ ୨୪୦ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ…
ରେଲଓ୍ବେ, ଓଡ଼ିଶା ପୋଲିସ ଚାମ୍ପିୟନ
କଟକ, (କାର୍ତ୍ତିକ ସାହୁ), ଭୁବନେଶ୍ୱର, ୬।୨ (ତପନ ସ୍ବାଇଁ): ଓଡ଼ିଶା କବାଡ଼ି ଆସୋସିଏଶନ ଆନୁକୂଲ୍ୟରେ କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମ୍ରେ ୭୧ତମ ରାଜ୍ୟ ସିନିୟର କବାଡି ଚାମ୍ପିୟନଶିପ୍ (ମହିଳା ଓ ପୁରୁଷ) ରବିବାର ଉଦ୍ଯାପିତ ହୋଇଛି। ଏହାର ମହିଳା ବିଭାଗରେ…
ବାଘେଶ୍ୱର ଓ୍ବାରିୟର୍ସ ଚାମ୍ପିୟନ
ପୁରୁଣା ଭୁବନେଶ୍ୱର, ୬।୨,(ସୁବାସ ଚନ୍ଦ୍ର ପ୍ରଧାନ): ସ୍ଥାନୀୟ ବିଏମ ହାଇସ୍କୁଲ ପଡିଆରେ କପାଳି ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଣ୍ଟର ୪ର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନିଆ ପ୍ରତିଯୋଗିତାର ଫାଇନାଲ ସୋମବାର ବାଘେଶ୍ୱର ୱାରିୟର୍ସ ଓ ତିନିମୁଣ୍ଡିଆ ଟାଇଗର୍ସ ମଧ୍ୟରେ ଅନୁଷ୍ଠିତ…

