ଖେଳ

ତୁ ବି ଦିନେ ଏ ସ୍ଥାନରେ ପହଞ୍ଚିବୁ…ଭାଇଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ସରଫରାଜ

ରାଜକୋଟ,୧୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଜକୋଟ ଟେଷ୍ଟରେ ବିସ୍ଫୋରକ ଡେବ୍ୟୁ କରି ସରଫରାଜ ଖାନ ଏହାକୁ ସ୍ମରଣୀୟ କରିପାରିଥିଲେ। ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ସରଫରାଜ ୯ ଚୌକା ଓ ଗୋଟିଏ ଛକା ସହାୟତାରେ ୬୧ ରନ ଖେଳିଥିଲେ। ତେବେ…

କ୍ଷମା ମାଗିଲେ ଜାଡେଜା, କହିଲେ ମୋର ଭୁଲ ଥିଲା…

ନୂଆଦିଲ୍ଲୀ, ୧୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯାଉଛି। ଏହି ଟେଷ୍ଟରେ ଟିମ ଇଣ୍ଡିଆର ଯୁବ ବ୍ୟାଟର ସରଫରାଜ ଖାନ ଡେବ୍ୟୁ କରିଛନ୍ତି। ସରଫରାଜ ନିଜର ଡେବ୍ୟୁ ଟେଷ୍ଟରେ ୬୨ ରନ୍‌ର ଭଲ ଇନିଂସ ଖେଳିଛନ୍ତି, କିନ୍ତୁ…

ଦଳରୁ ମୁକେଶ କୁମାରଙ୍କୁ ରିଲିଜ କଲା ବିସିସିଆଇ

ରାଜକୋଟ, ୧୫ା୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ପେସ୍‌ ବୋଲର ମୁକେଶ କୁମାରଙ୍କୁ ଭାରତୀୟ କ୍ରିକେଟ ଦଳରୁ ରିଲିଜ କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଏକ ପ୍ରେସ୍‌ ଇସ୍ତାହାରରେ ଏହି ସୂଚନା ଦିଆଯାଇଛି। ଶୁକ୍ରବାର ମୁକେଶ…

ଡେବ୍ୟୁରେ ସୁଯୋଗ ପାଇବା ପରେ ପିତାଙ୍କୁ ନିଆରା ଉପହାର ଦେଲେ ସରଫରାଜ

ନୂଆଦିଲ୍ଲୀ,୧୫।୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ସରଫରାଜ ଖାନ ଅର୍ଦ୍ଧ ଶତକ କରି ଡେବ୍ୟୁକୁ ସ୍ମରଣୀୟ କରିପାରିଛନ୍ତି। ରନ୍‌ ଆଉଟ ହେବା ପୂର୍ବରୁ ସରଫରାଜ ଖାନ ୬୬ ବଲରେ ୬୨ ରନ ସଂଗ୍ରହ କରିଛନ୍ତି। ସରଫରାଜଙ୍କ ଏହି ଇନିଂସରେ ୯ ଚୌକା…

ସରଫରାଜ ରନ୍‌ ଆଉଟ୍‌ ହେବା ପରେ ରାଗିକି କ୍ୟାପ୍‌ ପିଙ୍ଗିଲେ ରୋହିତ

ରାଜକୋଟ,୧୫।୨: ରାଜକୋଟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରିଛନ୍ତି। ଟିମ ଇଣ୍ଡିଆର ଅଧିନାୟକ କଠିନ ପରିସ୍ଥିତିରେ ୧୩୧ ରନ୍‌ ସଂଗ୍ରହ କରି ଏକ ଭଲ ଶତକ ଇନିଂସ ଖେଳିଛନ୍ତି। ସେ ତାଙ୍କ…

ସରଫରାଜଙ୍କ ଡେବ୍ୟୁଠାରୁ ଅଧିକ ଚର୍ଚ୍ଚାରେ ବାପା ପିନ୍ଧିଥିବା ଜ୍ୟାକେଟ୍‌, ପରୋକ୍ଷରେ…

ରାଜକୋଟ,୧୫।୨: ରାଜକୋଟ ଟେଷ୍ଟରେ ସରଫରାଜ ଖାନ୍‌ଙ୍କୁ ଟିମ୍‌ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିବାର ସୁଯୋଗ ମିଳିଛି। ୩୧୧ତମ ଖେଳାଳି ଭାବେ ସେ ଭାରତ ପାଇଁ ଡେବ୍ୟୁ କରିଛନ୍ତି। ଏହି ସମୟରେ ମଇଦାନରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକି ଭାବବିହ୍ବଳ…

ଭାରତ ପାଇଁ ସଙ୍କଟମୋଚକ ସାଜିଲେ ଜାଡେଜା: ହାସଲ କଲେ ଟେଷ୍ଟ କ୍ୟାରିୟରର ଚତୁର୍ଥ ଶତକ

ରାଜକୋଟ,୧୫।୨: ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଟିମ ଇଣ୍ଡିଆ ପାଇଁ ସଙ୍କଟଗୋକ ସାଜିଛନ୍ତି। ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଟିମ ଇଣ୍ଡିଆ ୩୩ ରନ ପାଇଁ ୩ଟି ଉଇକେଟ ହରାଇଥିଲା। କିନ୍ତୁ ରୋହିତ…

ଜାଡେଜାଙ୍କ ପାଇଁ ନିଜ ଉଇକେଟ୍‌କୁ ବଳି ପକାଇଲେ ସରଫରାଜ: ଦର୍ଶକ ଛିଡା ହୋଇ ମାରିଲେ ତାଳି

ରାଜକୋଟ,୧୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ସରଫରାଜ ଖାନ ଏକ ଭଲ ଡେବ୍ୟୁ କରିଛନ୍ତି। ସେ ଡେବ୍ୟୁ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିପାଇଁ ସେ ମାତ୍ର ୪୮ଟି ବଲ ଖେଳିଥିଲେ। ସେ ମାତ୍ର ୫୮ ବଲ୍‌ରେ ୬୨ ରନ୍‌…

ଧୋନୀଙ୍କୁ ପଛରେ ପକାଇଦେଲେ ରୋହିତ ଶର୍ମା

ରାଜକୋଟ,୧୫।୨: ରାଜକୋଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଶତକ ହାସଲ କରିଥିଲେ। ସେ ନିଜ ଟେଷ୍ଟ କ୍ୟାରିୟରର ୧୧ତମ ଶତକକୁ ୧୫୭ ବଲରେ ପୂରଣ କରିଥିଲେ। ରାଜକୋଟରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଗୋଟିଏ ସମୟରେ ଭାରତୀୟ ଦଳ ୩୩…

ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଲେ ଜାଡେଜା

ରାଜକୋଟ,୧୫।୨: ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଟିମ ଇଣ୍ଡିଆ ୩୩ ରନ୍‌ରେ ୩ ଉଇକେଟ୍‌ ହରାଇଥିଲା। କିନ୍ତୁ ରୋହିତ ଶର୍ମାଙ୍କ…

ସମାଲୋଚକଙ୍କ ମୁହଁ ବନ୍ଦ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୫।୨: ଗତ କିଛି ମ୍ୟାଚରେ ଚୁପ ରହିବା ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଫସି ଯାଇଥିବା ଦଳ ପାଇଁ ଏକ ଉଜ୍ଜ୍ୱଳ ଶତକ ସ୍କୋର କରିଛନ୍ତି।…

ବିରାଟ କୋହଲି ମୋବାଇଲରେ ବିତାନ୍ତି ଏତେ ଟାଇମ୍‌, ଫେଭୋରାଇଟ୍‌ ଆପ୍‌ ହେଉଛି…

ଭାରତର ଲୋକପ୍ରିୟ କ୍ରିକେଟର ବିରାଟ କୋହଲି ନିଜ ଫୋନର ଫେଭୋରାଇଟ ଆପ୍ସ ବିଷୟରେ ଖୁଲାସା କରିଛନ୍ତି। ଏକ ଭାଇରାଲ ଭିଡିଓରେ କୋହଲି ମୋବାଇଲରେ ତାଙ୍କର ଫେଭୋରାଇଟ ଆପ୍‌ କେଉଁଟି ଓ ସେ କେତେଘଣ୍ଟା ମୋବାଇଲରେ ବିତାନ୍ତି ସେ ସମ୍ପର୍କରେ କହିଛନ୍ତି। ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?