ଖେଳ

ସେଞ୍ଚୁରିଅନ ଟେଷ୍ଟରେ ହାରିବା ପରେ ମଲମ ଭଳି କାମ କରୁଛି ରୋହିତ-ବିରାଟଙ୍କ ଏହି ଭିଡିଓ

ନୂଆଦିଲ୍ଲୀ,୨୯।୧୨: ସେଞ୍ଚୁରିଅନରେ ଖେଳାଯାଇଥିବା ବକ୍ସିଂ ଡେ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତୀୟ କ୍ରିକେଟ ଦଳକୁ ୧ ଇନିଂସ ଏବଂ ୩୨ ରନରେ ପରାସ୍ତ କରିଛି। ଏହି ପରାଜୟ ସହିତ ଭାରତୀୟ ଦଳର ୩୨ବର୍ଷ ପୁରୁଣା ସ୍ବପ୍ନ ମଧ୍ୟ ଭାଙ୍ଗିଗଲା। କିନ୍ତୁ, ଏହି…

ପାକିସ୍ତାନ ଚିତ୍‌ପଟାଙ୍ଗ୍‌: ବକ୍ସିଂ ଡେ’ ଟେଷ୍ଟ ହାତେଇଲା ଅଷ୍ଟ୍ରେଲିଆ

ମେଲବୋର୍ନ,୨୯।୧୨: ମେଲବୋର୍ନରେ ଖେଳାଯାଇଥିବା ରୋମାଞ୍ଚକର ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୭୯ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ପାକିସ୍ତାନର ୩୧୭ ରନ ଲକ୍ଷ୍ୟ ଥିଲା, ଏହାର ଜବାବରେ ଦଳ ଚତୁର୍ଥ ଦିନରେ ୨୩୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସରେ…

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ହାରିବା ପରେ ଟିମ ଇଣ୍ଡିଆକୁ ଝଟକା, ଆଇସିସି ଲଗାଇଲା ଜରିମାନା

ନୂଆଦିଲ୍ଲୀ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାଜୟର ସାମ୍ନା କରିଛି। ଏହି ପରାଜୟ ପରେ ଟିମ ଇଣ୍ଡିଆକୁ ଆଉ ଏକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଆଇସିସି ଭାରତୀୟ ଦଳ ଉପରେ ଜରିମାନା ଲଗାଇଛି। ଟିମ…

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଟିମ୍ ସହିତ ସାମିଲ ହେଲେ ଆବେଶ ଖାନ

ମୁମ୍ବାଇ, ୨୯ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଲଜ୍ଜାଜନକ ଇନିଂସ ପରାଜୟର ସାମ୍ନା କରିଛି। ଅନ୍ୟପଟେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ସାମୀଙ୍କ ବଦଳରେ ଭାରତୀୟ ଦଳ ସହିତ ସାମିଲ ହୋଇଛନ୍ତି ଦ୍ରୁତ ବୋଲର…

ଟେଷ୍ଟରେ ଶୁବମାନ ଗିଲ୍‌ଙ୍କ ପ୍ରଦର୍ଶନ ବଢାଇପାରେ ଟିମ ଇଣ୍ଡିଆର ଟେନସନ୍‌

ନୂଆଦିଲ୍ଲୀ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ମ୍ୟାଚରେ ଶୁବମାନ ଗିଲ କିଛି ବିଶେଷ ପ୍ରଦର୍ଶନ କରିପାରି ନାହାନ୍ତି। ପ୍ରଥମ ଇନିଂସରେ ୨ ରନ୍‌ ଏବଂ ଦ୍ୱିତୀୟ ଇନିଂସରେ ୨୬…

ବିଶ୍ୱକପ୍‌ରେ ହାରିବା ପରେ ବି ଟିମ ଇଣ୍ଡିଆର ରହିଛି ଭଲ ରେକର୍ଡ

ନୂଆଦିଲ୍ଲୀ,୨୯।୧୨: ବିଶ୍ୱକପ୍‌ ୨୦୨୩ର ଫାଇନାଲରେ ଟିମ ଇଣ୍ଡିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଇନାଲ ମ୍ୟାଚକୁ ଛାଡି ଦେଲେ ଏହି ବିଶ୍ୱକପ୍‌ ଭାରତ ପାଇଁ ବହୁତ ଭଲ ଥିଲା। ସେମିଫାଇନାଲ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ପ୍ରତ୍ୟେକ ମ୍ୟାଚ ଜିତିଛି। ରୋହିତ ଶର୍ମାଙ୍କ…

ଟିମ ଇଣ୍ଡିଆ ପାଇଁ ଏହି ବର୍ଷ ସର୍ବାଧିକ ଉଇକେଟ୍‌ ନେଇଛନ୍ତି ଜାଡେଜା, ଶ୍ରେଷ୍ଠ ୩ରେ କିଏ କିଏ ସାମିଲ ଜାଣନ୍ତୁ …

ନୂଆଦିଲ୍ଲୀ,୨୯।୧୨: ଟିମ ଇଣ୍ଡିଆ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରବିନ୍ଦ୍ର ଜାଡେଜା ଭଲ ପ୍ରଦର୍ଶନ କରିଛନ୍ତି। ଜାଡେଜା ବୋଲିଂ କରିବା ସହ ବ୍ୟାଟିଂରେ ମଧ୍ୟ ଅବଦାନ ରହିଛି। ୨୦୨୩ ବର୍ଷ ତାଙ୍କ ପାଇଁ ବହୁତ ଭଲ ଥିଲା । ୨୦୨୩ରେ ଜାଡେଜା…

ଗୋଟିଏ ବର୍ଷରେ କମାଲ୍‌ କରିଦେଲେ ରିଙ୍କୁ ସିଂ

ନୂଆଦିଲ୍ଲୀ,୨୯।୧୨: ଚଳିତ ବର୍ଷ କିଛି ଆକର୍ଷଣୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଏଥିରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାର କରି ବିଶ୍ୱର କିଛି ବଛାବଛା କ୍ରିକେଟର୍‌ଙ୍କୁ ନେଇ ଟି-୨୦ ପ୍ଲେଇଙ୍ଗ-୧୧ ଚୟନ କରାଯାଇଥିଲା।…

ଲାଇଭ୍‌ ମ୍ୟାଚ୍‌ ସମୟରେ ଷ୍ଟାଡିୟମରେ ରୋମାନ୍ସ କରୁଥିଲେ ପ୍ରେମୀଯୁଗଳ; ପଡ଼ିଗଲା କ୍ୟାମେରା…ଆଉ ତା’ପରେ ଘଟିଲା

ମେଲବୋର୍ନ,୨୯।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମେଲବୋର୍ନରେ ଖେଳାଯାଉଛି। ଏହି ମ୍ୟାଚ ସମୟରେ ଏପରି ଏକ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା, ଯେଉଁଥିପାଇଁ ଷ୍ଟାଣ୍ଡରେ ଉପସ୍ଥିତ ଥିବା ଏକ ପ୍ରେମୀଯୁଗଳ ଭୟଭୀତ ହୋଇଥିଲେ। ଭୁଲ କ୍ୟାମେରା ଆଙ୍ଗେଲ୍‌ ଯୋଗୁ…

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକାର ବଢିଲା ସମସ୍ୟା: ଅଧିନାୟକ ପଡ଼ିଲେ ବାଦ୍‌

ସେଞ୍ଚୁରିଅନ୍‌,୨୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ମ୍ୟାଚ ଟେଷ୍ଟ ସିରିଜ ଖେଳାଯାଉଛି। ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେଞ୍ଚୁରିଅନରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଗୋଟିଏ ଇନିଂସ ଏବଂ ୩୨ ରନରେ…

ଶୋଚନୀୟ ପରାଜୟ ପରେ ଭାରତକୁ ଲାଗିଲା ବଡ଼ ଝଟ୍‌କା

ସେଞ୍ଚୁରିଅନ୍‌,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ଦକ୍ଷିଣ ଆଫ୍ରିକା ଟିମ ଇଣ୍ଡିଆକୁ ଗୋଟିଏ ଇନିଂସ ଏବଂ ୩୨ ରନରେ ପରାସ୍ତ କରିଛି। ତେବେ ଏହି ପରାଜୟ ପରେ ଭାରତୀୟ…

ଲଜ୍ଜାଜନକ ପରାଜୟ ପରେ ଅଜବ ଯୁକ୍ତି କଲେ ରୋହିତ ଶର୍ମା

ସେଞ୍ଚୁରିଅନ୍‌,୨୯।୧୨: ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଗୋଟିଏ ଇନିଂସ ଏବଂ ୩୨ ରନ୍‌ରେ ପରାଜୟ ହାସଲ କରିଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ସମ୍ପୂର୍ଣ୍ଣ ଫ୍ଲପ ନଜର ଆସିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri