ଖେଳ

ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ତୃତୀୟ ଭାରତୀୟ କ୍ରିକେଟର୍‌ ଭାବେ…

ରାଜକୋଟ,୧୮।୨: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ବୀ ଜୟସ୍ବାଲଙ୍କ ଚମତ୍କାର ଫର୍ମ ଜାରି ରହିଛି। ସେ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ରେ ଦ୍ୱିଶତକ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ଯଶାସଭି ଅପରାଜିତ ୨୧୪ ରନ ସଂଗ୍ରହ କରିଥିଲେ। ସରଫରାଜ ଖାନ…

ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଲହରୀ

ନୂଆଦିଲ୍ଲୀ,୧୮।୨: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାଇକ ପ୍ରୋକ୍ଟରଙ୍କ ପରଲୋକ ଘଟିଛି। ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ୭୭ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ କ୍ରିକେଟ କ୍ୟାରିୟର ପରେ ମାଇକ ପ୍ରୋକ୍ଟର ମଧ୍ୟ ଜଣେ କୋଚ ଥିଲେ। ଏନେଇ ସୂଚନା…

ପୁଣି ଇତିହାସ ରଚିଲେ ଜୟସ୍ବାଲ: ରାଜକୋଟ ଟେଷ୍ଟରେ ଧୂଆଁଧାର ଦ୍ୱିଶତକ,ଭାଙ୍ଗିଲେ ସିଦ୍ଧୁ-ମୟଙ୍କଙ୍କ ରେକର୍ଡ…

ରାଜକୋଟ,୧୮।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଜକୋଟରେ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତର ଓପନର୍‌ ବ୍ୟାଟ୍ସମ୍ୟାନ ଯଶସୱୀ ଜୟସ୍ବାଲ ପୁଣି ଥରେ ଚମତ୍କାର କରିଛନ୍ତି। ଇତିହାସ ରଛିବା ସହିତ ସେ ପୁଣି ଥରେ ଦ୍ୱିଶତକ ହାସଲ କରିଛନ୍ତି।…

ରଣଜୀ ଟ୍ରଫି ନ ଖେଳିଲେ ଗମ୍ଭୀର ପରିଣାମ

ନୂଆଦିଲ୍ଲୀ,୧୮।୨ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ଖେଳାଳିଙ୍କୁ ଚେତାବନୀ ଦେଇଛି। ଚଳିତ ରଣଜୀ ଟ୍ରଫି ସିଜନରେ ଖେଳୁ ନଥୁବା ଖେଳାଳିଙ୍କୁ ଗମ୍ଭୀର ପରିଣାମର ସମ୍ମୁଖୀନ ହେବାକୁ ପଡିବ ବୋଲି ବୋର୍ଡ ତରଫରୁ ସତର୍କ…

ମହିଳା ପ୍ରୋ ଲିଗ୍‌: ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଘରୋଇ ମାଟିରେ ପ୍ରଥମ

ରାଉରକେଲା,୧୭।୨(ଦିନେଶ ମିଶ୍ର): ମହିଳା ପ୍ରୋ ଲିଗ୍‌ ହକିରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚଳିତ ସିଜନର ଦ୍ୱିତୀୟ ବିଜୟ ହାସଲ କରିଛି ଭାରତ। ଶନିବାର କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ଟିକୁ ଭାରତ ୧-୦ରେ ଜିତି ନେଇଥିଲା। ଏହା ପୂର୍ବରୁ ଭାରତ କେବଳ ଆମେରିକା ବିପକ୍ଷରେ…

ଧୂଆଁଧାର ଶତକ କରି କାହିଁକି ହଠାତ ପଡ଼ିଆରୁ ପାଭିଲିୟନ ଫେରିଲେ ଜୟସ୍ବାଲ…

ରାଜକୋଟ,୧୭।୨ : ଇଂଲଣ୍ଡ ବିପକ୍ଷରେ ରାଜକୋଟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ କ୍ରିକେଟ ଦଳର ଉଦୀୟମାନ ତାରକା ତଥା ଓପନର୍‌ ବ୍ୟାଟ୍ସମ୍ୟାନ ଯଶାସୀ ଜୟସ୍ବାଲ ଏକ ଧୂଆଁଧାର ଶତକ ହାସଲ କରିଛନ୍ତି। ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଜୟସ୍ବାଲ ୧୨୨ବଲରେ ଶତକ…

ଜଣାପଡ଼ିଲା ଅଶ୍ୱିନ ଟେଷ୍ଟ ଅଧାରୁ ବାହାରିଯିବାର ପ୍ରକୃତ କାରଣ

ରାଜକୋଟ,୧୭।୨: ଭାରତୀୟ ଟିମ୍‌ର ବରିଷ୍ଠ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ ଶୁକ୍ରବାର ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ୫୦୦ ଉଇକେଟ ନେଇ ବଡ଼ ଉପଲବ୍ଧି ହାସଲ କରିଥିଲେ। ହେଲେ ବିଳମ୍ବିତ ରାତିରେ ହଠାତ୍‌ ପାରିବାରିକ କାରଣରୁ ଟେଷ୍ଟରୁ ଓହରିଯାଇଥିବା ବିସିସିଆଇ ସୂଚନା ଦେଇଥିଲା…

ଷ୍ଟାର କ୍ରିକେଟରଙ୍କୁ ବିସିସିଆଇର ବଡ଼ ଝଟକା: ଚିନ୍ତାରେ ପାଣ୍ଡ୍ୟା-ଆୟର-ଇଶାନ…

କୋଲକାତା,୧୭।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଜକୋଟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ୫ ମ୍ୟାଚ ଟେଷ୍ଟ ସିରିଜର ଏହା ହେଉଛି ତୃତୀୟ ମ୍ୟାଚ। ଏପର୍ଯ୍ୟନ୍ତ ଏହି ସିରିଜ ୧-୧ରେ ଚାଲିଛି। ଏଭଳି ପରିସ୍ଥିତିରେ ରାଜକୋଟ ଟେଷ୍ଟରେ କେଉଁ ଦଳ ଜିତିବ,…

ରାଜକୋଟ ଟେଷ୍ଟର ତୃତୀୟ ଦିନରେ କଳାପଟି ବାନ୍ଧି ପଡିଆକୁ ଓହ୍ଲାଇଲା ଟିମ ଇଣ୍ଡିଆ, କ’ଣ ଏହାର କାରଣ? ବିସିସିଆଇ ଦେଲା ସୂଚନା

ନୂଆଦିଲ୍ଲୀ,୧୭।୨: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ତୃତୀୟ ମ୍ୟାଚ ରାଜକୋଟରେ ଖେଳାଯାଉଛି। ମ୍ୟାଚର ତୃତୀୟ ଦିନରେ ଭାରତୀୟ ଦଳର ଖେଳାଳିମାନେ ବାହୁରେ କଳା ପଟି ପିନ୍ଧି ଖେଳିବାକୁ ଆସିଥିଲେ। ଅଧିନାୟକ ରୋହିତ…

ଭାରତର ସମ୍ମାନ ରଖିଲା ଗୁରଜନ୍ତଙ୍କ ଗୋଲ

ଭୁବନେଶ୍ୱର, ୧୭।୨(ତପନ ସ୍ବାଇଁ): ଶେଷ କ୍ଷଣରେ ଗୁରଜନ୍ତ ସିଂଙ୍କ ଫିଲ୍ଡ ଗୋଲ ଭାରତର ସମ୍ମାନ ରଖିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ ମ୍ୟାଚରେ ଭାରତ ୧-୦ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଫଳରେ ୪ ମ୍ୟାଚରୁ…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ନିଷ୍ପତ୍ତି ନେଲା ବିସିସିଆଇ, ଆଇପିଏଲ ଫ୍ରାଞ୍ଚାଇଜ୍‌ଙ୍କୁ ଦେଲା ଏହି ଚେତାବନୀ

ନୂଆଦିଲ୍ଲୀ,୧୭।୨: ଆଗାମୀ କିଛି ମାସ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଏହି ସିରିଜ ପରେ ଭାରତୀୟ ଖେଳାଳିମାନେ ଆସନ୍ତା ୩ମାସ ପାଇଁ ବିଶ୍ୱର…

ତୃତୀୟ ଟେଷ୍ଟରୁ ହଠାତ୍‌ ବାହାରିଗଲେ ରବିଚନ୍ଦ୍ରନ ଅଶ୍ୱିନ

ରାଜକୋଟ,୧୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରୁ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବାଦ ଦିଆଯାଇଛି। ବ୍ୟକ୍ତିଗତ କାରଣରୁ ସେ ରାଜକୋଟରେ ଚାଲିଥିବା ପ୍ରତିଯୋଗିତାରୁ ନିଜ ନାମ ପ୍ରତ୍ୟାହାର କରି ନେଇଛନ୍ତି। ସେ ଆଉ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?