ଭୂତ ଡରରେ ହୋଟେଲ ଛାଡିବାକୁ ବାଧ୍ୟ ହୋଇଥିଲେ ଟିମ୍ ଇଣ୍ଡିଆର ଏହି ଖେଳାଳୀ, ବଖାଣିଲେ ଭୟାନକ ଅନୁଭବ
ନୂଆଦିଲ୍ଲୀ,୧୬।୨: ଭୂତଙ୍କ ଅସ୍ତିତ୍ୱକୁ ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଏହି ଦ୍ୱନ୍ଦ ଭିତରେ କେତେ ଲୋକ ଏହାକୁ ମୂର୍ଖାମୀ ଲୋକେ ବିଶ୍ବାସ କରନ୍ତି। କିନ୍ତୁ ଏପରି ଏକ ସତ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ଯାହାକୁ ପଢ଼ି ଆପଣଙ୍କ…
ଅଶ୍ୱିନ କହିଲେ ‘ମୁଁ ଦାୟୀ’
ରାଜକୋଟ୍, ୧୬ା୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭାରତକୁ ୫ ରନ ପେନାଲ୍ଟି ହୋଇଥିଲା। ଏଭଳି ଘଟଣାକୁ ନେଇ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି। ଆଇସିସିର ନିୟମାନୁଯାୟୀ ପିଚ୍ର ମଧ୍ୟଭାଗରେ ଦୌଡ଼ିଥିବାକୁ ନେଇ ବିବାଦ…
ଭାରତୀୟ ବୋଲର୍ଙ୍କ ବଲ୍ ମାଡ଼ ଖାଉଥିବା ବେଳେ ହସୁଥିଲେ ରୋହିତ ଶର୍ମା, ରାଜକୋଟ ଟେଷ୍ଟରେ ଅଜବ ଦୃଶ୍ୟ
ରାଜକୋଟ,୧୬।୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ଚମତ୍କାର ବ୍ୟାଟିଂ କରି ୪୪୫ ରନ ସ୍କୋର କରିଥିଲା। କ୍ୟାପଟେନ ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଚମତ୍କାର ଶତକ ହାସଲ କରିଥିଲେ। କିନ୍ତୁ ଏହା ପରେ…
ତୃତୀୟ ଟେଷ୍ଟରେ ଭାରତକୁ ୫ ରନ୍ର ପେନାଲ୍ଟି
ରାଜକୋଟ୍,୧୬ା୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ କ୍ରିକେଟରେ ଶୁକ୍ରବାର ଭାରତକୁ ୫ ରନ୍ର ପେନାଲ୍ଟି ହୋଇଛି। ମ୍ୟାଚ ସମୟରେ ଭାରତୀୟ ବ୍ୟାଟର ଦୁଇ ଥର ପିଚ୍ ମଧ୍ୟ ଭାଗରେ ଦୌଡ଼ି ଥିବାରୁ ଏହି ଦଣ୍ଡବିଧାନ କରାଯାଇଛି। ଏହି ପେନାଲ୍ଟିର ଅର୍ଥ ଇଂଲଣ୍ଡ…
ରାଜକୋଟ ଟେଷ୍ଟରେ ଇତିହାସ ରଚିଦେଲେ ଅଶ୍ୱିନ
ରାଜକୋଟ,୧୬।୨: ଇତିହାସ ରଚିଛନ୍ତି ଭାରତର ଭେଟେରାନ୍ ସ୍ପିନର ରବଚିନ୍ଦ୍ରନ ଅଶ୍ୱିନ। ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ସେ ୫୦୦ ଉଇକେଟ ପୂରଣ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜ୍ୟାକ୍ କ୍ରାଉଲୀଙ୍କୁ ଆଉଟ କରିବା ପରେ…
ଯୁବରାଜ ସିଂଙ୍କ ମା’ଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି
ନୂଆଦିଲ୍ଲୀ,୧୬।୨: ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ଯୁବରାଜ ସିଂଙ୍କ ମା’ ଶବନମ ସିଂଙ୍କ ଘରେ ଚୋରି ହୋଇଛି। ଯଦିଓ ଏହି ମାମଲା ୬ମାସ ପୁରୁଣା, କିନ୍ତୁ ଶବନମ ସିଂ ବର୍ତ୍ତମାନ ପୋଲିସ ନିକଟକୁ ଯାଇ ମାମଲା ରୁଜୁ କରିଛନ୍ତି ବା ଏଫଆଇଆର…
ହଠାତ୍ ରେଡ-ବଲ କ୍ରିକେଟକୁ ଅଲବିଦା କହିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୧୬।୨: ରଣଜୀ ଟ୍ରଫି ୨୦୨୩-୨୪ ସିଜନ ପରେ ସେ ରେଡ-ବଲ କ୍ରିକେଟରୁ ବିଦାୟ ନେବେ ବୋଲି ଭାରତୀୟ ଦ୍ରୁତ ବୋଲର ବରୁଣ ଆରୋନ ଘୋଷଣା କରିଛନ୍ତି। ସେ ବର୍ତ୍ତମାନ କେବଳ ଦିନିକିଆ ଏବଂ ଟି୨୦ ପରି ଧଳା ବଲ କ୍ରିକେଟ ଉପରେ…
ବଡ଼ ହୃଦୟ ଦେଖାଇଲେ ଆନନ୍ଦ ମହିନ୍ଦ୍ରା: ସରଫରାଜଙ୍କ ପିତାଙ୍କୁ ଉପହାରରେ ଦେବେ ଏହି ଗାଡି
ନୂଆଦିଲ୍ଲୀ,୧୬।୨: ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ମୁମ୍ବାଇର ସରଫରାଜ ଖାନ ଡେବ୍ୟୁ କରିଥିଲେ। ସେ ରାଜକୋଟରେ ପ୍ରଥମ ଇନିଂସରେ ୬୨ ରନ ସଂଗ୍ରହ କରିଥିଲେ। ୨୬ ବର୍ଷୀୟ ସରଫରାଜ ୨୦୧୩ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ,…
ଡେବ୍ୟୁ ମ୍ୟାଚ୍ରେ ସରଫରାଜଙ୍କ ପରେ ଧ୍ରୁବ୍ ଜୁରେଲ ବି ଚମକିଲେ: ଭାରତ ୪୪୫ ଅଲଆଉଟ୍
ରାଜକୋଟ,୧୬।୨: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଭାରତର ପ୍ରଥମ ଇନିଂସ ୪୪୫ ରନରେ ଶେଷ ହୋଇଥିଲା। ଆଜି ଭାରତ ପାଞ୍ଚ ୱିକେଟ ପାଇଁ ୩୨୬ ରନ ଖେଳିବା ଆରମ୍ଭ…
ନିର୍ଦ୍ଦେଶ ସତ୍ତ୍ୱେ ରଣଜୀ ମୁକାବିଲା ଖେଳୁନାହାନ୍ତି ଇଶାନ, ବିସିସିଆଇ ନେବ ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୧୬।୨: ଇଶାନ କିଷନ ପୁଣି ଥରେ ଘରୋଇ କ୍ରିକେଟ ଖେଳବାରୁ ଦୂରରେ ଅଛନ୍ତି। ଶୁକ୍ରବାର ଆରମ୍ଭ ହୋଇଥିବା ଝାଡଖଣ୍ଡ ବନାମ ରାଜସ୍ଥାନ ରଣଜୀ ମ୍ୟାଚରେ ସେ ତାଙ୍କ ରାଜ୍ୟ ଦଳ ପାଇଁ ମଇଦାନକୁ ଓହ୍ଲାଇଛନ୍ତି। କୁହାଯାଉଛି ଯେ, ବିସିସିଆଇର ନିର୍ଦ୍ଦେଶ ପରେ…
ମୋ ବାପା ବି ଭାରତ ପାଇଁ ଖେଳିବାକୁ ଚାହୁଁଥିଲେ….ଚମତ୍କାର ଡେବ୍ୟୁ ପରେ ମୁହଁ ଖୋଲିଲେ ସରଫରାଜ
ନୂଆଦିଲ୍ଲୀ,୧୬।୨: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ସରଫରାଜ ଖାନ ନିଜ କ୍ରିକେଟ୍ କ୍ୟାରିୟର୍କୁ ନେଇ ଅନେକ ଖୁଲାସା କରିଛନ୍ତି। ସେ ମାତ୍ର ୬ ବର୍ଷ ବୟସରେ ନିଜର କ୍ରିକେଟ ଯାତ୍ରା ଆରମ୍ଭ କରିଥିଲେ। ଆରମ୍ଭରୁ ସେ ତାଙ୍କ ପିତାଙ୍କ ପରି…
ଯିଏ ଦେଲେ ଟେଷ୍ଟ ଡେବ୍ୟୁ କ୍ୟାପ୍, ତାଙ୍କ ରେକର୍ଡର ସମକକ୍ଷ ହେଲେ ସରଫରାଜ
ରାଜକୋଟ,୧୬।୨: ଷ୍ଟାର ଯୁବ ବ୍ୟାଟ୍ସମ୍ୟାନ ସରଫରାଜ ଖାନ ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଚମତ୍କାର ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ମ୍ୟାଚ୍ର ପ୍ରଥମ ଇନିଂସରେ ସରଫରାଜ ଖାନ ୬୨ ରନ୍ର ଦ୍ରୁତ ଅର୍ଦ୍ଧଶତକ କରିଥିଲେ। ଡେବ୍ୟୁ ମ୍ୟାଚରେ ଏହି ଯୁବ ବ୍ୟାଟ୍ସମ୍ୟାନ ଜବରଦସ୍ତ…

