ଖେଳ

ଯଶସ୍ବୀ ନୁହନ୍ତି, ଏହି ଖେଳାଳି ହେଉଛନ୍ତି ଜଣେ ଉଦୀୟମାନ କ୍ରିକେଟର: ଗାଙ୍ଗୁଲି

ରାଜକୋଟ,୨୦।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ରାଜକୋଟ ଟେଷ୍ଟ ଅନେକ କାରଣରୁ ସ୍ମରଣୀୟ ହୋଇ ରହିବ। ମ୍ୟାଚ୍‌ରେ ୫୦୦ ଉଇକେଟର ମାଇଲଷ୍ଟୋନ ହାସଲ କରିଥିଲେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଯଶସ୍ବୀ ଜୟସ୍ବାଲ ଲଗାତର ଦ୍ୱିଶତକ ମାରିବାର ଉପଲବ୍ଧି ହାସଲ…

IPL 2024: ଏହି ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍‌, ଅଧ୍ୟକ୍ଷ ଦେଲେ ସୂଚନା…

ନୂଆଦିଲ୍ଲୀ,୨୦।୨: ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ । ଲୋକ ସଭା ନିର୍ବାଚନ ଥିବା ସତ୍ତ୍ୱେ ଏହାର ଆୟୋଜନ ଦେଶରେ ହେବ ବୋଲି ମଙ୍ଗଳବାର ଆଇପିଏଲ୍‌ ଅଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି। ତେବେ ଏନେଇ ବିଧିବଦ୍ଧ ଘୋଷଣାକୁ…

ପୁଣି ୩ ଫର୍ମାଟରେ ନମ୍ବର-୧ ମୁକୁଟ ପିନ୍ଧିବାକୁ ଯାଉଛି ଭାରତ: ଅପଡେଟ୍‌କୁ ଅପେକ୍ଷା

ନୂଆଦିଲ୍ଲୀ,୨୦।୧: ଭାରତୀୟ କ୍ରିକେଟ ଦଳ ପୁଣି ଥରେ ତିନୋଟି ଫର୍ମାଟରେ ବିଶ୍ୱର ଏକ ନମ୍ବର ଦଳ ହେବାକୁ ଯାଉଛି। ଟିମ ଇଣ୍ଡିଆ ପୂର୍ବରୁ ଦିନିକିଆ ଏବଂ ଅନ୍ତର୍ଜାତୀୟ ଟି-୨୦ରେ ଏକ ନମ୍ବରରେ ଅଛି।ବର୍ତ୍ତମାନ ଭାରତୀୟ ଦଳ ମଧ୍ୟ ଟେଷ୍ଟରେ ନମ୍ବର-୧ ହେବାକୁ…

ପରାଜୟ ସହ ଓଡ଼ିଶା ଅଭିଯାନ ଶେଷ

ଭୁବନେଶ୍ୱର, ୨୦।୨(ତପନ ସ୍ବାଇଁ): ପ୍ରଦର୍ଶନରେ ସ୍ଥିରତାର ଅଭାବ ଏବଂ ବିଭିନ୍ନ ସମୟରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓଡ଼ିଶା ପାଇଁ ମହଙ୍ଗା ପଡ଼ିଛି। ଚଳିତ ରଣ୍‌ଜୀ ଟ୍ରଫି ସିଜନରେ କ୍ରମାଗତ ଦ୍ୱିତୀୟ ଓ ୪ର୍ଥ ପରାଜୟ ଲଭିଛି ଶାନ୍ତନୁ ମିଶ୍ରଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳ।…

ମୁଁ ଧୋନୀଙ୍କୁ ପଚାରିବାକୁ ଚାହେଁ, ଶତକ ମାରିବା ପରେ ବି ମୋତେ କାହିଁକି ବାଦ୍‌ ଦିଆଗଲା:ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୨୦।୨: ଭାରତୀୟ କ୍ରିକେଟ ଦଳର କ୍ୟାପ ପାଇବା ଦେଶର ଯେକୌଣସି ଖେଳାଳିଙ୍କ ପାଇଁ ସବୁଠାରୁ ବଡ ସ୍ବପ୍ନ। ତେବେ ଭାରତୀୟ ଦଳ ପାଇଁ ଖେଳିବା ଯେତିକି କଷ୍ଟସାଧ୍ୟ, ଦଳରେ ସ୍ଥାନ ବଜାୟ ରଖିବା ମଧ୍ୟ କଷ୍ଟସାଧ୍ୟ। ଅନେକ କ୍ରିକେଟର ଏହା କରିଛନ୍ତି…

ବିସିସିଆଇକୁ ପୁଣି ନାଲିଆଖି ଦେଖାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୨: ନିକଟରେ କ୍ରିକେଟକୁ ବିଦାୟ ଦେଇଥିବା ମନୋଜ ତିୱାରୀ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି କରିଥିଲେ। ମନୋଜ ତାଙ୍କ ପୋଷ୍ଟରେ ରଣଜୀ ଟ୍ରଫି ବନ୍ଦ କରିବାକୁ ବିସିସିଆଇକୁ ପରାମର୍ଶ ଦେଇଛନ୍ତି। ଏହା ପରେ ବୋର୍ଡ…

ଶାମିଙ୍କ ସହ ସାନିଆଙ୍କ ବିବାହ ଫଟୋ ଭାଇରାଲ, ଜାଣନ୍ତୁ ଏହା ପଛର ସତ୍ୟତା…

ନୂଆଦିଲ୍ଲୀ,୨୦।୨: ନିକଟରେ ଟେନିସ ତାରକା ସାନିଆ ର୍ମିଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। କିଛି ଦିନ ପରେ ଶୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିଲେ। ତେବେ ଗତ ଏକ ବର୍ଷ…

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ଖେଳିବେନି ବୁମ୍‌ରା, ସାମ୍ନାକୁ ଆସିଲା ଏହି କାରଣ

ନୂଆଦିଲ୍ଲୀ,୧୯।୨: ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଏହିପରି ଭାବେ ସିରିଜରେ ଭାରତୀୟ ଦଳ ୨-୧ରେ ଆଗରେ ରହିଛି। ଦୁଇ ଦଳ ମଧ୍ୟରେ ସିରିଜର ଚତୁର୍ଥ ଟେଷ୍ଟ ୨୩ ଫେବୃଆରୀରୁ ରାଞ୍ଚିରେ ଖେଳାଯିବ।ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି।…

ଲୋକ ସଭା ନିର୍ବାଚନ ପାଇଁ ଶୁବମନ ଗିଲଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଚଣ୍ଡିଗଡ,୧୯।୨: ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ କ୍ରିକେଟର ଶୁବମନ ଗିଲଙ୍କୁ ‘ରାଜ୍ୟ ଆଇକନ’ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ସିବିନ ସି ସୋମବାର ଏକ ବିବୃତ୍ତିରେ କହିଛନ୍ତି ଯେ ଗିଲ…

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୪ର୍ଥ ମୁକାବିଲା କେବେ, କେଉଁଠି ଖେଳାଯିବ, ଜାଣନ୍ତୁ ସବୁକିଛି…

ନୂଆଦିଲ୍ଲୀ,୧୯।୩: ରାଜକୋଟ ଟେଷ୍ଟ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏକ ରୋମାଞ୍ଚକର ମୋଡ଼ରେ ରହିଛି। ଇଂଲଣ୍ଡ ଏହି ସିରିଜର ପ୍ରଥମ ମ୍ୟାଚ ଜିତିଥିବା ବେଳେ ଟିମ ଇଣ୍ଡିଆ ପରବର୍ତ୍ତୀ ଦୁଇଟି ମ୍ୟାଚ ଜିତିଛି।…

ସ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ଜାଡେଜା: କହିଲେ, ସେ ମୋତେ…

ରାଜକୋଟ,୧୯।୨: ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର ଦିଆଯାଇଥିଲା। ସେ ଏହି ପୁରସ୍କାର ସ୍ତ୍ରୀ ରିଭାବାଙ୍କୁ ଉତ୍ସର୍ଗ କରିଛନ୍ତି। ଜାଡେଜା ଉଭୟ ବଲ ଏବଂ ବ୍ୟାଟ ସହିତ ଚମତ୍କାର…

ଅମ୍ପାୟାର କରିଛନ୍ତି ଚିଟିଂ: ମ୍ୟାଚ ହାରିବା ପରେ ଇଂଲଣ୍ଡ ଟିମ୍‌ର ଅଭିଯୋଗ…

ରାଜକୋଟ,୧୯।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ରାଜକୋଟ ଟେଷ୍ଟ ମ୍ୟାଚରେ ଭାରତ ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଛି। ଇଂଲଣ୍ଡ ବିପକ୍ଷରେ ଇତିହାସରେ ସବୁଠାରୁ ବଡ ବିଜୟ ପଞ୍ଜିକରଣ କରିଛି ଭାରତ। ଭାରତ ବିପକ୍ଷ ଦଳକୁ ୪୩୪ ରନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?