କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି କରିଥିବା ଭାମସି କ୍ରିଷ୍ଣା କିଏ ଜାଣନ୍ତି
ନୂଆଦିଲ୍ଲୀ,୨୧।୨: ସି.କେ ନାଇଡୁ ଟ୍ରଫି ଟୁର୍ନାମେଣ୍ଟରେ ଆନ୍ଧ୍ରପ୍ରଦେଶର ବ୍ୟାଟ୍ସମ୍ୟାନ ଭାମସି କ୍ରିଷ୍ଣା ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଗୋଟିଏ ଓଭରରେ ଲଗାତାର ୬ଟି ଛକା ମାରି ଇତିହାସ ସୃଷ୍ଟି କରିଥିଲେ। ଏହା ସହ ସେ ରବି ଶାସ୍ତ୍ରୀ, ଯୁବରାଜ ସିଂ ଏବଂ…
ରାଞ୍ଚି ପିଚ୍ ଦେଖି ଇଂଲଣ୍ଡ ଅଧିନାୟକଙ୍କ ମୁଣ୍ଡ ଘୂରିଲା: କହିଦେଲେ ଏମିତି କଥା
ରାଞ୍ଚି,୨୨।୨:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଏହି ସିରିଜରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳାଯାଇଛି। ସିରିଜରେ ଟିମ ଇଣ୍ଡିଆ ୨-୧ରେ ଆଗରେ ରହିଛି। ଶେଷ ମ୍ୟାଚରେ ଭାରତ ରାଜକୋଟରେ ୪୩୪ ରନ ବ୍ୟବଧାନରେ ଇଂଲଣ୍ଡକୁ…
ୟୁଏଇରେ ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଦଳ
ଦୁବାଇ,୨୨ା୨ବନ୍ଧୁତ୍ୱପୂର୍ଣ୍ଣ ତ୍ରିରାଷ୍ଟ୍ରୀୟ ସିରିଜ ପାଇଁ ୟୁଏଇରେ ପହଞ୍ଚିଛି ଭାରତୀୟ ଦୃଷ୍ଟିବାଧିତ ପୁରୁଷ କ୍ରିକେଟ ଦଳ। ଭାରତ ବ୍ୟତୀତ ପାକିସ୍ତାନ ଓ ବାଂଲାଦେଶ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ଦୃଷ୍ଟିବାଧିତ କ୍ରିକେଟକୁ ନେଇ ସଚେତନତା ସୃଷ୍ଟି କରିବା ଏହି ସିରିଜ୍ର ଳକ୍ଷ୍ୟ ରହିଛି।…
ମନୀଷାଙ୍କ ଡବଲରେ ଭାରତ ବିଜୟୀ
ଅଙ୍କାରା,୨୨ା୨(ପି.ଟି.)ତୁର୍କୀର ଆଲାନ୍ୟାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଆଲାନ୍ୟା କପ୍ ଫୁଟବଲ ଟୁର୍ନାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଉଦ୍ଘାଟନୀ ମ୍ୟାଚ୍ରେ ଦଳ ଇସ୍ତୋନିଆକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ମନୀଷା କଲ୍ୟାଣ ଡବଲ୍ ଗୋଲ କରି ବିଜୟରେ ମୁଖ୍ୟ…
କିଟ୍ ଚାମ୍ପିୟନ, ସମ୍ବଲପୁର ରନରଅପ୍
ଭୁବନେଶ୍ୱର, ୨୨।୨(ତପନ ସ୍ବାଇଁ)କିଟ୍ କ୍ରିକେଟ ଷ୍ଟାଡିୟମରେ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ (ପୁରୁଷ) ଟୁର୍ନାମେଣ୍ଟ ବୁଧବାର ଶେଷ ହୋଇଛି। ଆସୋସିଏଶନ ଅଫ୍ ଇଣ୍ଡିଆନ ୟୁନିଭର୍ସିଟିଜ୍ ସହଯୋଗରେ କିଟ୍ ଓ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ…
ଭାଜପାରେ ଯୋଗଦେବେ ଯୁବରାଜ! ଏହି ଆସନରୁ ଲଢିପାରନ୍ତି
ନୂଆଦିଲ୍ଲୀ,୨୨।୨:ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ରାଜନୀତିରେ ଗତ କିଛି ଦିନ ହେବ ଚର୍ଚ୍ଚାର ବଜାର ଗରମ ହୋଇଛି। ଅନେକ ନେତାଙ୍କ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ଯୋଗଦେବାର ଖବର ମଧ୍ୟ ରହିଛି। ଏହା ପୂର୍ବରୁ ପଞ୍ଜାବ କଂଗ୍ରେସର ପୂର୍ବତନ…
ମୁମ୍ବାଇରେ ୫ କୋଟି ଟଙ୍କାରେ ଆପାର୍ଟମେଣ୍ଟ କିଣିଲେ ଜଶସ୍ବୀ ଜୈସ୍ବାଲ: ରିପୋର୍ଟ
ନୂଆଦିଲ୍ଲୀ,୨୧।୨: ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ପରେ ଚର୍ଚ୍ଚାରେ ରହିଛନ୍ତି ଭାରତର ଯୁବ ବ୍ୟାଟର ଜଶସ୍ବୀ ଜୈସ୍ବାଲ। ଟେଷ୍ଟଠାରୁ ଆରମ୍ଭ କରି ଟି୨୦ ରେ ନିଜର ପ୍ରତିଭା ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି। ଟେଷ୍ଟ ପଦାର୍ପଣରେ ଶତକ ହାସଲ କରିବା…
ବିରାଟ ବାପା ହେବା ପରେ ‘ଜୁନିଅର କୋହଲି’ଙ୍କ ନାମରେ ଖୋଲିଲା ମାଳ ମାଳ ଫେକ୍ ଆକାଉଣ୍ଟ, ଟ୍ରେଣ୍ଡ କରୁଛି…
ନୂଆଦିଲ୍ଲୀ,୨୧।୨: ପୁଣିଥରେ ବାପା ହୋଇଛନ୍ତି ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ବିରାଟ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଥିଲେ। ଏପରିକି ସେ ପୁଅଙ୍କ…
‘ପାକିସ୍ତାନ କ୍ରିକେଟକୁ ବର୍ବାଦ କରିଛନ୍ତି ବାବର’
ଇସଲାମାବାଦ,୨୧।୨: ପାକିସ୍ତାନ କ୍ରିକେଟକୁ ବରବାଦ କରିଛନ୍ତି ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ବାବର ଆଜମ। ଯେବେ ସେ ଅଧିନାୟକ ଥିଲେ, ସେତେବେଳେ ଏକ ନିଷ୍ପତ୍ତି ନେଇଥିଲେ, ଯାହାର ପରିଣାମ ଦଳ ଉପରେ ପଡ଼ିଥିଲା। ଏସିଆ କପ୍ ଏବଂ ଭାରତରେ ଖେଳାଯାଇଥିବା ଦିନିକିଆ…
ଦେଢ଼ ବର୍ଷ ପରେ ପନ୍ତଙ୍କ ଝଡ଼, ଟି୨୦ ମ୍ୟାଚ୍ରେ କଲେ ଚୌକା ଛକା ବର୍ଷା; ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୨୧।୨: ଭାରତୀୟ ଟିମ୍ର ଷ୍ଟାର ଉଇକେଟକିପର ଋଷଭ ପନ୍ତ କ୍ରିକେଟ ମଇଦାନକୁ ଫେରିଛନ୍ତି। ପନ୍ତ ଲଗାତର ଭାବେ ନିଜର ଫିଟ୍ନେସ୍ ସହ ଜଡ଼ିତ ଭିଡିଓ ଇନ୍ଷ୍ଟାଗ୍ରାମରେ ଶେୟାର କରୁଛନ୍ତି। ଏହି କ୍ରମରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପନ୍ତ…
ଗୋଟିଏ ଓଭରରେ ଲଗାତର ୬ ଛକା, ଯୁବରାଜଙ୍କ ଭଳି କାରନାମା କରି ଚର୍ଚ୍ଚାରେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟର ଆଗାମୀ ପିଢ଼ିର ବ୍ୟାଟ୍ସମ୍ୟାନ୍ ଆକ୍ରାମକ ଶୈଳୀରେ ବ୍ୟାଟିଂ କରୁଥିବା ଦେଖାଯାଉଛି। ନିକଟରେ ଟେଷ୍ଟ କ୍ରିକେଟରେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଏବଂ ସରଫରାଜ ଖାନ୍ଙ୍କ ଭଳି ବ୍ୟାଟର୍ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ସେହିଭଳି ଘରୋଇ କ୍ରିକେଟରେ…
ଡେଭିଡ୍ ଝଡରେ ଉଡିଗଲା ନ୍ୟୁଜିଲାଣ୍ଡ ଟିମ୍
ସିଡନୀ,୨୧।୨: ଶେଷ ୩ ବଲରେ ଅଷ୍ଟ୍ରେଲିଆକୁ ୧୨ ରନ ସ୍କୋର କରିବାର ଥିଲା। ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ଆଶା ବୋଲର ଟିମ ସାଉଥୀଙ୍କ ଉପରେ ଥିଲା। ଏଥି ସହିତ କଙ୍ଗାରୁକୁ ବିଜୟକୁ ନେବା ଦାୟିତ୍ୱ ଟିମ ଡେଭିଡଙ୍କ ଉପରେ ଥିଲା। ଟିମ ସାଉଥୀଙ୍କ…

