ଖେଳ

ରାଞ୍ଚି ଟେଷ୍ଟରେ ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ

ରାଞ୍ଚି,୨୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ଆସିଛି।…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଆକାଶ ଦୀପଙ୍କୁ ମିଳିଲା ଡେବ୍ୟୁ ସୁଯୋଗ, କ୍ୟାପ୍‌ ଦେଲେ କୋଚ

ରାଞ୍ଚି, ୨୩।୨: ରାଞ୍ଚିରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ମାଧ୍ୟମରେ ଆକାଶ ଦୀପ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ଭାରତୀୟ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଆକାଶ ଦୀପଙ୍କୁ ଡେବ୍ୟୁ ଟେଷ୍ଟ କ୍ୟାପ୍‌ ଦେଇଛନ୍ତି। ଜସପ୍ରୀତ…

ପନ୍ତଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏହି ଦିନ ପଡ଼ିଆକୁ ଫେରିବେ

ନୂଆଦିଲ୍ଲୀ,୨୩।୨: ଭାରତୀୟ ଦଳର ଷ୍ଟାର ଉଇକେଟ୍‌କିପର ରିଷଭ ପନ୍ତ ପ୍ରଶଂସକମାନେ ଉତ୍ସାହର ସହିତ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ, ଯାହା ପରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବୃତ୍ତିଗତ କ୍ରିକେଟକୁ ଫେରିପାରି…

ବାର୍ସିଲୋନାର ଏହି ଷ୍ଟାର ଫୁଟ୍‌ବଲରଙ୍କୁ ୪ ବର୍ଷ, ୬ ମାସ ଜେଲ୍‌ ଦଣ୍ଡ

ବାର୍ସିଲୋନା,୨୨ା୨: ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବାର୍ସିଲୋନାର ଏକ କୋର୍ଟ ଗୁରୁବାର ଷ୍ଟାର ଫୁଟବଲ ଖେଳାଳି ଡାନି ଆଲଭେସ୍‌କୁ ୪ ବର୍ଷ ୬ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୩ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୩ ଦିନ ଧରି ଏହି…

ଆଇପିଏଲ ୨୦୨୪: ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଧୋନି-କୋହଲି

ନୂଆଦିଲ୍ଲୀ,୨୨।୨: ଆଇପିଏଲ ୨୦୨୪ ପ୍ରଥମ ପର୍ଯ୍ୟାୟ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ମାର୍ଚ୍ଚ ୨୨ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ଏହି ଟୁର୍ନାମେଣ୍ଟ ଦୁଇଟି…

ଆଇପିଏଲ ୧୭ତମ ଏଡିସନ ପାଇଁ ସିଡ୍ୟୁଲ ଘୋଷଣା, ୨୨ ମାର୍ଚ୍ଚରେ ଖେଳାଯିବ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୨୨।୨: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୪) ର ୧୭ତମ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଗୁରୁବାର ଘୋଷଣା କରାଯାଇଛି। ଏହି ଟି -୨୦ ଲିଗର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ ସୁପର…

ବାରବାଟୀ ଷ୍ଟାଡିୟମରେ ହେବ ଆଇପିଏଲ ମ୍ୟାଚ!

କଟକ,୨୨।୨: କଟକ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ହୋଇପାରେ। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ୨ଟି ମ୍ୟାଚ କଟକ ଏବଂ ପୁଣେରେ ଖେଳିପାରେ। ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ଅନ୍ୟତ୍ର ମ୍ୟାଚ ହେବା ନେଇ ସୂତ୍ରରୁ ପ୍ରକାଶ ପାଇଛି। ବିଗତ…

କଶ୍ମୀରରେ କ୍ରିକେଟ ଖେଳିଲେ ତେନ୍ଦୁଲକର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୨।୨: ପୂର୍ବତନ ଭାରତୀୟ ଭେଟେରାନ ବ୍ୟାଟର ସଚିନ ତେନ୍ଦୁଲକର ପ୍ରାୟତଃ ଭାରତର ବିଭିନ୍ନ ସ୍ଥାନରେ ଦେଖାଯାଏ । ଏଥର ପୂର୍ବତନ ଭାରତୀୟ ଭେଟେରାନ ଖେଳାଳି କଶ୍ମୀରରେ ପହଞ୍ଚିଛନ୍ତି। ତେନ୍ଦୁଲକର କଶ୍ମୀରରେ ଏକ କ୍ରିକେଟ ମ୍ୟାଚ ଖେଳିଛନ୍ତି। ପୂର୍ବତନ ବ୍ୟାଟର ରାସ୍ତାରେ କ୍ରିକେଟ…

ବିରୁଷ୍କାଙ୍କ ପୁଅ ହେବେ ବ୍ରିଟିଶ ନାଗରିକ! ଲଣ୍ଡନରେ ଜନ୍ମ ହେବା ପରେ ବଢୁଛି ଚର୍ଚ୍ଚା, ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ପୁଣି ଥରେ ପିତାମାତା ହୋଇଛନ୍ତି। ଅନୁଷ୍କା ୧୫ଫେବୃଆରୀରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଚନ୍ତି। ଫେବୃଆରୀ ୨୦ରେ ଦମ୍ପତି ଏହି ଖବର ଶେୟାର କରି କହିଛନ୍ତି…

ରାଞ୍ଚି ଟେଷ୍ଟ ଖେଳିବାକୁ ଚାହୁଁଛନ୍ତି ବୁମ୍‌ରା, ହେଲେ ଜବରଦସ୍ତ ଦିଆଯାଇଛି ବିଶ୍ରାମ, ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ,୨୨।୨: ଭାରତ ରାଞ୍ଚିରେ ଶୁକ୍ରବାର ଠାରୁ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଖେଳିବ। ଏହି ଟେଷ୍ଟ ପୂର୍ବରୁ ବିସିସିଆଇ କହିଛି ଯେ ସିରିଜର ଅବଧିକୁ ବିଚାର କରି ବମ୍‌ରାଙ୍କୁ ଚତୁର୍ଥ ଟେଷ୍ଟ ପାଇଁ ଦଳରୁ ମୁକ୍ତ…

ଗୁଜରାଟ ଟାଇଟାନ୍ସକୁ ବଡ ଝଟକା, ଆଇପିଏଲ୍ ୨୦୨୪ ରୁ ବାଦ ପଡ଼ିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୨୨।୨: ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ପ୍ରାୟ ଏକ ମାସ ବାକି ଅଛି। ଏହାପୂର୍ବରୁ, ୨୦୨୨ ର ଚାମ୍ପିଅନ୍ ଦଳ ଏବଂ ୨୦୨୩ ରନର୍ ଅପ୍ ଗୁଜରାଟ ଟାଇଟାନ୍ସକୁ ଏକ ବଡ଼ ଝଟକା ଲାଗିଛି। ପିଟିଆଇ ରିପୋର୍ଟ ଅନୁଯାୟୀ ବାମ ଗୋଡରେ…

ସାମ୍ନାକୁ ଆସିଲା ଆଇପିଏଲ୍‌ ଫାଇନାଲ ତାରିଖ, ପ୍ରଥମ ମ୍ୟାଚ୍‌ରେ ସିଏସ୍‌କେ ସହ ଲଢ଼ିବ ଏହି ଟିମ୍‌ !

ନୂଆଦିଲ୍ଲୀ,୨୨।୨: ଆଇପିଏଲ୍‌ ପ୍ରଶଂସକଙ୍କ ଲାଗି ଖୁସିଖବର। ଟୁର୍ନାମେଣ୍ଟ ଆରମ୍ଭ ହେବାର ତାରିଖ ସ୍ଥିର ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଏହା ଆରମ୍ଭ ହେବ। ଚେନ୍ନାଇରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏବେ ସମସ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?