ଖେଳ

ସୁପର୍‌ମ୍ୟାନ୍‌ ଭାବେ ଏମିତି କ୍ୟାଚ୍‌ ଧରିଲେ ରବି ବିଷ୍ଣୋଇ, ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ,୮।୨: ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରଥମେ ଖେଳି ୨୦ ଓଭରରେ ୧୬୩ ରନ ସଂଗ୍ରହ କରିଥିଲା। ଟାର୍ଗେଟକୁ ପିଛା କରି ଗୁଜରାଟ ଟାଇଟାନ୍ସ ଶୁବମନ ଗିଲ ଏବଂ ସାଇ ସୁଦର୍ଶନଙ୍କଠାରୁ ଭଲ ଆରମ୍ଭ କରିଥିଲା, କିନ୍ତୁ…

ଆଇପିଏଲ୍‌ରେ ବଡ଼ ରେକର୍ଡ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ, ୮।୪:କ୍ରମାଗତ ୩ ମ୍ୟାଚରେ ପରାଜୟ ପରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବିଜୟ ସ୍ବାଦ ଚାଖିଛି ମୁମ୍ବାଇ ଇଣ୍ଡିଆନ୍ସ। ରବିବାର ଅନୁଷ୍ଠିତ ଡବଲ ହେଡରର ପ୍ରଥମ ମ୍ୟାଚରେ ଏହି ଦଳ ୨୯ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି।…

ବୁ’ ହେଲେନି ପାଣ୍ଡ୍ୟା

ମୁମ୍ବାଇ,୮ା୪(ପି.ଟି.):ମୁମ୍ବାଇ ଇଣ୍ଡିଆନ୍ସ ଏହାର ପ୍ରଥମ ବିଜୟ ହାସଲ କରଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବୁ’ (ଦର୍ଶକଙ୍କ ଆକ୍ରୋଶର ଶିକାର ହେବା) ହୋଇ ନାହାନ୍ତି। ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ ପାଇଁ ବିଭିନ୍ନ ଏନ୍‌ଜିଓର ୧୮ ହଜାର ଛାତ୍ରୀ ଛାତ୍ରଙ୍କୁ…

ହଠାତ୍‌ ଦୌଡି ଆସି ରୋହିତଙ୍କ ପାଦ ଛୁଇଁ ଦେଲେ ମହିଳା ପ୍ରଶଂସକ: ତା’ପରେ କଲେ ଏମିତି କାମ

ମୁମ୍ବାଇ,୭।୪: ଭାରତର କ୍ରିକେଟ ପ୍ରଶଂସକମାନେ ସେମାନଙ୍କର ପ୍ରିୟ କ୍ରିକେଟରଙ୍କୁ ଭେଟିବା ପାଇଁ ଯେକୌଣସି ସୀମା ଅତିକ୍ରମ କରିବାକୁ ପ୍ରସ୍ତୁତ ଥାନ୍ତି। ରବିବାର ଆଇପିଏଲ ୨୦୨୪ରେ ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ ମ୍ୟାଚ ପୂର୍ବରୁ ଏକ ସମାନ ଘଟଣା ସାମ୍ନାକୁ…

ଦିଲ୍ଲୀକୁ ହରାଇ ମୁମ୍ବାଇର ପ୍ରଥମ ବିଜୟ

ମୁମ୍ବାଇ,୭।୪: ମୁମ୍ବାଇ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ଆଇପିଏଲର ୨୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୨୯ ରନ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ବିଜୟ ହାସଲ କରିଛି। ମୁମ୍ବାଇର ୨୩୫ ରନ୍‌ର ଜବାବରେ ଦିଲ୍ଲୀ ୨୦ ଓଭରରେ ୮ ଉଇକେଟ ହରାଇ…

ପତ୍ନୀଙ୍କ ସହ ରୋମାଣ୍ଟିକ ହେଲେ ଅଷ୍ଟ୍ରେଲିଆର ଏହି ଲେସବିୟାନ କ୍ରିକେଟର

ସିଡନୀ,୭।୪: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଜେସ ଜୋନାସନ ଏବଂ ସାରା ଗୁଡେରହମ ଗତ ବର୍ଷ ଏପ୍ରିଲ ୬ରେ ବିବାହ କରିଥିଲେ। ରବିବାର ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ଥିଲା। ଏହି ବିଶେଷ ଅବସରରେ ସୋସିଆଲ ମିଡିଆରେ ଲେସବିୟାନ ଦମ୍ପତିଙ୍କୁ ଏକ ରୋମାଣ୍ଟିକ ଶୈଳୀରେ…

ଅପରେଶନ ପରେ ଆଶାବାଡ଼ି ଧରି ଚାଲିଲେ ମହମ୍ମଦ ଶାମି, ପଡ଼ିଆକୁ ଫେରିବାକୁ ଜଣାଇଲେ ବ୍ୟଗ୍ରତା

ନୂଆଦିଲ୍ଲୀ,୭।୪: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ନିଜର ଆଘାତ ସମସ୍ୟା ବିଷୟରେ ଅପଡେଟ୍ ଶେୟାର କରିଛନ୍ତି। ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଠାରେ ତାଙ୍କୁ ଆଶାବାଡି ସାହାଯ୍ୟରେ ଚାଲୁଥିବାର ଦେଖିବାକୁ ମିଳିଛି। ଗତ ନଭେମ୍ବର ୧୯…

ଏହି କଥା କହି ଭାବପ୍ରବଣ ହୋଇପଡିଲେ ରୋହିତ ଶର୍ମା

କପିଲ ଶର୍ମାଙ୍କର ନୂଆ କମେଡି ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ସହିତ ନେଟଫ୍ଲିକ୍ସରେ ଧମାଲ କରୁଛନ୍ତି। ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ର ଦ୍ୱିତୀୟ ଏପିସୋଡରେ କ୍ରିକେଟ ଖେଳାଳି ରୋହିତ ଶର୍ମା ଏବଂ ଶ୍ରେୟସ ଆୟର୍‌ ଯୋଗ ଦେଇଥିଲେ।…

ଶେଷ ଓଭରରେ ଚମତ୍କାର କଲେ ରୋମାରିଓ ଶେଫର୍ଡ: ଦିଲ୍ଲୀକୁ ମିଳିଲା ବିଶାଳ ଲକ୍ଷ୍ୟ

ମୁମ୍ବାଇ,୭।୩: ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିଥିଲା। ଗୋଟିଏ ପଟେ ଦଳର ଏକ ଭଲ ଆରମ୍ଭ ଥିଲା ଏବଂ ଶେଷ ମଧ୍ୟ ଚମତ୍କାର ରହିଛି। ଶେଷ ୪ ଓଭରରେ ମୁମ୍ବାଇ…

ଇତିହାସ ରଚିଲେ ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ ଟି -୨୦ କ୍ରିକେଟରେ ହାସଲ କଲେ ଏହି ସଫଳତା

ନୂଆଦିଲ୍ଲୀ,୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଚଳିତ ସିଜନର ୨୦ ତମ ମ୍ୟାଚ୍ ରେ ଟି ୨୦ କ୍ରିକେଟ୍ ରେ ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ଏକ ବଡ଼ ରେକର୍ଡ କରିଛନ୍ତି। ଏହି ମ୍ୟାଚରେ…

IPL 2024: ଅଷ୍ଟ୍ରେଲିଆ ପାଇଁ ହିରୋ, RCB ପାଇଁ ଜିରୋ! ବେଙ୍ଗାଲୁରୁ ପାଇଁ ବୋଝ ହେଲେଣି କି ଗ୍ଲେନ୍ ମ୍ୟାକ୍ସୱେଲ ?

ନୂଆଦିଲ୍ଲୀ,୭।୪: ଗ୍ଲେନ୍ ମ୍ୟାକ୍ସୱେଲ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ ରେ ସମ୍ପୂର୍ଣ୍ଣ ଫ୍ଲପ୍ ରହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ବ୍ୟାଟିଂ ଅଲରାଉଣ୍ଡର ବର୍ତ୍ତମାନ ଦଳ ପାଇଁ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାଁନ୍ତି। ରାଜସ୍ଥାନ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ମ୍ୟାଚରେ…

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ଦଳକୁ ଫେରିଲେ ଏହି ବିସ୍ଫୋରକ ଖେଳାଳି

ମୁମ୍ବାଇ,୭।୩: ମୁମ୍ବାଇ ବିପକ୍ଷମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି। ରସିଖ ଦାର ସଲାମଙ୍କ ସ୍ଥାନରେ ଲଲିତ ଯାଦବ ଏବଂ ଆହତ ମିଚେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?