ଖେଳ

ସୂର୍ଯ୍ୟକୁମାର ଖେଳିବେ

ମୁମ୍ବାଇ, ୬ା୪ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣରେ ସଂଘର୍ଷ ଚଳାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଶୁଭ ଖବର। ବିଶ୍ୱର ନମ୍ବର ଓ୍ବାନ ଟି୨୦ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଶୁକ୍ରବାର ଏଠାରେ ତାଙ୍କ ଦଳ ସହିତ ଅଭ୍ୟାସ କରିଛନ୍ତି।…

ସିଙ୍ଗଲ୍ସ, ଡବଲ୍ସରେ ଆହାନ ଚାମ୍ପିୟନ

ଭୁବନେଶ୍ୱର, ୬।୪(ତପନ ସ୍ବାଇଁ): ଓଡ଼ିଶାର ପ୍ରତିଭାସମ୍ପନ୍ନ ଖେଳାଳି ଆହାନଙ୍କ ଚମକ ଟେନିସ କୋର୍ଟରେ ଅବ୍ୟାହତ ରହିଛି। କଳିଙ୍ଗ ଷ୍ଟାଡିୟମ ଟେନିସ କମ୍ପ୍ଲେକ୍ସରେ ଶୁକ୍ରବାର ଶେଷ ହୋଇଥିବା ଏଆଇଟିଏ-ଓଟିଏ ସୁପର ସିରିଜ (ଏସ୍‌ଏସ୍‌) ଟେନିସ ଟୁର୍ନାମେଣ୍ଟର ୧୮ ବର୍ଷରୁ କମ୍‌ ବାଳିକା ବର୍ଗରେ…

ଆର୍ଚେରୀ, ଖୋ ଖୋ ସମରକ୍ୟାମ୍ପ୍‌

ଭୁବନେଶ୍ୱର, ୬।୪(ତପନ ସ୍ବାଇଁ): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସନ୍ତରଣ, ବାସ୍କେଟବଲ, ଭାରୋତ୍ତୋଳନ, ଶୁଟିଂ, ଚେସ୍‌, ଲନ୍‌ ଟେନିସ ପରେ ଆର୍ଚେରୀ ଓ ଖୋ ଖୋ ସମର କ୍ୟାମ୍ପ ପାଇଁ ତାରିଖ ଘୋଷଣା କରାଯାଇଛି। ଆର୍ଚେରୀ ସମର କୋଚିଂ…

Video: ଲଗାତର ପରାଜୟ ପରେ ଶିବଙ୍କ ଶରଣରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, କଲେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଲଗାତାର ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି। ଏଯାବତ ଦଳ ଖେଳିଥିବା ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି। ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେଉଥିବା ବେଳେ ତାଙ୍କୁ ଟ୍ରୋଲିଂର ଶିକାର…

ଭୁଲରେ କିଣାଯାଇଥିବା ଶଶାଙ୍କ ସିଂହ ଏମିତି କଲେ ଯେ ଖୁସିରେ ନାଚି ଉଠିଲେ ଡିମ୍ପଲ ଗର୍ଲ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୫।୪: ଗୁରୁବାର ଆଇପିଏଲ ୨୦୨୪ରେ ପଞ୍ଜାବ କିଙ୍ଗସ ସବୁଠୁ ବଡ ଲକ୍ଷ୍ୟ ହାସଲ କରିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ରୋମାଞ୍ଚକର ମ୍ୟାଚରେ ପଞ୍ଜାବ କିଙ୍ଗସ ଗୋଟିଏ ବଲରେ ଗୁଜୁରାଟ ଟାଇଟାନ୍ସକୁ ତିନି ୱିକେଟରେ ପରାସ୍ତ କରିଛି। ଅଲରାଉଣ୍ଡର…

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସବୁକିଛି ଠିକ୍‌ଠାକ୍‌ ଚାଲିଛି ତ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ଭଲ ନ ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦଳ କ୍ରମାଗତ ୩ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ…

ଲଢୁଆ ବ୍ୟାଟିଂ କରି ମ୍ୟାଚ୍‌ ଜିତାଇଲେ ଶଶାଙ୍କ

ଅହମଦାବାଦ,୪ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ) ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ଲଢୁଆ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪ ଉଇକେଟରେ ୧୯୯ ରନ୍‌ କରିଥିଲା। ଜବାବରେ ପଞ୍ଜାବ ଗୋଟିଏ ବଲ୍‌…

ICC Men’s Player of the Month ପାଇଁ ସର୍ଟ ଲିଷ୍ଟ ହେଲେ ଖେଳାଳି, ଏହି ତାଲିକାରେ ନାହାଁନ୍ତି ଜଣେ ବି ଭାରତୀୟ

ନୂଆଦିଲ୍ଲୀ,୪।୪: ମାର୍ଚ୍ଚରେ ହୋଇଥିବା ଦମଦାର ପ୍ରଦର୍ଶନ ପାଇଁ ଆଇସିସି ପୁରୁଷ ଏବଂ ମହିଳା ପ୍ଲେୟାର ଅଫ ଦି ମନ୍ଥ ପୁରସ୍କାର ପାଇବାକୁ ପ୍ରତିଯୋଗୀମାନଙ୍କ ସର୍ଟଲିଷ୍ଟ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ରକାଶ କରିଛି। ମାର୍ଚ୍ଚ ୨୦୨୪ ପାଇଁ ଆଇସିସି ପୁରୁଷ…

କେବଳ ରୋହିତ ଶର୍ମା ନୁହଁନ୍ତି, ଏହି ଖେଳାଳିମାନେ ଛାଡିପାରନ୍ତି ମୁମ୍ବାଇ ଇଣ୍ଡିଆନ୍ସର ହାତ

ନୂଆଦିଲ୍ଲୀ,୪।୪: ଆଇପିଏଲ ୨୦୨୪ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଆଲୋଚନାର ବିଷୟ ପାଲଟିଛି। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯିବା, ହାର୍ଦ୍ଦିକ ନୂତନ ଅଧିନାୟକ ହେବା ଏବଂ ବର୍ତ୍ତମାନ ଦଳରେ ରୋହିତଙ୍କ ନିଷ୍ପତ୍ତିକୁ ସମ୍ମାନ ନହେବା ଖବର ଏମ୍‌ଆଇ ଫ୍ରାଞ୍ଚାଇଜ୍ର…

କୋହଲିଙ୍କ ଭିନ୍ନ ଅବତାରକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ମ୍ୟାକ୍ସଓ୍ବେଲ, ତାଙ୍କୁ ସବୁବେଳେ ମନେପକାଇ ଦେବାକୁ ପଡେ…

ନୂଆଦିଲ୍ଲୀ,୪।୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ସୁପରଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ମଜାଦାର ଦିଗ ଉପରେ ଆଲୋକପାତ କରିଛନ୍ତି। ମ୍ୟାକ୍ସୱେଲ କହିଛନ୍ତି ଯେ ତାଙ୍କୁ ପୂର୍ବତନ ଅଧିନାୟକଙ୍କୁ ତାଙ୍କ ବୟସ ଅନୁଯାୟୀ ଆଚରଣ କରିବାକୁ ମନେ ପକାଇବାକୁ ପଡିବ।…

ଟୁର୍ନାମେଣ୍ଟରେ ଭାଗ ନେବାକୁ ଭାରତକୁ ଆମନ୍ତ୍ରଣ କଲା ପାକିସ୍ତାନ

କରାଚୀ,୪ା୪: ଆସନ୍ତା ମାସରେ ଇସ୍‌ଲାମାବାଦରେ ଖେଳାଯିବ ଏସିଆନ ଚ୍ୟାଲେଞ୍ଜ ଭଲିବଲ୍‌ ଲିଗ୍‌। ଏନେଇ ଦଳ ପଠାଇବା ଲାଗି ଭାରତକୁ ଅନୁରୋଧ କରିଛି ପାକିସ୍ତାନ ଭଲିବଲ୍‌ ମହାସଂଘ (ପିଭିଏଫ୍‌)। ଟୁର୍ନାମେଣ୍ଟରେ ୧୦ରୁ ୧୨ ଦଳ ଭାଗ ନେବେ ବୋଲି ଆଶା କରାଯାଉଛି। ଇଭେଣ୍ଟ…

ଦିଲ୍ଲୀ ପ୍ରତି ହୋଇଛି ବଡ଼ ଅନ୍ୟାୟ? ପ୍ରଶ୍ନ ଉଠାଇଲେ ପନ୍ତ

ବିଶାଖାପାଟଣା,୪।୪: ବୋଲର୍‌ଙ୍କୁ ପ୍ରହାର, ଫ୍ଲପ୍‌ ବ୍ୟାଟିଂ ଏବଂ ୧୦୬ ରନ୍‌ର ପରାଜୟ…ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚତୁର୍ଥ ମ୍ୟାଚ୍‌ ବହୁତ ଖରାପ ଥିଲା। କୋଲକାତା ନାଇଟ ରାଇଡର୍ସ ଏକତରଫା ଭାବେ ଦିଲ୍ଲୀକୁ ହରାଇଥିଲା। ଏହି ପରାଜୟ ପରେ ଦିଲ୍ଲୀ ଅଧିନାୟକ ପନ୍ତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?