ଖେଳ

ମୁମ୍ବାଇ-ବେଙ୍ଗାଲୁର ମ୍ୟାଚ୍‌କୁ ନେଇ ଭବିଷ୍ୟବାଣୀ କଲା କୁକୁର: ଜାଣନ୍ତୁ କିଏ ମାରିବ ବାଜି, ଦେଖନ୍ତୁ ଭିଡିଓ

ମୁମ୍ବାଇ,୧୧।୪: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଜି ମୁକାବିଲା ଖେଳାଯିବ। ଏହି ମ୍ୟାଚକୁ ନେଇ କୁକୁର ଭବିଷ୍ୟବାଣୀ କରିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୋଟିଏ ପାତ୍ରରେ ଆରସିବିର ଏକ ଷ୍ଟିକର…

୪ କୋଟି ଟଙ୍କା ଠକାମିର ଶିକାର ହେଲେ ହାଦ୍ଦିକ ପାଣ୍ଡ୍ୟା: ଅଭିଯୁକ୍ତ କିଏ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୧୧।୪: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ବଡ଼ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ଠକାମି କରିଥିବା ଅଭିଯୁକ୍ତଙ୍କୁ ମୁମ୍ବାଇର ଇକୋନୋମିକ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଗିରଫ କରିଛି। ଅଭିଯୁକ୍ତ ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ ବୈଭବ। ଏହି ମାମଲା ୨୦୨୧ରେ ହୋଇଥିଲା।…

ପରାଜୟ ସତ୍ତ୍ୱେ ପ୍ରଥମ ସ୍ଥାନରେ ଅଛି ରାଜସ୍ଥାନ ରୟାଲ୍ସ: ଜାଣନ୍ତୁ ଆଇପିଏଲ୍‌ ପଏଣ୍ଟ ଟେବୁଲ୍‌ରେ କିଏ କେଉଁ ସ୍ଥାନରେ ଅଛି

ନୂଆଦିଲ୍ଲୀ,୧୧।୪: ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହିପରି ରାଜସ୍ଥାନ ରୟାଲ୍ସ ସିଜିନ୍‌ର ପ୍ରଥମ ପରାଜୟ ପାଇଲା। ଏଠାରେ ଶୁବମନ ଗିଲଙ୍କ ଅଧିନାୟକତ୍ୱ ଗୁଜରାଟ ଟାଇଟାନ୍ସ ସେମାନଙ୍କର ତୃତୀୟ ବିଜୟ ହାସଲ କରିଛି। କିନ୍ତୁ ପରାଜୟ ପରେ ମଧ୍ୟ ରାଜସ୍ଥାନ…

ଗୁଜରାଟ ଟାଇଟାନ୍ସକୁ ବିଶେଷ ଢଙ୍ଗରେ ଇଦ୍‌ ଉପହାର ଦେଲେ ରଶିଦ ଖାନ୍‌

ନୂଆଦିଲ୍ଲୀ,୧୧।୪: ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ଗୁଜରାଟ ଟାଇଟାନ୍ସର ବିଜୟର ହିରୋ ରଶିଦ ଖାନ୍‌ ଥିଲେ। ଏହି ଖେଳାଳି ପ୍ରଥମେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନଙ୍କ ତାଙ୍କ ବୋଲିଂରେ ବାନ୍ଧି ରଖିଥିଲେ। ଏହା ପରେ ସେ ପୁଣି…

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜରାଟ

ଜୟପୁର,୧୦ା୪: ଇଣ୍ଡିଆନ ସୁପର୍‌ ଲିଗ୍‌(ଆଇପିଏଲ୍‌)ର ୨୪ ତମ ମ୍ୟାଚ୍‌ରେ ବୁଧବାର ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଏବଂ ଗୁଜରାଟ ଟାଇଟନ୍ସ (ଜିଟି) ମଧ୍ୟରେ ମୁକାବିଲା ହେଉଛି। ଜୟପୁରର ସାଓ୍ବଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମନ ଗିଲ…

ଆଇପିଏଲ୍‌ ମଝିରେ ନୂଆ ଘର କିଣିଲେ ପୃଥ୍ବୀ ଶ’: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଇପିଏଲ ୨୦୨୪ରେ ପୃଥ୍ବୀ ଶ’ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି। ସେ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି। ବର୍ତ୍ତମାନ ଆଇପିଏଲ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସର ଶ’ ନୂଆ ଘରକୁ ଯାଇଛନ୍ତି। ସେ ମୁମ୍ବାଇରେ…

କିଏ ସେହି ନୀତୀଶ ରେଡ୍ଡୀ, ଯିଏ ଚୌକା-ଛକା ବର୍ଷା କରି ପ୍ରୀତି ଜିଣ୍ଟାଙ୍କ ଦଳକୁ ଚଟାଇଲେ ଧୂଳି

ନୂଆଦିଲ୍ଲୀ,୧୦।୪: ପଞ୍ଜାବ କିଙ୍ଗସ (ପିବିଏକେ) ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ୍‌ ୧୮୨ ରନ ସଂଗ୍ରହ କରିଥିଲା। ପଞ୍ଜାବ କିଙ୍ଗ୍ସର ନୂଆ ଘରୋଇ ଗ୍ରାଉଣ୍ଡରେ ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ୍‌ନେ ରନ ସ୍କୋର କରିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। କେବଳ…

ବିପକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟ୍‌ ଛଡାଇଲେ ଚହଲ, ତା’ପରେ ଘଟିଲା ଏମିତି: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୦।୪: ଆଇପିଏଲ ୨୦୨୪ର ୨୪ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଅଭ୍ୟାସ ସେଶନର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ୟୁଜବେନ୍ଦ୍ର ଚହଲ ଜିଟି ପ୍ଲେୟାର ସହିତ ଅଜବ କାର୍ଯ୍ୟ କରୁଥିବା…

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ରେ ଏଣ୍ଟ୍ରି ମାରିଲେ ଏହି ୨ କ୍ରିକେଟ୍‌ର: ଜାଣନ୍ତୁ ଏବେ କିଏ ସର୍ବାଗ୍ରେ ଅଛନ୍ତି

ନୂଆଦିଲ୍ଲୀ,୧୦।୩: ଆଇପିଏଲରେ ମ୍ୟାଚ ସଂଖ୍ୟା ବଢିବା ସହିତ ଅରେଞ୍ଜ ଏବଂ ପର୍ପଲ କ୍ୟାପ ରେସ୍‌ ଅଧିକ ଆକର୍ଷଣୀୟ ହେବାରେ ଲାଗିଛ। ବର୍ତ୍ତମାନ ପର୍ଯ୍ୟନ୍ତ ଅରେଞ୍ଜ କ୍ୟାପ ରେସ୍‌ରେ ଶ୍ରେଷ୍ଠ-୫ ବ୍ୟାଟ୍ସମ୍ୟାନ ଭାରତୀୟ ଥିଲେ। କିନ୍ତୁ ବର୍ତ୍ତମାନ ବିଦେଶୀ ଖେଳାଳି ଶ୍ରେଷ୍ଠ-୫ରେ ପ୍ରବେଶ…

ରୋନାଲ୍‌ଡୋଙ୍କୁ ରେଡ୍‌ କାର୍ଡ, ସସ୍‌ପେଣ୍ଡ

ଆବୁଧାବି, ୧୦ା୪: ଅଲ୍‌-ନାସର ଓ ଅଲ୍‌-ହିଲାଲ ମଧ୍ୟରେ ଅନୁଷ୍ଠିତ ସାଉଦି ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ସେମିଫାଇନାଲ ମ୍ୟାଚରେ ରେଡ୍‌କାର୍ଡ ଯୋଗୁ କ୍ରିଷ୍ଟିଆନୋ ରୋନାଲ୍‌ଡୋ ତାଙ୍କର ଆଗାମି ଦୁଇଟି ଗେମ୍‌ରୁ ସସ୍‌ପେଣ୍ଡ ହୋଇଛନ୍ତି। ୫ଥର ସମ୍ମାନଜନକ ବାଲନ ଡି’ଅର ପୁରସ୍କାର…

ବିଜୟଠାରୁ ଦୁଇ ରନ୍ ଦୂରରେ ଅଟକିଲା ପଞ୍ଜାବ, ହାଇଦ୍ରାବାଦର ସଂଘର୍ଷପୂର୍ଣ୍ଣ ବିଜୟ

ଚଣ୍ଡୀଗଡ,୯ା୪: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦ ୨ ରନରେ ପଞ୍ଜାବ କିଙ୍ଗ୍ସକୁ ହରାଇ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସନରାଇଜର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୮୨ ରନ୍‌ କରିଥିଲା। ଜବାବରେ ପଞ୍ଜାବ ୨୦ ଓଭରରେ ୬ ଉଇକେଟ…

ଖୁବଶୀଘ୍ର ଭାରତୀୟ ଟିମ୍କୁ ଫେରୁଛନ୍ତି ଋଷଭ ପନ୍ତ, ବିଶ୍ୱକପ ଦଳରେ ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ,୯।୩: ଆସନ୍ତା ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍ ଏପ୍ରିଲ୍ ଶେଷରେ କିମ୍ବା ମେ’ର ପ୍ରଥମ ସପ୍ତାହରେ ଚୟନ ହେବାର ସମ୍ଭାବନା ରହିଛି। ନିର୍ଦ୍ଦିଷ୍ଟ ଖେଳାଳିଙ୍କ ଚୟନ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ସେମାନଙ୍କ ପ୍ରଦର୍ଶନ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?