ଖେଳ

ଆଜି ଲକ୍ଷ୍ନୌ-ଗୁଜରାଟ, ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍‌

ଲକ୍ଷ୍ନୌ,୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଡବଲ୍‌ ହେଡରରେ ପରସ୍ପରକୁ ଭେଟିବେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ-ଗୁଜରାଟ ଟାଇଟନ୍ସ ଓ ଦିଲ୍ଳୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ। ପେସ୍‌ ସେନସେସନ୍‌ ମୟଙ୍କ ଯାଦବଙ୍କ ଉପରେ ସଭିଙ୍କ ନଜର ରହିବ। ଦୁଇଟି…

କୋହଲି ଅଷ୍ଟମ ଶତକ ବୃଥା, ରାଜସ୍ଥାନକୁ ଜିତାଇଲେ ବଟଲର

ଜୟପୁର,୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ବିରାଟ କୋହଲି ଅଷ୍ଟମ ଶତକ ସତ୍ତ୍ୱେ ପରାଜିତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଶତକୀୟ ମ୍ୟାଚରେ ଜୋଶ ବଟଲରଙ୍କ ୧୦୦* ରନ ବଳରେ ରାଜସ୍ଥାନ ରୟାଲ୍ସ ୬ ଉଇକେଟରେ ବିଜୟୀ ହୋଇଛି।…

ଆଇପିଏଲ ୨୦୨୪ରେ ପ୍ରଥମ ଶତକ ହାସଲ କଲେ କୋହଲି, ନିଜ ନାଁରେ ଯୋଡ଼ିଲେ ନୂଆ ରେକର୍ଡ

ଜୟପୁର,୬ା୪: ଆଇପିଏଲ୍ ୨୦୨୪ ରେ ପ୍ରଥମ ଶତକ ହାସଲ କରିଛନ୍ତି ବିରାଟ କୋହଲି। ପ୍ରଥମ ମ୍ୟାଚ୍ ପରଠାରୁ ଫର୍ମରେ ନଜର ଆସିଛନ୍ତି। ଯଦିଓ ତାଙ୍କର ମନ୍ଥର ଷ୍ଟ୍ରାଇକ୍ ହାର ଯୋଗୁଁ ତାଙ୍କୁ ସମାଲୋଚନା କରାଯାଇଛି, ଏବେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ତାଙ୍କ…

ରାଜସ୍ଥାନ-ବାଙ୍ଗାଲୋର ମ୍ୟାଚ୍‌ର ଟସ୍‌ ବେଳେ ସୋଲାର ଲ୍ୟାମ୍ପ ନେଇ ପହଞ୍ଚିଲେ ମହିଳା, ଜାଣନ୍ତୁ କାରଣ?

ଜୟପୁର,୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ର ୧୯ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମୁହାଁମୁହିଁ ହେଉଛନ୍ତି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଶନିବାର ଖେଳାଯାଉଥିବା ଏହି ମୁକାବିଲାରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ପ୍ରଥମେ…

ବ୍ୟାଟିଂ କରୁଛି ଆର୍‌ସିବି: ଫର୍ମରେ କୋହଲି

ଜୟପୁର,୬।୪: ଆଇପିଏଲ୍‌ ୨୦୨୪ର ୧୯ତମ ମୁକାବିଲା ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟରେ ଶନିବାର ଖେଳାଯାଉଛି। ଏହି ମୁକାବିଲା ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି। ତେବେ ମ୍ୟାଚ୍‌ରେ ରାଜସ୍ଥାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି…

ବନ୍ଧୁକ ଚଲାଇବା ସହିତ କାନ୍ଧରେ ଜଣେ ଅନ୍ୟକୁ କାନ୍ଧରେ ବୋହୁଛନ୍ତି ପାକିସ୍ତାନୀ କ୍ରିକେଟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୬।୪: ଟି -୨୦ ବିଶ୍ୱକପ ପୂର୍ବରୁ ଜୋରଦାର ପ୍ରସ୍ତୁତି ଚଲାଇଛି ପାକିସ୍ତାନ। ତେବେ ସେନା କ୍ୟାମ୍ପରେ ପାକିସ୍ତାନ କ୍ରିକେଟ୍ ଟିମର ତାଲିମ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ବାବର ଆଜାମ ଏବଂ ତାଙ୍କ ଦଳ ଶୃଙ୍ଖଳା ହାସଲ କରିବା ଏବଂ ସେମାନଙ୍କ…

Video: ଧୋନୀଙ୍କୁ ଦେଖିବା ଲାଗି ଷ୍ଟାଡିୟମ ବ୍ୟାରିକେଡ୍‌ ଭାଙ୍ଗିଲେ ପ୍ରଶଂସକ

ହାଇଦ୍ରାବାଦ,୬।୪: କ୍ରିକେଟରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ୍‌ କାହିଁରେ କେତେ। ଆଇପିଏଲ୍‌ର ଚଳିତ ସିଜନରେ ମଧ୍ୟ ତାର ଝଲକ ଦେଖିବାକୁ ମିଳୁଛି। ଧୋନୀ ମ୍ୟାଚ୍‌ ଲାଗି ଯେଉଁ ସହରକୁ ଯାଉଛନ୍ତି, ସେଠାରେ ପ୍ରଶଂସକ ତାଙ୍କର ଟିକିଏ ଝଲକ ପାଇବାକୁ ବ୍ୟାକୁଳ ହେଉଛନ୍ତି।…

୪,୬,୬,୬,୪…ଧୋନୀଙ୍କ ଧୁରନ୍ଧରଙ୍କୁ ଆଣ୍ଠେଇଲେ ଯୁବରାଜଙ୍କ ଶିଷ୍ୟ, ଗୋଟିଏ ଓଭରରେ…

ହାଇଦ୍ରାବାଦ,୬।୪: ଆଇପିଏଲ୍‌ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦର ଅଭିଷେକ ଶର୍ମା ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ଏପ୍ରିଲ ୫ରେ ଅନୁଷ୍ଠିତ ଏହି ମ୍ୟାଚ୍‌ର ଏକ ଓଭରରେ ସେ ୪,୬,୬,୬,୪ ରନ୍‌ କରି ୨୭ ରନ୍‌ ଯୋଡ଼ିଥିଲେ। ଏହି ଓଭର ଯୋଗୁ…

ପାକିସ୍ତାନୀ କ୍ରିକେଟ ଖେଳାଳିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ସାମ୍ନାକୁ ଆସିଲା ବଡ଼ ଅପ୍‌ଡେଟ୍‌

ଇସଲାମାବାଦ,୬।୪: ପାକିସ୍ତାନ କ୍ରିକେଟ ଟିମ୍‌ ପାଇଁ ଦୁଃଖଦ ଖବର। କାର୍‌ ଦୁର୍ଘଟଣାରେ ଦଳର ଦୁଇ ଖେଳାଳି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଚାଲିଛି। ତେବେ ଆଗାମୀ ଦିନରେ ଓ୍ବେଷ୍ଟଇଣ୍ଡିଜ ସହ ଏହାର ମହିଳା ଟିମ୍‌ ଦିନିକିଆ ଏବଂ ଟି୨୦ ସିରିଜ…

ମୟଙ୍କଙ୍କୁ ନେଇ ବିସିସିଆଇକୁ ଚେତାଇଲେ ଓ୍ବାଟସନ୍‌

କୋଲକାତା,୬।୪: ଅଷ୍ଟ୍ରେଲିଆର ଦୁଇଥରର ବିଶ୍ୱକପ୍‌ ବିଜେତା ଅଲରାଉଣ୍ଡର ଶେନ୍‌ ଓ୍ବାଟସନ୍‌ ବିସିସିଆଇକୁ ଚେତାଇଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ପ୍ରଭାବୀ ବୋଲିଂକୁ ନେଇ ଚର୍ଚ୍ଚାରେ ଥିବା ମୟଙ୍କ ଯାଦବଙ୍କୁ ଟେଷ୍ଟ କ୍ରିକେଟରେ ଖେଳାଇବାକୁ ତତ୍ପରତା ପ୍ରକାଶ ନ କରିବାକୁ ସେ କହିଛନ୍ତି।…

ଚଳିତ ଆଇପିଏଲରୁ ସ୍ଥିର ହୋଇଗଲା ଭବିଷ୍ୟତର ଇଣ୍ଡିଆ ଟିମ, ମିଳିଲେ ୩ ସୁପରଷ୍ଟାର

ନୂଆଦିଲ୍ଲୀ,୬।୪: ଏବେ ପର୍ଯ୍ୟନ୍ତ ଏହିପରି ଅନେକ କ୍ରିକେଟର ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ ଆଇପିଏଲ ରୁ ବାହାରିଛନ୍ତି, ଯେଉଁମାନେ କ୍ରିକେଟ ଖେଳରେ ଭାରତ ପାଇଁ ଅନେକ ନାମ ଅର୍ଜନ କରିଛନ୍ତି। ପ୍ରତ୍ୟେକ ସିଜନରେ, କେତେଜଣ କ୍ରିକେଟର ନିଶ୍ଚିତ ଭାବରେ ଦେଖାଯାଆନ୍ତି ଯାହାଙ୍କର…

ଚହଲ ଭାଙ୍ଗି ପାରନ୍ତି ଶେନ ଓ୍ବାର୍ନଙ୍କ ବଡ ରେକର୍ଡ, ଟାର୍ଗେଟରେ ଓ୍ବାଟସନଙ୍କ ସମେତ ୧୩ ବଡ ଖେଳାଳି

ନୂଆଦିଲ୍ଲୀ,୬।୪: ଆଇପିଏଲ ୨୦୨୪ର ୧୯ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଉଭୟ ଦଳ ଏଥିପାଇଁ ପ୍ରସ୍ତୁତ ଅଛନ୍ତି। ରାଜସ୍ଥାନ ପାଇଁ ଏହି ମ୍ୟାଚରେ ୟୁଜବେନ୍ଦ୍ର ଚହଲ ମଧ୍ୟ ନଜର ଆସିବେ। ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?