ଖେଳ

ଧୋନୀ ଅଧିନାୟିକତ୍ୱ ଛାଡିବା ପରେ ଏମିତି କହିଲେ ରୋହିତ ଶର୍ମା: ଭାବପ୍ରବଣ କରିଦେବ ପୋଷ୍ଟ

ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଇତିହାସର ସବୁଠାରୁ ସଫଳ ଅଧିନାୟକଙ୍କ କଥା ଆସିଲେ, ପ୍ରଥମେ ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ଶୀର୍ଷରେ ଆସେ। ରୋହିତ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଏବଂ ଧୋନୀ ନିଜ ଅଧିନାୟକତ୍ୱରେ ଚେନ୍ନାଇ…

ଆଇପିଏଲ୍‌ରେ ଏହି ୫ ଖେଳାଳି ହୋଇପାରନ୍ତି ଗେମ୍‌ଚେଞ୍ଜର

ନୂଆଦିଲ୍ଲୀ,୨୨।୩:ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଚଳିତ ସିଜିନ୍‌ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ। ଯଦି ଆମେ ରେକର୍ଡଗୁଡିକୁ ଦେଖିବା ସିଏସ୍‌କେ ଏଠାରେ ଉପର ହାତ…

କାହିଁକି ଋତୁରାଜ ଗାଏକ୍ୱାଡ୍‌ଙ୍କୁ ଅଧିନାୟକ ପଦ ଦେଲେ ଧୋନୀ: ପଛରେ ରହିଛି ଏମିତି କାରଣ

ଚେନ୍ନାଇ,୨୨।୩: ୨୦୦୮ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭରୁ କ୍ରିକେଟ ପ୍ରେମୀମାନେ ମହେନ୍ଦ୍ର ସିଂ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ର ଅଧିନାୟକ ଭାବରେ ଦେଖୁଛନ୍ତି। କିନ୍ତୁ ତାଙ୍କର ଅଧିନାୟକ ଯାତ୍ରା ଏଠାରେ ଶେଷ ହୋଇଛି। ସେ ଆଇପିଏଲ ୨୦୨୪ ଆରମ୍ଭ…

ଆଇପିଏଲ୍ ୨୦୨୪ ଶେଷରେ ଅବସର ନେବେ ଧୋନୀ: ରିପୋର୍ଟ

ଚେନ୍ନାଇ,୨୨ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଏମଏସ ଧୋନୀ ୧୭ ତମ ସିଜିନ ଶେଷ ହେବା ପରେ ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ଘୋଷଣା କରିବାର ସମ୍ଭାବନା ରହିଛି। ଧୋନି ଆନୁଷ୍ଠାନିକ ଭାବେ ଅଗଷ୍ଟ ୧୫, ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର…

ଆଜିଠାରୁ ଆଇପିଏଲ୍‌ ମହାସମର: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ଉଦ୍‌ଘାଟନ ସମାରୋହ

ଚେନ୍ନାଇ,୨୨।୩: ଆଜିଠାରୁ ଆଇପିଏଲ୍‌ ୨୦୨୪ ଆରମ୍ଭ ହେଉଛି। ଏହି ସିଜିନର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ଏକ ରଙ୍ଗୀନ ଉଦଘାଟନୀ ସମାରୋହ ହେବ। ଏହି ଉଦଘାଟନୀ…

ସ୍ବତନ୍ତ୍ର ଅଲିମ୍ପିକ୍ସ: ସାଇକେଲ ଚାଳନାରେ ଓଡ଼ିଶାକୁ ୫ ପଦକ

ଭୁବନେଶ୍ୱର,୨୨ା୩(ସରୋଜ ଜେନା):ସ୍ବତନ୍ତ୍ର ଅଲିମ୍ପିକ ଭାରତ ଓଡ଼ିଶାର ଅନ୍ତର୍ଜାତୀୟ କ୍ରୀଡାବିତ ସରିତା ରାଉତରାୟ ହରିୟଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ଜାତୀୟ ସାଇକଲ ଚାଳନା ପ୍ରତିଯୋଗିତାର ୧ କିମି ଓ ୨ କିମି ମହିଳା ବର୍ଗରେ ସର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ବର୍ଗରେ ଦେବାଶିଷ…

ସାଉଥ୍‌ ଡର୍ବିରେ ସିଏସ୍‌କେ-ଆର୍‌ସିବି

ଚେନ୍ନାଇ,୨୨ା୩ (ପି.ଟି.):ବିଶ୍ୱର ସବୁଠାରୁ ଧନଶାଳୀ କ୍ରିକେଟ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ ତମ ସଂସ୍କରଣ ଶୁକ୍ରବାର ଆରମ୍ଭ ହେବାକୁ ଯାଉଛି। ଚେନ୍ନାଇର ଏମ୍‌. ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ଦେଖିବାକୁ ମିଳିବ ସାଉଥ୍‌ ଡର୍ବି। ଦୁଇ…

ଆଇପିଏଲ୍‌ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଖେଳିବାକୁ ମନା କରିଦେଲେ ଏହି ଖେଳାଳି: ଦଳକୁ ଝଟ୍‌କା

ନୂଆଦିଲ୍ଲୀ,୨୧।୩: ଆଇପିଏଲ୍‌ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ଆଡାମ ଜାମ୍ପା ଆଇପିଏଲରୁ ଓହରି ଯାଇଛନ୍ତି। ଆଇପିଏଲ ୨୦୨୪ରେ ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ…

ଇତିହାସ ରଚିଲେ ବୃନ୍ଦା: ପ୍ରଥମ ଭାରତୀୟ ମହିଳା ଅମ୍ପାୟାର ଭାବେ..

ନୂଆଦିଲ୍ଲୀ,୨୧।୩: ଭାରତୀୟ ମହିଳା ଅମ୍ପାୟାର ବୃନ୍ଦା ରଥି ଇତିହାସ ସୃଷ୍ଟି କରିଛନ୍ତି। ନିରପେକ୍ଷ ସ୍ଥାନରେ ଦ୍ୱିପାକ୍ଷିକ ସିରିଜରେ ଅମ୍ପାୟାର କରିଥିବା ପ୍ରଥମ ଭାରତୀୟ ମହିଳା ଅମ୍ପାୟର ହୋଇଛନ୍ତି ବୃନ୍ଦା। ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ମହିଳା ଏବଂ ବାଂଲାଦେଶ ମହିଳା ଦଳ ମଧ୍ୟରେ…

ପାକିସ୍ତାନ କୋଚ୍‌ ହେବାକୁ ମନା କଲେ ଶେନ୍‌ ଓ୍ବାଟସନ୍‌,ଏବେ…

ନୂଆଦିଲ୍ଲୀ,୨୧।୩: ପାକିସ୍ତାନ କ୍ରିକେଟ ଟିମ୍‌ର କୋଚ୍‌ ହେବାକୁ ମନା କରିଛନ୍ତି ଶେନ୍‌ ଓ୍ବାଟସନ୍‌। ଏହାପରେ ପିସିବି ପଦ ଲାଗି ଜଷ୍ଟିନ ଲାଙ୍ଗର ଏବଂ ଗ୍ୟାରି କିଷ୍ଟନ୍‌ ସମେତ ଅନେକ ବିଦେଶୀ କୋଚ୍‌ଙ୍କ ସହ ସମ୍ପର୍କରେ ଅଛି। ଏହାଛଡ଼ା ମାଇକ୍‌ ହେସନ୍‌, ମାଥ୍ୟୁ…

ଧୋନି ଛାଡିଲେ ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନଶିପ

ନୂଆଦିଲ୍ଲୀ,୨୧।୩: ଆଇପିଏଲ ୨୦୨୪ ଆରମ୍ଭର ଠିକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ର ୧୭ତମ ସିଜନ ପାଇଁ ସିଏସକେ ଦଳର କ୍ୟାପେଟେନ ଋତୁରାଜ ଗାୟକୱାଡ ହୋଇଛନ୍ତି। ଏହାର ଅର୍ଥ ଏମଏସ ଧୋନି…

ଆଇସିସି ଟି-୨୦ ର଼୍ୟାକିଙ୍ଗ୍‌: ରସିଦ୍‌ଙ୍କୁ ବମ୍ଫର ଫାଇଦା, ଜାଣନ୍ତୁ କେଉଁ ଖେଳାଳି କେଉଁ ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ,୨୧।୩: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟି -୨୦ ଖେଳାଳିଙ୍କ ର଼୍ୟାକିଙ୍ଗ୍‌ ପ୍ରକାଶ କରିଛି। ଆଫଗାନିସ୍ତାନ କ୍ରିକେଟର ରସିଦ୍‌ ଖାନ ଆହତ କାରଣରୁ ବହୁଦିନ ହେବ କ୍ରିକେଟଠାରୁ ଦୂରେଇ ଯାଇଥିଲେ। ଆଉ ଏବେ ମଇଦାନକୁ ଫେରିବା ମାତ୍ରେ ହିଁ ରେକର୍ଡ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?