ଖେଳ

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୭୯/୯

ଓ୍ବେଲିଂଟନ(ନ୍ୟୁଜିଲାଣ୍ଡ),୨୯ା୨: ବେସି ରିଜର୍ଭଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ କାମେରନ ଗ୍ରୀନ୍‌ (୧୦୩*)ଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୯ ଉଇକେଟ ବିନିମୟରେ ୨୭୯ରନ୍‌ କରିଛି। ଟସ୍‌ରେ ହାରି…

‘କୁଳଦୀପ ଯାଦବ ବିସିସିଆଇର ଗ୍ରେଡ ‘ଏ’ କଣ୍ଟ୍ରାକ୍ଟ ପାଇବାକୁ ଯୋଗ୍ୟ, କିନ୍ତୁ…’

ନୂଆଦିଲ୍ଲୀ,୨୯।୨: ବୁଧବାର ବିସିସିଆଇ ଏହାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପ୍ରକାଶ କରିଛି। ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ କୁଳଦୀପ ଯାଦବଙ୍କୁ ଗ୍ରେଡ ବିରେ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ କୁଳଦୀପ ଯାଦବଙ୍କ କୋଚ କପିଲ ଦେବ ପାଣ୍ଡେ ଏଥିରେ ସହମତ ନୁହଁନ୍ତି। କପିଲ ଦେବ ପାଣ୍ଡେ…

‘ମୁଁ ରୋହିତ ଶର୍ମାକୁ ଟିମ ଇଣ୍ଡିଆର ଅଧିନାୟକ କରିଛି’

ନୂଆଦିଲ୍ଲୀ,୨୯।୨: ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦାବି କରିଛନ୍ତି ଯେ, ସେ ରୋହିତ ଶର୍ମାଙ୍କୁ ଟିମ ଇଣ୍ଡିଆର ଅଧିନାୟକ କରିଛନ୍ତି। ଗାଙ୍ଗୁଲି କହିଛନ୍ତି, ତାଙ୍କ ପାଇଁ ରୋହିତ ଶର୍ମା ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି। ୨୦୨୧ରେ ରୋହିତ ଶର୍ମାଙ୍କୁ ବିରାଟ…

ଶ୍ରେୟସ-ଈଶାନ ନୁହନ୍ତି, କଣ୍ଟ୍ରାକ୍ଟରେ ଏହି ୨ ଖେଳାଳିଙ୍କ ‘ଗ୍ରେଡ୍‌’କୁ ନେଇ ବିତର୍କ ବଢ଼ୁଛି

ନୂଆଦିଲ୍ଲୀ,୨୯।୨: ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ବୁଧବାର ପ୍ରକାଶ ପାଇବା ପରଠାରୁ ବିବାଦୀୟ ସ୍ଥିତି ଉପୁଜିଛି। ତାଲିକାରେ କିଛି ଖେଳାଳି ବାଦ୍‌ ପଡ଼ିଥିବା ବେଳେ କିଛି ପ୍ରଥମ ଥର ଲାଗି ସାମିଲ ହୋଇଛନ୍ତି। ସିଧାସଳଖ ଆଦେଶ ଅବମାନନା କରି ରଣଜୀ ଟ୍ରଫି…

ଧର୍ମଶାଳା ଟେଷ୍ଟରେ ଇତିହାସ ରଚିବେ ଅଶ୍ୱିନ

ଧର୍ମଶାଳା,୨୯।୨: ଭାରତ ବନାମ ଇଂଲଣ୍ଡ ସିରିଜର ଶେଷ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି। ମାର୍ଚ୍ଚ ୯ରେ ଭେଟେରାନ ସ୍ପିନର ଧର୍ମଶାଳାରେ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ। ଏହା ସହ ସେ ସଚିନ ତେନ୍ଦୁଲକର…

ଲାଇଭ୍‌ ମ୍ୟାଚ୍‌ ଚାଲିଥିବାବେଳେ ହେଲା ଫିକ୍ସିଂ, ଜାଣିଶୁଣି ଖେଳାଳି ହେଲେ ଆଉଟ୍‌: ଭାଇରାଲ ହେଉଛି ଭିଡିଓ

କୋଲକାତା,୨୯।୨: କୋଲକାତାର ପ୍ରଥମ ଡିଭିଜନ ଗ୍ରୁପ ଏ ଲିଗରେ ଟାଉନ କ୍ଲବ ଏବଂ ମହମ୍ମଦାନ ସ୍ପୋର୍ଟିଂ କ୍ଲବ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ମ୍ୟାଚର ଏହି ଭିଡିଓ କ୍ରିକେଟ ଜଗତର ଦୃଷ୍ଟି…

ପ୍ରଶ୍ନ ଉଠାଇଲେ ଇରଫାନ୍‌; ଯଦି ଆୟର-କିଶନ ବାଦ୍‌ ପଡ଼ିଲେ, ତେବେ ପାଣ୍ଡ୍ୟା କାହିଁକି ନୁହେଁ…

ନୂଆଦିଲ୍ଲୀ,୨୯।୨: ରଣଜୀ ଟ୍ରଫି ଖେଳିବାର ଆଦେଶ ପାଳନ ନ କରିବାକୁ ନେଇ ଈଶାନ କିଶନ ଏବଂ ଶ୍ରେୟସ ଆୟରଙ୍କୁ ବିସିସିଆଇ କେନ୍ଦ୍ରୀୟ ଅନୁବନ୍ଧ(କଣ୍ଟ୍ରାକ୍ଟ)ରୁ ବାଦ ଦିଆଯାଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତର ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନ୍‌। ଦଳର…

ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍‌ ପାଇଁ ଟିମ୍‌ ଘୋଷଣା କଲା ଭାରତ

ମୁମ୍ବାଇ,୨୯।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଷିଶ୍ଟ ଟେଷ୍ଟ ସିରିଜର ଶେଷ ତଥା ପଞ୍ଚମ ମ୍ୟାଚ୍‌ ଧର୍ମଶାଳାରେ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ଭାରତ ଏହି ସିରିଜରେ ୩-୧ ଆଗୁଆ ଅଛି। ପଞ୍ଚମ…

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ଆଇପିଏଲ୍‌ ପୂର୍ବରୁ ବିସ୍ପୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୯।୨: ଆଇପିଏଲ୍‌ ୨୦୨୪ ଆରମ୍ଭ ପାଇଁ କେବଳ କିଛି ଦିନ ବାକି ଅଛି। ଏହି ସିଜିନର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ ଗୁଜରାଟ…

ଶେଷ ଟେଷ୍ଟରେ ଏହି କ୍ରିକେଟର୍‌ଙ୍କୁ ମିଳିପାରେ ଡେବ୍ୟୁ ସୁଯୋଗ

ନୂଆଦିଲ୍ଲୀ,୨୯।୨: ମାର୍ଚ୍ଚ ୭ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଧର୍ମଶାଳାରେ ଅନୁଷ୍ଠିତ ହେବ। ଏହି ମ୍ୟାଚ ପାଇଁ ପ୍ଲେଇଙ୍ଗ୍‌-୧୧ରେ ଟିମ ଇଣ୍ଡିଆ ଦେବଦତ୍ତ ପଡିକ୍କଲଙ୍କୁ ସାମିଲ କରିବାର ସମ୍ଭାବନା…

ଏହି ଭାରତୀୟ ବୋଲରଙ୍କୁ ଦେଖି ଶିଖୁଥିଲେ ଜେମ୍ସ ଆଣ୍ଡରସନ: କଲେ ଖୁଲାସା

ନୂଆଦିଲ୍ଲୀ,୨୯।୨: ଇଂଲଣ୍ଡର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟରେ ପାଖାପାଖି ୭୦୦ ଉଇକେଟ ନେଇଛନ୍ତି। ସେ ୧୮୬ ଟେଷ୍ଟ ମ୍ୟାଚରେ ୬୯୮ ଉଇକେଟ ନେଇଛନ୍ତି। ୪୧ ବର୍ଷ ବୟସରେ ସେ ନିଜକୁ ଯଥେଷ୍ଟ ଫିଟ ରଖିଛନ୍ତି। ସେ ବର୍ତ୍ତମାନ ଇଂଲଣ୍ଡର…

ମ୍ୟାଚ୍‌ ଚାଲିଥିବାବେଳେ ହଠାତ୍‌ ପଡ଼ିଆରେ ପଶିଗଲେ ଯୁବକ: ପାନେ ଦେଲେ ମହିଳା କ୍ରିକେଟର୍‌

ବେଙ୍ଗାଲୁରୁ,୨୯।୨: ମହିଳା ପ୍ରିମିୟର ଲିଗ ୨୦୨୪ର ଷଷ୍ଠ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୟୁପି ୱାରିୟର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ୟୁପି ଚମତ୍କାର ପ୍ରଦର୍ଶନ କରି ୭ ଇକେଟ ଜିତିଥିଲା। ମ୍ୟାଚ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?