ଖେଳ

କୋହଲି-ସଚିନଙ୍କ ରେକର୍ଡ ନୁହେଁ, ଏହି କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି ପାକିସ୍ତାନ ଅଧିନାୟକ

ଇସଲାମାବାଦ୍‌,୧୨।୪:କ୍ରିକେଟ ଦୁନିଆର କେଉଁ ବଡ଼ ରେକର୍ଡ ପାକିସ୍ତାନ ଅଧିନାୟକ ବାବର ଆଜାମ ତାଙ୍କ କ୍ୟାରିଅରରେ ଭାଙ୍ଗିବାକୁ ଚାହୁଁଛନ୍ତି? ବାବର ଏ ସମ୍ପର୍କରେ ନିଜର ମତ ଦେଇଛନ୍ତି। ଭାରତୀୟ ପ୍ରଶଂସକମାନେ ବାବର ଦେଇଥିବା ଉତ୍ତର ଜାଣି ଆଶ୍ଚର୍ଯ୍ୟ ହେବେ। କାରଣ ସଚିନ କି…

ପ୍ରଥମ ବୋଲର୍‌ ଭାବେ ଏମିତି କାରନାମା କଲେ ଜସପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୧୨।୪: ଆଇପିଏଲ ୨୦୨୪ର ୨୫ତମ ଲିଗ ମ୍ୟାଚରେ ମୁମ୍ବାଇ ଆରସିବିକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ମୁମ୍ବାଇର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ବୋଲିଂ ଚମତ୍କାର ଥିଲା। ଏହି ମ୍ୟାଚରେ ବୁମରା ତାଙ୍କ ଦଳ ପାଇଁ ସର୍ବାଧିକ ୫ ଉଇକେଟ ନେଇଥିଲେ।…

ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରବଳ ଫାଇଦା: ଆରସିବିର ବଢିଲା ଟେନସନ୍‌

ମୁମ୍ବାଇ,୧୨।୪: ଆଇପିଏଲର ୨୫ତମ ମ୍ୟାଚ ଗୁରୁବାର ଖେଳାଯାଇଥିଲା। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପଡ଼ିଆରେ ଥିଲା। ଯଦି ଦେଖାଯାଏ, ତେବେ ଏହି ଲିଗରେ ରହିବା ପାଇଁ ଉଭୟ ଦଳ ଏହି ମ୍ୟାଚ ଜିତିବା ଆବଶ୍ୟକ ଥିଲା।…

ସୂର୍ଯ୍ୟଙ୍କ ଆଗରେ ଆତ୍ମସମର୍ପଣ କଲା ଆରସିବି: ମୁମ୍ବାଇର ରେକର୍ଡ ବର୍ଷା

ନୂଆଦିଲ୍ଲୀ,୧୨।୪: ଆଇପିଏଲ ୨୦୨୪ରେ ସୁର୍ଯ୍ୟକୁମାର ଯାଦବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଖେଳିଥିଲେ। ଏଥିରେ ସେ ୨୭୩.୬୮ ଷ୍ଟ୍ରାଇକ ରେଟ୍‌ରେ ୧୯ଟି ବଲରେ ୫୨ ରନ ସ୍କୋର କରି ଅନେକ ରେକର୍ଡ ଭାଙ୍ଗିଥିଲେ। ସିଜନର ପ୍ରଥମ ମ୍ୟାଚ୍‌ ସୂର୍ଯ୍ୟକୁମାର…

ଟି-୨୦ ବିଶ୍ୱକପ ଖେଳିବାକୁ ଚାହୁଁଛନ୍ତି ଦୀନେଶ କାର୍ତ୍ତିକ, ଦେଖନ୍ତୁ ପଡ଼ିଆ ମଝିରେ କ’ଣ କହିଲେ ରୋହିତ

ମୁମ୍ବାଇ,୧୨।୪: ଆରସିବି ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଆଇପିଏଲ ପରେ ଅବସର ନେଇଥିବାର ସୂଚନା ଦେଇଛନ୍ତି, କିନ୍ତୁ ତାଙ୍କ ନିଷ୍ପତିରେ ପରିବର୍ତ୍ତନ ହୋଇପାରେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପରେ ଏହାର ସମ୍ଭାବନା ଆହୁରି ବଢିଛି। ଦୀନେଶ କାର୍ତ୍ତିକ ୩୮ ବର୍ଷ ବୟସରେ…

କୋହଲିଙ୍କୁ ୪୪୦ ବୋଲ୍ଟର ଝଟ୍‌କା ଦେଲେ ବୁମ୍‌ରା

ମୁମ୍ବାଇ,୧୨।୪: ଆଇପିଏଲ ୨୦୨୪ରେ, ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ମୁମ୍ବାଇ ଟସ ଜିତି ଆରସିବିକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଫର୍ମରେ ଥିବା ବିରାଟ କୋହଲି ମାତ୍ର ୩ ରନ ସ୍କୋର…

ମୁଁ ମୁର୍ଖ…କାହିଁକି ନିଜ ପାଇଁ ଏମିତି କହିଲେ କୋହଲି

ନୂଆଦିଲ୍ଲୀ,୧୧।୪: ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ (MI) ଗୁରୁବାର ଆଇପିଏଲ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁକାବିଲା କରିଛି। ଆରସିବିର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚମତ୍କାର ଫର୍ମରେ ଅଛନ୍ତି। ତେବେ ବିରାଟ କୋହଲି ନିଜ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ…

ଭାରତ ଛାଡି କାହିଁକି କାନାଡାରେ ରହିବାକୁ ଚାହୁଁଛନ୍ତି ଜସପ୍ରିତ ବୁମରା? ପତ୍ନୀଙ୍କ ପ୍ରଶ୍ନ ଶୁଣି ଦେଲେ ଚମକାଇବା ଭଳି ଉତ୍ତର

ନୂଆଦିଲୀ,୧୧।୪: ଭାରତୀୟ କ୍ରିକେଟ ପରିଦୃଶ୍ୟରେ ଜସପ୍ରୀତ ବୁମରାଙ୍କ ନାମ ସେତେବେଳେ ସାମ୍ନାକୁ ଆସିଥିଲା ଯେଉଁ ସମୟରେ ଦ୍ରୁତ ବୋଲିଂ ଭାରତୀୟ କ୍ରିକେଟରେ ଶକ୍ତି ପାଲଟିଥିଲା। ସ୍ପିନ ଉପରେ ନିର୍ଭରଶୀଳ ଭାରତୀୟ ଦଳର ତତ୍କାଳୀନ ଅଧିନାୟକ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀ…

ମୁମ୍ବାଇକୁ ବଡ଼ ଝଟକା: ଟୁର୍ନାମେଣ୍ଟରୁ ବାହାରିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୧।୪: ମୁମ୍ବାଇ ଇଣ୍ଡିଆନ୍ସ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ପ୍ରତିଭାବାନ ଉଇକେଟ୍‌ କିପର ବ୍ୟାଟର୍‌ ବିଷ୍ଣୁ ବିନୋଦ ଆହତ କାରଣରୁ ଏହି ସିଜିନରୁ ବାଦ୍‌ ପଡିଛନ୍ତି। ଏହି ସିଜିନ୍‌ରେ ବିଷ୍ଣୁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଖେଳି ନାହାନ୍ତି। କିନ୍ତୁ…

ଜାଣିଶୁଣି ଆଇପିଏଲ୍‌ରେ ଏହି ଭାରତୀୟ ଖେଳାଳିଙ୍କୁ ସୁଯୋଗ ଦେଉନାହାନ୍ତି ସଞ୍ଜୁ ସାମସନ୍‌? ବଢ଼ୁଛି ଚର୍ଚ୍ଚା…

ନୂଆଦିଲ୍ଲୀ,୧୧।୪: ଆଇପିଏଲ୍‌ ୨୦୨୪ରେ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆସନ୍ତା ବିଶ୍ୱକପ୍‌ରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଧ୍ରୁବ୍‌ ଜୁରେଲଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ହେଲେ ଚଳିତ ଆଇପିଏଲ୍‌ରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍‌ ଜାଣିଶୁଣି ସୁଯୋଗ ଦେଉନ ଥିବା ଅଭିଯୋଗ…

ଡ୍ରେସିଂ ରୁମ୍‌ରେ ପାଣ୍ଡ୍ୟାଙ୍କ ବ୍ୟବହାର କେମିତି: ଟିମ ଡେଭିଡ୍‌ କଲେ ଖୁଲାସା

ମୁମ୍ବାଇ,୧୧।୪: ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି। ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ଏହା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସକଙ୍କ କ୍ରୋଧର ଶିକାର ହେବାକୁ ପଡିଥିଲା। କିନ୍ତୁ…

ଗମ୍ଭୀରଙ୍କ ସହ ଆଲିଙ୍ଗନକୁ ନେଇ ଏମିତି କହିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସର କେବଳ ସର୍ବଶ୍ରେଷ୍ଠ ଖେଳାଳି ନୁହଁନ୍ତି, ଅନେକ ଥର ବିବାଦ ମଧ୍ୟ ତାଙ୍କୁ ଘେରି ରହିଛି। ଗୌତମ ଗମ୍ଭୀର ଏବଂ ନବୀନ-ଉଲ-ହକଙ୍କ ସହ ତାଙ୍କର ପଡ଼ିଆ ବିତର୍କ କ୍ରିକେଟ ଜଗତରେ କାହାକୁ ଅଛପା ନାହିଁ। ପୁମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?