ଖେଳ

ଯୁବରାଜଙ୍କ ସମକକ୍ଷ ହେଲେ ନେପାଳର ଏହି କ୍ରିକେଟର

ଅଲ ଆମେରଟ୍‌,୧୩ା୪: ବିଶ୍ୱ କ୍ରିକେଟରେ ତୃତୀୟ ଖେଳାଳି ଭାବରେ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି ନେପାଳର ଦୀପେନ୍ଦ୍ର ସିଂ ଐରୀ। ଏସିଆନ୍‌ କ୍ରିକେଟ କାଉନ୍‌ସିଲ(ଏସିସି) ପକ୍ଷରୁ ଆୟୋଜିତ ପ୍ରିମିୟର କପ୍‌ ଟି୨୦ରେ ଐରୀ କାତାର ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା…

ପୁଣି ଧୋନିଙ୍କ ହାତରେ ଦିନିକିଆ ବିଶ୍ୱକପ ଟ୍ରଫି, ପ୍ରଶଂସକଙ୍କ ମନରେ ପୁନର୍ଜୀବିତ ହେଲା ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ୍

ମୁମ୍ବାଇ,୧୩ା୪: ମହେନ୍ଦ୍ର ସିଂହ ଧୋନିଙ୍କ ଭାରତୀୟ କ୍ରିକେଟ ଟିମର ଏକମାତ୍ର ଅଧିନାୟକ ଯିଏ ସମସ୍ତ ପ୍ରକାର ଆଇସିସି ଟ୍ରଫି ଜିତିଛନ୍ତି। ତେଣୁକରି ଭାରତୀୟ କ୍ରିକେଟ ଧୋନିଙ୍କ ହାତରେ ଆଇସିସି ଟ୍ରଫି ଦେଖିଲେ ପ୍ରଶଂସକମାନେ ଉତ୍ଫୁଲିତ ହୋଇ ଉଠନ୍ତି। ଶନିବାର ସମାନ ଘଟଣା…

“ହାର୍ଦ୍ଦିକ ପାଣ୍ଡ୍ୟା ଆହତ! ସେ ଏହାକୁ ସ୍ୱୀକାର କରୁନାହାଁନ୍ତି”: ପୂର୍ବତନ ନ୍ୟୁଜିଲ୍ୟାଣ୍ଡ କ୍ରିକେଟରଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୧୩ା୪: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଦ୍ରୁତ ବୋଲର ସାଇମନ୍ ଡଲ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି କିନ୍ତୁ ସେ ଏହାକୁ ସ୍ୱୀକାର…

ପ୍ୟାରିସ ଅଲିମ୍ପିକ୍ସ ଚିଫ୍‌ ଡି’ ମିଶନ ପଦବୀରୁ ଓହରିଲେ ମେରୀକମ୍‌

ନୂଆଦିଲ୍ଲୀ, ୧୩ା୪ : ଛଅ ଥର ବିଶ୍ୱ ଚାମ୍ପିୟନ ବକ୍ସର ଏମ୍‌.ସି. ମେରୀକମ୍‌ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତର ଚିଫ୍‌ ଡି’ ମିଶନ ପଦବୀରୁ ଓହରିଯାଇଛନ୍ତି। ସେ ବ୍ୟକ୍ତିଗତ କାରଣରୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ମେରୀକମ୍‌ ଭାରତୀୟ ଅଲିମ୍ପିକ…

ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଲକ୍ଷ୍ନୌ, ୧୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ପରାସ୍ତ କରିଛି। ଆୟୂଷ ବଦୋନୀଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ୨୦ ଓଭରରେ ୭ ଉଇକେଟ ହରାଇ ୧୬୭ ରନ…

ସ୍ପଷ୍ଟ କଲେ ସିଦ୍ଧୁ, ଟିମ୍‌ ଇଣ୍ଡିଆର ଆଗାମୀ ଅଧିନାୟକ ହେବେ ଏହି କ୍ରିକେଟର…

ନୂଆଦିଲ୍ଲୀ,୧୨।୪: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ କିଏ ହେବ? ଏହି ପ୍ରଶ୍ନ ପ୍ରତିଟି ପ୍ରଶଂସକଙ୍କ ମନରେ ରହିଛି। ଏବେ ରୋହିତ ଶର୍ମା ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିୟରର ଅନ୍ତିମ ପାହାଚରେ ଅଛନ୍ତି। ଏଣୁ ତାଙ୍କ ପରେ ଟିମ୍‌ ଇଣ୍ଡିଆର ନେତୃତ୍ୱ କିଏ ନେବ…

ସନ୍ନ୍ୟାସକୁ ନେଇ ରୋହିତଙ୍କ ବଡ଼ ଖୁଲାସା, ୩ ବର୍ଷ ପରେ…

ନୂଆଦିଲ୍ଲୀ, ୧୨।୪: ଗତ କିଛି ମାସ ଧରି ଜବରଦସ୍ତ ବ୍ୟାଟିଂ କରୁଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ରୋହିତ ଶର୍ମା। ପ୍ରତିଟି ଫର୍ମାଟରେ ରୋହିତ ଲଗାତର ଭାବେ ରନ୍‌ ବର୍ଷା କରୁଛନ୍ତି। ଏବେ ସେ ଆଇପିଏଲ୍‌ର ୧୭ତମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ…

ଏକାଠି ହେଲେ ଓସ୍କାର ବିଜେତା ଏସ୍ ଏସ୍ ରାଜାମୋୖଲି, କ୍ରିକେଟର ଡେଭିଡ୍ ୱାର୍ନର; ଦେଖନ୍ତୁ ମଜାଦାର ଭିଡିଓ

ନୂଆଦିଲ୍ଲୀ,୧୨।୪: ଆଶ୍ଚର୍ଯ୍ୟଜନକ ଭାବେ ଏକ ପ୍ରୋଜେକ୍ଟରେ ଏକାଠି ନଜର ଆସିଛନ୍ତି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୋୖଲି ଏବଂ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍ ୱାର୍ନର। ଦୁହିଁଙ୍କୁ ନେଇ କ୍ରେଡ୍ ନୂତନ ବିଜ୍ଞାପନ ଭିଡିଓ ପ୍ରକାଶ କରିଛି। ୟୁପିଆଇ ବ୍ୟବହାର କରିବାକୁ…

ବିସିସିଆଇ କଣ୍ଟ୍ରାକ୍ଟ ହରାଇବା ପରେ ପ୍ରଥମ ଥର ମୁହଁ ଖୋଲିଲେ ଇଶାନ

ନୂଆଦିଲ୍ଲୀ,୧୨।୪: ଗୁରୁବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) କୁ ପରାଜୟ କରିଛି। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ଭଲ ଫର୍ମରେ ଏହି ମ୍ୟାଚରେ ଦେଖା ଯାଉଥିଲେ। ଇଶାନ…

କାନ ଧରି କ୍ଷମା ମାଗିଲେ ବିରାଟ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୨।୪: ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ପଡ଼ିଆରେ ଅଛନ୍ତି ତେବେ ପରିବେଶ ଜମି ଯିବା ନିଶ୍ଚିତ। ଆଇପିଏଲ ୨୦୨୪ରେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏକ ହାଇ ସ୍କୋରର ମ୍ୟାଚ…

ପ୍ରବଳ ରାଗିଗଲେ ଆରସିବି ଅଧିନାୟକ: ପରାଜୟର କାରଣ ବଖାଣିଲେ

ମୁମ୍ବାଇ,୧୨।୪: ଆଇପିଏଲର ୨୫ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଚୌକା ଓ ଛକା ବର୍ଷା ହୋଇଥିଲା।ବ୍ୟାଟ୍ସମ୍ୟାନ୍‌ମାନେ ମଧ୍ୟ ମୋଟ ପାଞ୍ଚ ଅର୍ଦ୍ଧଶତକ ହାସଲ କରିଥିଲେ। ଯଦି ଦେଖାଯାଏ, ତେବେ ଲିଗ୍‌ରେ…

ପ୍ରଶଂସକଙ୍କୁ ଏମିତି ଅପିଲ୍‌ କଲେ ବିରାଟ କୋହଲି: ଜାଣିଲେ କରିବେ ବାଃ ବାଃ

ମୁମ୍ବାଇ,୧୨।୪: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ରେ ନିଜ ଘରୋଇ ଗ୍ରାଉଣ୍ଡରେ ଦ୍ୱିତୀୟ ବିଜୟ ହାସଲ କରିଛି। ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଉଇକେଟରେ ପରାସ୍ତ କରିଛନ୍ତି। ୧୯୭ ରନର ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ୧୫.୩ ଓଭରରେ ଲକ୍ଷ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?