ଏହି କାରଣରୁ ୨୪ ଲକ୍ଷ ଟଙ୍କା ଜୋରିମନା ଗଣିବେ ରିଷଭ ପନ୍ତ
ନୂଆଦିଲ୍ଲୀ,୪।୪: ଦିଲ୍ଲୀ କ୍ୟାପିଟାଲ୍ସ କୋଲକତା ନାଇଟ୍ ରାଇଡର୍ସଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଆଉ ଏକ ଝଟ୍କାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଉପରେ ୨୪ ଲକ୍ଷ ଟଙ୍କା ଜୋରିମନା କରାଯାଇଛି।…
ହୃଦୟ ଜିତିଲେ ଶାହରୁଖ
ନୂଆଦିଲ୍ଲୀ,୪।୪: ଆଇପିଏଲ୍ ୨୦୨୪ର ଏକ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରନ୍ରେ ପରାସ୍ତ କରିଛି। ଆଇପିଏଲ ୨୦୨୪ରେ ଏହା କୌଣସି ଦଳର ସବୁଠାରୁ ବଡ ବିଜୟ ଥିଲା। କେକେଆର ପାଇଁ ସୁନୀଲ ନାରିନ ୮୫ ରନର ଚମତ୍କାର…
ଇତିହାସ ରଚିଲେ ଡେଭିଡ ଓ୍ବାର୍ନର, ରୋହିତ ଶର୍ମାଙ୍କୁ ପଛରେ ପକାଇଦେଲେ
ନୂଆଦିଲ୍ଲୀ,୪।୪: କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କେକେଆର୍ ୨୭୨ ରନ ସ୍କୋର କରିଥିଲା, ଯାହାକି ଆଇପିଏଲ ଇତିହାସରେ କୌଣସି ଦଳ ପକ୍ଷରୁ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିଲା। ଏହି ମ୍ୟାଚରେ ଡେଭିଡ ୱାର୍ନର ଏବଂ…
ପୃଥ୍ବୀ ଶ’ଙ୍କ ମାମଲାର ତଦନ୍ତ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ
ମୁମ୍ବାଇ,୪ା୪(ପି.ଟି.): ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ବିରୋଧରେ ଆଗତ ଯୌନ ଶୋଷଣ ମାମଲାର ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ। ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ସପନା ଗିଲ୍ କ୍ରିକେଟରଙ୍କ ନାମରେ ଯୌନ ଶୋଷଣ ମାମଲା ରୁଜୁ କରିଥିଲେ।…
ସୁପରମ୍ୟାନ୍ ଭଳି ପୋଷାକ ପିନ୍ଧି ବିମାନବନ୍ଦରରେ ବୁଲିଲେ ଈଶାନ କିଶନ, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୩।୪: ଆଇପିଏଲ୍ରେ ଗୋଟିଏ ପଟେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ଥିବା ବେଳେ ଦଳର ସବୁଠୁ ମହଙ୍ଗା ଖେଳାଳିଙ୍କ ଭିନ୍ନ ଲୁକ୍ ଚର୍ଚ୍ଚାରେ ରହିଛି। ସୁପରମ୍ୟାନ୍ ଭଳି ପୋଷାକ ପିନ୍ଧି ଈଶାନ କିଶନ ବୁଲୁଥିବା ନଜର ଆସିଛନ୍ତି। ଏହାଦେଖି ଅନେକେ ଚକିତ…
ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ବଡ଼ ଝଟ୍କା
ଲକ୍ଷ୍ନୌ,୩ା୪: ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ବଡ଼ ଝଟ୍କା ଲାଗିଛି। ଦଳର ଦ୍ରୁତ ବୋଲର ଶିଭମ ମାଭି ଆହତ କାରଣରୁ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡିଛନ୍ତି। ତାଙ୍କର ପଞ୍ଜରା ହାଡରେ ଆଘାତ ଲାଗିଛି। ତେବେ ଶେଷ ଥର ପାଇଁ ଅଗଷ୍ଟ ୨୦୨୩ରେ…
ଆଇପିଏଲ୍ ମଝିରେ ପାଣ୍ଡ୍ୟାଙ୍କ ସହ ଦଳ ପାଇଁ ପ୍ରଥମ ଖୁସି ଖବର
ନୂଆଦିଲ୍ଲୀ,୩ା୪: ଆଇପିଏଲ୍ ୨୦୨୪ ଆରମ୍ଭ ହେବା ଦିନଠାରୁ ଏଯାବତର ଯାତ୍ରା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଠିକ୍ ନାହିଁ। ରୋହିତ ଶର୍ମାଙ୍କ ସ୍ଥାନରେ ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେଉଥିବା ବେଳେ ଦଳ ଖେଳିଥିବା ପ୍ରାରମ୍ଭିକ ୩ ମ୍ୟାଚ୍ରେ ପରାଜିତ ହୋଇଛି।…
୬,୬,୪,୦,୬,୪… ଦିଲ୍ଲୀ ବୋଲରଙ୍କୁ କନ୍ଦାଇ ଦେଲେ କୋଲକାତାର ଏହି ବ୍ୟାଟ୍ସମ୍ୟାନ୍
ବିଶାଖାପାଟଣା,୩।୪: କ୍ରିକେଟରେ ନିଜର ବୋଲିଂ ଲାଗି ପରିଚିତ ଥିବା ସୁନୀଲ ନରେନ ଯେବେ ବ୍ୟାଟିଂ କରିବାକୁ ଆସନ୍ତି, ବିରୋଧି ଟିମ୍ର ବୋଲର୍ମାନେ ଛାନିଆ ହୁଅନ୍ତି। କିଛି ଏଭଳି ଦୃଶ୍ୟ ଆଇପିଏଲ୍ ୨୦୨୪ର ୧୬ତମ ମ୍ୟାଚ୍ରେ ଦେଖିବାକୁ ମିଳିଛି। ବାମହାତୀ ବ୍ୟାଟ୍ସମ୍ୟାନ୍ ସୁନୀଲ…
ଆଇପିଏଲ୍ରେ ରନ୍ ବର୍ଷା: ଦିଲ୍ଲୀ ଆଗରେ ପାହାଡ଼ ଭଳି ୨୭୩ ରନ୍ ଟାର୍ଗେଟ୍ ଛିଡ଼ା କଲା କୋଲକାତା
ବିଶାଖାପାଟଣା,୩।୪: ଇଣ୍ଡିଆ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ର ୧୬ତମ ମ୍ୟାଚ୍ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ବିଶାଖାପାଟଣାରେ ଜାରି ଏହି ମ୍ୟାଚ୍ରେ କୋଲକାତା ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ଚେନ୍ନାଇ ସୁପର୍ କିଙ୍ଗ୍ସକୁ ବଡ଼ ଝଟ୍କା, ଆଇପିଏଲ୍ ଅଧାରେ ଛାଡ଼ି…
ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ଲାଗି ପ୍ରସ୍ତୁତି ଚଳାଇଥିବା ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ଝଟ୍କା। ଦଳର ପ୍ରମୁଖ ବୋଲର୍ ମୁସ୍ତାଫିଜୁର ରେହମାନ ଏହି ମ୍ୟାଚ୍ ଖେଳି ନ ପାରନ୍ତି। ସେ ଆଇପିଏଲ୍ ଅଧାରେ…
ପାଣ୍ଡ୍ୟା ଛାଡ଼ିବେ ମୁମ୍ବାଇ କ୍ୟାପ୍ଟେନ୍ ପଦ? କିଏ ହେବେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ…
ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ରେ ଏଯାବତ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ୫ ଥର ଟୁର୍ନାମେଣ୍ଟ ଜିତିଥିବା ଟିମ୍ ପ୍ରାରମ୍ଭିକ ୩ ମ୍ୟାଚ୍ରେ ପରାଜିତ ହୋଇଛି। ଦଳ ଚଳିତ ସିଜନରେ ନୂଆ ଅଧିନାୟକ ସହ ମଇଦାନକୁ ଓହ୍ଲାଇଥିଲା। ଟିମ୍…
ହାତ ଛାଡି ପଦ୍ମ ଧରିଲେ ବକ୍ସର ବିଜେନ୍ଦ୍ର ସିଂହ
ନୂଆଦିଲ୍ଲୀ,୩।୪: ମୁଣ୍ଡ ଉପରେ ନିର୍ବାଚନ। ଏହି ସମୟରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟ୍କା। ବକ୍ସର ବିଜେନ୍ଦ୍ର ସିଂହ ହାତ ଛାଡି ପଦ୍ମ ଧରିଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ଭାଜପା ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ଭାଜପାରେ…

