ଟିମ୍ ଇଣ୍ଡିଆ ପାଇଁ ଏହି ୩ ଖେଳାଳି ଆଜି କରିପାରନ୍ତି ଡେବ୍ୟୁ
ହରାରେ,୬।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଶନିବାର ହରାରେଠାରେ ଖେଳାଯିବ। ଟିମ ଇଣ୍ଡିଆ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଶୁବମନ ଗିଲଙ୍କ ଦ୍ୱାରା ଅଧିନାୟକତ୍ୱ ହୋଇଥିବା ଦଳ ତିନିଜଣ ନୂତନ ଖେଳାଳିଙ୍କୁ ଡେବ୍ୟୁ ସୁଯୋଗ ଦେଇପାରେ। ବିରାଟ…
ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ଟିମ୍ ଇଣ୍ଡିଆ ? ଜାଣନ୍ତୁ ଅପଡେଟ୍
ନୂଆଦିଲ୍ଲୀ, ୦୬।୦୭: ଟି-୨୦ ବିଶ଼୍ବକପ୍ରେ ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରି ବିଶ଼୍ବ ଚାମ୍ପିୟନ୍ ହୋଇଛି । ୨୯ ଜୁନ୍ରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ସାଉଥ୍ ଆଫ୍ରିକାକୁ ୭ ୱିକେଟ୍ରେ ହରାଇ ଟ୍ରଫି ହାସଲ କରିଛି । ଏହି…
ଅଲମ୍ପିକ୍ରେ ଭାଗ ନେବେ କି କୋହଲି-ରୋହିତ୍ ? ମୋଦିଙ୍କୁ ରାହୁଲ କହିଲେ…
ନୂଆଦିଲ୍ଲୀ, ୦୬।୦୭: ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟକୋଚ ରାହୁଲ ଦ୍ରାବିଡ଼ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହୋଇଥିବା ସାକ୍ଷାତ ସମୟରେ ଅଲମ୍ପିକ୍କୁ ନେଇ କଥା ହୋଇଛନ୍ତି। ଆଗାମୀ ଅଲମ୍ପିକ୍ ୨୦୨୮ରେ ହେବାକୁ ଯାଉଛି । ମୋଦିଙ୍କୁ ସେ ବିରାଟ କୋହଲି…
ଆନ୍ଥୋନୀ ଓଡ଼ିଶା ଏଫ୍ସିର ସହକାରୀ କୋଚ୍
ଭୁବନେଶ୍ୱର, ୬।୭(ତପନ ସ୍ବାଇଁ): ଓଡ଼ିଶା ଏଫ୍ସି ଆଗାମୀ ସିଜନ ପାଇଁ ଆନ୍ଥୋନୀ ଫର୍ନାଣ୍ଡିଜ୍ଙ୍କୁ ସହକାରୀ କୋଚ୍ ନିଯୁକ୍ତ କରିଛି। ଫଳରେ ଫ୍ଲୟଡ ପିଣ୍ଟୋଙ୍କ ସ୍ଥାନରେ ସେ ନୂଆ ସହକାରୀ କୋଚ୍ ହୋଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ପିଣ୍ଟୋ ନିଜ ଦାୟିତ୍ୱରୁ ଓହରିବାକୁ…
ଚେସ୍ ମ୍ୟାଚ୍ ଚାଲିଥିବାବେଳେ ହଠାତ୍ ଟଳିପଡିଲେ ପ୍ରସିଦ୍ଧ ଗ୍ରାଣ୍ଡମାଷ୍ଟର
ଢାକା,୬।୭: ବାଂଲାଦେଶର ଟପ ଚେସ ଗ୍ରାଣ୍ଡମାଷ୍ଟର ଖେଳ ସମୟରେ ମୃତ୍ୟୁବରଣ କରିଛନ୍ତି। ବାଂଲାଦେଶର ସବୁଠାରୁ ପ୍ରସିଦ୍ଧ ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନଙ୍କ ୫୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ବାଂଲାଦେଶ ଜାତୀୟ ଚାମ୍ପିଅନସିପ ସମୟରେ ଏକ ମ୍ୟାଚ ଖେଳୁଥିବାବେଳେ ରେହମାନଙ୍କର ମୃତ୍ୟୁ…
ଟିମ ଇଣ୍ଡିଆର ବିଜୟ ପରେଡରେ ଲାଗିଲା ଚୁନା, ୬୦ରୁ ଅଧିକ ଲୋକଙ୍କ ମୋବାଇଲ ଗାଏବ
ମୁମ୍ବାଇ,୬।୭: ମୁମ୍ବାଇରେ ଭାରତୀୟ କ୍ରିକେଟ ଦଳର ଉତ୍ସବରେ ଯୋଗଦେବା ଅନେକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ଆପଣ ଭାବୁଛନ୍ତି ଏହା କାହିଁକି କୁହାଯାଉଛି । ଏହାର କାରଣ ହେଉଛି ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଟି -୨୦ ବିଶ୍ୱକପ ଜିତିଥିବା ଭାରତୀୟ…
ରାହୁଲ ଦ୍ରାବିଡଙ୍କୁ କୋଚ କରିବା ପାଇଁ ପ୍ରସ୍ତାବ ଦେଲେ ପାକିସ୍ତାନ ସାମ୍ବାଦିକ: ଲୋକେ କହିଲେ…
ନୂଆଦିଲ୍ଲୀ,୬।୭: ଭାରତୀୟ କ୍ରିକେଟ ଦଳ ସହ କୋଚ ଭାବରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ଟ୍ରଫି ଜିତିଥିଲା। ଏହାପୂର୍ବରୁ ଏହା ଏକଦିବସୀୟ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। କିନ୍ତୁ…
କୋହଲିଙ୍କଠାରୁ ଏମିତି କଥା ଶୁଣି ଖୁସି ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୬।୭: ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆର ଖେଳାଳିମାନେ ଭାରତରେ ପହଞ୍ଚିଥିଲେ। ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିଙ୍କୁ ଭେଟିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ରୋହିତ ଶର୍ମା, ବିରାଟ…
ଆଜି ଭାରତ-ଜିମ୍ବାଓ୍ବେ ପ୍ରଥମ ଟି-୨୦: ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍
ହରାରେ,୬।୭: ଭାରତୀୟ କ୍ରିକେଟ ଦଳ ୨୦୧୬ ପରଠାରୁ ପ୍ରଥମ ଥର ପାଇଁ ଆଫ୍ରିକୀୟ ଦେଶରେ ଦ୍ୱିପାକ୍ଷିକ ସିରିଜ ଖେଳିବ। ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଦଳ ଜିମ୍ବାୱେ ଗସ୍ତରେ ଯାଇ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଇଛନ୍ତି। ଆଜି…
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଭାରତୀୟ କ୍ରିକେଟ୍ ଟିମ୍କୁ ୧୧ କୋଟି
ମୁମ଼୍ବାଇ, ୫।୭: ଟି-୨୦ ବିଶ଼୍ବକପ୍ ଜିତି ସ଼୍ବଦେଶ ଫେରିଥିବା ଭାରତୀୟ କ୍ରିକେଟ୍ ଟିମ୍ ଉପରେ ଟଙ୍କା ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଭାରତୀୟ ଟିମ୍କୁ ସେ ୧୧…
ଗଛରେ ଚଢ଼ି ଏଭଳି କିଛି ଦୃଶ୍ୟ କଏଦ କରିଥିଲେ ପ୍ରଶଂସକ, Video ସାମ୍ନାକୁ ଆସିବା ପରେ…
ନୂଆଦିଲ୍ଲୀ,୫।୭: ଟି୨୦ ବିଶ୍ୱକପ୍ ଜିତିବା ପରେ ଭାରତରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ଏହି କ୍ରମରେ ଖେଳାଳିମାନେ ସ୍ବଦେଶକୁ ଫେରି ରୋଡ ଶୋ’ କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି। ଦିଲ୍ଲୀରୁ ନେଇ ବମ୍ବେ ଯାଇ ପ୍ରଶଂସକମାନେ ଖେଳାଳିଙ୍କ ଝଲକ ପାଇବାକୁ…
ବିଧାନସଭା ଭିତରେ ମରାଠିରେ ଏମିତି କହିଦେଲେ ରୋହିତ, ମୁଖ୍ୟମନ୍ତ୍ରୀ…
ମୁମ଼୍ବାଇ, ୫।୭: ସ଼୍ବଦେଶ ଫେରିବା ପରେ ବିଶ଼୍ବବିଜୟୀ ଭାରତୀୟ ଟିମ୍କୁ ଶୁଭେଚ୍ଛା ଏବଂ ସମ୍ମାନ ସମାରୋହ ଜାରି ରହିଛି । ଗତ ଗୁରୁବାର ମୁମ଼୍ବାଇରେ ସମ଼୍ବର୍ଦ୍ଧନା ପରେ ଆଜି ମହାରାଷ୍ଟ୍ର ବିଧାନସଭାକୁ କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କୁ ଆମନ୍ତ୍ରିତ କରାଯାଇଥିଲା । ରୋହିତଙ୍କ…
Archives


