ଖେଳ

ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଲେ ଧୋନି! ଏହି ଫିଲ୍ମରେ କରିବେ ଅଭିନୟ

ନୂଆଦିଲ୍ଲୀ,୬।୯: ଦୁଇ ତାରକା ଗୋଟିଏ ଫିଲ୍ମରେ ଥିଲେ ଫିଲ୍ମର କ୍ରେଜ ହିଁ ବଢିଯାଏ। ଲୋକେ ତାଙ୍କ ପ୍ରିୟର ସୁପରଷ୍ଟାରଙ୍କୁ ଦେଖିବାକୁ ଭିଡ ଜମାଇଥା’ନ୍ତି। ଦକ୍ଷିଣ ଫିଲ୍ମର ଆଗାମୀ ଚଳଚ୍ଚିତ୍ର GOAT ରେ ମଧ୍ୟ ସମାନ ଘଟଣା ଘଟିଛି। ଏଥିରେ ତେଲଗୁ ଫିଲ୍ମରେ…

ନୂଆ ଇନିଂସ ଆରମ୍ଭ କଲେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିକଟ ଅତିତରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରୁ ସନ୍ୟାସ ଘୋଷଣା କରିଥିଲେ। ଏବେ ସେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଏହି କ୍ରିକେଟର ଏବେ ରାଜନୀତି ଦୁନିଆରେ ନିଜର କ୍ୟାରିୟର ଆରମ୍ଭ…

ଟି-୨୦ରେ ନୂଆ ଇତିହାସ ରଚିଲେ ଏହି କ୍ରିକେଟ୍‌ର,ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ…

ନୂଆଦିଲ୍ଲୀ,୫।୯: କାରିବିଆନ ପ୍ରିମିୟର ଲିଗ ଅର୍ଥାତ୍‌ ସିପିଏଲ୍‌ ୨୦୨୪ର ସପ୍ତମ ମ୍ୟାଚ ରେ ସେଣ୍ଟ କିଟ୍ସ ଆଣ୍ଡ୍‌ ନେଭିସ ପ୍ୟାଟ୍ରିୟଟ୍‌ସ ବନାମ ଗୁଇନା ଆମାଜନ ୱାରିୟର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଶିମ୍ରନ ହେଟମିୟରଙ୍କ ବିସ୍ଫୋରକ ଇନିଂସ ଯୋଗୁ ଗୁଇନ୍ଦା…

୧୦୦୦ କୋଟି ସମ୍ପତ୍ତିର ମାଲିକ ବିରାଟ କୋହଲି; ଏହି ପ୍ରସଙ୍ଗରେ ଶାହରୁଖ-ସଲମାନଙ୍କଠାରୁ ଅଛନ୍ତି ପଛରେ…

ଶାହରୁଖ ଖାନ ଏବଂ ସଲମାନ ଖାନ ବଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଥିବାବେଳେ ବିରାଟ କୋହଲି କ୍ରିକେଟ ଜଗତକୁ ରାଜ୍‌ କରୁଛନ୍ତି। ନିକଟରେ ଦେଶର ସବୁଠାରୁ ଧନୀ ଅଭିନେତାଙ୍କ ତାଲିକା ପ୍ରକାଶ ପାଇଥିଲା ଯେଉଁଥିରେ ଶାହାରୁଖ ଖାନ ଜିତିଥିଲେ। ସୁପରଷ୍ଟାର ଶାହାରୁଖ ହେଉଛନ୍ତି…

ସେମି ଫାଇନାଲରେ ଟିଆଫୋ, ଫ୍ରିଟ୍ଜ

ନ୍ୟୁୟର୍କ,୫ା୯(ପି.ଟି.): ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଫ୍ରାନ୍ସିସ ଟିଆଫୋ, ଟେଲର ଫ୍ରିଟ୍ଜ ଓ ଆରିନା ସାବାଲେଙ୍କା। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଟେଲର ଫ୍ରିଟ୍ଜ ୭-୬(୭/୨), ୩-୬, ୬-୪ ଓ ୭-୬(୭/୩) ସେଟରେ…

ଡ୍ରାଭିଡ ହେବେ ରାଜସ୍ଥାନର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୫ା୯ (ପି.ଟି.): ଭାରତର ଟି୨୦ ବିଶ୍ୱକପ୍‌ ୨୦୨୪ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୫ରେ ରାଜସ୍ଥାନ ରୟାଲ୍ସ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ଗ୍ରହଣ କରିବେ…

ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ,୧୯୬୫ ପରେ ପ୍ରଥମଥର ଘଟିଲା ଏମିତି…

ରାଓ୍ବଲପିଣ୍ଡି,୪।୯: ବାଂଲାଦେଶ ବିପକ୍ଷରେ ଘରେ ଅପମାନଜନକ ପରାଜୟର ସମ୍ମୁଖୀନ ହେବା ପରେ ପାକିସ୍ତାନ ଦଳ ବହୁ ସମାଲୋଚନାର ସମ୍ମୁଖୀନ ହୋଇଛି। ଏହି ପରାଜୟର ଗୋଟିଏ ଦିନ ପରେ ପାକିସ୍ତାନ ଦଳ ଆଉ ଏକ ବଡ଼ ଝଟକା ଦେଇଛି। ୨ ମ୍ୟାଚ୍‌ ଟେଷ୍ଟ…

ପାକିସ୍ତାନକୁ ଧୂଳି ଚଟେଇଲା ବାଂଲାଦେଶ

ରାଓ୍ବଲପିଣ୍ଡି,୪ା୯: ପାକିସ୍ତାନ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ୬ ଉଇକେଟରେ ଜିତି ନେଇଛି ବାଂଲାଦେଶ। ଏଥିସହିତ ଦଳ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ କ୍ଲିନ୍‌ ସୁଇପ୍‌ ବିଜୟ ହାସଲ କରିଛି। ମ୍ୟାଚ ଜିତିବା ଲାଗି ମଙ୍ଗଳବାର ମ୍ୟାଚର ୫ମ…

ମୋ ପୁଅ କ୍ୟାରିୟର୍‌ ନଷ୍ଟ କରିଦେଇଛନ୍ତି ଧୋନୀ: ସଙ୍ଗୀନ ଅଭିଯୋଗ ଆଣିଲେ ଯୁବରାଜ ସିଂଙ୍କ ବାପା

ନୂଆଦିଲ୍ଲୀ,୪।୯:ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ ପୁଣି ଥରେ ଏମଏସ ଧୋନୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ନିଜେ ଭାରତ ପାଇଁ ଖେଳିଥିବା ଯୋଗରାଜ ଧୋନୀଙ୍କୁ ସମାଲୋଚନା କରି ତାଙ୍କ ପୁଅ ଯୁବରାଜଙ୍କ କ୍ୟାରିୟର ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି।…

ପୁରୁଷ ୪X୧୦୦ମି. ରିଲେରେ ଓଡ଼ିଶାକୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨।୯ (ତପନ ସ୍ବାଇଁ): ବେଙ୍ଗାଲୁରୁର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଚାଲିଥିବା ୬୩ତମ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ରବିବାର ଅନୁଷ୍ଠିତ ପୁରୁଷ ୪X୧୦୦ ମିଟର ରିଲେରେ ଓଡ଼ିଶା ସ୍ବର୍ଣ୍ଣ ପଦକ ହାସଲ କରିଛି। ଅବିନାଶ ସାହୁ, ଅନିମେଶ କୁଜୁର, ଲାଲୁ…

ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବ କି ଭାରତ: ରାଜ୍‌ ଖୋଳିଲା ବିସିସିଆଇ

ନୂଆଦିଲ୍ଲୀ,୩।୯: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟର ତାରିଖ ସ୍ଥିର ହୋଇଥିଲେ ମଧ୍ୟ ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ବିସିସିଆଇର ସଚିବ ଦାୟିତ୍ୱ ତୁଲାଇଥିବା ଜୟ ଶାହା…

କିଏ ସେହି ଆଇଏଏସ୍‌ ଅଧିକାରୀ, ଯିଏ ୨୦୨୪ ପାରାଲିମ୍ପିକ୍ସରେ ଦେଶ ପାଇଁ ଆଣିଲେ ରୌପ୍ୟ ପଦକ, ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୩।୯: ନୋଏଡାର ପୂର୍ବତନ ଡିଏମ ସୁହାସ ଏଲଓ୍ବାଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସରକାରୀ ବିଭାଗ ପରି ସେ କ୍ରୀଡା କ୍ଷେତ୍ରରେ ମଧ୍ୟ ନିଜର ପ୍ରାଧାନ୍ୟ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି। ଉତ୍ତରପ୍ରଦେଶ କ୍ୟାଡରର ୨୦୦୭ ବ୍ୟାଚର ଅଧିକାରୀ ସୁହାସ ଏଲଓ୍ବାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?