ଖେଳ

ବଲିଉଡରେ ଏଣ୍ଟ୍ରି କରିବେ ସାନିଆ ମିର୍ଜାଙ୍କ ପୁଅ! ଏହି ଫିଲ୍ମ ମେକର ଦେଲେ…

ମୁମ୍ବାଇ,୧୮।୨: ଫରାହ ଖାନ YouTubeରେ କୁକିଂ ବ୍‌ଲଗ ତିଆରି କରନ୍ତି। ନିକଟରେ ଟେନିସ ତାରକା ସାନିଆ ମିର୍ଜାଙ୍କୁ ତାଙ୍କ ଭିଡିଓରେ ଦେଖିବାକୁ ମିଳିଥିଲା। ସାନିଆଙ୍କୁ ତାଙ୍କ ପୁଅ ଇଜାନଙ୍କ ସହିତ ଦେଖିବାକୁ ମିଳିଥିଲା। ଏହି ବ୍ଲଗରେ ସାନିଆ ଏକ କାହାଣୀ ବର୍ଣ୍ଣନା…

ସର୍ବକାଳୀନ ଶ୍ରେଷ୍ଠ ୫ ବ୍ୟାଟସମ୍ୟାନ ତାଲିକା ଘୋଷଣା କଲେ ସେହ୍ବାଗ: ସଚିନ ଦ୍ୱିତୀୟ, ପ୍ରଥମରେ ଅଛନ୍ତି ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୮।୨: ପୂର୍ବତନ ବିସ୍ଫୋରକ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ଦିନିକିଆ ଫର୍ମାଟର ସର୍ବକାଳୀନ ଶ୍ରେଷ୍ଠ ୫ ବ୍ୟାଟସମ୍ୟାନଙ୍କୁ ଚୟନ କରିଛନ୍ତି। ଆଶା ଅନୁଯାୟୀ, ସେ ଏହି ତାଲିକାରେ ବିରାଟ କୋହଲି, ସଚିନ ତେନ୍ଦୁଲକର, ଏବି ଡିଭିଲିୟର୍ସଙ୍କ ସମେତ ଅନେକ କିମ୍ବଦନ୍ତୀଙ୍କୁ ସ୍ଥାନ…

ଚାମ୍ପିଅନ୍ସ ଟ୍ରଫିରେ କେବେ ହୋଇନାହିଁ ଏହି ଚମତ୍କାର: ପ୍ରଥମଥର ଲେଖାଯାଇପାରେ ଇତିହାସ

ନୂଆଦିଲ୍ଲୀ,୧୮।୨: ପ୍ରାୟ ଆଠ ବର୍ଷର ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ୨୦୧୭ ବର୍ଷ ପରେ, ICC ଦ୍ୱାରା ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରାଯାଉଛି। ଏହି ଆଠ ବର୍ଷ ମଧ୍ୟରେ କ୍ରିକେଟ ଖେଳିବାର ଶୈଳୀ ବହୁତ ବଦଳି ଯାଇଛି। ଏବେ…

୫ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇଲେ ମନୁ ଭାକର

ନୂଆଦିଲ୍ଲୀ, ୧୮ା୨: ଭାରତର ଷ୍ଟାର ପିସ୍ତଲ ଶୁଟର ମନୁ ଭାକର ବିବିସି ଇଣ୍ଡିଆନ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ଜିତିଛନ୍ତି। ମନୁଙ୍କ ସମେତ ଏହି ପୁରସ୍କାର ପାଇଁ ୫ଜଣ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଅନ୍ୟମାନେ ହେଲେ ଗଲ୍ଫର ଅଦିତି ଅଶୋକ, ପାରା…

ଭାରତୀୟ ଖେଳାଳିଙ୍କ ଜର୍ସିରେ ପାକିସ୍ତାନ ନାଁ: ଜାଣନ୍ତୁ କାହିଁକି

ଦୁବାଇ,୧୮।୨: ଆସନ୍ତାକାଲିଠାରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫେବୃଆରୀ ୧୯ରେ କରାଚୀର ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଏକ ମ୍ୟାଚ ସହିତ…

ଭାରତୀୟ ଦଳ ପାଇଁ ଖୁସିଖବର: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବିସିସିଆଇ କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୨: ଭାରତୀୟ ଦଳ ଫେବୃଆରୀ ୨୦ରୁ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। ଭାରତୀୟ ଦଳ ବାଂଲାଦେଶର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଭାରତ ବନାମ ବାଂଲାଦେଶ ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳିମାନଙ୍କ ପାଇଁ ଖୁସି ଖବର ଆସିଛି। ନିକଟରେ ବିସିସିଆଇ…

ବିସିସିଆଇର ନୂଆ ନିୟମରୁ କୋହଲିଙ୍କୁ ମିଳିଲା ଉପାୟ, ବାହାରୁ ଖାଦ୍ୟ ଅର୍ଡର କରି ଖାଇଲେ…

ନୂଆଦିଲ୍ଲୀ,୧୭।୨: ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳର ପରାଜୟ ପରେ ଅନେକ ନିୟମ ପରିବର୍ତ୍ତନ ହୋଇଛି। ବିସିସିଆଇ ଦ୍ୱାରା ଜାରି କରାଯାଇଥିବା ନୂତନ ନିୟମ ଅନୁଯାୟୀ, ଟିମ ଇଣ୍ଡିଆର ଖେଳାଳିମାନେ ବିଦେଶ ଗସ୍ତରେ ନିଜ ସହିତ ବ୍ୟକ୍ତିଗତ କର୍ମଚାରୀଙ୍କୁ ନେଇପାରିବେ…

ପୁଣି ପଡ଼ିଆକୁ ଫେରିବେ ସଚିନ ତେନ୍ଦୁଲକର: ଜାଣନ୍ତୁ କେବେ, କେଉଁ ଦଳ ପାଇଁ ଖେଳିବେ

ନୂଆଦିଲ୍ଲୀ,୧୭।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣିଥରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି। ILMT20 ଟୁର୍ନାମେଣ୍ଟ ୨୨ ଫେବୃଆରୀରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଭାରତ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଖେଳିବେ। ଏହି ଲିଗରେ…

Rishabh Pant Injury: ବାଂଲାଦେଶ ବିପକ୍ଷରେ ଖେଳିବେ କି ନାହିଁ ରିଷଭ ? ଆଘାତ ସମ୍ପର୍କରେ ଦୁବାଇରୁ ଆସିଲା ବଡ଼ ଅପଡେଟ୍

ଦୁବାଇ,୧୭।୨: ଟିମ୍ ଇଣ୍ଡିଆର ୱିକେଟକିପର-ବ୍ୟାଟସମ୍ୟାନ୍ ରିଷଭ ପନ୍ତ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଆହତ ହୋଇଛନ୍ତି। ଟିମ୍ ଇଣ୍ଡିଆର ଅଭ୍ୟାସ ସମୟରେ ପନ୍ତଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। କିନ୍ତୁ ଏବେ ଦୁବାଇରୁ ଏକ ଭଲ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ,…

Champions Trophy: ପାକିସ୍ତାନରେ ପହଞ୍ଚିଲା ଅଷ୍ଟ୍ରେଲିଆ ଦଳ

ଲାହୋର,୧୭ା୨: ଆଇସିସି ଚାମ୍ପିୟନ୍ସ ଟ୍ରଫି ଖେଳିବା ଲାଗି ଅଷ୍ଟ୍ରେଲିଆ କ୍ରିକେଟ ଦଳ ସୋମବାର ପାକିସ୍ତାନରେ ପହଞ୍ଚିଛି। ବୁଧବାର କରାଚୀର ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ ସହ ଟୁର୍ନାମେଣ୍ଟ ଆରମ୍ଭ ହେବ। ପାକିସ୍ତାନ ହେଉଛି ଗତଥରର ଚାମ୍ପିୟନ ଦଳ। ୨୦୧୭ରେ୍‌ ୟୁନାଇଟେଡ…

ଅଜିଙ୍କ୍ୟ ରାହାଣେଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ବିସିସିଆଇ ଚୟନକର୍ତ୍ତା: ସବୁ ଖୋଲି କହିଦେଲେ

ମୁମ୍ବାଇ,୧୭।୨: ବିଦେଶରେ ଦେଶ ପାଇଁ ନିରନ୍ତର ପ୍ରଦର୍ଶନ କରିଥିବା କିଛି ଭାରତୀୟ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଅଜିଙ୍କ୍ୟ ରାହାଣେ ଅନ୍ୟତମ। ଏକଦା ଟେଷ୍ଟ କ୍ରିକେଟରେ ସବୁଠାରୁ ନିର୍ଭରଯୋଗ୍ୟ ନମ୍ବର ୪ ବ୍ୟାଟସମ୍ୟାନ ଥିଲେ। ଗତ ୨ ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ଏତେ…

IPL Ticket Booking: କେବେ, କେମିତି କିଣିପାରିବେ ଆଇପିଏଲ୍‌ ଟିକେଟ୍‌, ଜାଣନ୍ତୁ କେତେ ରହିବ ଦାମ୍‌

ନୂଆଦିଲ୍ଲୀ,୧୭।୨: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନ ଅର୍ଥାତ୍‌ ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟ ୨୨ ମାର୍ଚ୍ଚରୁ ୨୫ ମେ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ୧୦ଟି ଦଳ ଅଂଶଗ୍ରହଣ କରିବେ ଏବଂ ମ୍ୟାଚ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?