ଶୁବମନ ଗିଲଙ୍କୁ କାହିଁକି କରାଗଲା ଟିମ ଇଣ୍ଡିଆର ଉପ-ଅଧିନାୟକ? ଜବାବ ଦେଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୨୦।୨: ଆଜି ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବାଂଲାଦେଶର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଉଭୟ ଦଳ ପରସ୍ପରକୁ ଭେଟିବେ। ତଥାପି, ଏହି ମ୍ୟାଚ ପୂର୍ବରୁ,…
ପ୍ରଥମ ମ୍ୟାଚ୍ରେ ହାରିଲା ଆୟୋଜକ ପାକିସ୍ତାନ
କରାଚୀ, ୧୯।୨: ନ୍ୟାଶନାଲ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଉଦ୍ଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ୬୦ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଓ୍ବିଲ୍ ୟଙ୍ଗ୍ ଓ ଟମ୍ ଲଥାମଙ୍କ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୫ ଉଇକେଟ ହରାଇ…
ଭାରତର ଏହି ଷ୍ଟାର କ୍ରିକେଟରଙ୍କ WhatsApp ଆକାଉଣ୍ଟ ହ୍ୟାକ୍, କଲେ ଏଭଳି ଅପିଲ୍…
ନୂଆଦିଲ୍ଲୀ,୧୯।୨: ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ମହମ୍ମଦ କୈଫ ବଡ଼ ଅଡ଼ୁଆରେ ଫସି ଯାଇଛନ୍ତି। ତାଙ୍କର WhatsApp ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଏହା ବ୍ୟତୀତ ସେ ଏକ…
କେବେ ସୁଧୁରିବ ପାକିସ୍ତାନ! ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚରେ କଲା ଏମିତି ଭୁଲ
କରାଚି,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଉଦଘାଟନୀ ମ୍ୟାଚରେ, ଆୟୋଜକ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। କରାଚୀର ନ୍ୟାଶନାଲ ଷ୍ଟାଡିୟମରେ, ମହମ୍ମଦ ରିଜୱାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା କିୱି ଦଳ…
ପାକିସ୍ତାନରେ କୋଟି କୋଟି ଟଙ୍କାର କ୍ୟାମେରା କାହିଁକି ଲଗାଇଛି ICC? ଖେଳାଳିଙ୍କ ଉପରେ…
ଇସଲାମାବାଦ,୧୯।୨: ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଫେରିଛି। ପାକିସ୍ତାନ ଏବଂ ଦୁବାଇରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଆଇସିସି କୌଣସି ତ୍ରୁଟି ରଖିବାକୁ ଚାହୁଁନାହିଁ। ସେଥିପାଇଁ ସେ ପ୍ରତ୍ୟେକ ଛୋଟ ଜିନିଷ ପାଇଁ ଜବରଦସ୍ତ ପ୍ରସ୍ତୁତି କରିଛନ୍ତି। ସଦ୍ୟତମ ରିପୋର୍ଟ…
Champions Trophy: କରାଚୀ ଛାତିରେ ଉଡିଲା ତ୍ରିରଙ୍ଗା, ବିବାଦ ପରେ ମୁଣ୍ଡ ନୁଆଁଇଲା ପାକିସ୍ତାନ
ନୂଆଦିଲ୍ଲୀ,୧୯।୨: ଶେଷରେ ପାକିସ୍ତାନକୁ ପୁଣି ଥରେ ଭାରତ ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ପଡିଛି। ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ, ପାକିସ୍ତାନର କରାଚୀ-ଲାହୋର ଷ୍ଟାଡିୟମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ଦେଖାଯାଇଥିଲା ଯେ ଏହି ICC ଟୁର୍ଣ୍ଣାମେଣ୍ଟରେ…
ଚାମ୍ପିଅନ୍ସ ଟ୍ରଫିର LIVE ମ୍ୟାଚ୍ରେ ଯୁଦ୍ଧ ବିମାନ ଉଡ଼ାଇଲା ପାକିସ୍ତାନ, Video ଭାଇରାଲ୍
କରାଚି,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଛି। କରାଚୀର ନ୍ୟାସନାଲ ବ୍ୟାଙ୍କ ଷ୍ଟାଡିୟମରେ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ପୂର୍ବରୁ ଉଦ୍ଘାଟନୀ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ସମୟରେ ପାକିସ୍ତାନ ୩ ପ୍ରକାରର ଯୁଦ୍ଧ…
ICC Rankings:ବାବରଙ୍କୁ ପଛରେ ପକାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍ ହେଲେ ଶୁବମନ ଗିଲ୍
ନୂଆଦିଲ୍ଲୀ,୧୯।୨: ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହୋଇଛି। ଏହା ପୂର୍ବରୁ ICC ଦିନିକିଆ ର଼୍ୟାଙ୍କିଙ୍ଗ୍ ପ୍ରକାଶ କରିଛି। ଭାରତର ଷ୍ଟାର ବ୍ୟାଟସମ୍ୟାନ ଏବଂ ଉପ-ଅଧିନାୟକ ଶୁଭମନ ଗିଲ ବିଶ୍ୱର ନମ୍ବର ଦିନିକିଆ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ବାବର ଆଜମଙ୍କୁ ପଛରେ ପକାଇ…
ପାକିସ୍ତାନକୁ ହାଲୁକା ଭାବେ ନେବାକୁ ଚାହୁଁନାହାନ୍ତି କୋହଲି, ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଦେଲେ ବଡ଼ ବୟାନ
ଦୁବାଇ,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସବୁଠାରୁ ବଡ଼ ମ୍ୟାଚ୍ ୨୩ ଫେବୃଆରୀରେ ଖେଳାଯିବ। ଏହି ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପର ସହ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରତ୍ୟେକ କ୍ରିକେଟ ପ୍ରେମୀ…
Chhaava: ଦୁବାଇରେ ଏହି ଫିଲ୍ମକୁ ଦେଖିବା ପରେ କାହିଁକି ଟ୍ରୋଲ ହେଉଛନ୍ତି ଗୌତମ ଗମ୍ଭୀର?
ନୂଆଦିଲ୍ଲୀ,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆଜିଠାରୁ ଅର୍ଥାତ ୧୯ ଫେବୃଆରୀରୁ ଆରମ୍ଭ ହେଉଛି। ଟୁର୍ନାମେଣ୍ଟରେ ଭାରତୀୟ ଦଳ ଫେବୃଆରୀ ୨୦ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ଖେଳିବ। ଏହାଛଡ଼ା ଦଳ ୨୩ ଫେବୃଆରୀରେ ଏହାର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଦଳ ପାକିସ୍ତାନ…
ପାକିସ୍ତାନରେ ପୁଣି ତ୍ରିରଙ୍ଗାକୁ ଅପମାନ, Videoକୁ ନେଇ ହଇଚଇ
ଇସଲାମାବାଦ,୧୯।୨: ଭାରତୀୟ ଜାତୀୟ ପତାକାର ପୁଣି ଥରେ ଅପମାନ କରିଛି ପାକିସ୍ତାନ। ନିକଟରେ କରାଚୀ ଷ୍ଟାଡିୟମର ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ କରାଚୀ ଗଦ୍ଦାଫି ଷ୍ଟାଡିୟମରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ…
ଶେଷରେ ମାନିଲା ପାକିସ୍ତାନ: କରାଚୀରେ ଉଡ଼ିଲା ତ୍ରିରଙ୍ଗା
ଇସଲାମାବାଦ୍,୧୯।୨: ପାକିସ୍ତାନ କ୍ରିକେଟ ବୋର୍ଡ ସମ୍ପ୍ରତି ବିବାଦରେ ପଡ଼ିଛି ଏବଂ ଏହାର କାରଣ ଥିଲା ଯେ ଏହା କରାଚୀ ଏବଂ ଲାହୋରର ଷ୍ଟାଡିୟମରେ ୭ଟି ଦଳର ପତାକା ଉତ୍ତୋଳନ କରିଥିଲା। କିନ୍ତୁ ସେଠାରେ ଭାରତୀୟ ପତାକା ଉତ୍ତୋଳନ କରାଯାଇ ନ ଥିଲା…

